Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଜୀବନୀ ଯୋଜନା ଘୋଷଣା କଲେ କେଜ୍ରିଓ୍ବାଲ

Ramesh Parida by Ramesh Parida
Dec 18, 2024, 03:56 pm GMT+0530
FacebookTwitterWhatsAppTelegram

ଦିଲ୍ଲୀ ବିଧାନସଭା ନିର୍ବାଚନ ପୁର୍ବରୁ ଅରବିନ୍ଦ କେଜ୍ରିଓ୍ବାଲ ବୁଧବାର ଦିନ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସଞ୍ଜୀବନୀ ଯୋଜନା ଘୋଷଣା କରିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି ଯେ ଦିଲ୍ଲୀରେ ସରକାର ଗଠନ ହେବା ପରେ ଦିଲ୍ଲୀ ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ସଞ୍ଜୀବନୀ ଯୋଜନା ଆରମ୍ଭ କରିବେ । ଏଥିରେ 60 ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକ ମାଗଣା ଚିକସା ପାଇବେ । ଏଥିରେ କୌଣସି ସୀମା କିମ୍ବା ବର୍ଗ ନାହିଁ । ଆମ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବା ପରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କ୍ରେଜିଓ୍ବାଲ କହିଛନ୍ତି ।

ସଞ୍ଜୀବନୀ ଯୋଜନା ଘୋଷଣା କରି କେଜ୍ରିଓ୍ବାଲ କହିଛନ୍ତି ଯେ ମୁଁ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜି ଘୋଷଣା କରୁଥିବା ଯୋଜନା ଇତିହାସରେ କେବେ ହୋଇ ନାହିଁ । ଆମେ ବରିଷ୍ଠ ନାଗରିକମାନଙ୍କୁ ବହୁତ ସମ୍ମାନ କରୁ । ଦେଶକୁ ଆଗକୁ ନେବା ପାଇଁ ଆପଣ ବହୁତ କିଛି କରିଛନ୍ତି । ବର୍ତମାନ ଏହା ଆମର ପର୍ଯ୍ୟାୟ  । କେଜ୍ରିଓ୍ବାଲ କହିଛନ୍ତି ଯେ ଶ୍ରବଣ କୁମାରଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆମେ ବୁଦ୍ଧମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା ଯୋଜନା ଆରମ୍ଭ କରିଛୁ । ଏପର୍ଯ୍ୟନ୍ତ ପ୍ରାୟ  1ଲକ୍ଷ ବୃଦ୍ଧ ବ୍ୟକ୍ତି ଏହି ଯୋଜନାର ସୁଯୋଗ ନେଇଛନ୍ତି । ଏହା ଯୋଜନାରେ ସେମାନଙ୍କୁ ଦେଶର ସମସ୍ତ ତୀର୍ଥସ୍ଥାନକୁ ପଠାଯାଇଥାଏ । ଦିଲ୍ଲୀ ସରକାର ସମସ୍ତ ଖର୍ଚ୍ଚ ବହନ କରନ୍ତି ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବୟସ ବଢ଼ିବା ସହିତ ୧୦୦ ରୋଗ ଆମକୁ ଘେରି ରହିଥାଏ। କିପରି ଚିକିତ୍ସା ପାଇବେ ସେ ବିଷୟରେଆମେ ଚିନ୍ତିତ ରହିଥାଉ।  ଅନେକ ଥର ପିଲାମାନେ ସେମାନଙ୍କର ପିତାମାତାଙ୍କର ଯତ୍ନ ନିଅନ୍ତି ନାହିଁ। ଯେପରି ହନୁମାନ ଲକ୍ଷ୍ମଣଙ୍କ ପାରଁ  ସଞ୍ଜୀବନୀ ବୁଟି  ଆଣିଥିଲେ  ସେହିଭଳି ଦିଲ୍ଲୀରେ ସରକାର ଗଠନ ହେବା ପରେ ଦିଲ୍ଲୀ ସରକାର ବୃଦ୍ଧମାନଙ୍କ ପାଇଁ ସଞ୍ଜୀବନୀ ଯୋଜନା ଆରମ୍ଭ କରିବେ। ଏଥିରେ ମାଗଣା ଚିକିତ୍ସା ହେବ। ଏହାର କୌଣସି ସୀମା କିମ୍ବା ବର୍ଗ ନାହିଁ ।

ଏହି ଯୋଜନାର ଲାଭ ପାଇବା ପାଇଁ କୌଣସି କ୍ୟାପ୍ ରହିବ ନାହିଁ। କେଜ୍ରିୱାଲ କହିଛନ୍ତି ଯେ, ସରକାର ଗଠନ ହେବା ମାତ୍ରେ ସେ ଏହି ଯୋଜନା ଆପଣଙ୍କ ପାଇଁ ଆଣଯିବ। ଶୀଘ୍ର ଆପଣଙ୍କ ଘରେ ପଞ୍ଜୀକରଣ ଆରମ୍ଭ ହେବ। ଆପଣମାନେକେବଳ  ଆଶୀର୍ବାଦ ଦିଅନ୍ତୁ।  ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଗତ ସପ୍ତାହରେ ମହିଲା ସମ୍ମାନ ଯୋଜନା ଘୋଷଣା କରିଥିଲେ। ଏହା ଅନ୍ତର୍ଗତ ୧୮ବର୍ଷରୁ ଅଧିକ  ବୟସ୍କ ଦିଲ୍ଲୀର ମହିଳାମାନଙ୍କୁ ପ୍ରତି ମାସରେ  ୧୦୦୦ ଟଙ୍କା ଦିଆଯିବ ଏବଂ ନିର୍ବାଚନ ଜିତିବା ପରେ ସେମାନେ ୨୧୦୦ଟଙ୍କା ପାଇବେ।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.