Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଆନ୍ତର୍ଜାତୀୟ

ସଙ୍କଟରେ ଆମେରିକାର ଅର୍ଥନୀତି , ଦେଶ ଚଳାଇବା ପାଇଁ ପାଖରେ ନାହିଁ ପାଣ୍ଠି

Ramesh Parida by Ramesh Parida
Dec 21, 2024, 11:27 am GMT+0530
FacebookTwitterWhatsAppTelegram

ଆମେରିକା ସରକାରଙ୍କ ନିକଟରେ ଦେଶ ଚଳାଇବା ପାଇଁ ପାଣ୍ଠି ସରିଯାଇଛି । ସରକାରଙ୍କୁ ପାଣ୍ଠି ଯୋଗାଇବା ବିଲ ଗୁରୁବାର ଦିନ ଆମେରିକା ସଂସଦ ଦ୍ବାରା ପାରିତ ହୋଇପାରିଲାନାହିଁ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡ଼ୋଲାଲ୍ଟ ଟ୍ରମ୍ପ ଏବଂ  ତାଙ୍କର ସହେଯାଗୀ ଏଲନ ମସ୍କଙ୍କ ସହେଯୋଗରେ ରିପବ୍ଳିକାନ ପାର୍ଟି ଦ୍ବାରା  ଏହି ବିଲ ଆଗତ କରାଯାଇଥିଲା । ଏହି ବିଲ ପାସ କରିବାକୁ 435 ସାଂସଦଙ୍କ ଗୃହରୁ ଦୁଇ ତୃତୀୟାଂଶ କିମ୍ବା 290  ଭୋଟ ଆବଶ୍ୟକ ଥିଲା । ମାତ୍ର 174 ସାଂସଦ ବିଲକୁ ସମର୍ଥନ ଜଣାଇ ଭୋଟ ଦେଇଛନ୍ତି ।

ଯେତେବେଳେ କି ଏହା ବିରୋଧରେ ୨୩୫ ଭୋଟ୍ ପଡିଛି। ଟ୍ରମ୍ପଙ୍କ ଦଳର ୩୮ ସାଂସଦ ମଧ୍ୟ ଏହି ବିଲକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି।

