Monday, June 2, 2025
No Result
View All Result
Odisha 365

Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ଇଣ୍ଡି ମେଣ୍ଟର ନେତୃତ୍ବ ନେବେ ମମତା

Ramesh Parida by Ramesh Parida
Dec 8, 2024, 10:03 am GMT+0530
FacebookTwitterWhatsAppTelegram

ଇଣ୍ଡି ମେଣ୍ଟର ନେତୃତ୍ବକୁ ନେଇ ଏବେ ବଡ଼ ଧରଣର ଫାଟ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ନେତୃତ୍ବ ନେବାକୁ ଚାହୁଥିବା ନେଇ ସ୍ପଷ୍ଟ ସଙ୍କେତ ଦେବା ସହ କଂଗ୍ରେସ ନେତୃତ୍ବକୁ କଡ଼ା ସମାଲୋଚନା କରିଛନ୍ତି । ଏହାକୁ ନେଇ ମେଣ୍ଟ ସହଯେଗାୀଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଛି । ନିକଟରେ  ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ମମତା ଇଣ୍ଡି ମେଣ୍ଟର ନେତୃତ୍ବ ନେଉଛନ୍ତି ସେମାନେ ଏହାର କୁପରିଚାଳନା କରୁଛନ୍ତି । ଯଦି ସେମାନେ ନତୃତ୍ବ ନେଇପାରିବେ ନାହିଁ ତା ହେଲ ମୁଁ କଣ କରିପାରିବ । ତେବେ ମମତା ନିଜେ କାହିଁକି ନେତୃତ୍ବ ନେଉନାହାନ୍ତି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯଦି ମତେ ସୁଯୋଗ ମିଳେ ତେବେ ମୁଁ ଏହି କାର୍ଯ୍ୟ ସୁରୁଖୁରେ ସମ୍ପାଦକ କରିପାରିବି । ମୁଁ ପଶ୍ଚିମବଙ୍ଗ  ବାହାରକୁ ଯିବାକୁ ଚାହେନା । କିନ୍ତୁ ପଶ୍ଚିମବଙ୍ଗରେ ରହି କାର୍ଯ୍ୟ ପରିଚାଳନା କରିବି । ମମତା ବାନାର୍ଜୀଙ୍କ ଏହି ଟିପଣୀ ଇଣ୍ଡି ମେଣ୍ଟରେ ଝଡ଼ ସୃଷ୍ଟି କରିଛି । ଟିଏମସି ମୁଖପାତ୍ର କୁନାଲ ଘୋଷ ସ୍ବଷ୍ଟୀକରଣ ଦେଇ କହିଛନ୍ତି ଯେ ମମତା ବାନାର୍ଜୀ କେବଳ ନତୃତ୍ବ ପ୍ରସଙ୍ଗରେ କହିଛନ୍ତି ଏବଂ ସେ ଦାୟିତ୍ବ ନେବାକୁ ଚାହୁଥିବା କହିନାହାନ୍ତି  । ମମତାଙ୍କ ପ୍ରାଥମିକତା ହେଉଛି ପଶ୍ଚିମବଙ୍ଗ ମମତା ବାନାର୍ଜୀ ଦିଲ୍ଲୀ ରାଜନୀତି ପାଇଁ ଆଗ୍ରହୀ ନାହାନ୍ତି  । ଯଦି ଇଣ୍ଡି ମେଣ୍ଟ ତାଙ୍କ ନେତୃତ୍ବ ଦାବି କରିବ ତେବେ ସେ ଏହାକୁ କୋଲକାତାରୁ ପରିଚାଳନା କରିପାରିବେ ବୋଲି ଘୋଷ କହିଛନ୍ତି।

