Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଆନ୍ତର୍ଜାତୀୟ

ହସିନାଙ୍କୁ ଢାକା ଫେରାଅ

Ramesh Parida by Ramesh Parida
Dec 24, 2024, 08:36 am GMT+0530
FacebookTwitterWhatsAppTelegram

ବାଂଲାଦେଶର ଅନ୍ତରୀଣ ସରକାର ଏକ କୂଟନୈତିକ ଚିଠି ପକାଇ ଭାରତକୁ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଢାକା ପଠାଇବାକୁ ଅନୁରୋଧ କରିଛନ୍ତି । ପ୍ରବଳ ଆନ୍ଦୋଳନ ଯୋଗୁ ବାଂଲାଦେଶ ଛାଡ଼ି ପଳାଇ ଆସିଥିବା 77 ବର୍ଷୀୟ ଆଓ୍ବାମୀ ଲିଗ ନେତ୍ରୀ ଅଗଷ୍ଟ 5 ତାରିଖରୁ ଭାରତରେ ଅଛନ୍ତି । ଢାକାସ୍ଥିତ  ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଶେଖ ହସିନା ତାଙ୍କ ମନ୍ତ୍ରୀ ପରାମର୍ଶଦାତା ତଥା ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ନାମରେ ମାନବିକତା ବିରୋଧୀ ଅପରାଧ ଓ ଗଣହତ୍ୟା ଅଭିଯୋଗ ଆଣି ଗିରଫ ପରୱାନା ଜାରି କରିଛନ୍ତି।

ଅନ୍ତରୀଣ ସରକାରଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ୍ ଗଣମାଧ୍ୟମକୁ କହିଛନ୍ତି, ଆମେ ଭାରତ ସରକାରଙ୍କୁ ଏକ କୂଟନୈତିକ ବାର୍ତ୍ତା ପଠାଇଛୁ ଯେ ବାଂଲାଦେଶ ଶେଖ୍‌ ହସିନାଙ୍କୁ ନ୍ୟାୟିକ ପ୍ରକ୍ରିୟା ପାଇଁ ଏଠାକୁ ଫେରାଇ ଆଣିବାକୁ ଚାହୁଛି। ଏହା ପୂର୍ବରୁ ଗୃହ ପରାମର୍ଶଦାତା ଜାହାଙ୍ଗୀର ଆଲମ କହିଥିଲେ ଯେ ହସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ତାଙ୍କ କାର୍ଯ୍ୟାଳୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ପଠାଇଛି। ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଆଲମ କହିଛନ୍ତି ଯେ ଢାକା ଓ ନୂଆଦିଲ୍ଲୀ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ରହିଛି, ସେହି ବ୍ୟବସ୍ଥା ଅନୁଯାୟୀ ହସିନାଙ୍କୁ ବାଂଲାଦେଶ ଫେରାଇ ନିଆଯାଇପାରେ।

ବୈଦେଶିକ ସଚିବ ବିକ୍ରମ ମିସ୍ରି ବାଂଲାଦେଶ ଗସ୍ତ କରି ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ସହ କଥା ହେବାର କିଛି ସପ୍ତାହ ପରେ ଶେଖ୍ ହସିନାଙ୍କୁ ଫେରାଇ ଆଣିବାକୁ କୂଟନୈତିକ ଚିଠି ଆସିଛି। ଢାକାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମିସ୍ରି କହିଥିଲେ ଯେ ତାଙ୍କର ୟୁନୁସ୍‌ଙ୍କ ସହ ଖୋଲାଖୋଲି, ନିରପେକ୍ଷ ଓ ଗଠନମୂଳକ ମତ ବିନିମୟ ହୋଇଥିଲା। ଭାରତ ମଧ୍ୟ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଥିଲା। ୟୁନୁସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲା ଯେ ଶେଖ୍ ହସିନାଙ୍କ ଭାରତରେ ରହିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ୟୁନୁସ୍ କହିଥିଲେ, ହସିନା ଭାରତରେ ଥାଇ ଅନେକ ବୟାନ ଦେଉଥିବାରୁ ଆମ ଲୋକମାନେ ଚିନ୍ତିତ ଅଛନ୍ତି। ଏହା ଉତ୍ତେଜନା ସୃଷ୍ଟି କରୁଛି।

ବୈଦେଶିକ ସଚିବଙ୍କ ଗସ୍ତ ପୂର୍ବରୁ ହସିନା ଅନ୍ତରୀଣ ସରକାରକୁ ଟାର୍ଗେଟ କରିବା ସହ ମହମ୍ମଦ ୟୁନୁସ୍ ଫାସିବାଦୀ ଶାସନ ଚଳାଇଥିବା ଅଭିଯୋଗ କରିଥିଲେ। ଲଣ୍ଡନରେ ଆୱାମୀ ଲିଗ୍ ସମର୍ଥକମାନଙ୍କୁ ଏକ ଭର୍ଚୁଆଲ ଅଭିଭାଷଣରେ ସେ ଅଭିଯୋଗ କରିଥିଲେ ଯେ ମହମ୍ମଦ ୟୁନୁସ୍ ତାଙ୍କ ଶାସନକୁ ଶେଷ କରିଥିବା ରାଜନୈତିକ ଅସ୍ଥିରତା ପଛରେ ‘ମାଷ୍ଟରମାଇଣ୍ଡ୍‌’ ଥିଲେ। ବାଂଲାଦେଶର ଚିଠି ଭାରତ ପାଇଥିଲେ ମଧ୍ୟ ଏହା ଉପରେ କୌଣସି ମତାମତ ଦେବାକୁ ବର୍ତ୍ତମାନ ନାହିଁ ବୋଲି  ବିଦେଶ ମନ୍ତ୍ରାଳୟ କହିଛି।

 

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.