Monday, June 2, 2025
No Result
View All Result
Odisha 365

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

କଂଗ୍ରେସ ୭୭ ଥର ସମ୍ବିଧାନ ସଂଶୋଧନ କରିଥିବା ବେଳେ ବିଜେପି ମାତ୍ର ୨୨ ଥର ସଂଶୋଧନ କରିଛି

Ramesh Parida by Ramesh Parida
Dec 18, 2024, 03:17 pm GMT+0530
FacebookTwitterWhatsAppTelegram

ରାଜ୍ୟସଭାରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ବିତର୍କ ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶାହ କହିଛନ୍ତି ଯେ, ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସରଣ କରି, ଲୋକଙ୍କ ମତାମତ ନେବା ପରେ ଭାରତର ସମ୍ବିଧାନ ଗ୍ରହଣ କରାଯାଇଥିଲା ଏବଂ କଂଗ୍ରେସ ଏହାକୁ ବାରମ୍ବାର ବିକୃତ କରିଛି। ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତାମାନେ ପକେଟ୍‌ରେ ‘ଖାଲି ସମ୍ବିଧାନ’ ଧରି ବୁଲୁଥିଲେ ଯାହା ଏକ ବଡ଼ ଜାଲିଆତି ବୋଲି ଶାହ କହିଛନ୍ତି।

ସଂସଦରେ ସମ୍ବିଧାନ ଉପରେ ବିତର୍କ ଭବିଷ୍ୟତ ପିଢ଼ି ଓ ଦେଶର ଲୋକଙ୍କ ପାଇଁ ଏକ ଶିକ୍ଷାଗତ ବିତର୍କରେ ପରିଣତ ହୋଇଛି। କେଉଁ ଦଳ ସମ୍ବିଧାନକୁ ସମ୍ମାନ ଦେଇଛି ଏବଂ କେଉଁ ଦଳ ଦେଇନାହିଁ ତାହା ଏଥିରେ ପ୍ରକାଶ ପାଇଛି। ଜଣେ ସଦସ୍ୟ ଉଲ୍ଲେଖ କରିଛନ୍ତି ଯେ ଆମେ ସମ୍ବିଧାନରେ ଥିବା ଚିତ୍ର ଉପରେ ଆଲୋଚନା କରୁଥିବା ବେଳେ ସଂସଦରେ ଆଲୋଚନାର ସ୍ତର ହ୍ରାସ ପାଇଛି। ଏହି ଚିତ୍ରଗୁଡ଼ିକ ଆମର ଯାତ୍ରାକୁ ସୂଚାଇଥାଏ। ଯେଉଁମାନେ ସବୁକିଛିକୁ ପାଶ୍ଚାତ୍ୟ ଦୃଷ୍ଟିକୋଣରୁ ଦେଖୁଛନ୍ତି ସେମାନେ ଆମ ସମ୍ବିଧାନର ଭାରତୀୟତା ଦେଖିପାରୁନାହାନ୍ତି। ଲୋକମାନେ ଜାଣିପାରିଥିଲେ ଯେ ଆପଣ (କଂଗ୍ରେସ ନେତାମାନେ) ଏକ ନକଲି, ଖାଲି ସମ୍ବିଧାନ ରଖିଛନ୍ତି, ଯେଉଁଥିପାଇଁ ଆପଣ ନିକଟରେ ହୋଇଥିବା ନିର୍ବାଚନରେ ହାରିଯାଇଛନ୍ତି। ଆମେ ଅନ୍ୟମାନଙ୍କଠାରୁ ଭଲ ଜିନିଷ ଗ୍ରହଣ କରିଛୁ, କିନ୍ତୁ ଆମ ପରମ୍ପରା ସହ କେବେ ବି ବୁଝାମଣା କରିନାହୁଁ। ପରିବର୍ତ୍ତନ ହେଉଛି ଜୀବନର ସତ୍ୟ ଓ ମନ୍ତ୍ର। ଏହା ଏପରି ଏକ ଜିନିଷ ଯାହାକୁ ସମ୍ବିଧାନ ନିର୍ମାତାମାନେ ମଧ୍ୟ ଅନୁଭବ କରିଥିଲେ ଏବଂ ଏଥିପାଇଁ ବ୍ୟବସ୍ଥା କରିଥିଲେ। କଂଗ୍ରେସ ୭୭ ଥର ସମ୍ବିଧାନ ସଂଶୋଧନ କରିଥିବା ବେଳେ ବିଜେପି ମାତ୍ର ୨୨ ଥର ସଂଶୋଧନ କରିଛି।

ShareTweetSendShare

RelatedNews

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା
Latest News

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଯୁବପୀଢ଼ିଙ୍କ ପାଇଁ  ସ୍ବାବଲମ୍ବନର ନୂତନ ଅଧ୍ୟାୟ
Latest News

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଯୁବପୀଢ଼ିଙ୍କ ପାଇଁ ସ୍ବାବଲମ୍ବନର ନୂତନ ଅଧ୍ୟାୟ

Latest News

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.