ସିପିଏମ୍‌ ନେତା ଡି ରାଜା କହିଛନ୍ତି, ମମତା ବାସ୍ତବରେ କ’ଣ କହିବାକୁ ଚାହାନ୍ତି ତାହା ମୁଁ ଜାଣେନା।  ଏକଜିଟ୍‌ ପୋଲ୍‌ ଆସିବାପ‌ରେ ଇଣ୍ଡି ମେଣ୍ଟର କେବଳ ଗୋଟିଏ ବୈଠକ ହୋଇଛି।   ଇଣ୍ଡି ମେଣ୍ଟର ଲକ୍ଷ୍ୟ କ’ଣ ତାହା ଜଣେ ବୁଝିବା ଉଚିତ।  ‘ଦେଶ୍‌ ବଚାଓ , ବିଜେପି ହଟାଓ’ ଏକ ସାଧାରଣ ସଂକଳ୍ପ। କିନ୍ତୁ ସବୁ ରାଜ୍ୟରେ ସ୍ଥିତି ସମାନ ନାହିଁ ବୋଲି  ସେ କହିଛନ୍ତି। ତେବେ  କଂଗ୍ରେସ ମମତାଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କୁ ସତର୍କ କରିଦେଇଛି।  କଂଗ୍ରେସ ନେତା ଟିଏସ୍‌ ସିଂହଦେଓ କହିଛନ୍ତି,  ମମତାଙ୍କର ନିଜସ୍ବ  ମତ  ବିଭ୍ରାନ୍ତିକର ହେବା ଠିକ୍‌ ନୁହେଁ।   ବେପରୁଆ ବୟାନ ଦେଲେ ଇଣ୍ଡି ମେଣ୍ଟର କ୍ଷତି ଘଟିବ ବୋଲି ସେ କହିଛନ୍ତି।  କଂଗ୍ରେସ ନେତା ରସିଦ୍‌ ଅାଲଭି ମେଣ୍ଟରେ ସହଯୋଗ ଏବଂ ବୁଝାମଣାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।  ସେ କହିଛନ୍ତି, ନୀତୀଶ କୁମାର ମଧ୍ୟ ଇଣ୍ଡି ମେଣ୍ଟର ନେତୃତ୍ବ ନେବାପାଇଁ ଚାହୁଥିଲେ। କିନ୍ତୁ ମେଣ୍ଟରେ ନେତୃତ୍ବ ନିଷ୍ପତ୍ତି ଏକତରଫା ନିଆଯାଏନା।   କିଏ ନେତୃତ୍ବ ନେବେ ତାହା ମେଣ୍ଟରେ ମିଳିତ ଭାବେ ନିଷ୍ପତ୍ତି ନିଆଯିବ।  କଂଗ୍ରେସ ସାଂସଦ ତାରିକ ଅନୱର କହିଛନ୍ତି, ଇଣ୍ଡି ମେଣ୍ଟ ହେଉଛି ଅନେକ ଦଳର ଏକ ମେଣ୍ଟ।

ନେତୃତ୍ବ ନିଷ୍ପତ୍ତି ମିଳିତ ଭାବେ ନିଆଯିବ।  ମନକୁ ମନ ନେତୃତ୍ବ ନେବାକୁ ଜାହିର କରିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟଜଣେ କଂଗ୍ରେସ ନେତା ତନୁଜ ପୁନିଆ କହିଛନ୍ତି, ନେତୃତ୍ବ ନିଷ୍ପତ୍ତି ନେଇ ସବୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ଉଚିତ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମମତାଙ୍କ ପ୍ରସ୍ତାବକୁ ସମର୍ଥନ କରିଛି।  ସପା ନେତା ଉଦୟବୀର ସିଂହ କହିଛନ୍ତି,  ମମତା ଜଣେ ବରିଷ୍ଠ ନେତ୍ରୀ। ତାଙ୍କର ଅନେକ ଅଭିଜ୍ଞତା ଓ ଦକ୍ଷତା ଅଛି। ତାଙ୍କ ସହ ଆମ ଦଳର ସମ୍ପର୍କ ଖୁବ୍‌ ଭଲ ଏବଂ ତାଙ୍କ ନେତୃତ୍ବରେ ଆମେ ବିଶ୍ବାସ କରୁ।  କ’ଣ କରିବାକୁ ହେବ ତାହା ଇଣ୍ଡି ମେଣ୍ଟ ସଦସ୍ୟମାନେ ମିଳିମିଶି ନିଷ୍ପତ୍ତି ନେବା ଉଚିତ। ସିଂହ କହିଛନ୍ତି, ମମତା ଯଦି ନେତୃତ୍ବ ନେବାକୁ ଚାହୁଛନ୍ତି, ସେ କ୍ଷେତ୍ରରେ  ଆମେ  ପୂର୍ଣ୍ଣ ସମର୍ଥନ କରିବୁ।

Tags: INDIAnewsodisha
ShareTweetSendShare

RelatedNews

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ
Latest News

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି
Latest News

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ
Latest News

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ
ରାଜନୀତି

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ

Latest News

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ନକ୍ସଲ ଆନ୍ଦୋଳନ ଏବେ ଦୁର୍ବଳ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ଭାରତ ବିଶ୍ବର ଚତୁର୍ଥ ଅର୍ଥନୈତିକ ଶକ୍ତି: ଜିଡିପି 6 ପ୍ରତିଶତ ଅଭିବୃଦ୍ଧିର କାରଣ କଣ ହୋଇପାରେ ?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ସ୍ୱାଧୀନତା ପରେ ଭାରତ କେତେ ସୀମାନ୍ତ ଅଞ୍ଚଳ ହରାଇଛି?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

ଅପରେସନ୍ ସିନ୍ଦୂରରେ ଭାରତର ବୈଶ୍ୱିକ ପ୍ରଚାର: ଖୋଲିବ ପାକିସ୍ତାନର ଆତଙ୍କୀ ମୁଖା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.