Monday, June 2, 2025
No Result
View All Result
Odisha 365

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ରୁବେନ ବାନାର୍ଜୀଙ୍କ ପୁସ୍ତକରେ ଭି.କେ. ପାଣ୍ଡିଆନଙ୍କ ବିଷୟରେ ରହିଛି ଉଲ୍ଲେଖନୀୟ ତଥ୍ୟ

Ramesh Parida by Ramesh Parida
Dec 23, 2024, 08:37 am GMT+0530
FacebookTwitterWhatsAppTelegram

ନବୀନ ପଟ୍ଟନାୟକଙ୍କ ସହ ପାଣ୍ଡିଆନଙ୍କ ସମ୍ପର୍କ କଣ ଥିଲା ?

ନବୀନ କେତେବେଳେ ପାଣ୍ଡିଆନଙ୍କୁ ଗୁରୁତ୍ବ ଦେବା ଆରମ୍ଭ କଲେ ?

ପାଣ୍ଡିଆନ କିପରି କ୍ଷମତାଶାଳୀ ହେଲେ ?

ବିଜେଡିର ପତନ କିପରି ହେଲା?

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିତ ‘ନବୀନ ପଟ୍ଟନାୟକ: ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍‌ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନ ଓ ରାଜନୈତିକ ଯାତ୍ରାକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହି ପୁସ୍ତକରେ ପୂର୍ବତନ ଆଇଏଏସ ଭି.କେ. ପାଣ୍ଡିଆନଙ୍କ ସହ ନବୀନଙ୍କ ସମ୍ପର୍କ ଓ ତାଙ୍କର ଭୂମିକା ବିଷୟରେ ଅନେକ କଥା ଉଲ୍ଲେଖ ରହିଛି।

ପୁସ୍ତକରେ ଉଲ୍ଲେଖ ହୋଇଛି ଯେ, ୨୦୨୪ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ଘରେ ରହିଥିବାବେଳେ, ପାଣ୍ଡିଆନ ଏକାକୀ ପ୍ରଚାର କରିଥିଲେ, ଯାହା ବିଜେଡିର ପରାଜୟର ପ୍ରମୁଖ କାରଣ ହୋଇଥିଲା।

ଏହି ପୁସ୍ତକରେ ଆଉ ଏକ ଉଲ୍ଲେଖନୀୟ ଦୃଶ୍ୟ ହେଉଛି, ଯେଉଁଥିରେ ଲେଖକ ଉଲ୍ଲେଖ କରିଛନ୍ତି ଯେ କିପରି କିଛି ଲୋକ ନବୀନଙ୍କୁ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ତଥ୍ୟ ଦେଇଥିଲେ, ଯାହା ତାଙ୍କର ରାଜନୈତିକ ଯାତ୍ରାରେ ପ୍ରଭାବ ପକାଇଥିଲା।

ଭିକେ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ଉପଦେଷ୍ଟା ଓ ଭରସାଯୋଗ୍ୟ ମଣିଷ ଭାବେ ବହିରେ ବିବେଚନା କରାଯାଇଛି। ସେ ବିଜେଡିର ଆଉଭ୍ୟନ୍ତରୀ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିବାହ କରିଥିଲେ। ନବୀନଙ୍କ ରାଜନୈତିକ ଯୋଜନା ଓ ନିଷ୍ପତ୍ତି ଗ୍ରହଣରେ ତାଙ୍କର ମୁଖ୍ୟ ଭୂମିକା ଥିଲା।

ରୁବେନ  ବାନାର୍ଜୀଙ୍କ ବହ ନବୀନ ପଟ୍ଟନାୟକ, ରେ ୨୦୨୪ ନିର୍ବାଚନ ସମୟରେ ଭୂମିକା ବର୍ଣ୍ଣନା କରାଯାଇଛି । ଲେଖକ ପାଣ୍ଡିଆନଙ୍କ ରୋଲକୁ ଆଲୋଚନା କରିଛନ୍ତି, ବିଶେଷ କରି ନବୀନ ପଟ୍ଟନାୟକ ଘରେ ଥିବା ସମୟରେ ପାଣ୍ଡିଆନ ଏକାକି ପ୍ରଚାର ଚାଲିଥିବା ଘଟଣାକୁ ଉପସ୍ଥାପନ କରିଛନ୍ତି। ଏହାକୁ ଲେଖକ  ବିଜେଡିର ପରାଜୟର ମହତ୍ୱପୂର୍ଣ୍ଣ କାରଣ ଭାବେ ଉଲ୍ଲେଖ କରିଛନ୍ତି।
ପାଣ୍ଡିଆନଙ୍କ ଭୂମିକା ଉପରେ ଏହି ପୁସ୍ତକର ଆଲୋଚନା ରାଜନୈତିକ ମହଳରେ ଅନେକ ପ୍ରତିକ୍ରିୟା ସୃଷ୍ଟି କରିଛି। ଏହା ନବୀନଙ୍କ ନେତ୍ରୁତ୍ବରେ ପାଣ୍ଡିଆନଙ୍କ ଅଧିକାର କିମ୍ବା ପ୍ରଭାବ ବିଷୟରେ ବିଶେଷ ଆଲୋଚନା କରାଯାଇଛି। ସେମାନଙ୍କ ସମ୍ପର୍କରେ ଏହି ତଥ୍ୟ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଓ ନେତୃତ୍ୱ ସମ୍ପର୍କରେ ଅନେକ ନୂଆ କଥା ଜାଣିବାର ସୁଯୋଗ ଦେଇଛି ।

ShareTweetSendShare

RelatedNews

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.