Thursday, May 8, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ଆଦାନୀଙ୍କ ବିରୋଧରେ ଆମେରିକା ଆଣିଲା ଲାଞ୍ଚ ଅଭିଯୋଗ: ଜବାବ ଦେଲା ବିଜେପି

Ramesh Parida by Ramesh Parida
Nov 21, 2024, 03:44 pm GMT+0530
FacebookTwitterWhatsAppTelegram

ପୁଣି ଆସିଛି ଆଦାନୀ କଂପାନି ନାମରେ ଅଭିଯୋଗ । ଏଥର ଆମେରିକାରେ କାମ ହାତେଇବା ପାଇଁ ଲାଂଚ ଅଭିଯୋଗ ଆସିଛି । ଏକ କୋର୍ଟରେ ଚାଲିଥିବା ମାମଲାରେ କୁହାଯାଇଛି ଆଦାନି କାମ ପାଇବା ପାଇଁ ସରକାରୀ ଅଧିକାରୀଙ୍କୁ ଲାଂଚ ଦେଉଛି । ଏପରିକି ଓଡ଼ିଶାରେ ବିଜେଡି ସରକାର ଥିବା ସମୟରେ ଲାଂଚ ଦିଆଯାଇଥିବା ତଥ୍ୟ ରହିଛି । ତେବେ ଏଭଳି ଅଭିଯୋଗକୁ ଆଦାନୀ ପକ୍ଷରୁ ଖଣ୍ଡନ କରାଯାଇଛି । ଗତ କିଛି ବର୍ଷ ଧରି କିଛି ସଂଗଠନ ଆଦାନୀ ବିରୋଧରେ ଏପରି ମିଛ ଅଭିଯୋଗ ଆଣୁଥିବା କଂପାନି ପକ୍ଷରୁ କୁହାଯାଇଛି । ବିଜେପି କହିଛି ମୋଦିଙ୍କୁ ବଦନାମ କରିବା ପାଇଁ କିଛି ସଂଗଠନ ନିୟମିତ ଏପରି ମିଛ ଅଭିଯୋଗ ଆଣୁଛନ୍ତି । ସେମାନଙ୍କର ଅଭିଯୋଗର କିଛି ଆଧାର ନାହିଁ । ଯେଉଁ ରାଜ୍ୟରେ କଂପାନି ଲାଂଚ ଦେଉଥିବା କୁହାଯାଇଛି ସେ ସବୁ ରାଜ୍ୟରେ କଂଗ୍ରେସର ସରକାର ଚାଲିଛି, ଓଡ଼ିଶାରେ ବିଜେଡି ସରକାରରେ ଥିଲା ।

ଏହାକୁ ନେଇ ଆଦାନୀ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି କି ‘‘ଆମେରିକାର ନ୍ୟାୟ ବିଭାଗ ଏବଂ ଏସ୍‌ଇସି ଆମ ବୋର୍ଡ ସଦସ୍ୟ ଗୌତମ ଆଦାନୀ ଏବଂ ସାଗର ଆଦାନୀଙ୍କ ନାମରେ ଆମେରିକାର ଜିଲ୍ଲା ଅଦାଲତରେ ଏକ ଅଭିଯୋଗ ଜାରି କରିଛି। ୟୁଏସ୍‌ ‌ଷ୍ଟେଟ୍‌ସ ଡିପାର୍ଡମେଣ୍ଟ୍‌ ଅଫ୍‌ ଜଷ୍ଟିସ୍‌ ଆମ ବୋର୍ଡର ସଦସ୍ୟ ବିନିତ ଜୈନଙ୍କୁ ମଧ୍ୟ ଏଥିରେ ସାମିଲ୍‌ କରିଛି ।

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ କୋର୍ଟ ଅଭିଯୋଗର ଶୁଣାଣି ବେଳେ ଏପରି ଗମ୍ଭୀର ଆରୋପ ଲାଗିଛି । ସେ ତାଙ୍କ କମ୍ପାନିର କାମ ପାଇଁ ଲାଂଚ ଦେଇଛନ୍ତି ଅଭିଯୋଗ ରହିଛି ।

ଆମେରିକାରେ ସେ ତାଙ୍କ କମ୍ପାନୀକୁ କଣ୍ଟ୍ରାକ୍ଟ ଦେବା ପାଇଁ 264 ମିଲିୟନ ଡ଼ଲାର ଲାଞ୍ଚ ଦେଇଥିବା ଅଭିଯୋଗ ବି ଆସିଛି  । ଏହି ମାମଲା ପୁରା ଆଦାନୀ ଗ୍ରୁପ କମ୍ପାନୀ ଏବଂ ଆଦାମୀ ଗ୍ରୁପ ଏନର୍ଜି ଲିମିଟେଡ଼ ଏବଂ ଅନ୍ୟ ଏକ କମ୍ପାନୀ ସହିତ ଜଡ଼ିତ ରହିଛି ।

ଆମେରିକାରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଚ କମିସନ ବୁଧବାର ଦିନ ଏହି ମାମଲାରେ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ ଆଦାନୀ ଗ୍ରିନ ଏନର୍ଜି ଲିମିଟେଡ଼ର ଅଧିକାରୀଙ୍କ ସମେତ ଅନ୍ୟ ଏକ କମ୍ପାନୀ ଏଜୋୟର ପାଓ୍ବାରା ଗ୍ଲୋବାଲ ଲିମିଟେଡ଼ର ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି  ।

ରିପୋର୍ଟରେ କୁହାଯାଇଛି ଆଦାନୀ ନିଜ ପୁତୁରା ସାଗରଙ୍କ ସହିତ ଅନ୍ୟ 7 ଜଣଙ୍କ ସହ ମିଶି ନିଜର ରିନ୍ୟୁଏବଲ ଏନର୍ଜି କମ୍ପାନୀକୁ କଣ୍ଟ୍ରାକ୍ଟ ଦେବାକୁ ସରକାରୀ ଅଧିକାରଙ୍କୁ ପାଖାପାଖି 265 ମିଲିୟନ ଡ଼ଲାର ଲାଞ୍ଚ ଯାଚିଥିଲେ । ଏହି ଲାଞ୍ଚ 2020 ମସିହାରୁ ନେଇ 2024 ଭିତରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି ।

 

Tags: bribing-indian-officialsgautam-adaniINDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.