Ramesh Parida

Ramesh Parida

ସାନ୍ଦୀପ ଘୋଷଙ୍କୁ କୋର୍ଟ ପରିସରରୁ ବାହାରିବା ବେଳେ ଚାପୁଡ଼ା ମାଡ଼

ସାନ୍ଦୀପ ଘୋଷଙ୍କୁ କୋର୍ଟ ପରିସରରୁ ବାହାରିବା ବେଳେ ଚାପୁଡ଼ା ମାଡ଼

ସାନ୍ଦୀପ ଘୋଷଙ୍କୁ କୋର୍ଟ ପରିସରକୁ ଯିବାବେଳେ ଚାପୁଡ଼ା ମରାଯାଇଛି । ଲୋକମାନେ ତାଙ୍କୁ ଗାଳି କରିବା ସହ ଚାପୁଡ଼ା ମାରିଥିବା ଭିଡିଓ ଭାଇରାଲ ହେଉଛି ।  ଆରଜି...

ସବୁଦିନ ପାଇଁ ବନ୍ଦ ହୋଲା ‘ଏକ୍ସ ’

ସବୁଦିନ ପାଇଁ ବନ୍ଦ ହୋଲା ‘ଏକ୍ସ ’

ବ୍ରାଜିଲରେ ଏଲନ ମସ୍କଙ୍କ ସମସ୍ୟା ବୃଦ୍ଧି ପାଇଛି । ବାସ୍ତବରେ ଏକ୍ସ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବ୍ରାଜିଲରେ ଏକ୍ସକୁ ସୁପ୍ରିମକୋର୍ଟ ନିଷେଧ କରିଛନ୍ତି ।...

ଦାଉଦ ଗ୍ୟାଙ୍ଗ ସଦସ୍ୟଙ୍କୁ ଡ଼ରୁଛନ୍ତି ସଲମାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ

ଦାଉଦ ଗ୍ୟାଙ୍ଗ ସଦସ୍ୟଙ୍କୁ ଡ଼ରୁଛନ୍ତି ସଲମାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ

ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତମାନେ ଏବେ ଡ଼ି କମ୍ପାନୀକୁ ଡ଼ରୁଛନ୍ତି । ଅନ୍ୟମାମଲାରେ ଜେଲରେ ଥିବା ଦାଉଦ ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ...

ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ

ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ

ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ  । ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ନକ୍ସଲ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଛନ୍ତି ।  ନକ୍ସଲମାନଙ୍କ...

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଅମାପ ସମ୍ପତ୍ତି: ଡଜନେ ଘର ମିଳିଲାଣି

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଅମାପ ସମ୍ପତ୍ତି: ଡଜନେ ଘର ମିଳିଲାଣି

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ ବେଳେ କେତେ ମିଳିଲା ସଂପତ୍ତି । ଜାଣିଲେ ଆପଣ ହେବେ ତାଜୁବ । କୋଟି କୋଟି ଟଙ୍କାର ସଂପତ୍ତି...

ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ପରଲୋକରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ପରଲୋକରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ପରଲୋକରେ  ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଗଣମାଧ୍ୟମ ଜଗତ ସହ ଜଡିତ ଶ୍ରୀ ଉପାଧ୍ୟାୟ ଏକ ଜଣାଶୁଣା ନାମ ।...

ପ୍ରଧାନମନ୍ତ୍ରୀ  ମୋଦୀ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ରେ କଣ କହିଲେ

ଭାରତୀୟମାନେ ଅର୍ଥନୈତିକ ଅଭିବୃଦ୍ଧିକୁ ପସନ୍ଦ କରନ୍ତି –  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ସୁଯୋଗର ଭୂମି ଭାବରେ ଉପସ୍ଥାପନ କରିଛନ୍ତି ଏବଂ ବ୍ୟବସାୟ କ୍ଷେତ୍ରର ସୁବିଧା, ସଂସ୍କାର, ଏକ ସ୍ଥିର ନୀତି...

ଏମପକ୍ସ ସ୍ଥିତି ତୁରନ୍ତ ଚିହ୍ନଟ ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କୃଷି ଭବନରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାର ଶୁଭାରମ୍ଭ କରିଛନ୍ତ । ପିଏମ...

ରେଭେନ୍ସା ବିଶ୍ବବଦ୍ୟାଳୟ  ନାମ ପରିବର୍ତନର ଆବଶ୍ୟକତା ରହିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରେଭେନ୍ସା ବିଶ୍ବବଦ୍ୟାଳୟ  ନାମ ପରିବର୍ତନର ଆବଶ୍ୟକତା ରହିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରେଭେନ୍ସା ନାଁ ବଦଳିବା ଦରକାର ବୋଲି ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଛନ୍ତି ରେଭେନ୍ସା ବିଶ୍ବବଦ୍ୟାଳୟ ...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ୨୦୨୪ ଆଜିଠାରୁ କେରଳର ପାଲକ୍କଡ ଠାରେ ଆରମ୍ଭ ହୋଇଛି । ଏହି ବୈଠକରେ ବିବିଧ ସଂଗଠନର...

