Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ବ୍ୟବସାୟ

ପୁଣି ବଡିଲା ବିଟକଏନର ଚାହିଦା

Ramesh Parida by Ramesh Parida
Nov 11, 2024, 04:01 pm GMT+0530
FacebookTwitterWhatsAppTelegram

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡ଼ୋନାଲ୍ଟ ଟ୍ରମ୍ପ ବିଜୟୀ ହେବା ପରେ ବିଶ୍ବର ସବୁଠୁ   ଲୋକପ୍ରିୟ  କ୍ରିପ୍ଟୋକରେନ୍ସି ବିଟକଏନର ଚାହିଦା ବହୁତ ବଢିଯାଇଛି । କରୋନା ମହାମାରୀ ପରେ ଏକପ୍ରକାର ପ୍ରାସଙ୍ଗିକତା ହରାଇଥିବା ବିଟକଏନ ଏବେ ଦ୍ରୁତ ଗତିରେ  ଦୈଡ଼ୁଛି ।  ଅଳ୍ପ ଦନ  ଭିତରେ  ଏହାର ଦାମ 80 ହଜାର ଡ଼ଳାରରେ  ପହଞ୍ଚିଛି । କେବଳ ବିଟକଏନ ନୁହେଁ । ଅନ୍ୟ କ୍ରିପ୍ଟୋକଏନ ଯଥା କାର୍ଡ଼ନୋ ଓ ଡ଼ୋଜକଏନ ଦାମ ମଧ୍ୟ ବଢିଛି । ଟ୍ରମ୍ପ ନିଜ ନିର୍ବାଚନ ପଅଚାର ସମୟରେ କ୍ରିପ୍ଟୋକରେନ୍ସିକୁ ସମର୍ଥନ କରିଥିଲେ । ସେ ରାଜନୈତିକ ପାଣ୍ଠିକୁ ବିଟକଏନନରେ ଗ୍ରହଣ କରିଥିଲେ ।  କ୍ରିପ୍ଟୋ ସପକ୍ଷରେ ସେ ଯୁକ୍ତି ବାଢିଥିଲେ । ନିର୍ବାଚନରେ ଟ୍ରମ୍ପ ବିପୁଳ ବିଜୟ ହାସଲ କରିବା ପରେ କ୍ରିପ୍ଟ୍ରୋକରେନ୍ସି କାରବାର ସହ ଜଡ଼ିତ ବଜାର ଖୁସି ହୋଇପଡ଼ିଛି । ଯେହେତୁ ସେ କ୍ରିପ୍ଟୋକୁ ସମର୍ଥନ କରୁଛନ୍ତି । ତେଣୁ ଆଗାମୀ ଦିନରେ ଏହାର କାରବାର ସୁଗମ ହେବା ବୋଲି  ବିଶେଷଜ୍ଞମାନେ ଆଶା କରୁଛନ୍ତି।

ଡିଜିଟାଲ୍ ସମ୍ପତ୍ତି ପରିଚାଳନା କରୁଥିବା କମ୍ପାନିଗୁଡ଼ିକ ନିର୍ବାଚନରେ ଟ୍ରମ୍ପ୍‌ଙ୍କ ବିଜୟ ପାଇଁ ବିପୁଳ ସମର୍ଥନ ଦେଇଥିଲେ। କ୍ରିପ୍ଟୋ ବିଲ୍‌କୁ ପାସ୍ କରିବା ଲାଗି ସହଯୋଗ କରିବା ଓ ଡିଜିଟାଲ୍ ମୁଦ୍ରା କାରବାର ସୁଗମ କରିବା ଲାଗି ଟ୍ରମ୍ପ୍ ପ୍ରତିଶ୍ରୁତି ଦେଇଥିବାରୁ ‌କ୍ରିପ୍ଟୋ କ୍ଷେତ୍ର ସହ ଜଡ଼ିତ ଅଂଶୀଦାରମାନେ ଉତ୍ସାହିତ ଅଛନ୍ତି। ୨୦୨୪ରେ ବର୍ତ୍ତମାନ ସୁଦ୍ଧା ବିଟ୍‌କଏନ୍ ଦାମ୍‌ରେ ୯୦ ପ୍ରତିଶତ ବୃଦ୍ଧି ହୋଇସାରିଲାଣି। ଆମେରିକାର ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ଗୁଡ଼ିକରେ ଏହାର ଚାହିଦା ବଢ଼ିଛି। ଏହା ଷ୍ଟକ୍ ବଜାର ଓ ସୁନାଠାରୁ ଅଧିକ ରିଟର୍ଣ୍ଣ ଦେଉଛି। ବ୍ଲକ୍‌ରକ୍ ପକ୍ଷରୁ ପରିଚାଳନା କରାଯାଉଥିବା ଆଇସେୟାର ବିଟ୍‌କଏନ୍ ଟ୍ର‌ଷ୍ଟରେ ଦୈନିକ ୧୪୦ କୋଟି ଡଲାର ନିବେଶ ହେଉଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅମଳରେ ବିଟ୍‌କଏନ୍ ଭଳି ଡିଜିଟାଲ୍‌ ମୁଦ୍ରା ଉପରେ ଅଙ୍କୁଶ ଲଗାଯାଇଥିଲା। ଏହି କ୍ଷେତ୍ରରେ ଠକେଇର ଆଶଙ୍କା ଅଧିକ ରହିଥିବା ନେଇ ସେଠାକାର ପ୍ରତିଭୂତି ଓ ଏକ୍ସଚେଞ୍ଜ କମିସନର ମୁଖ୍ୟ  ଗେରି ଜେନ୍‌ସେଲର ବାରମ୍ବାର ଚେତାବନୀ ଦେଉଥିଲେ। ସାମ୍ ବ୍ୟାଙ୍କମ୍ୟାନ୍-ଫ୍ରାଏଡ୍‌ଙ୍କ ଦ୍ବାରା ପରିଚାଳିତ କ୍ରିପ୍ଟୋ ଏକ୍ସଚେଞ୍ଜ ୨୦୨୨ରେ ହଠାତ୍‌ ଧରାଶାୟୀ ହେବା ପରେ ଆମେରିକାରେ ଏହି ବଜାର ଉପରେ କଟକଣା ଲଗାଯାଇଥିଲା।

Tags: INDIAnewsodisha
ShareTweetSendShare

RelatedNews

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା
Latest News

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ
Business

ସେନ୍‌ସେକ୍ସ ରେକର୍ଡ ବୃଦ୍ଧି: ଆର୍ଥିକ ବୃଦ୍ଧିରେ ଆତ୍ମବିଶ୍ୱାସର ପ୍ରତିବିମ୍ବ

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ
Latest News

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରା ନିଷେଧ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ
ଜାତୀୟ

LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.