Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜୀବନଶ yle ଳୀ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟାନ୍ୟ ରାଜ୍ୟ ଠାରୁ ପଛରେ ରହିଛି ଓଡ଼ିଶା

Ramesh Parida by Ramesh Parida
Dec 8, 2024, 04:00 pm GMT+0530
FacebookTwitterWhatsAppTelegram

ଓଡ଼ିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟାନ୍ୟ ରାଜ୍ୟ ଠାରୁ ପଛରେ ରହିଛି । ନିତି ଆୟୋଗ ଦ୍ବାରା ଧାର୍ଯ୍ୟ ମାଦନଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୁମି ଏବଂ ସ୍ବାସ୍ଥ୍ୟ ସେବାର ଦୁର୍ବଳତାକୁ ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ରିପୋର୍ଟରେ ସାମ୍ନାକୁ ଆସିଛି । ନିତି ଆୟୋଗର ସ୍ବାସ୍ଥ୍ୟ ସୂଚୀ 2019 ଜୁନ ରିପୋର୍ଟରେ ଦେଶର 21 ଟି ବଡ଼ ରାଜ୍ୟ ମଧ୍ୟରେ ଓଡ଼ିଶାରେ ଉନ୍ନବିଂଶ ସ୍ଥାନରେ ରହିଛି । ଓଡ଼ିଶା ତଳକୁ କେବଳ ବିହାର ଏବଂ ଉତ୍ତରପ୍ରଦେଶ ରହିଛନ୍ତି । 2015 – 16 ରୁ 2017 – 18 ମଧ୍ୟରେ ଓଡ଼ିଶାର ସ୍ବାସ୍ଥ୍ୟ ସୂଚୀରେ 3.46 ପଏଣ୍ଟ ହ୍ରାସ ହୋଇଛି । ଭାରତୀୟ ଜନସ୍ବାସ୍ଥ୍ୟ ମାନକ (ଆଇପିଏଚ୍‌ଏସ୍‌) ମାନଦଣ୍ଡ ଅନୁସାରେ ରାଜ୍ୟରେ ଡାକ୍ତରଖାନାଗୁଡ଼ିକରେ ମାନବ ସମ୍ବଳ ନାହାନ୍ତି। ବିଶେଷଜ୍ଞ ଡାକ୍ତରଙ୍କ କ୍ଷେତ୍ରରେ ୪୯ ପ୍ରତିଶତ ପଦବି ଖାଲି ପଡ଼ିଛି। ସେହିଭଳି ମଞ୍ଜୁରିପ୍ରାପ୍ତ ମେଡିକାଲ ଅଫିସର ପଦବିର ୪୦ ପ୍ରତିଶତ ଖାଲି ପଡ଼ିଛି। ଷ୍ଟାଫ ନର୍ସ ଏବଂ ନର୍ସିଂ ଅଫିସର କ୍ଷେତ୍ରରେ ୩୦ ପ୍ରତିଶତ ପଦବି ଖାଲି ପଡ଼ିଛି।

ସେହିଭଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଓପିଡିରେ ଯେତିକି ବିଶେଷଜ୍ଞ ରହିବା କଥା ତାହା ନାହାନ୍ତି। ପାଇଖାନା ଏବଂ ବସିବା ପାଇଁ ବ୍ୟବସ୍ଥ୍ୟା ମଧ୍ୟ ଅଡିଟ୍ ବେଳେ ଦେଖିବାକୁ ମିଳିଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଅଡିଟ୍ ହୋଇଥିବା ୨ଟି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣାଯାଇଥିଲା ଯେ ୭୭୫ ଜଣ ଆଇପିଡି ଶଯ୍ୟା ପାଇଁ କେନ୍ଦ୍ରୀୟ ଅମ୍ଳଜାନ ଯୋଗାଣ ସୁବିଧାର ଆବଶ୍ୟକତା ଥିବାବେଳେ ସେଥିରୁ ମାତ୍ର ୩୨୫ ଶଯ୍ୟା ‌ପାଇଁ ଏହି ସୁବିଧା ରହିଛି। ସେହିଭଳି ଅଡିଟ୍ ହୋଇଥିବା ଅଧିକାଂଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲୋକଙ୍କୁ ମାନସିକ ରୋଗ, ଚର୍ମ, ଦାନ୍ତ ଏବଂ ଟ୍ରମା କେୟାର ସେବା ଯୋଗାଇ ଦେଇ ପାରୁନାହାନ୍ତି। ଅଡିଟ୍ ହୋଇଥିବା ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୪ଟିରେ ଟ୍ରମା କେୟାର ସେଣ୍ଟର ନାହିଁ। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯାଇନାହିଁ। ଏଥିପାଇଁ କ୍ରୟ କରାଯାଇଥିବା ୩.୦୪ କୋଟି ଟଙ୍କା ମୂଲ୍ୟର ଯନ୍ତ୍ରପାତି ପଡ଼ି ରହିଛି। ଅନୁଧ୍ୟାନ କରାଯାଇଥବିା ୭ଟି ଯାକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ସର୍ଗୀକୃତ ଜରୁରୀ ସେବା ସୁବିଧା ନାହିଁ। ଚିକିତ୍ସାଳୟକୁ ଯୋଗାଇ ଦିଆଯାଇଥିବା ଜରୁରୀକାଳୀନ ଉପକରଣ ଯଥା ଭେଣ୍ଟିଲେଟର, ଅକ୍ସିଜେନ କନସେଣ୍ଟ୍ରେଟର ଆଦି ବ୍ୟବହାର ନହୋଇ ପଡ଼ିରହିଛି। ୧୪ଟି ଡାକ୍ତରଖାନା ମଧ୍ୟରୁ ୯ଟିରେ ରକ୍ତ ସଂରକ୍ଷଣ ୟୁନିଟ୍ ନାହିଁ। ରଞ୍ଜନ ରଶ୍ମି ସେବା ସଂପୂର୍ଣ୍ଣ ଭାବରେ ଭଦ୍ରକ , କନ୍ଧମାଳ ଏବଂ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟରେ ଉପଲବ୍ଧ ହେଉନଥିବା ସିଏଜି ରିପୋର୍ଟରୁ ଜଣାଯାଇଛି।

Tags: INDIAnewsodisha
ShareTweetSendShare

RelatedNews

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା
Latest News

ଦହି ଓ ଗୁଡର ମିଶ୍ରଣ ଖାଇଲେ ମିଳିବ ଜବରଦସ୍ତ ଫାଇଦା

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ
ଜୀବନଶ yle ଳୀ

ଅମୃତଭଣ୍ଡାରେ ଥିବା ଭିଟାମିନ ସ୍କିନକୁ ପୋଷଣ ଦିଏ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ
ଜୀବନଶ yle ଳୀ

ଆମ୍ବ ତ୍ବଚାକୁ ସୁନ୍ଦର ରଖିବେରେ ସାହାଜ୍ଯ କରେ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?
ଜୀବନଶ yle ଳୀ

ଦହିକୁ କିପରି ଖାଇଲେ ଶରୀର ପାଇଁ ଲାଭଦାୟକ ହେବ ?

ହାଡକୁ ମଜବୁତ କରେ ଖଜୁର
ଜୀବନଶ yle ଳୀ

ହାଡକୁ ମଜବୁତ କରେ ଖଜୁର

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.