ପାଲଘର ଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପାଲଘର ଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୭୬,୦୦୦ କୋଟି ଟଙ୍କା । ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ...

ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବାରୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ

ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବାରୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରବାସୀଙ୍କୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି"ମୁଁ ଏ ସ୍ଥାନରେ ପହଞ୍ଚିବା କ୍ଷଣି ଶିବାଜୀଙ୍କ ନିକଟରେ କ୍ଷମା ମାଗିଥିଲି।"   ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ବୋଲି...

ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି

ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି

ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ  ଚଳଚ୍ଚିତ୍ର...

ଛାତ୍ର,  ଯୁବ  ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ

ଛାତ୍ର, ଯୁବ ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ

ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି ଶଂଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିରୋଧି ଦଳ ନେତା ତଥା ବିଜୁ...

ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ  ବ୍ୟକ୍ତି – ନବୀନ ପଟ୍ଟନାୟକ

ବିଜେଡି ସରକାର ନିଜର ପ୍ରଚାରପ୍ରସାର ପାଇଁ ୪୫୨.୯୬କୋଟି ବିଜ୍ଞାପନ ଗଣମାଧ୍ୟମକୁ ଦେଇଛନ୍ତି

ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡିର ନିଜସ୍ବ ପ୍ରଚାର ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ ହୋଇଛି । ବିଶେଷ କରି ପାଣ୍ଡିଆନ ନିଜର ପ୍ରଚାର ପ୍ରସାର...

ପରିତ୍ୟକ୍ତ କୋଠାରୁ  ନାବାଳିକା ମୃତଦେହ ଉଦ୍ଧାର

ପରିତ୍ୟକ୍ତ କୋଠାରୁ ନାବାଳିକା ମୃତଦେହ ଉଦ୍ଧାର

ବାଲେଶ୍ବର ଜିଲ୍ଲା ରେମୁଣା ଅଧୀନ ଥାନା ବାଲଗୋପାଲପୁର ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ସ୍ଥାନୀୟ ଏକ ତିନି ମହଲା ପରିତ୍ୟକ୍ତ କୋଠାରୁ ଗତକାଲି ସଂଧ୍ୟାରେ ନାବାଳିକାଙ୍କ...

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଗଲେ ବିଧାୟକ

‘ସୁଭଦ୍ରା’ ନିୟମରେ ସଂଶୋଧନ

ସୁଭଦ୍ରା ଗାଇଡଲାଇନ୍ ପୁଣି ବଦଳିଛି । ନୂତନ ସଂଶୋଧନ  ଅନୁସାରେ, ମହିଳାମାନଙ୍କୁ ସେମାନଙ୍କର ରାସନ କାର୍ଡ କିମ୍ବା ପରିବାରର ରୋଜଗାର ବିଷୟରେ ଅବଗତ କରିବାକୁ ପଡ଼ିବ ।...

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  ନ୍ୟାୟପାଳିକା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନ୍ୟାୟପାଳିକା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ  ନ୍ୟାୟପାଳିକା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟ...

ମମତାଙ୍କ ମନ୍ତବ୍ୟ ଦେଶପାଇଁ ବିପଦ

ମମତାଙ୍କ ମନ୍ତବ୍ୟ ଦେଶପାଇଁ ବିପଦ

  ଭୁବନେଶ୍ବର: ରାଜନେତା ହୋଇ ଧମକ ଦେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଂଗରେ ଯେଉଁ ହିଂସା ହେଉଛି ସେଥିପାଇଁ ବିଜେପି ଦାୟୀ ବୋଲି କହିଥିଲେ ମମତା ।...

ଝାରଖଣ୍ଡରେ ବଦଳିଯିବ ରାଜନୈତିକ ଚିତ୍ର, ଚମ୍ପାଇ ଧରିବେ ପଦ୍ମ

ରାଞ୍ଚି: ଝାରଖଣ୍ଡର ରାଜନୀତିରେ ପରିବର୍ତ୍ତନ ଆସିବାର ସଂଭାବନା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଜେଏମଏମ ଦଳ ସହ ସବୁ...

ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ଭୁବନେଶ୍ବର: ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ମନୋନୀତ ହୋଇଛି। ଦିଲ୍ଲୀରେ ଆୟୋଜିତ ଫିକି...

ବହୁତ ହୋଇଗଲା, ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ : ରାଷ୍ଟ୍ରପତି

ବହୁତ ହୋଇଗଲା, ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ କହିଛନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି କହିଛନ୍ତି...

ପିଏମଜେଡିୱାଇ :  ୫୩.୧୪ କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସୁବିଧା ପ୍ରଦାନ କରାଯାଇଛି

ପିଏମଜେଡିୱାଇ :  ୫୩.୧୪ କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସୁବିଧା ପ୍ରଦାନ କରାଯାଇଛି

୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ)ର ସଫଳ ରୂପାୟନର ଆଜି ଏକ ଦଶନ୍ଧି ପୂରଣ...

ଦୁଇଟି ନୂଆ ରେଳ ଲାଇନ୍ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ଦୁଇଟି ନୂଆ ରେଳ ଲାଇନ୍ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ମୋଟ ୬,୪୫୬ କୋଟି ଟଙ୍କା (ପ୍ରାୟ) ବ୍ୟୟ ଅଟକଳ...

