Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଏମାନଙ୍କ ବିମାନ ଯାଞ୍ଚ ହୁଏନି

Ramesh Parida by Ramesh Parida
Nov 15, 2024, 07:06 pm GMT+0530
FacebookTwitterWhatsAppTelegram

ମହାରାଷ୍ଟ୍ର ନିର୍ବାଚନ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ନିକଟରେ ଯେତେବେଳେ ଶିବସେନା  ମୁଖ୍ୟ ଉଦ୍ଧବ ଠାକରେଙ୍କ ବିମାନକୁ ଦୁଇଥର ଯାଞ୍ଚ କରାଯାଇଥିଲା ସେତେବେଳେ ସେ ନିଜର ଅସନ୍ତୋଷ ଝାଡ଼ିଥିଲେ । ମଙ୍ଗଳବାର ସୋଲାପୁରରେ ନିର୍ବାଚନ ଅଧିକାରୀମାନେ ଦିନେ ଦ୍ବିତୀୟ ଥର ପାଇଁ ହେଲିକପ୍ଟରର ଯାଞ୍ଚ କରିଥିଲେ । ବିମାନ ଯାଞ୍ଚ କରିବା ସହ ସେମାନେ ଉଦ୍ଧବଙ୍କ ବ୍ୟାଗ ମଧ୍ୟ ଯାଞ୍ଚ କରିଥିଲେ । ଯାହାକୁ ନେଇ ଉଦ୍ଧବ ଖପ୍ପା ହୋଇ ଯାଇଥିଲେ । ଏନେଇ ପ୍ରତିକ୍ରିୟା ରଖି ଉଦ୍ଧବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ସୋଲାପୁର ଯାଇଥିଲା ତାଙ୍କ ହେଲିକପ୍ଟରର କାହିଁକି ଯାଞ୍ଚ ହୋଇନାହିଁ । ଗତଥର ଯେତେବେଳେ ସେ ଓଡ଼ିଶା ଯାଇଥିଲେ  । ସେତେବେଳେ ତାଙ୍କ ବିମାନର ତଲାସି କରାଯାଇଥିଲା । ଯାହାପରେ ଜଣେ ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଥିଲା ।

ତେବେ କେବଳ ଉଦ୍ଧବ ନୁହନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟାଗ୍‌ ମଧ୍ୟ ଥରେ ଯାଞ୍ଚ ହୋଇଛି। ଏହି ଯାଞ୍ଚ ରାଜନୀତିି ତାଲିକାରେ ଅଜିତ ପାୱାର ଏବଂ ରାମଦାସ ଅଠୱାଲେଙ୍କ ନାମ ମଧ୍ୟ ରହିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ, ପ୍ରୋଟୋକଲ ଅନୁଯାୟୀ କେଉଁ କେର୍ଉ ବ୍ୟକ୍ତିଙ୍କ ବିମାନ ଯାଞ୍ଚ କରାଯାଏ ନାହିଁ।

ବିମାନ ଯାତ୍ରା ସମୟରେ କେଉଁ ବ୍ୟକ୍ତି, ନେତା ଓ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ଯାଞ୍ଚ କରାଯାଏ ନାହିଁ? ଏହି ପ୍ରଶ୍ନ ଲୋକ ସଭାରେ ମଧ୍ୟ ପଚରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହାର ଉତ୍ତର ମଧ୍ୟ ଦେଇଛି। ମନ୍ତ୍ରଣାଳୟ ଅନୁଯାୟୀ ଏହି ନିୟମ କହୁଛି ଯେ ବିମାନ ଯାତ୍ରା ପ୍ରୋଟୋକଲ ଅନୁଯାୟୀ ଦେଶର କିଛି ବ୍ୟକ୍ତିଙ୍କ ବିମାନ ଯାଞ୍ଚ କରଯାଏ ନାହିଁ।

ମନ୍ତ୍ରଣାଳୟ ଦ୍ୱାରା ୩୧ ଜଣଙ୍କୁ ଏକ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ଉପରାଷ୍ଟ୍ରପତି, ଭାରତର ପ୍ରଧାନ ବିଚାରପତି, ଲୋକ ସଭା ବାଚସ୍ପତି, କ୍ୟାବିନେଟ ସ୍ତରୀୟ କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ଉପାଧ୍ୟକ୍ଷ, ଯୋଜନା ଆୟୋଗ, ଲୋକ ସଭା ଓ ରାଜ୍ୟ ସଭାର ବିରୋଧୀ, ଭାରତ ରତ୍ନରେ ଭୂଷିତ, ବିଦେଶର ରାଷ୍ଟ୍ରଦୂତ, ଉଚ୍ଚ ଆୟୁକ୍ତ ଏବଂ ତାଙ୍କ ଜୀବନ ସାଥୀ।

ଏହା ବ୍ୟତୀତ ହାଇକୋର୍ଟର ବିଚାରପତି, ମୁଖ୍ୟ ନିର୍ବାଚନ କମିଶନର, ଭାରତର ଅଡିଟର ଜେନେରାଲ, ରାଜ୍ୟ ସଭାର ଡେପୁଟି ସ୍ପିକର ଏବଂ ଲୋକ ସଭାର ଡେପୁଟି ସ୍ପିକର, କେନ୍ଦ୍ର ମନ୍ତ୍ରୀ ପରିଷଦର ରାଷ୍ଟ୍ର ମନ୍ତ୍ରୀ, ଆଟର୍ଣ୍ଣି ଜେନେରାଲ, କ୍ୟାବିନେଟ ସଚିବ, ୟୁନିଅନ ଟେରିଟୋରୀର ଲେଫ୍ଟନାଣ୍ଟ ଗଭର୍ନରସ ଇତ୍ୟାଦିଙ୍କ ଯାଞ୍ଚ କରାଯାଏ ନାହିଁ। ସେହିପରି ଏହି ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସ୍ତ୍ରୀ-ସ୍ବାମୀ ମଧ୍ୟ ଅଛନ୍ତି।

ଦେଶରେ କେତେକ ମନୋନୀତ ବ୍ୟକ୍ତିଙ୍କ କାହିଁକି ଯାଞ୍ଚ କରାଯା ନାହିଁ, ଏହାର ତିନୋଟି ମୁଖ୍ୟ କାରଣ ରହିଛି। ପ୍ରଥମଟି ହେଉଛି ଦେଶର ସର୍ବୋଚ୍ଚ ପଦବୀରେ ଥିବା ଲୋକଙ୍କ ପାଇଁ ଏହି ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି। ଯାହାକୁ ମାନିବା ବାଧ୍ୟତାମୂଳକ ଅଟେ। ଦ୍ୱିତୀୟ କାରଣ ହେଉଛି ବିଦେଶୀ ଅତିଥି ଏବଂ ଉଚ୍ଚ ପଦବୀର ଲୋକଙ୍କୁ ଦିଆଯାଇଥିବା ସମ୍ମାନ। ତୃତୀୟ କାରଣ ହେଉଛି ସେମାନଙ୍କର ସୁରକ୍ଷା ଓ ନିରାପତ୍ତା, ଯାହାଫଳରେ ଏହି ବାହାନାରେ କୌଣସି ବ୍ୟକ୍ତି କିମ୍ବା ଶତ୍ରୁ ସେମାନଙ୍କ ନିକଟରେ ପହଞ୍ଚି ପାରନ୍ତି ନାହିଁ।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.