Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home କ୍ରୀଡା

ପୁଅରୁ ଝିଅ ହେଲେ ଆର୍ଯ୍ୟନ

Ramesh Parida by Ramesh Parida
Nov 12, 2024, 04:14 pm GMT+0530
FacebookTwitterWhatsAppTelegram

ପୂର୍ବତନ  ଭାରତୀୟ କ୍ରିକେଟର ତଥା ବ୍ୟାଟିଂ ପ୍ରଶିକ୍ଷକ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି । ଏଥିଲାଗି ସେ 10  ମାସ ତଳୁ ହର୍ମୋନ ଥେରାପି ନେବା ଆରମ୍ଭ କରିଥିଲେ । ଏବେ ଇନଷ୍ଟାଗ୍ରମାରେ ନିଜ ନୂଆ ରୁପର  ରିଲ ଛାଡ଼ି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ନିଜ ନାଁ ଅନନ୍ୟା ରଖିଥିବା ମଧ୍ୟ ସୂଚନା ଦେଇଛନ୍ତି । ବଡିଲା କେଶ ସହ ଝିଅ ରୂପରେ ମଧ୍ୟ ସେ ବେଶ ସୁନ୍ଦର ଦେଖା ଯାଉଛନ୍ତି ।

ରବିବାର ଆର୍ଯ୍ୟନ ସମାଜିକ ଗଣମାଧ୍ୟମରେ ଲୋଖିଛନ୍ତି ଶକ୍ତି ହରାଇଛି କିନ୍ତୁ ଖୁସି ପାଇଛି । 23 ବର୍ଷିୀୟା ଅନନ୍ୟାଙ୍କ  ଅନ୍ୟ ଏକ ରିଲ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଛି । ଏଥିରେ ଆର୍ଯ୍ୟନ ପୁର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ତାରକା ବ୍ୟାଟର ବିରାଟ କୋହଳିଙ୍କ ସହ ଦେଖିବାକୁ ମିଳୁଛନ୍ତି । ସଂପ୍ରତି ମାଞ୍ଚେଷ୍ଟରରେ ରହୁଥିବା ଆର୍ଯ୍ୟନ ପିତା ବାଙ୍ଗରଙ୍କ ଭଳି କ୍ରିକେଟ ଖେଳୁଥିଲେ  । ସେ ସ୍ଥାନୀୟ କ୍ଳବ ଇସଲାମ ଜିମଖାନାରୁ ଖେଳୁଥିଲେ ଏହି ବାମହାତୀ ବ୍ୟାଟର ମଧ୍ୟ ଲସେଷ୍ଟରସାୟରର ହିଙ୍କରେ କ୍ରିକେଟ କ୍ଲବରୁ ଖେଳିଛନ୍ତି । ହର୍ମୋନ ଥେରାପି କରିବା ପରେ ଆର୍ଯ୍ୟନ କ୍ରିକେଟ ଛାଡ଼ି ଦେଇଥିଲେ । ଗତବର୍ଷ ଅଗଷ୍ଟ ମାସର ସେ ନିଜ ଭାବନାକୁ ନେଇ ଇନଷ୍ଟ୍ରାଗ୍ରାମରେ ଏକ ଲମ୍ବା ପୋଷ୍ଟରେ ଲେଖିଥିଲେ । ସମାଜର ନୀତିନିୟମରେ ମୁଁ ଅଣନିଶ୍ବାସୀ ହୋଇଗଲିଣି । ଶରୀର ଗୋଟେ କଥା କହୁଥିଲେ ବେଲେ ମନ ଅଲଗା କଥା କହୁଛି । ପ୍ରକୃତରେ ମୁଁ କିଏ ଜାଣିପାରୁନି ।

ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବରରେ ଆଇସିସି ତୃତୀୟଲିଙ୍ଗ ଖେଳାଳିଙ୍କୁ ମହିଳା କ୍ରିକେଟ୍‌ରେ ଖେଳିବା ଉପରେ ବାସନ୍ଦାଦେଶ ଜାରି କରିଥିଲା। ଅନନ୍ୟା ସଂପ୍ରତି କାଉଣ୍ଟି କ୍ଲବ୍‌ରେ କ୍ରିକେଟ୍‌ ଖେଳୁଛନ୍ତି। କିନ୍ତୁ ଇସିବି ତୃତୀୟଲିଙ୍ଗ ଖେଳାଳିଙ୍କୁ ଏଲିଟ ମହିଳା ଲେବଲ୍‌ କ୍ରିକେଟ୍‌ରେ ଖେଳିବାରୁ ବାସନ୍ଦ କରିଥିବାରୁ ଏବେ ସେ ଅଡ଼ୁଆରେ ପଡ଼ିଛନ୍ତି।

Tags: INDIAnewsodisha
ShareTweetSendShare

RelatedNews

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

ଶୁଭମନ ଗିଲଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜୋରିମାନା
Latest News

ଶୁଭମନ ଗିଲଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜୋରିମାନା

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.