Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜୀବନଶ yle ଳୀ

ପାରିବାରିକ ସୌହାର୍ଦ୍ଦ ବଢ଼ିବ

Ramesh Parida by Ramesh Parida
Dec 21, 2024, 10:05 am GMT+0530
FacebookTwitterWhatsAppTelegram

ଅଦ୍ୟ ଡିସେମ୍ବର ମାସ ୨୧ ତାରିଖ ୨୦୨୪ ମସିହା (ଶନିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ଦିବା ଘ ୧୨/୧୬ ଗତେ ସପ୍ତମୀ
ନକ୍ଷତ୍ର- ପୂର୍ବା ଫା
ଚନ୍ଦ୍ର – ସିଂହ
ଯୋଗ- ପ୍ରୀତି
କରଣ – ବାଣିଜ୍ୟ
ସୌରମାସ- ଧନୁ ୦୬ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୧୦

ମେଷ: ଭାଗ୍ୟର ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନୂଆ କୌଶଳରେ କାମ କରି ସଫଳତା ପାଇବେ। ସହପାଠୀ ମନର କଥା ଆପଣଙ୍କୁ କହିବେ।

ବୃଷ: ଆପଣଙ୍କ ଇଚ୍ଛା ପୂର୍ତ୍ତି ହେବ। ଅଫିସରେ ଆପଣଙ୍କୁ ଦାୟିତ୍ବପୂର୍ଣ୍ଣ କାମ ମିଳିବ। କାରବାରରେ ଭାଇର ସହଯୋଗ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।

ମିଥୁନ: ଭାବିଥିବା କାମ ନିଜ ବଳରେ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।ପାରିବାରିକ ସୌହାର୍ଦ୍ଦ ବଢ଼ିବ।

କର୍କଟ: ପରିଜନଙ୍କ ସହିତ ଭଲ ସାମଞସ୍ୟ ରହିବ। ନୂଆ ବ୍ୟବସାୟରେ ଆରମ୍ଭ କରିବା ଲାଗି ଦିନଟି ଶୁଭ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। କୌଣସି ନୂଆ ବ୍ୟବସାୟ କରିବାକୁ ମନ ବନାଇବେ। ଘର ପାଇଁ ନୂଆ ସାମଗ୍ରୀ କିଣିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

କନ୍ୟା: ପ୍ରତିଭା ବିକଶିତ ପାଇଁ ମଉକା ପାଇବେ। କାରବାରରେ ସବୁ ବାଧା ନିବାରଣ ହେବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।ପାରିବାରିକ ସୌହାର୍ଦ୍ଦ ବଢ଼ିବ।

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ନୂଆ ବ୍ୟବସାୟ କରିବାକୁ ଭାବିବେ। କୌଣସି ପାରିବାରିକ ସମାରୋହକୁ ଯିବେ।

ବିଛା: ଧ୍ୟାନ ଧର୍ମକାର୍ଯ୍ୟ ଆଡ଼କୁ ରହିବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ଧନପ୍ରାପ୍ତି ପାଇଁ ଭଲ ଯୋଗ ଅଛି। ପାରିବାରିକ ସୌହାର୍ଦ୍ଦ ବଢ଼ିବ।

ଧନୁ: ଅନ୍ୟମାନଙ୍କର ସହଯୋଗ ପାଇବେ। ଅଫିସରେ ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟର ଦାୟିତ୍ବ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମକର: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ବଡ଼ ଉଦ୍ୟୋଗରେ ଚାକିରିର ଡ଼ାକରା ଆସିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।ପାରିବାରିକ ସୌହାର୍ଦ୍ଦ ବଢ଼ିବ।

କୁମ୍ଭ: ସବୁ ଅଶାନ୍ତି ଦୂର ହେବ। ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ପାରିବାରିକ ଦାୟିତ୍ବ ବଢ଼ିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ମୀନ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଧନଲାଭର ନୂଆ ମାର୍ଗ ଖୋଲିବ। ସମାଜରେ ମାନ ସମ୍ମାନ ବଢ଼ିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।ପାରିବାରିକ ସୌହାର୍ଦ୍ଦ ବଢ଼ିବ।

ShareTweetSendShare

RelatedNews

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା
Latest News

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ
ଜୀବନଶ yle ଳୀ

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ
ଜୀବନଶ yle ଳୀ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?
ଜୀବନଶ yle ଳୀ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?

ହାଡକୁ ମଜବୁତ କରେ ଖଜୁର
ଜୀବନଶ yle ଳୀ

ହାଡକୁ ମଜବୁତ କରେ ଖଜୁର

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.