ରାଜ୍ୟସଭାରେ  ସଂଖ୍ୟା ଗରିଷ୍ଠତା ହାସଲ କରିଛି  ଏନଡ଼ିଏ, 12 ଟି ଆସନରେ ନିର୍ଦ୍ବନ୍ଦ୍ବରେ ବିଜୟୀ

ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଏନଡ଼ିଏ, 12 ଟି ଆସନରେ ନିର୍ଦ୍ବନ୍ଦ୍ବରେ ବିଜୟୀ

ରାଜ୍ୟସଭାରେ ବି ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି ନେତୃତ୍ବାଧୀନ ଏନଡ଼ିଏ  । 9 ଟି ରାଜ୍ୟର 12 ଟି ଆସନରେ ଏନଡ଼ିଏ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛି...

ବିଜେପି କହିଲା ମୁଖ୍ୟମନ୍ତ୍ରୀ ଗାଦି ଛାଡ: ମମତା କହିଲେ ଆଇନ ତା ବାଟରେ ଯିବ

ବିଜେପି କହିଲା ମୁଖ୍ୟମନ୍ତ୍ରୀ ଗାଦି ଛାଡ: ମମତା କହିଲେ ଆଇନ ତା ବାଟରେ ଯିବ

କୋଲକାତା ମୃତ ମହିଳା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ  ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି...

ଟେଲିଗ୍ରାମ ସିଇଓ ପାଭେଲ ଦୁରୋଭ୍ ଙ୍କ ଗିରଫ ପଛରେ ରହସ୍ୟମୟୀ ଜୁଲି

ଟେଲିଗ୍ରାମ ସିଇଓ ପାଭେଲ ଦୁରୋଭ୍ ଙ୍କ ଗିରଫ ପଛରେ ରହସ୍ୟମୟୀ ଜୁଲି

ରୁଷୀୟ ଫ୍ରେଞ୍ଚ ବିଲିୟନେୟାର ତଥା ଟେଲିଗ୍ରାମ ମୋବାଇଲ ଆପର ସିଇଓ ପାଭେଲ୍ ଦୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି । ଦୁରୋଭଙ୍କ ଯେଉଁଭଳି ଭାବେ ଗିରଫ କରାଗଲା ସେନେଇ...

ବର୍ଷା ଦିନେ କେତେ ପାଣି ପିଇବା ଉଚିତ

ବର୍ଷା ଦିନେ କେତେ ପାଣି ପିଇବା ଉଚିତ

ବର୍ଷା ଦିନେ ପାଣି ଗରମ କରି ପିଇବା ଉଚିତ । ଖାଦ୍ୟ ସୁରକ୍ଷିତ ରଖିବା ମହତ୍ତ୍ୱପୂର୍ଣ୍ଣ। ବର୍ଷା ଦିନେ ଦେହର ପାଣିର ଆବଶ୍ୟକତା କମିଯାଇ ପାରେ, କିନ୍ତୁ...

ବର୍ଷା ଦିନେ ସତର୍କ ରୁହନ୍ତୁ

ବର୍ଷା ଦିନେ ସତର୍କ ରୁହନ୍ତୁ

ବର୍ଷା ଦିନେ ସୁସ୍ଥ ରହିବାକୁ ହେଲେ ଧ୍ୟାନ ଦେବାକୁ ପଡ଼ିବ ଶରୀର ଉପରେ । ଥଣ୍ଡା ରୋଗଠାରୁ ଦୂରରେ ରହିବାକୁ ପଡ଼ିବ ।  ଖାଦ୍ୟକୁ ଭଲ ଭାବେ...

ମମତା ମହାନ୍ତ ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ମମତା ମହାନ୍ତ ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ବର: ବିଜେପି ନେତା ମମତା ମହାନ୍ତ ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି।...

ସାରା ଦେଶରେ ପ୍ରତିଦିନ ପ୍ରାୟ 90 ଟି ଦୁଷ୍କର୍ମ ଘଟଣା ଘଟୁଛି

ମମତାଙ୍କୁ ଉତ୍ତର ଦେଲା ବିଜେପି : ପଶ୍ଚିମବଙ୍ଗରେ ପୋସ୍କୋ କୋର୍ଟ, ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ହୋଇନି କାହିଁକି ?

  ନୂଆଦିଲ୍ଲୀ: ମମତାଙ୍କୁ କଡା ଯବାବ ଦେଇଛି କେନ୍ଦ୍ର । ରାଜ୍ୟରେ ମହିଳାଙ୍କୁ ନ୍ୟାୟ ଦେବାରେ ଦିଦି ଫେଲ ହୋଇଥିବା କହିଛି କେନ୍ଦ୍ର ସରକାର । ମହିଳାଙ୍କୁ...

ରାଜ୍ୟସଭା ପାଇଁ ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଏବେ ଜଣେ ପ୍ରାର୍ଥୀ ରହିଥିବାରୁ ସେ ବିଜୟୀ ହେବେ । ମମତା...

ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ଉପରେ ଅନୁପ୍ରବେଶ ବଢାଇଚାଲିଛି ମନୁଷ୍ୟ

ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ଉପରେ ଅନୁପ୍ରବେଶ ବଢାଇଚାଲିଛି ମନୁଷ୍ୟ

ମନୁଷ୍ୟ ନିଜର ଆବଶ୍ୟକତା ମେଣ୍ଟାଇବା ଲାଗି ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ଉପରେ ଅନୁପ୍ରବେଶ ବଢାଇଚାଲିଛି । ଏହି ଧାରା ଏପରି ଦ୍ରୁତ ଗତିରେ ଜାରି ରହିଛି ଯେ  ଆଗାମୀ...

ପ୍ରଧାନମନ୍ତ୍ରୀ  ମୋଦୀ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ରେ କଣ କହିଲେ

ଆଜି ଭାରତର ସ୍ପପ୍ନ ବଡ଼ ଏବଂ ନାଗରିକ ମାନଙ୍କର ଆକାଂକ୍ଷା ଉଚ୍ଚ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଥିଲେ । ସେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟକୁ...

ଲଦାଖକୁ ମିଳିଲା  ପାଞ୍ଚ ନୂଆ ଜିଳ୍ଲା

ଲଦାଖକୁ ମିଳିଲା ପାଞ୍ଚ ନୂଆ ଜିଳ୍ଲା

କେନ୍ଦ୍ର ସରକାର 31 ଅକ୍ଟୋବର 2019ରେ ଜମ୍ମୁ କଶ୍ମୀର ରାଜ୍ୟର ଏକ ଅଂଶ ଲଦାଖକୁ ଏକ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ଦେଇଥିଲା ସେବେଠାରୁ...

ପ୍ରଧାନମନ୍ତ୍ରୀ  ମୋଦୀ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ରେ କଣ କହିଲେ

ଶିଶୁଙ୍କ ପୋଷଣ  ଦେଶ ପେଇଁ ସର୍ବୋଚ୍ଚ ପ୍ରାଥମିକତା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ  ରେଡ଼ିଓ କାର୍ଯ୍ୟକ୍ରମ ମନ କୀ ବାତ ର 113 ତମ ଅଧ୍ୟାୟରେ ଶିଶୁଙ୍କ ପୋଷଣ  ଦେଶ ପେଇଁ ସର୍ବୋଚ୍ଚ ପ୍ରାଥମିକତା...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିଶାଳ ଗଣଦୌଡ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିଶାଳ ଗଣଦୌଡ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳରେ ଅନଗ୍ରସର ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଉତ୍‌ଥାନ ନିମନ୍ତେ କାର୍ଯ୍ୟକରୁଥିଲେ...

ଜମ୍ମୁ ଓ କାଶ୍ମୀର  ନିର୍ବାଚନ : 13 ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଡ଼ିପିଏପି

ଜମ୍ମୁ ଓ କାଶ୍ମୀର ନିର୍ବାଚନ : 13 ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଡ଼ିପିଏପି

ଗୁଲାମ ନବୀ ଆଜାଦଙ୍କ ନେତୃତ୍ବାଧୀନ ଡ଼ିପିଏପି ଜମ୍ମୁ ଓ କାଶ୍ମୀରର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 13 ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି...

ୟୁନିଫାଏଡ଼ ପେନସନ ଯୋଜନାକୁ ମହାରାଷ୍ଟ୍ର କ୍ୟାବିନେଟ କଲା ଅନୁମୋଦନ

ୟୁନିଫାଏଡ଼ ପେନସନ ଯୋଜନାକୁ ମହାରାଷ୍ଟ୍ର କ୍ୟାବିନେଟ କଲା ଅନୁମୋଦନ

କେନ୍ଦ୍ର କ୍ୟାବିନେଟ ଶନିବାର ନୂଆ ପେନସନ ଯୋଜନା ୟୁନିଫାଏଡ଼ ପେନସନ ଯୋଜନା କୁ ଅନୁମୋଦନ କରିବା ପରେ ଏବେ ଅନ୍ୟ ରାଜ୍ୟମାନେ ଏହା ଉପରେ ବିଚାର ଆଲୋଚନା...

‘ମିସ୍ ଇଣ୍ଡିଆ ତାଲିକାରେ ଦଳିତ, ଆଦିବାସୀ କିମ୍ବା ଓବିସି ନାହାଁନ୍ତି ବକ୍ତବ୍ୟକୁ ନେଇ ରାଜନୀତି ସରଗରମ

‘ମିସ୍ ଇଣ୍ଡିଆ ତାଲିକାରେ ଦଳିତ, ଆଦିବାସୀ କିମ୍ବା ଓବିସି ନାହାଁନ୍ତି ବକ୍ତବ୍ୟକୁ ନେଇ ରାଜନୀତି ସରଗରମ

ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।" ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟକୁ ନେଇ ସାରା...

