Friday, May 9, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ମନୋରଞ୍ଜନ

ଫ୍ୟାନ୍ସଙ୍କ ମନ ଜିଣୁଛି ଭୁଲ୍‌ ଭୁଲେୟାଁ-୩

Ramesh Parida by Ramesh Parida
Nov 1, 2024, 02:56 pm GMT+0530
FacebookTwitterWhatsAppTelegram

ଅନିସ ବାଜମିଙ୍କ ଭୁଲ ଭୁଲେୟାଁ 3 ଶେଷରେ ବଡ଼ ପରଦାରେ ଆସିଛି ।  ଏହି ହରର କମେଡ଼ି ଟ୍ରେଲର ଏବଂ ଗୀତଗୁଡ଼ିକ ଦର୍ଶକଙ୍କ କ୍ରେଜକୁ ଆଗଇ ନେଇସାରିଛି । ଯେଉଁଥିପାଇଁ ଭୁଲ ଭୁଲୟାଁ ର ବହୁତ ବଡ଼ ଆଡ଼ଭାନ୍ସ ବୁକିଂ ହୋଇଥିଲା । ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ କୋଟି ଟଙ୍କା ରୋଜଗାର କରିଥିଲା । ଏବେ ଭୁଲ ଭୁଲେୟାଁ ର ପ୍ରଥମ ରିଭ୍ୟୁ ମଧ୍ୟ ଆସିଛି । ଆସନ୍ତୁ ଜାଣିବା ଏହି ଚ୍ଚଳଚିତ୍ରଟି କିପରି ହୋଇଛି ।

ଭୁଲ୍‌ ଭୁଲେୟାଁ-୩ ର ପ୍ରଥମ ରିଭ୍ୟୁ

କାର୍ତ୍ତିକ ଆର୍ଯ୍ୟନ୍, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ ଏବଂ ତୃପ୍ତି ଡିମରୀ ଅଭିନୀତ ଏହି ଫିଲ୍ମ ‘କମେଡି ଏବଂ ହରର ମିଶାମିଶି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ପୁଣି ଥରେ ରୁହ ବାବାଙ୍କ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ବିଦ୍ୟା ବାଲାନ୍ ପୁଣିଥରେ ଏହି ଚଳଚ୍ଚିତ୍ରରେ ନିଜର ଆଇକନିକ ଚରିତ୍ର ମଞ୍ଜୁଲିକାରେ ଅଭିନୟ କରି ଲାଇମଲାଇଟ୍ ହାସଲ କରିଛନ୍ତି। ଏସବୁ ମଧ୍ୟରେ ଅନେକ ୟୁଜର୍ସ X ରେ ରିଭ୍ୟୁ ମଧ୍ୟ ସେୟାର କରିଛନ୍ତି । X ରେ ଜଣେ ୟୁଜର୍ସ ଲେଖିଛନ୍ତି, “କାର୍ତ୍ତିକ ରୁହ ବାବାଙ୍କ ଚରିତ୍ରରେ ଏକ୍ସିଲେଣ୍ଟ। ବିଦ୍ୟା ବାଲାନ ଚିତ୍ତାକର୍ଷକ। “ଚଳଚ୍ଚିତ୍ରର ପ୍ରାରମ୍ଭିକ ରିଭ୍ୟୁ ସେୟାର କରିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି, କାର୍ତ୍ତିକ, ବିଦ୍ୟା, ମାଧୁରୀ ଏବଂ ତୃପ୍ତି ସମସ୍ତେ ସେମାନଙ୍କ ସ୍ଥାନରେ ବେଷ୍ଟ।

‘ଭୁଲ୍ ଭୁଲେୟାଁ-୩’ କେତେ କୋଟି କଲେକସନ କରିପାରିବ?

’ଏହାର ପ୍ରମୋସନାଲ୍ ବିଷୟବସ୍ତୁ ମାଧ୍ୟମରେ ଏହାର ଟିଜର ଏବଂ ଟ୍ରେଲର ଠାରୁ ଆରମ୍ଭ କରି ଗୀତ ଏବଂ ହରର ପ୍ରୋମୋ ପର୍ଯ୍ୟନ୍ତ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ସୃଷ୍ଟି କରିଥିଲସ। ଏହି ଫିଲ୍ମ ପ୍ରଥମ ଦିନରେ ୧୭.୧୨ କୋଟି ଟଙ୍କା ଆଗୁଆ ବୁକିଂ ସଂଗ୍ରହ କରିଛି । ପ୍ରି-ଟିକେଟ୍ ବିକ୍ରୟ ସଂଖ୍ୟାକୁ ଦେଖିଲେ ‘ଭୁଲ୍‌ ଭୁଲେୟାଁ ୩.୧୫ କୋଟିରୁ ୩୦ କୋଟି ମଧ୍ୟରେ ଓପନିଂ ବୋଲି ଆଶା କରାଯାଉଛି।

 

 

ShareTweetSendShare

RelatedNews

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
Latest News

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ
ମନୋରଞ୍ଜନ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ
Entertainment

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ
Latest News

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.