Thursday, May 8, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ରାଜନୈତିକ ଦଳ ମଧ୍ୟରେ ବିଜ୍ଞାପନ ଯୁଦ୍ଧ

Ramesh Parida by Ramesh Parida
Nov 19, 2024, 01:14 pm GMT+0530
FacebookTwitterWhatsAppTelegram

2024 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର କର୍ଯ୍ୟକ୍ରମ ଶେଷ ହୋଇଛି । ମହାରାଷ୍ଟ୍ରରେ ସମସ୍ତ 288 ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର 20ରେ ଭୋଟ ଗ୍ରହଣ ହେବ । ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ 38 ବିଧାନଭସା ଆସନରେ 20 ତାରିଖରେ ଭୋଟ ଗ୍ରହଣ ହେବ । ଉଭୟ ରାଜ୍ୟର ନିର୍ବାଚନ ଫଳ ନଭେମ୍ବର 23 ତାରିଖରେ ଆସିବ । ମୋଟ 4, 136 ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢୁଛନ୍ତି । ଏମାନଙ୍କ ମଧ୍ୟରେ 2,086 ଜଣ ସ୍ବାଧୀନ ପ୍ରାର୍ଥୀ ସେହିପରି ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ 528 ଜଣ ପ୍ରାର୍ଥୀ ଅଛନ୍ତି  । ସେମାନଙ୍କ ମଧ୍ୟରେ 472 ପୁରୁଷ ଥିବାବେଳେ 55 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଅନ୍ୟଜଣ ପ୍ରାର୍ଥୀ ତୃତୀୟଲିଙ୍ଗୀ ବୋଲି ଜଣାପଡ଼ିଛି । ଝାଡ଼ଖଣ୍ଡରେ ଚଳିତ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରମୁଖ ପାର୍ଥୀମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି । ମହାରାଷ୍ଟ୍ରରେ ମହାୟୁତି ଏବଂ ଏମଭିଏ ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ବିଜେପି ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଏନସିପିକୁ ନେଇ ମହାୟୁତି ଗଠନ ହୋଇଥିବାବେଳେ କଂଗ୍ରେସ ଶିବସେନା ଏବଂ ଏନସିପି ନେଇ ଏମଭିଏ ଗଠନ ହୋଇଛି । ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାର ସେମାନଙ୍କ ନିଜ ନିଜ ନିଜ ଦଳରେ ଫାଟ ସୃଷ୍ଟି କରିବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଜେପି ପାଇଁ ଜୋରଦାର ପ୍ରଚାର କରିଛନ୍ତି । ମହାରାଷ୍ଟ୍ର ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ବିଜେପି ପାଇଁ ଜୋରଦାର ପ୍ରଚାର କରିଛନ୍ତି । ମହାରାଷ୍ଟ୍ର ନିର୍ବାଚନ ପାଇଁ ମୋଦୀ ନଭେମ୍ବର ୧୪ରେ କେନ୍ଦ୍ରୀୟ ମୁମ୍ବାଇ ଶିବାଜୀ ପାର୍କରେ ତାଙ୍କର ଶେଷ ଉଦ୍‌ବୋଧନ  ଦେଇଥିଲେ।

ମହାରାଷ୍ଟ୍ରର ଶାସକ ମହାୟୁତି  ଓ ବିରୋଧୀ ମହାବିକାଶ ଆଘାଡ଼ି (ଏମ୍‌ଭିଏ) ମେଣ୍ଟର ନେତାଙ୍କ ଠାରୁ ପରସ୍ପର ବିରୋଧରେ ଆକ୍ରମଣାତ୍ମକ ଆରୋପପ୍ରତ୍ୟାରୋପ ଚାଲିଛି। ପ୍ରଚାରର ଶେଷ ଦିନରେ ଆଜି ଅନ୍ତିମ ଥର ନିମନ୍ତେ ଖବରକାଗଜ ବିଜ୍ଞାପନ ଜରିଆରେ ଉଭୟ ମେଣ୍ଟ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ବିଜେପି, ନିଜର ମହାୟୁତି ସହଯୋଗୀ ଶିବସେନା ଓ ଏନ୍‌ସିପି ପକ୍ଷରୁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଛି। ୨୦୦୮ ନଭେମ୍ବର ୨୬ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଠାରୁ କୋଭିଡ୍‌ କିଟ୍‌ ଦୁର୍ନୀତି ଘଟଣାରେ କଂଗ୍ରେସ-ଏନ୍‌ସିପି(ଏସ୍‌ପି)- ଏସ୍‌ଏସ୍‌(ୟୁଟି) ମେଣ୍ଟ ଏମ୍‌ଭିଏ ସମ୍ପୃକ୍ତ ବୋଲି ଦର୍ଶାଯାଇଛି। ବିଜ୍ଞାପନରେ ୨୦୨୦ରେ ପାଲଘରରେ ଦୁଇ ସାଧୁଙ୍କ ନିର୍ମମ ହତ୍ୟା ଘଟଣାରେ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଉଦ୍ଧବ ଠାକରେ ସିବିଆଇ ତଦନ୍ତ ବନ୍ଦ କଲେ ବୋଲି ଅଭିଯୋଗ କରାଯାଇଛି। ୨୦୦୬ ମୁମ୍ବାଇ ଟ୍ରେନ୍‌ ବିସ୍ଫୋରଣ, ଅମ୍ବାନୀ ଘର ଉପରେ ବୋମା ଧମକ ଆଦିରେ କଂଗ୍ରେସ, ଏନ୍‌ସିପି-ଶରଦ ପାୱାର ଦଳକୁ ଦାୟୀ କରାଯାଇ ‘ଏମ୍‌ଭିଏ ସେ ନୋ ଟୁ କଂଗ୍ରେସ’ ( ଏମ୍‌ଭିଏ- କଂଗ୍ରେସକୁ ନା’) ବୋଲି ଲେଖାଯାଇଛି। ଅପରପକ୍ଷରେ, ଏମ୍‌ଭିଏ ମଧ୍ୟ ‘ମହାୟୁତିର ବିଫଳତା ଓ ଦୁର୍ନୀତି’କୁ କାର୍ଟୁନ୍‌ ଜରିଆରେ ଉପସ୍ଥାପନ କରି ଏକ ପୂରା ପୃଷ୍ଠା ବିଜ୍ଞାପନ ଜାରି କରିଛି। ଏଥିରେ ମହାୟୁତିକୁ ମହାରାଷ୍ଟ୍ର ବିରୋଧୀ ପ୍ରଶାସନ ଓ ଭ୍ରଷ୍ଟୟୁତି ମେଣ୍ଟ ବୋଲି ଅଭିହିତ କରାଯାଇଛି।

 

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.