Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଆଧ୍ୟାତ୍ମିକ

କାହାରି ସହିତ ଅତିଶୀଘ୍ର ବନ୍ଧୁତା କରନ୍ତୁ ନାହିଁ

Ramesh Parida by Ramesh Parida
Nov 15, 2024, 07:03 am GMT+0530
FacebookTwitterWhatsAppTelegram

ମେଷ: ବାଣୀ ଉପରେ ନିୟନ୍ତ୍ରଣ ରଖି ସଫଳତା ହାସଲ କରିନେବେ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ବ୍ୟବହାରିକ ଜୀବନରେ ବଡ଼ ନିଷ୍ପତ୍ତି ନେବେ। ଘରକୁ କୁଣିଆ ଆସିବେ।
ବୃଷ: ଆପଣଙ୍କୁ କିଛି ଏଭଳି କାମ ଦିଆଯିବ। ଯାହା ଚାଲେଞପୂର୍ଣ୍ଣ ହେବ। ତାହାକୁ ସଫଳତା ପୂର୍ବକ କରିବାକୁ ଚେଷ୍ଟା କରିବେ। ଚାକିରରେ ପଦୋନ୍ନତି ସହ ଆୟ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ଅନୁଭବ ପ୍ରାପ୍ତ ହେବ।‌

ମିଥୁନ: ଭାଗ୍ୟ ଆପଣଙ୍କୁ ସାଥ ଦେବ। କାର୍ଯ୍ୟକ୍ଷେତ୍ରରେ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀର ଦୃଷ୍ଟିକୋଣ ବୁଝି ବ୍ୟକ୍ତିଗତ ସମସ୍ୟା ସମାଧାନ କରିବେ। ରୋଷଇ ପାଇଁ ଜରୁରୀ ଜିନିଷ କିଣିବେ। ‌

କର୍କଟ: କାହାରି ସହିତ ଅତିଶୀଘ୍ର ବନ୍ଧୁତା କରନ୍ତୁ ନାହିଁ। ଥଟ୍ଟା ମଜାର କହିବା କଥାକୁ ନେଇ ନାରାଜ ହୁଅନ୍ତୁ ନାହିଁ। କୌଣସି ଗୁପ୍ତ ରହସ୍ୟ ଜାଣି ପାରବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ‌

ସିଂହ: ପୂଜାପାଠରେ ସମୟ ବିତିବ। ଭାଇର ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବେ। ଆପଣଙ୍କ ଅଧୁରା କାମ ପୂରା କରିବାରେ କାହାରି ସାହାଯ୍ୟ ନେବେ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ବ୍ୟବସାୟ ସଂପର୍କିତ ଯୋଜନା ଯଥେଷ୍ଟ ଆକର୍ଷିତ ହେବ। ଲୋକମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ ଶଦ୍ଦକୁ ଭଲଭାବେ ଶୁଣନ୍ତୁ। ଆର୍ଥିକ ବିଷୟରେ ବନ୍ଧୁର ସାହାଯ୍ୟ ନେବେ।

ତୁଳା: ଜୀବନସାଥୀର ଅସୀମ ପ୍ରେମ ଓ ସମର୍ଥନ ଆପଣଙ୍କ ପ୍ରେମକୁ ଆହୁରି ମଜଭୁତ କରିବ। ଆପଣ ନିଜକୁ ଶକ୍ତଶାଳୀ ଅନୁଭବ କରିବେ। ପ୍ରେମିକ ସହ ଆପଣଙ୍କ ମନ ପସନ୍ଦ ଜାଗାକୁ ବୁଲି ଯିବେ।

ବିଛା: ଆପଣଙ୍କ ଇଚ୍ଛାରେ ଆପଣ କାହାରିକୁ ସାହାଯ୍ୟ କରିବେ। କାରବାର ଲାଗି ଅନୁଭବୀ ବ୍ୟକ୍ତିଙ୍କ ସହ ବିଚାର ବିମର୍ଶ କରିବେ। ଆପଣଙ୍କ ଆୟ ବୃଦ୍ଧି ହେବାର ପ୍ରବଳ ସମ୍ଭାବନା।

ଧନୁ: ନିଜ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ। କୌଣି କାମକୁ ନେଇ ଜିଦ୍ କଲେ କାମ ବିଗିଡ଼ି ପାରେ। କୌଣସି ଶୁଭ ଖବର ପାଇବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ମକର: ଦିନଟି ଖୁସି ଭରା ରହିବ। କଠିନ କାମ ସହଜରେ ସଂପୂର୍ଣ୍ଣ କରିବେ। ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ।

କୁମ୍ଭ: ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି। ରାଜନୀତିରେ ବଡ଼ ଲୋକଙ୍କ ସହ ମିଳାମିଶା ବଢ଼ିବ। ଭଲ ସ୍ବାସ୍ଥ୍ୟ ପାଇଁ ସ୍ବଳ୍ପ ସମୟ ବାହାର କରନ୍ତୁ। ପରିବାର ଲୋକଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ବୁଲି ଯିବେ।

ମୀନ: ଆପଣଙ୍କ ଚତୁରତା ବ୍ୟବସାୟର ତୀବ୍ର ବଢ଼ାଇବ। ପିଲାମାନଙ୍କ ଦାୟିତ୍ବ ପୂରା କରିବା ପାଇଁ ସମୟ ଉପନୀତ। ରଙ୍ଗମଞ୍ଚ କ୍ଷେତ୍ରରେ ଥିବା ଲୋକମାନେ ନିଜର କୌଶଳ ଦେଖାଇବାର ବଡ଼ ଉପଲବ୍ଧି ହାସଲ କରିବେ।

ShareTweetSendShare

RelatedNews

ଖୋଲିଲା କେଦାରନାଥ ଧାମ
Latest News

ଖୋଲିଲା କେଦାରନାଥ ଧାମ

ପ୍ରାଚୀନ ଶୈବପୀଠ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଡିଆସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା
Latest News

ପ୍ରାଚୀନ ଶୈବପୀଠ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଡିଆସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା

ଆଜି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ
ଆଧ୍ୟାତ୍ମିକ

ଆଜି ପବିତ୍ର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

Latest News

ରାମ ମନ୍ଦିର ଟ୍ରଷ୍ଟ ଗତ 5 ବର୍ଷ ମଧ୍ୟରେ ଦେଇଛି 400 କୋଟି ଟଙ୍କାର ଟିକସ

ଆମେରିକାରେ ହିନ୍ଦୁ ମନ୍ଦିିରରେ ଅଜଣା ବ୍ୟକ୍ତିଙ୍କ ଭଙ୍ଗାରୁଜା
ଅପରାଧ

ଆମେରିକାରେ ହିନ୍ଦୁ ମନ୍ଦିିରରେ ଅଜଣା ବ୍ୟକ୍ତିଙ୍କ ଭଙ୍ଗାରୁଜା

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.