ପ୍ରଧାନମନ୍ତ୍ରୀ  ମୋଦୀ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ରେ କଣ କହିଲେ

ଅପରାଧୀମାନଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି : ଅପରାଧି ଖସିଯାଇପାରିବେ ନାହିଁ

ଦେଶରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାଧୀମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଯେଉଁମାନେ ମହିଳା ବିରୋଧୀ ଅପରାଧରେ ସାମିଲ ଅଛନ୍ତି,...

ଏକୀକୃତ ପେନ୍‌ସନ୍‌ ଯୋଜନା ୟୁପିଏସ କୁ କ୍ୟାବିନେଟ୍‌ ମଞ୍ଜୁରି

ଏକୀକୃତ ପେନ୍‌ସନ୍‌ ଯୋଜନା ୟୁପିଏସ କୁ କ୍ୟାବିନେଟ୍‌ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଏକୀକୃତ ପେନସନ୍‌ ଯୋଜନା (ୟୁପିଏସ୍‌)କୁ ମଞ୍ଜୁରି ମିଳିଛି ।   ୟୁପିଏସ୍‌ର ପ୍ରମୁଖ...

ମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିବାକୁ ମିଳିଲା ତିନ ତଲାକ

ମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିବାକୁ ମିଳିଲା ତିନ ତଲାକ

ଉତ୍ତରପ୍ରଦେଶରେ ଏକ ଅଜବ ଖବର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ପତ୍ନୀଙ୍କୁ ନିର୍ଯାତନା ଦିଆଯିବା ସହ ତିନି ତଲାକ ମିଳିଛି ।...

ବାଂଲାଦେଶରେ ଫେରୁଛି ଶାନ୍ତି

ବାଂଲାଦେଶରେ ଫେରୁଛି ଶାନ୍ତି

ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଅରାଜକତାର ବାତାବରଣ ସୃଷ୍ଟି  ହୋଇଥିଲା । ଏବେ କିନ୍ତୁ ଶାନ୍ତି ଫେରୁଛି ।  ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର...

ମାୟାବତୀଙ୍କ ବିରୋଧରେ ମନ୍ତବ୍ୟ ମାମଲା ଦାଏର କରିବାକୁ ଦାବି କଲେ ଅଖିଳେଶ

ମାୟାବତୀଙ୍କ ବିରୋଧରେ ମନ୍ତବ୍ୟ ମାମଲା ଦାଏର କରିବାକୁ ଦାବି କଲେ ଅଖିଳେଶ

ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ ବିଜେପି ବିଧାୟକଙ୍କ ମନ୍ତବ୍ୟ ସମ୍ପର୍କରେ ଏସପି ଅଖିଳେଶ ଯାଦବ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ ସୋସିଆଲ...

ଟ୍ରେନି ମହିଳା ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟ ରେ ଷ୍ଟାଟସ ରିପୋର୍ଟ ଦାଖଲ

ସବୁ ଅପରାଧ ଏସସି/ ଏସଟି ଅପରାଧ ଆଇନ ପରିସରଭୁକ୍ତ ହେବ ନାହିଁ – ସୁପ୍ରିମକୋର୍ଟ

ଅନୁସଚିତ ଜାତି ଏବଂ ଅନୁସୂଚିତ ଜନଜାତି ଙ୍କ ବିରୋଧରେ କେଉଁ ପଅରାଧ କ୍ଷେତ୍ରରେ ଏସସି/ ଏସଟି  ଆଇନ ଲାଗୁ ହେବ ତାହା ସ୍ବଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।ଯଦି...

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗଠନ ହେବ ଏକ କମିଟି

ପୁଣି ଏକ ନିର୍ଭୟା ଘଟଣାର ପୁନରାବୃତ୍ତି: ଦୋଷୀମାନେ କଠୋର ଦଣ୍ଡ ପାଇବେ ତ?

କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କ ବିରୋଧରେ ହୋଇଥିବା ଜଘନ୍ୟ ଅପରାଧକୁ ନେଇ ଦେଶବାସୀ ଚକିତ ହୋଇଛନ୍ତି । ଏହି ମାମଲାରେ ସିବିଆଇ...

ମହାକାଶ ଆବର୍ଜନା ବୃଦ୍ଧିକୁ ନେଇ ରାଷ୍ଟ୍ରପତି ଉଦେବଗ ପ୍ରକାଶ କରିଛନ୍ତି

ମହାକାଶ ଆବର୍ଜନା ବୃଦ୍ଧିକୁ ନେଇ ରାଷ୍ଟ୍ରପତି ଉଦେବଗ ପ୍ରକାଶ କରିଛନ୍ତି

ରାଷ୍ଟ୍ରପତି ଦୌପଦୀ ମୁର୍ମୁ   ମହାକାଶ ଆବର୍ଜନା ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିବା ସହ 2030 ସୁଦ୍ଧା ଭବିଷ୍ୟତରେ ମହାକାଶ ଅଭିଯାନକୁ ଆଜର୍ଜନା ମୁକ୍ତ କରିବା ପାଇଁ...

