Monday, May 12, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ସୁଶାସନ ଓ ସଶକ୍ତ ଭାରତର ପ୍ରତିଷ୍ଠାତା ବାଜପେୟୀ: ବିଶ୍ୱଭୂଷଣ ହରିଚନ୍ଦନ

Ramesh Parida by Ramesh Parida
Dec 25, 2024, 05:33 pm GMT+0530
FacebookTwitterWhatsAppTelegram

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ସେବା ସହଯୋଗ ସଚେତନ ଟ୍ରଷ୍ଟ ଆନୁକୁଲ୍ୟରେ ଓଡ଼ିଶା ଡିପ୍ଲୋମା ଇଂଜିନିୟରର୍ସ ସର୍ଭିସ ଆସୋସିଏସନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେଯୋଗଦେଇ ବାଜପେୟୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ତାଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଅଟଳ ବିହରୀ ବାଜପେୟୀଙ୍କର ଅଟଳ ନିଷ୍ପତି ଦେଶକୁ ପ୍ରଗତିଶୀଳ ଓ ପରିବର୍ତ୍ତନ ଧାରାର ସୂତ୍ରପାତ ଆରମ୍ଭ କରିଥିଲେ। ସେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସଂଗେ ସଂଗେ ଦେଶରଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହିତ କରୁଥିଲେ। ସେ ନୈତିକ ରାଜନୀତି ଉପରେ ବିଶ୍ୱାସ ରଖିଥିଲେ। ତାଙ୍କ ପାଖରେ ଲୋଭ କିମ୍ବା ଲାଳସା ନଥିଲା। ସେ ଥିଲେ ଶତାବ୍ଦିର ପ୍ରଜ୍ୱଳିତ ସୂର୍ଯ୍ୟ ପରି ତେଜିୟାନ ନେତା। ତାଙ୍କ ଭାଷଣରେ ହଜାର ହଜାର ଜନତା ମୁଗ୍ଧଚିତରେ ବିମୋହିତ ହେଉଥିଲେ। ସେ ଦେଶକୁ ଏକଛତ୍ରବାଦୀ ଶାସନରୁ ମୁକଳାଇବାକୁ ଓ ଦେଶର ଐକ୍ୟ ପ୍ରତିଷ୍ଠା କରିବାକୁ ଦୁର୍ବାର ସଂଗ୍ରାମ କରିଛନ୍ତି।

ସମ୍ବିଧାନ ସୁରକ୍ଷା ଦିଗରେ ତାଙ୍କର ଭୂମିକା ଏକ ସ୍ତମ୍ଭ ପରି ଅତୁଟ ଓ ଅତୁଳନୀୟ। ସେହିପରି ଦେଶର ସମୃଦ୍ଧି ଓ ଶକ୍ତିବୃଦ୍ଧି ପାଇଁ ସେ ନେଇପାରିଛନ୍ତି କଠୋର ନିଷ୍ପତି। ସମଗ୍ର ବିଶ୍ୱର ବିରୋଧ ସତ୍ୱେ ସେ ପୋଖରାନ ଠାରେ ପରମାଣୁ ପରିକ୍ଷଣ କରି ବିଶ୍ୱକୁ ହତଚକିତ କରିଛନ୍ତି। ସେ ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ହୃଦୟଙ୍ଗମ କରି ଦେଶର କୀର୍ତ୍ତିକୁ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଛନ୍ତି।

ଜାତିସଂଘରେ ହିନ୍ଦିରେ ଭାଷଣ ଦେଇ ସେ ସଚ୍ଚାଭାରତୀୟତାର ପରିଚୟ ପ୍ରଦାନ କରିଛନ୍ତି। ତାଙ୍କର ସାହିତ୍ୟରେ ଥିଲା ଦେଶପ୍ରେମ, ଆତ୍ମସ୍ୱାଭୀମାନ, ଆଶାବାଦ ଏବଂ ନବଚେତନାର ଦୃଢ଼ସଂକଳ୍ପ। ବାଜପେୟୀଙ୍କର ସର୍ବଶିକ୍ଷା ଅଭିଯାନ ଯୋଜନା ହେଉ ଅବା ସ୍ୱର୍ଣ୍ଣଚତୁର୍ଭୁଜ ଯୋଜନାର ଶୁଭାରମ୍ଭ ଓ କାର୍ଯ୍ୟକାରୀ କରି ବିକଶିତ ଭାରତର ମୂଳଦୁଆ ପକାଇଥିଲା। ସର୍ବଶିକ୍ଷା ଅଭିଯାନ ଆରମ୍ଭ ଯୋଗୁଁ ସବୁବର୍ଗର ଛାତ୍ରଛାତ୍ରୀମାନେ ଉତମ ପାଠପଢ଼ିବାର ସୁଯୋଗ ପାଇଲେ। ପ୍ରତ୍ୟେକ ଗାଁକୁ ପକ୍କା ସଡକ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଦ୍ୱାରା ସଂଯୋଗ କରିବା କାରଣରୁ ପ୍ରତ୍ୟେକ ଘରେ ଗୁଜୁରାଣ ଓ ଅଭାବ ଦୂରହେବାରେ ସହାୟକ ହେଲା। ସେହିପରି ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ସେ ସାଧାରଣ ଲୋକଙ୍କ ପାଖରେ ପହଁଚାଇବାର ପ୍ରୟାସରେ ସଫଳ ହୋଇଥିଲେ। ସେ ନୂତନ ଭାରତର ସ୍ଥପତି ଭାବରେ ଅନେକ ବିକାଶମୂଳକ କାର୍ଯ୍ୟର ଅୟମାରମ୍ଭ କରିଥିଲେ ଯାହା ଫଳରେ ଭାରତ ଆଜି ବିକାଶ ପଥରେ ଆଗେଇ ଚାଲିଛି । ସେ ଦେଶକୁ ସୁଶାସନ ଦେବାରେ ଓ ଦେଶର ଶକ୍ତି ବୃଦ୍ଧି କରାଇବାରେ ସଫଳ ଓ ସକ୍ଷମ ପ୍ରଧାନମନ୍ତ୍ରୀ ଥିଲେ।

ବାଜପେୟୀଙ୍କ ମହାନତା ଓ ଦେଶପ୍ରେମ ତାଙ୍କୁ ଜଣେ ମହାନ ରାଷ୍ଟ୍ର ନାୟକ ଭାବରେ ପରିଣତ କରିଛି ଏବଂ ତାଙ୍କର ପ୍ରେରଣା ପ୍ରତ୍ୟେକ ଭାରତୀୟଙ୍କୁ ଦେଶପ୍ରିତୀରେ ଉଦ୍‌ବୁଧ କରାଇବ ବୋଲି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଶ୍ରୀବିଶ୍ୱଭୂଷଣ ହରିଚନ୍ଦନ କହିବା ସହିତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ତାଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

(ପୂର୍ବତନ ରାଜ୍ୟପାଳ)

ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.