ଏହାପୂର୍ବରୁ ହାଉସ ବାଚସ୍ପତି ମାଇକ ଜନସନ ଡେମୋକ୍ରାଟିକ୍ ପାର୍ଟି ସହିତ ଏକ ବିଲ୍ ପ୍ରସ୍ତୁତ କରିଥିଲେ। ତେବେ ଡୋନାଲ୍ଡ ଟ୍ରମ୍ପ ଏବଂ ମସ୍କ ଏହି ବିଲ୍କୁ ଦୃଢ଼ ବିରୋଧ କରିଥିଲେ ଏବଂ ଏହାକୁ ଆଗତ କରିବାକୁ ଦେଇ ନ ଥିଲେ। ଆମେରିକୀୟ ସାଂସଦଙ୍କ ପାଖରେ ସରକାରୀ ଅର୍ଥ ସମ୍ବନ୍ଧୀୟ କୌଣସି ବିଲ୍ ପାସ୍ କରିବାକୁ ଶନିବାର ସକାଳ ୯ଟା ୩୦ ମିନିଟ୍‌(ଭାରତୀୟ ସମୟ) ପର୍ଯ୍ୟନ୍ତ ସମୟ ବାକି ଅଛି। ଏହା ପରେ ମଧ୍ୟ ଯଦି ଏହି ବିଲ୍ ପାରିତ ହୋଇନାହିଁ, ତେବେ ଆମେରିକା ସରକାରଙ୍କ ପାଖରେ ସରକାରୀ ଖର୍ଚ୍ଚ ପାଇଁ ଟଙ୍କା ବାକି ରହିବନାହିଁ। ଏଭଳି ପରିସ୍ଥିତିରେ ଆମେରିକାରେ ଶର୍ଟ ଡାଉନ୍‌ ଲାଗିପାରେ। ଆମେରିକାରେ ସରକାରୀ ଋଣ ଉପରେ ଏକ ସୀମା ରହିଛି। ଦେଶ ଚଳାଇବା ପାଇଁ ସରକାର ତା’ଠାରୁ ଅଧିକ ଋଣ ନେଇପାରିବେନାହିଁ। ବର୍ଷ ବର୍ଷ ଧରି ସରକାରଙ୍କୁ ନଗଦବିହୀନ ହେବାକୁ ରୋକିବା ପାଇଁ ଏହି ସୀମାକୁ ଅନେକ ଥର ବୃଦ୍ଧି କରାଯାଇଛି। ଏଥିପାଇଁ ଆମେରିକାର ସଂସଦ ଲୋକସଭାରେ ଏକ ବିଲ୍ ଅଣାଯାଇଛି, ବର୍ତ୍ତମାନର ବିଲ୍ ଟ୍ରମ୍ପଙ୍କ ତରଫରୁ ଅଣାଯାଇଛି, ଯାହାଫଳରେ ସେ ରାଷ୍ଟ୍ରପତି ହେଲେ ସହଜରେ ଦେଶ ଚଳାଇପାରିବେ। ଏହାକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାର ଅର୍ଥ ହେଉଛି ଯେ ଖର୍ଚ୍ଚ ପାଇଁ ଆମେରିକା ଟଙ୍କା ପାଇବ ନାହିଁ ଥରେ ବିଲ୍ ପ୍ରତ୍ୟାଖ୍ୟାନ ହୋଇଗଲେ, ଏହାକୁ ପୁଣି ଥରେ ପାସ କରିବାର ଶେଷ ସମୟ ଆଜି ଅର୍ଥାତ୍ ଶୁକ୍ରବାର ପର୍ଯ୍ୟନ୍ତ ରହିଛି। ଏହା ପରେ ମଧ୍ୟ ଯଦି ଏହି ବିଲ୍ ପାରିତ ହୋଇନାହିଁ, ତେବେ ଆମେରିକା ସରକାରଙ୍କ ସରକାରୀ ଖର୍ଚ୍ଚ ପାଇଁ ଟଙ୍କା ବାକି ରହିବନାହିଁ। ଯଦି ଏହି ବିଲ୍ ଗୃହୀତ ନହେଲା ତେବେ ଆମେରିକୀୟ ସରକାରଙ୍କ ପାଖରେ ଖର୍ଚ୍ଚ ପାଇଁ ଟଙ୍କା ରହିବ ନାହିଁ, ଅର୍ଥାତ୍ ସରକାର ସରକାରୀ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ବାବଦରେ ଅର୍ଥ ଖର୍ଚ୍ଚ କରିପାରିବେନାହିଁ। ଅନେକ ସରକାରୀ କର୍ମଚାରୀ ନୂଆ ବର୍ଷରେ ଦରମା ପାଇବେନାହିଁ।

ତେବେ ଚିକିତ୍ସା ସେବା, ସୀମା ସୁରକ୍ଷା ଏବଂ ବିମାନ ସେବା ଭଳି ଜରୁରୀକାଳୀନ ସେବା ଜାରି ରହିବ। ଯଦି ଆମେରିକାରେ ବନ୍ଦ ହୋଇଯାଏ ତେବେ ସରକାରଙ୍କୁ ଏହାର ଖର୍ଚ୍ଚ ହ୍ରାସ କରିବାକୁ ପଡିବ। ୟୁଏସ୍ ଟୁଡେର ରିପୋର୍ଟ ଅନୁଯାୟୀ, ଏହି କାରଣରୁ ଦେଶରେ ୨୦ ଲକ୍ଷ କର୍ମଚାରୀ ଦରମା ପାଇବେନାହିଁ ଏବଂ ଅଣ-ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ଛୁଟିରେ ପଠାଯିବ। ଏହି କାରଣରୁ, ଦେଶର ଅନେକ ଅନୁଷ୍ଠାନ ସେତେବେଳକୁ ବନ୍ଦ ହୋଇପାରେ।

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.