Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home କ୍ରୀଡା

କୋହଲିଙ୍କୁ ଝଟକା, କଟିଲା 20 ପ୍ରତିଶତ ମ୍ୟାଚ ଫି

Ramesh Parida by Ramesh Parida
Dec 26, 2024, 04:27 pm GMT+0530
FacebookTwitterWhatsAppTelegram

ବର୍ଡ଼ର ଗାଭାସ୍କର ଟ୍ରଫିର ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନ ଶେଷ ହେବା ମାତ୍ରେ ଆଇସିସି  ଭେଟେରାନ ଭାରତୀୟ  ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଉପରେ ଜରିମାନ ଲଗାଇଛି । ବାସ୍ତବରେ ବିରାଟ ଅଷ୍ଟ୍ରେଲୀୟ ଓପନର ସାମ କନଷ୍ଟାସଙ୍କୁ ସାମ କନଷ୍ଟାସଙ୍କୁ ଧକ୍କା ଦେଇଥିଲେ ।

ଏହି ଘଟଣା ପରେ ଆଇସିସି କୋହଲିଙ୍କ ମ୍ୟାଚ ଫି ର 20 ପ୍ରତିଶତ କାଟିଛି ଏବଂ ତାଙ୍କୁ ସ୍ତର 1 ରେ ଦୋଷୀ ସାବ୍ୟସ୍ତ କରାଯାଇଛି ।  ପ୍ରଥମ ଦିନରେ ଖେଳ ଶେଷ ହେବା ପରେ ବିରାଟ ମଧ୍ୟ ନିଜର ଭୁଲକୂ ସ୍ବୀକାର କରିଛନ୍ତି ଯେଉଁଥିପାଇଁ ଏ ବାବଦରେ ଅଧିକ ଶୁଣାଣି କରିବାର ଆବଶ୍ୟକତା ପଡ଼ିବ ନାହିଁ । ଅଷ୍ଟ୍ରେଲିଆ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ସମୟରେ ଯେତେବେଳେ  କନଷ୍ଟାସ ଏବଂ ଉସମାନ ଖ୍ବାଜା ପାଶ୍ବ ପରିବର୍ତନ କରୁଥିଲେ । କୋହଲି କନଷ୍ଟାସଙ୍କ ଆଡ଼କୁ ଯାଇଥିଲେ । କୋହଲିଙ୍କ କାନ୍ଧ କାନାଷ୍ଟାସଙ୍କ କାନ୍ଧରେ ବାଜିଥିଲା ।

ସେହି ସମୟରେ ମନ୍ତବ୍ୟ ଦେଉଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ମଧ୍ୟ ବିଶ୍ୱାସ କରୁଥିଲେ ଯେ, କୋହଲି ଏହା ଜାଣିଶୁଣି କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ଖେଳାଳି ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ କୋହଲିଙ୍କ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ବୋଲି କହିଛନ୍ତି।

କୋହଲିଙ୍କୁ ଲେଭଲ୍ ୱାନ୍‌ରେ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ତେଣୁ ତାଙ୍କର ମ୍ୟାଚ୍ ଫି’ କଟାଯାଇଛି। ଯଦି ଏହା ଏକ ସ୍ତରୀୟ ଦୁଇ ଅପରାଧ ହୋଇଥାନ୍ତା, ତେବେ କୋହଲି ତିନି କିମ୍ବା ଚାରି ଡେରିମିଟ୍ ପଏଣ୍ଟ ପାଇଥାନ୍ତେ। ପରବର୍ତ୍ତୀ ମ୍ୟାଚ୍ ପାଇଁ ଜଣେ ଖେଳାଳିଙ୍କୁ ନିଲମ୍ବନ କରିବାକୁ ଚାରୋଟି ପଏଣ୍ଟ ଯଥେଷ୍ଟ। ଏଥିରୁ ଏହା ସ୍ପଷ୍ଟ ଯେ, ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ମ୍ୟାଚରେ ବିରାଟ ଖେଳିପାରିବେ।

ଏହି ଘଟଣା ପରେ କଙ୍ଗାରୁ ଓପନର୍ କନଷ୍ଟାସ୍ ସକାଳ ଅଧିବେଶନରେ ଚା’ପାନ ବିରତି ସମୟରେ ଏହା ବିଷୟରେ କହିଥିଲେ।  ସେ କହିଥିଲେ ଯେ, ମୁଁ ଏହି ଘଟଣାକୁ ପଡ଼ିଆ ଭିତରେ ରଖିବାକୁ ଚାହୁଁଛି। କିନ୍ତୁ ଭାରତୀୟ ଦଳ ବିରୋଧରେ କଡ଼ା ପ୍ରତିଯୋଗିତା ଦେବାରେ ତାଙ୍କର କୌଣସି ଆପତ୍ତି ନାହିଁ।

କନଷ୍ଟାସ୍  କହିଥିଲେ, ପଡ଼ିଆରେ ଯାହା ଘଟେ, ତାହା ପଡ଼ିଆରେ ରହିବା ଆବଶ୍ୟକ। ମୁଁ ପ୍ରତିଯୋଗିତାକୁ ଭଲ ପାଏ ଏବଂ ପ୍ୟାକ୍ ହୋଇଥିବା ଷ୍ଟାଡିୟମ୍ ଅପେକ୍ଷା ଡେବ୍ୟୁ କରିବାକୁ ଭଲ ସ୍ଥାନ ଆଉ କିଛି ହୋଇପାରିବ ନାହିଁ।

 

Tags: INDIAnewsodisha
ShareTweetSendShare

RelatedNews

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

ଶୁଭମନ ଗିଲଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜୋରିମାନା
Latest News

ଶୁଭମନ ଗିଲଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜୋରିମାନା

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.