Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ସମ୍ବାଜୀ ମହାରାଜଙ୍କ ହତ୍ୟାକାରୀକୁ କିଛି ଲୋକ ଆଦର୍ଶ ମାନନ୍ତି

Ramesh Parida by Ramesh Parida
Nov 14, 2024, 07:59 pm GMT+0530
FacebookTwitterWhatsAppTelegram

ମହାରାଷ୍ଟ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟର ଛତ୍ରପତି ସମ୍ବାଜୀନଗରରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି । ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମହାରାଷ୍ଟ୍ରରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି । ସବୁକିଛି ଉପରେ କାମ ଦ୍ରୁତ ଗତିରେ ଚାଲିଛି । ମହାଯୁତି ସରକାର ଗଠନ ହେବା ପରଠାରୁ ସର୍ବାଧିକ ବିଦେଶୀ ପୂଞ୍ଜି ବିନିଯୋଗ ହୋଇଛି । ସେ କହିଛନ୍ତି ଯେ ଆଗାମୀ ସମୟରେ ବହୁତ କଡ଼ କମ୍ପାନୀ ଏଠାକୁ ଆସିବାକୁ ଯାଉଛନ୍ତି । ଆଉରଙ୍ଗଜେବଙ୍କ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବାଜୀ ମହାରାଜଙ୍କ ହତ୍ୟାକାରୀକୁ କିଛି ଲୋକ ସେମାନଙ୍କ ଆଦର୍ଶ ଭାବେ ମାନନ୍ତି । ସଂରକ୍ଷଣ ପ୍ରସଙ୍ଗ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସର ରାଜକୁମାରମାନେ ବିଦେଶ ଯାଇ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି ଯେ ସେମାନେ ସଂରକ୍ଷଣ ସମାପ୍ତ କରିବେ । ବର୍ତମାନ ସେମାନଙ୍କର ଏଜେଣ୍ଠାକୁ ଆଗକୁ ନେବା ପାଇଁ କଂଗ୍ରେସ ଏବଂ ମହା ବିକାଶ ଆଘାଡ଼ି ଏସସି/ ଏସଟି/ ଓବିସି ସମାଜକୁ ଛୋଟ ଜାତିରେ ବିଭକ୍ତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆଉରଙ୍ଗବାଦ ଛତ୍ରପତି ସମ୍ବାଜି ନଗର କରାଯାଇଥିଲା । ସେତେବେଳେ କାହାକୁ ଅଧିକ ସମସ୍ୟା ହୋଇଥିଲା । ସେହି ସମାଜ କଂଗ୍ରେସ ଦଳକୁ ମହା ବିକାଶ ଆଘାତିକ ଲୋକଙ୍କୁ ଯାହାର ସମର୍ଥକମାନେ ଏହି ନିଷ୍ପତ୍ତିକୁ ରଦ୍ଦ କରିବାକୁ କୋର୍ଟ ଯାଇଥିଲେ ।ସମଗ୍ର ମହାରାଷ୍ଟ୍ର ଜାଣେ ଯେ ଛତ୍ରପତି ସମ୍ବାଜୀନଗରଙ୍କୁ ଏହି ନାମ ଦେବାର ଦାବି ବାଲାସାହେବ ଠାକରେଙ୍କ ଦ୍ବାରା ଉଠାଯାଇଥିଲା । ଆଘାତି ସରକାର ଅଢେଇ ବର୍ଷ କ୍ଷମତାରେ ଥିଲେ । କିନ୍ତୁ କଂଗ୍ରେସର ଚାପରେ ଏହି ଲୋକଙ୍କର ସାହସ ନଥିଲାବେଳେ ମହାଯୁତୀ ସରକାର ଆସିବା ମାତ୍ରେ ଏହି ସହରର ନାମ ପରିବର୍ତନ କରିଥିଲା । ଆମେ ଆପଣଙ୍କର ଇଚ୍ଛା ପୁରଣ କରିଛୁ । ମହାରାଷ୍ଟ୍ରର ଏହି ନିର୍ବାଚନ କେବଳ ଏକ ନୂତନ ସରକାର ବାଛିବା ପାଇଁ ନୁହେିଁ । ଏହି ନିର୍ବାଚନରେ ଗୋଟିଏ ପଟେ ଦେଶପ୍ରେମୀ ଅଛନ୍ତି ଯେଉଁମାନେ ସମ୍ବାଜୀ ମହାରାଜଙ୍କୁ ବିଶ୍ବାସ କରନ୍ତି ଏବଂ ଅନ୍ୟ ପଟେ ଆଉରଙ୍ଗଜେବଙ୍କୁ ପ୍ରଶଂସା କରୁଥିବା ଲେକ ଅଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରର ଦ୍ରୁତ ବିକାଶ ପାଇଁ ଜନସାଧରଣ ଏକ ମିଳିତ ସରକାର ଗଠନ କରିବାକୁ ଆଗ୍ରହୀ ଅଟନ୍ତି । ସେ କହିଛନ୍ତି ଯେ ଏମ୍ଭିଏ ଲୋକମାନେ ଏହି ସମସ୍ୟା ବ ବଢାଇବା ବ୍ୟତୀତ ଅନ୍ୟ କିଛି କରିନାହାଁନ୍ତି ।

Tags: INDIAnewsodisha
ShareTweetSendShare

RelatedNews

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ
Latest News

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି
Latest News

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ
Latest News

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ
ରାଜନୀତି

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.