Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଆନ୍ତର୍ଜାତୀୟ

ହିନ୍ଦୁଙ୍କ ବିରୋଧରେ ହିଂସାକୁ ସ୍ବୀକାର କଲା ବାଂଲାଦେଶ

Ramesh Parida by Ramesh Parida
Dec 11, 2024, 04:02 pm GMT+0530
FacebookTwitterWhatsAppTelegram

ବାଂଲାଦେଶ ମଙ୍ଗଳବାର ସ୍ବୀକାର କରିଛି କି ଅଗଷ୍ଟରେ  ତତ୍କାଳୀନ ପ୍ରଧାନମନ୍ତ୍ରୀ  ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ  ସଂଖ୍ୟାଲଘୁ ସମ୍ପଦ୍ରାୟ ମୁଖ୍ୟତଃ ହିନ୍ଦୁଙ୍କ  ଉପରେ 88 ଟି ସାମ୍ପ୍ରଦାୟିକ ହିଂସା ଘଟିଛି । ମଧ୍ୟବର୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପ୍ରେସ ସଚିବ ଶାଫିକୁଲ ଆଲାମ କହିଛନ୍ତି ଯେ ଏହି ଘଟଣାରେ 60 ଜଣଙ୍କୁ ଗିରଫ କରାଯାଇଛି ।

ବୈଦେଶିକ ସଚିବ ବିକ୍ରମ ମିସରି ବାଂଲାଦେଶୀ ନେତୃତ୍ବଙ୍କ ସହ ଏକ ବୈଠକରେ ଅଳ୍ପସଂଖ୍ୟକ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣର ଦୁଃଖଦ ଘଟଣା ବୋଲି କହିବାର ଦିନକ ପରେ ଆଲାମ ଏହି ସୂଚନା ଦେଇଛନ୍ତି । ଆଲାମ ଗଣମାଧ୍ୟମକୁ କହିଛନ୍ତି ଯେ ଅଗଷ୍ଟ 5 ରୁ ଅକ୍ଟୋବର 22 ପର୍ଯ୍ୟନ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟ ସହ ଜଡ଼ିତ 88 ଟି ମାମଲା ପଞ୍ଜିକୃତ ହୋଇଛି ।

ସେ କହିଛନ୍ତି, ଉତ୍ତର-ପୂର୍ବ ସୁନାମଗଞ୍ଜ,  ‌ମଧ୍ୟ ଗାଜୀପୁର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ହିଂସା ଘଟଣାର ନୂଆ ମାମଲା ରୁଜୁ ହୋଇଥିବାରୁ ମାମଲା ଏବଂ ଗିରଫଦାରୀ ବୃଦ୍ଧି ହେବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ, ଏପରି କିଛି ଘଟଣା ମଧ୍ୟ ଘଟିଛି ଯେଉଁଠାରେ କିଛି ପୀଡିତ ବ୍ୟକ୍ତି ପୂର୍ବ ଶାସକ ଦଳର ସଦସ୍ୟ ରହିଥିଲେ।

ଏହା ପୂର୍ବରୁ ବାଂଲାଦେଶ ସରକାର କହୁଥିଲେ ଯେ, କିଛି ଘଟଣାକୁ ଛାଡି ଦେଲେ  ହିନ୍ଦୁମାନଙ୍କ ଉପରେ ସେମାନଙ୍କ ବିଶ୍ୱାସ ଭାବନା ଆଧାରରେ  ଆକ୍ରମଣ କରାଯାଇ ନାହିଁ। ମାତ୍ର ଏବେ ଆଲାମ କହିଛନ୍ତି ଅକ୍ଟୋବର ୨୨ପରେ ଘଟିଥିବା ଘଟଣାର ବିବରଣୀ ଶୀଘ୍ର ସେୟାର କରାଯିବ।

ଗତ କିଛି ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଘଟଣା ବୃଦ୍ଧି ପାଇଛି। ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଛି। ବିଶେଷ କରି  ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି। ଭାରତ ସମେତ ଅନେକ ଦେଶ  ପକ୍ଷରୁ ବାରମ୍ବାର ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

୧୭ କୋଟି ଜନସଂଖ୍ୟାରେ ବାଂଲାଦେଶର ଜନସଂଖ୍ୟାର ପ୍ରାୟ ଆଠ ପ୍ରତିଶତ ହିନ୍ଦୁ ଅଟନ୍ତି। ବାଂଲାଦେଶର  ୫୦ ରୁ ଅଧିକ ଜିଲ୍ଲାରେ ହିନ୍ଦୁଙ୍କ ଉପରେ ୨୦୦ ରୁ ଅଧିକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।  ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ସରକାର ଅଗଷ୍ଟ ୫ରେ ବହିଷ୍କୃତ ହେବା ପରଠାରୁ ଏହା ଘଟିଛି।

ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇ ଯାଇଛି। ଅଗଷ୍ଟରେ ସରକାର ବିରୋଧୀ ବିରୋଧ ଯୋଗୁ ଶେଖ ହସିନା ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ, ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିଲା। ହସିନା ଭାରତରେ ଆଶ୍ରୟ ନେବାର କିଛି ଦିନ ପରେ ୟୁନୁସ କ୍ଷମତାକୁ ଆସିଥିଲେ। ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏବଂ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ଗତ ସପ୍ତାହରେ ସମ୍ପର୍କ ଅଧିକ ବିଗିଡି ହୋଇଯାଇଥିଲା। ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିବା ପରେ ଭାରତର ଜଣେ ବରିଷ୍ଠ ଅଧିକାରୀ ବିକ୍ରମ ମିସରିଙ୍କ ଏହା ହେଉଛି ପ୍ରଥମ ଗସ୍ତ।

 

 

 

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.