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ : 75 କିମି ମଧ୍ୟରେ 07 ଗୋଟି ଟନେଲ ନିର୍ମାଣ

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ : 75 କିମି ମଧ୍ୟରେ 07 ଗୋଟି ଟନେଲ ନିର୍ମାଣ

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପୂର୍ବତଟ ରେଳପଥ ବିଶେଷ କରି ଟନେଲ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ଭାରତୀୟ ରେଳରେ...

ଚନ୍ଦ୍ର ଏବଂ ସୂର୍ଯ୍ୟର ଅଧ୍ୟୟନ ପାଇଁ ଇସ୍ରୋର ଅଭୂତପୂର୍ବ ଯାତ୍ରା

ଚନ୍ଦ୍ର ଏବଂ ସୂର୍ଯ୍ୟର ଅଧ୍ୟୟନ ପାଇଁ ଇସ୍ରୋର ଅଭୂତପୂର୍ବ ଯାତ୍ରା

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୨୩ ଅଗଷ୍ଟ ୨୦୨୪ ରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରି ରାଷ୍ଟ୍ର ସହ ଯୋଗ ଦେଇ...

ସୁଭଦ୍ରା ଯୋଜନା ମହିଳାଙ୍କ ଜୀବନରେ ପରିବର୍ତନ ଆଣିବ: କୁସୁମ ଟେଟେ

ସୁଭଦ୍ରା ଯୋଜନା ମହିଳାଙ୍କ ଜୀବନରେ ପରିବର୍ତନ ଆଣିବ: କୁସୁମ ଟେଟେ

ମହିଳା ସଶକ୍ତିକରଣ କ୍ଷେତ୍ରରେ “ସୁଭଦ୍ରା ଯୋଜନା” ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ବିଧାନସଭାରେ...

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଗଲେ ବିଧାୟକ

ଗଣତନ୍ତ୍ରର ପବିତ୍ର ଗୃହରେ ବିଜେଡି ବିଧାୟକଙ୍କ ବ୍ୟବହାର,ଆଚରଣ ଅତ୍ୟନ୍ତ ଲଜ୍ଜାଜନକ: ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା

ପବିତ୍ର ବିଧାନସଭା ଗୃହରେ ବାଚସ୍ପତିଙ୍କ ଉପରେ ଆକ୍ରମଣ ଭଳି ସ୍ଥିତି ସୃଷ୍ଟି କରି ଜଣେ ମହିଳାଙ୍କ ଉପରେ ବିଜେଡି ବିଧାୟକଙ୍କ ବ୍ୟବହାର/ଆଚରଣ ଅତ୍ୟନ୍ତ ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଓ...

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ପହଞ୍ଚି ସେଠାକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନରେ ଭବ୍ୟ ସ୍ବାଗତ କରାଯାଇଛି । ୟୁକ୍ରେନ ଗଠନ ହେବା ପରଠୁ ଭାରତର...

ବାଚସ୍ପତିଙ୍କ ପୋଡ଼ିୟମ୍‌କୁ ଚଢ଼ିଲେ ବିଜେଡି ବିଧାୟକ

ବାଚସ୍ପତିଙ୍କ ପୋଡ଼ିୟମ୍‌କୁ ଚଢ଼ିଲେ ବିଜେଡି ବିଧାୟକ

ପବିତ୍ର ବିଧାନସଭା ଗୃହରେ ବାଚସ୍ପତିଙ୍କ ଉପରେ ଆକ୍ରମଣ ଭଳି ସ୍ଥିତି ସୃଷ୍ଟି କରି ଜଣେ ମହିଳାଙ୍କ ଉପରେ ବିଜେଡି ବିଧାୟକଙ୍କ ବ୍ୟବହାର/ଆଚରଣ ଅତ୍ୟନ୍ତ ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଓ...

ୟୁକ୍ରେନରେ ଜେଲେନସ୍କିଙ୍କୁ ଭେଟିଲେ ମୋଦି

ୟୁକ୍ରେନରେ ଜେଲେନସ୍କିଙ୍କୁ ଭେଟିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ପହଞ୍ଚି ସେଠାକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନରେ ଭବ୍ୟ ସ୍ବାଗତ କରାଯାଇଛି । ୟୁକ୍ରେନ ଗଠନ ହେବା ପରଠୁ ଭାରତର...

ସିମ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିଶନରେଟ ପୁଲସି ଆଉ ଦୁଇଦିନିଆ ରିମାଣ୍ଡରେ ନେଇଛି

ସିମ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିଶନରେଟ ପୁଲସି ଆଉ ଦୁଇଦିନିଆ ରିମାଣ୍ଡରେ ନେଇଛି

ସିମ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିଶନରେଟ ପୁଲସି ଆଉ ଦୁଇଦିନିଆ ରିମାଣ୍ଡରେ ନେଇଛି । ତାକୁ ପୁଣି ପଚରାଉଚରା କରି ଅଧିକ ତଥ୍ୟ ଓଗାଳିବ...

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଗଲେ ବିଧାୟକ

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଗଲେ ବିଧାୟକ

ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଆଜି ମଧ୍ୟ  ଗୃହ ଆରମ୍ଭରୁ ମଦମୃତ୍ୟୁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟେଗାଳ କରିଛନ୍ତି ବିରୋଧୀ ।   ଗୃହରେ  ବିଜେଡ଼ିର ତୁମୁଳକାଣ୍ଡ...

