Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଆନ୍ତର୍ଜାତୀୟ

ଭୟଙ୍କର ହେଉଛି ସିରିଆ ଗୃହଯୁଦ୍ଧ

Ramesh Parida by Ramesh Parida
Dec 8, 2024, 11:01 am GMT+0530
FacebookTwitterWhatsAppTelegram

ସିରିଆ ରାଷ୍ଟ୍ରପତି ବଶାର ଅଲ – ଅସଦଙ୍କ ବିରୁଦ୍ଧରେ ସଶସ୍ତ୍ର ଅଭିଯାନରେ ବିଦ୍ରାହୀମାନେ ଶନିବାର ଦକ୍ଷିଣର ଦରା ସହରକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି । ଯାହାକୁ କି କିଛିଦିନ ମଧ୍ୟରେ ସଶସ୍ତ୍ର ବିଦ୍ରେହୀଙ୍କ ହାତରେ ପଡ଼ିଥିବା  ଚତୁର୍ଥ ସହରା ମଧ୍ୟପ୍ରାଚ୍ୟ ଦେଶରେ ଚାଲିଥିବା ସଂଘର୍ଷର ଏହି ନାଟକୀୟ ବୃଦ୍ଧି ବଶାର ଅଲ ଅସଦଙ୍କ ପାଇଁ ବିପଦ ସୃଷ୍ଟି କରିଛି । ନିଜ ଜୀବନ ଓ ଗାଦି ଉଭୟ ଯିବା ଆଶଙ୍କାରେ ସେ ୟୁଏଇ ଇଜିପ୍ଟ ଇରାକର ସହାୟତା ଲୋଡ଼ିଛନ୍ତି । ଅସଦଙ୍କୁ ଗାଦିଚ୍ୟୁତ  କରିବା ପାଇଁ ବଦ୍ରେହୀମାନେ ଶପଥ ନେଇଛନ୍ତି । ଦରାର ପତନ ଅତ୍ୟନ୍ତ ଗୁରୁତ୍ବପୂଣ୍ଣ କାରଣ ଏହା ଅସଦଙ୍କ ବିରୋଧରେ 2011 ବିଦ୍ରୋହର ଜନ୍ମସ୍ଥାନ ଏବଂ ଜର୍ଡ଼ାନ ସୀମାକୁ ଲାଗିଥିବା ପ୍ରାୟ 1 ନିୟୁତ ଜନସଂଖ୍ୟା ବିଶିଷ୍ଟ ପ୍ରଦେଶର ରାଜଧାନୀ  ।

ଅନ୍ୟପକ୍ଷରେ ଅସଦ ସରକାର ୟୁଏଇ ଇଜିପ୍ଟ ଜର୍ଡ଼ାନ ଓ ଇରାକ ଭଳି ଦେଶମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ଗୁଇନ୍ଦା ସହାୟତା ଲୋଡ଼ିଛନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁଯାୟୀ, କିଛି ଆରବ ଅଧିକାରୀ ଅସଦ୍‌ଙ୍କୁ ଦେଶ ଛାଡିବାକୁ ଅନୁରୋଧ କରିଛନ୍ତି। ଇସଲାମିକ ଆତଙ୍କବାଦୀ ସଂଗଠନ ହୟାତ୍ ତାହିର ଅଲ୍ ଶାମ୍ (ଏଚ୍‌ଟିଏସ୍) ନେତୃତ୍ବରେ ସିରିଆର ବିଦ୍ରୋହୀମାନେ ନଭେମ୍ବର ୨୭ ତାରିଖରେ ଏକ ଆକସ୍ମିକ ଆକ୍ରମଣ ଆରମ୍ଭ କରିଥିଲେ ଏବଂ ଉତ୍ତର-ପଶ୍ଚିମରେ ଥିବା ସେମାନଙ୍କ ଗଡ଼ରୁ ଦ୍ରୁତ ଗତିରେ ଆଗକୁ ବଢ଼ି ଆଲେପ୍ପୋ, ହାମା ଓ ଡେଇର ଏଜୋର ପ୍ରମୁଖ ସହର ସମେତ ଉତ୍ତର ଓ କେନ୍ଦ୍ରୀୟ ସିରିଆର ବିଶାଳ ଅଞ୍ଚଳକୁ ଦଖଲ କରିଥିଲେ। ଆତଙ୍କବାଦୀମାନେ ସିରିଆର ତୃତୀୟ ବୃହତ୍ତମ ହୋମ୍ସ ସହରର ନିକଟତର ହୋଇଛନ୍ତି, ଯାହା ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିରୋଧରେ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ ପାଲଟିପାରେ। ଏହା ଦମାସ୍କସ ଓ ସିରିଆର ଉପକୂଳବର୍ତ୍ତୀ ପ୍ରଦେଶ ଲାଟାକିଆ ଓ ଟାର୍ଟୁସ ମଧ୍ୟରେ ଅବସ୍ଥିତ, ଯେଉଁଠାରେ ଅସଦଙ୍କ ଦୃଢ଼ ସମର୍ଥନ ରହିଛି। ହୋମ୍ସରେ ସିରିଆର ଦୁଇଟି ରାଷ୍ଟ୍ରାୟତ୍ତ ତୈଳ ବିଶୋଧନାଗାର ମଧ୍ୟରୁ ଗୋଟିଏ ଅଛି।

