Monday, May 12, 2025
No Result
View All Result
Odisha 365

Latest News

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ଡାଙ୍ଗୋଆପୋଷି-ଜାରୋଲି ରେଳ ପ୍ରକଳ୍ପ କାମ ସମୀକ୍ଷା: କେନ୍ଦୁଝରରୁ ପାରାଦୀପକୁ ସୁବିଧାରେ ହୋଇପାରିବ ଲୁହାପଥର ପରିବହନ

Ramesh Parida by Ramesh Parida
Dec 20, 2024, 08:44 am GMT+0530
FacebookTwitterWhatsAppTelegram

ନେଟୱର୍କ ପ୍ଲାନିଂ ଗ୍ରୁପ (ଏନପିଜି)ର ୮୫ତମ ବୈଠକରେ ପାଂଚଟି ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଛି ।  ଏହା ଭିତରୁ ଦୁଇଟି ରେଳବାଇ ଓ ତିନିଟି ରାଜପଥ ସମ୍ପର୍କିତ ପ୍ରକଳ୍ପ । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ନିୟମାବଳୀ ଅନୁସାରେ ଏହି ପ୍ରକଳ୍ପ ସବୁକୁ ସମୀକ୍ଷା କରାଯାଇଛି । ବହୁମୁଖୀ ଭିତିଭୂମିର ପୂର୍ଣାଙ୍ଗ ବିକାଶ, ଅର୍ଥନୀତିକ ଓ ସାମାଜିକ ଯୋଗାଯୋଗ, ବିଭିନ୍ନ ପରିବହନ ମାଧ୍ୟମ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପରି ବିଭିନ୍ନ କ୍ଷେତ୍ର ଉପରେ ଏହି ବୈଠକରେ ବିଚାର ବିମର୍ଶ କରାଯାଇଛି । ଏହି ପ୍ରକଳ୍ପ ସବୁ ଦେଶର ଆର୍ଥିକ ବିକାଶରେ ସହାୟକ ହେବ ।

ଏସବୁ ପ୍ରକଳ୍ପ ସରିଲେ ଦେଶର ଭିତ୍ତିଭୂମି ବିକଶିତ ହେବା ସହ ବିଭିନ୍ନ ଆଂଚଳିକ କ୍ଷେତ୍ର ସହ ଯୋଗାଯୋଗ ସ୍ଥାପିତ ହୋଇପାରିବ । ସରକାରଙ୍କ ଦୃଷ୍ଟିକୋଣ ସହ ଯୋଗସୂତ୍ର ରକ୍ଷା କରି ବହୁମୁଖୀ ପରିବହନ କ୍ଷେତ୍ର ବିକଶିତ ହୋଇପାରିବ ବୋଲି କୁହାଯାଇଛି । ଶିଳ୍ପ ବିକାଶ ତଥା ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି)ର ଯୁଗ୍ମ ସଚିବ ଡ. ସୁରେନ୍ଦ୍ର ଅହିବାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ରେଳ ମନ୍ତ୍ରଣାଳୟର ପ୍ରକଳ୍ପ

ଝାଡଖଣ୍ଡ ଓ ଓଡିଶାକୁ ଯୋଡୁଥିବା ଡାଙ୍ଗୋଆପୋଷି-ଜାରୋଲି ପ୍ରକଳ୍ପ କାମ ଚାଲିଛି । ବର୍ତ୍ତମାନ କରିଡର ସହ ସମାନ୍ତରାଳ ଭାବରେ ୮୫.୮୮ କିଲୋମିଟର ଲମ୍ବର ତୃତୀୟ ଓ ଚତୁର୍ଥ ରେଳ ଲାଇନ ବିକାଶ କରାଯାଉଛି । ଖଣି ଖାଦାନରେ ଭରପୁର କେନ୍ଦୁଝରରୁ ପାରାଦୀପକୁ ଲୁହାପଥର ପରିବହନ ସହ କୋଇଲା, ଜିପସମ ଓ ସାର ପରିବହନ କ୍ଷେତ୍ରରେ ବି ଏହି ରେଳଲାଇନ ଦ୍ୱାରା ବହୁତ ଉପକାର ସାଧିତ ହେବ । ପୂର୍ବ ଓ ଭାରତର ବିଭିନ୍ନ ଅଂଚଳକୁ ଲୁହାପଥର ପରିବହନ କରିବା କ୍ଷେତ୍ରରେ ବି ଏହି ରେଳଲାଇନ ସହାୟକ ହେବ ।