ଜେଲରେ କୋଟିପତି କୁବେର ରେଞ୍ଜର

ଜେଲରେ କୋଟିପତି କୁବେର ରେଞ୍ଜର

ଡେଙ୍କାନାଳ : ଭିଜିଲାନ୍ସ ଡରରେ ଟଏଲେଟ୍‌ ଫ୍ଲସରେ ଲୁଚାଇଥିଲେ ଟଙ୍କା । ବନ ସଂରକ୍ଷଣ ଆଇନକୁ ହାତମୁଠାରେ ରଖିଥିଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର  ।...

ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍‌ ବନ୍ଦ କରାଯିବ

ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍‌ ବନ୍ଦ କରାଯିବ

ଭୁବନେଶ୍ବର: ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍‌ ବନ୍ଦ କରାଯିବ। ଏନେଇ ମନ୍ତ୍ରୀ ଘୋଷଣା କରିଛନ୍ତି ।  ବିଧାନସଭାରେ ଶୁକ୍ରବାର ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ...

ବିଜେଡି ଉପରେ ଆସ୍ଥା ତୁଟାଇ ହିଞ୍ଜିଳିର ଶତାଧିକ ନିର୍ବାଚିତ ପ୍ରତିନିଧିମାନେ ବିଜେପିରେ ଯୋଗ ଦେଲେ

ବିଜେଡି ଉପରେ ଆସ୍ଥା ତୁଟାଇ ହିଞ୍ଜିଳିର ଶତାଧିକ ନିର୍ବାଚିତ ପ୍ରତିନିଧିମାନେ ବିଜେପିରେ ଯୋଗ ଦେଲେ

ଭୁବନେଶ୍ୱର: ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି ।...

ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଭାରତର...

ମୋଦୀଙ୍କ  ୟୁକ୍ରେନ ଗସ୍ତ ଆଜି , ୟୁକ୍ରେନ ଓ ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ

ମୋଦୀଙ୍କ ୟୁକ୍ରେନ ଗସ୍ତ ଆଜି , ୟୁକ୍ରେନ ଓ ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 2 ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି । ସେ ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବେ । ମୋଦୀଙ୍କର ଏହି ଗସ୍ତ ଉପରେ...

ବିଶିଷ୍ଟ ବୈଜ୍ଞାନିକଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ବିଶିଷ୍ଟ ବୈଜ୍ଞାନିକଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2024 ପ୍ରଦାନ କରିଛନ୍ତି । ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ...

ଦୁର୍ଘଟଣାରେ ମୃତକଙ୍କ ପ୍ରତି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

ଦୁର୍ଘଟଣାରେ ମୃତକଙ୍କ ପ୍ରତି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀର ଏକ କାରଖାନାରେ ହୋଇଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି । ଏଥିସହ ଶ୍ରୀ ମୋଦୀ...

ପୋଲାଣ୍ଡରେ  ଶୁଭିଲା ମୋଦି ମୋଦି

ପୋଲାଣ୍ଡରେ ଶୁଭିଲା ମୋଦି ମୋଦି

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ପୋଲାଣ୍ଡରେ ଭବ୍ୟ ସ୍ବାଗତ ମିଳିଛି । ୱାର୍ସାରେ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ...

ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର

ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର

ଭୁବନେଶ୍ୱର : ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ  । ଏଭି କହିଛି ବିଜେପି  । ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ...

ଟ୍ରେନି ମହିଳା ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟ ରେ ଷ୍ଟାଟସ ରିପୋର୍ଟ ଦାଖଲ

ଟ୍ରେନି ମହିଳା ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା ମାମଲା : ସୁପ୍ରିମକୋର୍ଟ ରେ ଷ୍ଟାଟସ ରିପୋର୍ଟ ଦାଖଲ

ଟ୍ରେନି ମହିଳା ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା ମାମଲାକୁ ନେଇ ସିବିଆଇ ଓ କଲକାତା ପୁଲିସ ସୁପ୍ରିମକୋର୍ଟ ରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଷ୍ଟାଟସ...

ବିସ୍ଫୋରଣ , 17 ମୃତ , 40 ରୁ ଅଧିକ ଆହତ

ବିସ୍ଫୋରଣ , 17 ମୃତ , 40 ରୁ ଅଧିକ ଆହତ

ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ଥିବା ଏସାଇଣ୍ଟିକ ଫାର୍ମା କମ୍ପାନିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ 17 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 40 ରୁ ଅଧିକ...

18 ଆଇଏଏସଙ୍କ ବଦଳି କଲେ ରାଜ୍ୟ ସରକାର

18 ଆଇଏଏସଙ୍କ ବଦଳି କଲେ ରାଜ୍ୟ ସରକାର

ଯାହା ଆଶା କରାଯାଉଥିଲା ତାହା ହେଲା । ବରିଷ୍ଠ ଆଇଏଏସଙ୍କ ସ୍ତରରେ  ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 1991 ବ୍ୟାଚର ଆଇଏଏସ ଅଧିକାରୀ ଥିବା...