ସିରିଆ ସେନା ବିଦ୍ରୋହୀଙ୍କ ମୁକାବିଲା କରିଥିଲେ ଏବଂ ଶୁକ୍ରବାର ବିଭିନ୍ନ ସହରରେ ହୋଇଥିବା ଏହି ଆକ୍ରମଣରେ ଅତି କମ୍‌ରେ ୨୦୦ ବିଦ୍ରୋହୀ ନିହତ ହୋଇଛନ୍ତି ବୋଲି ଯୁଦ୍ଧ ନିରୀକ୍ଷକମାନେ କହିଛନ୍ତି। ଜାତିସଂଘ କହିଛି ଯେ ଅତି କମ୍‌ରେ ୩ ଲକ୍ଷ ଲୋକ ଭୟରେ ବିସ୍ଥାପିତ ହୋଇଛନ୍ତି ଏବଂ ଏହି ସଂଖ୍ୟା ୧.୫ ନିୟୁତ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ସିରିଆରେ ବିଦ୍ରୋହୀ ଶକ୍ତି ମାଡ଼ି ଚାଲିଥିବା ବେଳେ ଏହାର ରାଜନୈତିକ ସମାଧାନ ନେଇ ଶୁକ୍ରବାର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ୍ ଫିଦାନଙ୍କ ସହ ଆଲୋଚନା କରିଥିଲେ। ସିରିଆ ସହ ୯୧୧ କିଲୋମିଟର ଦୀର୍ଘ ସୀମା ବଣ୍ଟନ କରୁଥିବା ତୁର୍କୀ ୨୦୧୧ରେ ସିରିଆ ଗୃହଯୁଦ୍ଧ ଆରମ୍ଭ ହେବା ପରଠାରୁ ଅସଦଙ୍କୁ ହଟାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଗୋଷ୍ଠୀର ପ୍ରମୁଖ ସମର୍ଥକ। ବିଦ୍ରୋହୀ ଗୋଷ୍ଠୀ ହୟାତ୍ ତାହିର ଅଲ୍ ଶାମ୍ (ଏଚ୍‌ଟିଏସ୍)ର ନେତା ଅବୁ ମହମ୍ମଦ ଅଲ୍ ଜଲାନି କହିଛନ୍ତି ଯେ ସେମାନେ ଅସଦ ସରକାରକୁ ଉଚ୍ଛେଦ କରି ଏକ ନୂଆ ସରକାର ଗଠନ କରିବାକୁ ଚାହୁଛନ୍ତି।

ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରିନ୍ ଜିନ୍ ପିୟରେ  କହିଛନ୍ତି ଯେ ସେମାନେ ସିରିଆର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ରୁଷ୍ ଓ ଜର୍ଡାନ୍ ଶୁକ୍ରବାର ନିଜ ନାଗରିକଙ୍କୁ ସିରିଆ ଛାଡ଼ିବାକୁ ଅନୁରୋଧ କରିଛନ୍ତି। ଜର୍ଡାନ ସିରିଆକୁ ପ୍ରବେଶ କରୁଥିବା ନିଜର ଏକମାତ୍ର ଯାତ୍ରୀବାହୀ ଓ ବାଣିଜ୍ୟିକ ସୀମାକୁ ମଧ୍ୟ ବନ୍ଦ କରିଦେଇଛି। ଶୁକ୍ରବାର ଭାରତ ତା’ର ନାଗରିକମାନଙ୍କୁ ସିରିଆକୁ ସମସ୍ତ ଯାତ୍ରାରୁ ଦୂରେଇ ରହିବାକୁ ଅନୁରୋଧ କରିବା ସହ ଯେଉଁମାନେ ସିରିଆରେ ଅଛନ୍ତି ଏବଂ ଦେଶ ଛାଡି ପାରିବେ ସେମାନଙ୍କୁ ଯଥାଶୀଘ୍ର ଏହା କରିବାକୁ କହିଛି। ଅନ୍ୟମାନଙ୍କୁ ସେମାନଙ୍କ ସୁରକ୍ଷା ପ୍ରତି ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।

 

Tags: INDIAnewsodisha
ShareTweetSendShare

RelatedNews

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

ପାକିସ୍ତାନରେ ଭୂକମ୍ପର ଝଟକା
Latest News

ପାକିସ୍ତାନରେ ଭୂକମ୍ପର ଝଟକା

ଆଜି ବିଶ୍ୱ ଶ୍ରମିକ ଦିବସ
Latest News

ଆଜି ବିଶ୍ୱ ଶ୍ରମିକ ଦିବସ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.