ବୁରବାଲ-ଗୋଣ୍ଡା କାଚେରୀ ପ୍ରକଳ୍ପରେ ୫୫.୭୫ କିଲୋମିଟର ଲମ୍ବର ଚତୁର୍ଥ ରେଳଲାଇନ ବିକଶିତ କରାଯାଉଛି । ଏବେ ଏହି ରେଳପଥରେ ତୃତୀୟ ରେଳ ଲାଇନ କାମ ଚଲୁଅଛି । ଏହାଦ୍ୱାରା ଉତରପ୍ରଦେଶର ବାରାବାଙ୍କି, ବହରିଚ, ଗୋଣ୍ଡା ଜିଲ୍ଲାରେ ଯାତ୍ରୀ ତଥା ମାଲ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତନ ହେବ ।

ବାରାବାଙ୍କି- ବାହାରିଚ ପ୍ରକଳ୍ପ ଏନଏଚ-୯୨୭ କରିଡରର ୧୦୧.୫୪ କିଲୋମିଟର ବ୍ୟାପି ଚାରି ଥାକିଆ ଓ ଛଅ ଥାକିଆ କରାଯାଉଛି । ଲକ୍ଷନୌ, ଶ୍ରାବସ୍ତି ବିମାନବନ୍ଦର, ଏନଏଚ-୨୭, ଭାରତ-ନେପାଳ ବର୍ଡରକୁ ଏହା ସଂଯୋଗ କରିବ । ଏହା ଫଳରେ ଉତରପ୍ରଦେଶ ଓ ଉତର ଭାରତର ବିଭିନ୍ନ ଅଂଚଳକୁ ଯାତ୍ରୀମାନଙ୍କ ଗମନାଗମନ ସୁବିଧା ହୋଇପାରିବା ସହ ମାଲ ପରିବହନ କ୍ଷେତ୍ରରେ ବି ଅଭୂତପୂର୍ବ ପରିବର୍ତନ ଆସିବ ।

କାନପୁର-କାବ୍ରାଇ ରାଜପଥର ଉନ୍ନତିକରଣ କରାଯାଇ ଚାରି ଲେନ ବିଶିଷ୍ଟ ୧୧୮. ୮ କିଲୋମିଟର ରାସ୍ତାକୁ ସମ୍ପ୍ରସାରିତ କରାଯାଉଛି । ଫଳରେ ଏନଏଚ-୩୫ରେ କାନପୁର ରିଂ ରୋଡ ସହ କାବ୍ରାଇକୁ ରାଜପଥ ସଂଯୋଗୀକରଣ ହେବ । ଏହାଛଡା ସାତଟି ରେଳ ଷ୍ଟେସନ, ତିନିଟି ବିମାନବନ୍ଦର ସହ କାନପୁର, ହାମିରପୁର, ମହୋବା ଜିଲ୍ଲାକୁ ଗମନାଗମନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିବ ।

ସିଙ୍ଘାନା-ଟିଟାନବାର ପ୍ରକଳ୍ପରେ ଚାରି ଲେନ ବିଶିଷ୍ଟ ୪୦.୭୨୫କିଲୋମିଟର ଲମ୍ବର ରାଜପଥକୁ ବିକଶିତ କରାଯାଉଛି ।ଏହା ରାଜସ୍ଥାନର ଏନଏଚ-୩୧୧ ଜାତୀୟ ରାଜପଥ ଅଧୀନରେ ଆସୁଛି । ଶିକାର, ନାଗପୁର, ଯୋଧପୁର, ଦିଲ୍ଲୀ ପରି ଅଂଚଳକୁ ଯାତ୍ରୀମାନଙ୍କ ଗମନାଗମନ କ୍ଷେତ୍ରରେ ଏହା ସାହାଯ୍ୟ କରିବ । ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ଅଂଚଳରେ ଯାତ୍ରୀ ତଥା ମାଲ ପରିବହନ କ୍ଷେତ୍ରରେ ଏହା ବିଶେଷ ସହାୟତ ହୋଇପାରିବ ।

ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.