ଆରଜି କର ମେଡିକାଲ ଘଟଣାରେ ମୃତକଙ୍କ ପରିଚୟ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ

ଆରଜି କର ମେଡିକାଲ ଘଟଣାରେ ମୃତକଙ୍କ ପରିଚୟ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ

ଆର୍‌ଜି କର ମେଡିକାଲ କଲେଜ ଘଟଣାରେ ମୃତକଙ୍କ ନାମ ଓ ଫଟୋ ପ୍ରସାରଣ ଶୀର୍ଷକ ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ...

27ତମ ଆଇସିଏଆର ଆଞ୍ଚଳିକ କମିଟି-୨ର ବୈଠକ

27ତମ ଆଇସିଏଆର ଆଞ୍ଚଳିକ କମିଟି-୨ର ବୈଠକ

ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଘଟଣାବଳୀ ଏବଂ ଅନ୍ୟାନ ପ୍ରତିକୂଳ ପରିବେଶ ପୃଷ୍ଠଭୂମିରେ ପଶ୍ଚିମବଙ୍ଗ, ଓଡିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜ୍ୟଗୁଡିକରେ କୃଷି,...

୨୦୨୫ରେ ମହାକାଶକୁ ପ୍ରଥମ ଭାରତୀୟ ପଠାଇବ ଗଗନଯାନ ମିଶନ

୨୦୨୫ରେ ମହାକାଶକୁ ପ୍ରଥମ ଭାରତୀୟ ପଠାଇବ ଗଗନଯାନ ମିଶନ

ନୂଆଦିଲ୍ଲୀର ନେସ୍‌ନାଲ୍‌ ମିଡିଆ ସେଣ୍ଟର୍‌ ଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରଯାନ-୩ ଏକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଭରା ଚେତାବନୀ ଦେଇଛନ୍ତି ରାକେଶ ଟିକାଏତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଭରା ଚେତାବନୀ ଦେଇଛନ୍ତି ରାକେଶ ଟିକାଏତ

ଭାରତ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କ ଏକ ବିବାଦୀୟ ମନ୍ତବ୍ୟ ଏବେ ସାମ୍ନାକୁ ଆସିଛି । ଯାହା ଦେଶର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି...

ଆଣାୟତ୍ତ ଡ଼େଙ୍ଗୁ : ରାଉରକେଲାର ବିଭିନ୍ନ ସେକ୍ଟର  ହଟସ୍ପଟରେ ପରିଣତ

ଆଣାୟତ୍ତ ଡ଼େଙ୍ଗୁ : ରାଉରକେଲାର ବିଭିନ୍ନ ସେକ୍ଟର ହଟସ୍ପଟରେ ପରିଣତ

ରାଉରକେଲାରେ ଡ଼େଙ୍ଗୁ ଆଣାୟତ୍ତ ହେବାରେ ଲାଗିଛି । ରାଉରକେଲା ମହାନଗର ନିଗମ ଅଞ୍ଚଳ ଅପେକ୍ଷା ରାଉରକେଲା ଇସ୍ପାତ କାରଖାନା ଅନ୍ତର୍ଗତ ସେକ୍ଟର ଅଞ୍ଚଳରେ ଏହି ସ୍ଥିତି ଉଦବେଗଜନକ...

ରାଜ୍ୟସଭା ପାଇଁ ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ରାଜ୍ୟସଭା ପାଇଁ ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ । ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ ।...

ଓଡ଼ିଶାରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳ

ଓଡ଼ିଶାରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳ

ସଦ୍ୟ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରେ...

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଭାରତରେ ଡାକ୍ତରଙ୍କ ଅସନ୍ତୋଷ

ଆରଜି କର ମେଡିକାଲ୍‌ର ପୂର୍ବତନ ପ୍ରିନ୍ସିପାଲ୍‌ଙ୍କ କାହିଁକି ମିଛ କହିଲେ ?

ନୂଆଦିଲ୍ଲୀ: ଆରଜି କର ମେଡିକାଲ୍‌ର ପୂର୍ବତନ ପ୍ରିନ୍ସିପାଲ୍‌ଙ୍କ କାହିଁକି ମିଛ କହିଲେ? ସେ ମିଛ କହିଲେ ନା ତାଙ୍କୁ ମିଛ କହିବାକୁ କିଏ ଚାପ ପକାଇଥିଲେ? ହତ୍ୟାକୁ...

ରାଜ୍ୟସଭାରେ ବଢ଼ିବ ବିଜେପିର ଶକ୍ତି : ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ

ରାଜ୍ୟସଭାରେ ବଢ଼ିବ ବିଜେପିର ଶକ୍ତି : ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ

  ଭୁବନେଶ୍ବର: ବିଜେପିର ରାଜ୍ୟସଭାରେ ପୁଣି ବଢ଼ିବ ଶକ୍ତି । ଓଡ଼ିଶାରୁ ପୁଣି ଏକ ବିଜେପି ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ...

Page 7 of 8 1 6 7 8

Latest News