Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଆନ୍ତର୍ଜାତୀୟ

ୟୁନୁସ ରଚିଥିଲେ କ୍ଷମତା ଦଖଲ ଷଡ଼ଯନ୍ତ୍ର

Ramesh Parida by Ramesh Parida
Dec 12, 2024, 07:08 pm GMT+0530
FacebookTwitterWhatsAppTelegram

ବାଂଲାଦେଶରେ ପ୍ରାୟ ଦୁଇମାସ ଧରି ଚାଲିଥିବା ଆନ୍ଦୋଳନ ପରେ ଅଗଷ୍ଟରେ ଶେଖ ହସିନାଙ୍କ ସରକାରଙ୍କର ପତନ ଘଟାଇଥିଲା । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସତ୍ତ୍ବେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ କିଛି ଘଣ୍ଟା ମଧ୍ୟରେ ଭାରତ ପଳାଇ ଆସିଥିଲେ ।

ସେବେଠାରୁ ବାଂଲାଦେଶରେ ଅବସ୍ଥା କ୍ରମାଗତ ଭାବେ ବଦଳୁଛି ।  ଦେଶର ସାମ୍ପ୍ରତିକ  ପରିସ୍ଥିତି ଖରାପ ହେବାରେ ଲାଗିଛି ।  ଆଓ୍ବାମୀ ଲିଗ ସରକାରଙ୍କୁ ବହିଷ୍ମାର କରିବା ପରେ ସେନା ମଧ୍ୟବର୍ତୀକାଳୀନ ସରକାର ଗଠନ କରି ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ଏହାର ମୁଖ୍ୟ କରିଥିଲେ ।

ଅଗଷ୍ଟ 8 ରେ ସରକାର ଗଠନ ହେବା ପରଠାରୁ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଗଠିତ ହୋଇଥିବା ମଧ୍ୟବର୍ତୀକାଳୀନ ସରକାର  ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏହି ସମୟରେ ପୁର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମହମ୍ମଦ ୟୁନୁସଙ୍କ ଯୋଜନା ସମ୍ପର୍କରେ ଅନେକ ଥର ସର୍ବସାଧାରଣରେ ପ୍ରକାଶ କରିଛନ୍ତି।

ନିକଟରେ, ଆୱାମୀ ଲିଗର ଭର୍ଚୁଆଲ୍ ପ୍ରୋଗ୍ରାମରେ ଭାଷଣ ଦେବାବେଳେ ସେ ପୁଣି ଥରେ ମହମ୍ମଦ ୟୁନୁସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଭେଦଭାବ ବିରୋଧୀ ଆନ୍ଦୋଳନ ତାଙ୍କ ସରକାରର ପତନ ପାଇଁ ଦାୟୀ ନୁହେଁ। ଏହା ମହମ୍ମଦ ୟୁନୁସଙ୍କ ଷଡଯନ୍ତ୍ରର ଫଳାଫଳ ବୋଲି ଶେଖ ହସିନା କହିଥିଲେ।

ହସିନା କହିଥିଲେ ଯେ ମହମ୍ମଦ ୟୁନୁସ ତାଙ୍କୁ ହଟାଇବା ପାଇଁ ପ୍ଲାନ ଏ, ପ୍ଳାନ ବି ଏବଂ ପ୍ଳାନ ସି ପ୍ରସ୍ତୁତ କରିଥିଲେ । ତାଙ୍କ ଦାବିକୁ ସମର୍ଥନ କରି ସେ କହିଥିଲେ ଯେ ଜାତିସଂଘର ବୈଠକ ପରେ ବିଲ କ୍ଳିଣ୍ଟନ ଫାଉଣ୍ଡେସନ ଇଭେଣ୍ଟରେ ୟୁନୁସ ନିଜେ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କେବଳ ଭାଦଭାବ ବିରୋଧୀ ଆନ୍ଦୋଳନ ନୁହେିଁ ବରଂ ସମଗ୍ର ବାଂଲାଦେଶରେ ଲୋକଙ୍କୁ ଉସାହିତ କରିବାର ଷକ୍ଷଯନ୍ତ୍ର ହେଉଛି ୟୁନୁସଙ୍କ କାର୍ଯ୍ୟ ।

ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି, ମୋ ବିରୋଧରେ ଏକ ବଡ଼ ଧରଣର ଷଡଯନ୍ତ୍ର କରାଯାଇଥିଲା, ମୋତେ ହଟାଇବା ପାଇଁ ପୂର୍ବରୁ ଉଦ୍ୟମ କରାଯାଇଥିଲା କିନ୍ତୁ ସେମାନେ ବିଫଳ ହୋଇଥିଲେ। ଏହି ସବୁ ମହମ୍ମଦ ୟୁନୁସ କରିଥିଲେ। ସେ କହିଛନ୍ତି ଯେ ଛାତ୍ରମାନଙ୍କର ସମସ୍ତ ଦାବିକୁ ଗ୍ରହଣ କରିବା ସତ୍ତ୍ବେ ସେମାନଙ୍କ ଆନ୍ଦୋଳନ ଜାରି ରହିଥିଲା ​​ଏବଂ ସେହି ଆନ୍ଦୋଳନରକୌଣସି ନେତା ନ ଥିଲେ।

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.