Ramesh Parida

Ramesh Parida

“ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି  ମେକାନିଜମ୍   ଯୋଜନା”କୁ   କ୍ୟାବିନେଟରେ ମଞ୍ଜୁରୀ

“ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜମ୍ ଯୋଜନା”କୁ କ୍ୟାବିନେଟରେ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩,୪୩୫.୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ) ଦ୍ୱାରା ଇ-ବସ୍ କ୍ରୟ...

2.୨୫,୦୦୦ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ

2.୨୫,୦୦୦ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗ ଯୋଗାଇ ଦିଆଯିବ

ଯୋଗ୍ୟ ୨୫,୦୦୦ ସଂଯୋଗ ବିହୀନ ଜନବସତିକୁ ନୂତନ ସଂଯୋଗ ପ୍ରଦାନ ଏବଂ ନୂତନ ସଂଯୋଗୀକରଣ ରାସ୍ତାରେ ପୋଲ ନିର୍ମାଣ/ଉନ୍ନତିକରଣ ପାଇଁ ୬୨,୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ...

ମିଶନ ମୌସମ’କୁ କ୍ୟାବିନେଟ୍ ମଞ୍ଜୁରୀ

ମିଶନ ମୌସମ’କୁ କ୍ୟାବିନେଟ୍ ମଞ୍ଜୁରୀ

ମିଶନ ମୌସମର ଏକ ଅଂଶ ଭାବରେ, ଭାରତ ବାୟୁମଣ୍ଡଳ ବିଜ୍ଞାନ, ବିଶେଷକରି ପାଣିପାଗ ନିରୀକ୍ଷଣ , ମଡେଲିଂ, ପୂର୍ବାନୁମାନ ଏବଂ ପରିଚାଳନାରେ ଗବେଷଣା ଓ ବିକାଶ ତଥା...

ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଅନେକ ପଦକ୍ଷେପ ନେଇଛି

ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଅନେକ ପଦକ୍ଷେପ ନେଇଛି

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଦେଶରେ...

ରାହୁଲ ନାଟକ କରୁଛନ୍ତି

ଦେଶର ସମ୍ମାନ ହାନୀ କରିଛନ୍ତି ରାହୁଲ

ଭାରତର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଆମେରିକାରେ ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ଚର୍ଚା ଜୋର ଧରିଛି । ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ରାହୁଲଙ୍କ...

ଆତ୍ମହତ୍ୟା କଲେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା

ଆତ୍ମହତ୍ୟା କଲେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା

ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଛି । ଅଭିନେତ୍ରୀଙ୍କ ବାପା ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି । କୁହାଯାଉଛି ଯେ ମଲାଇକାଙ୍କ...

ସବୁ ଗାଁକୁ ବିଜୁଳି ମିଳିବ

ସବୁ ଗାଁକୁ ବିଜୁଳି ମିଳିବ

ସବୁ ଗାଁକୁ ବିଜୁଳି  । ଆଗାମୀ ଦିନରେ କୈାଣସି ଗାଁ ଅନ୍ଧାରରେ ରହିବ ନାହିଁ । ନୂଆ ସରକାର ଏଥପ୍ରତି ଧ୍ୟାନ ଦେଉଛନ୍ତି । ୨୦୨୫ ସୁଦ୍ଧା...

ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ନିର୍ମାଣ କରିବେ ଦୁଇ ଶହ ଗୋଶାଳା

ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ନିର୍ମାଣ କରିବେ ଦୁଇ ଶହ ଗୋଶାଳା

ଭୁବନେଶ୍ୱର: ରାଜ୍ୟରେ ଗୋମାତାଙ୍କ ସୁରକ୍ଷାକୁ ଅଧିକ ପ୍ରୋତ୍ସାହନ ଦେବେ ସରକାର । ଯେଉଁମାନେ ଗୋଶାଳା କରିବେ ତାଙ୍କୁ ଲୋନ ମିଳିବ । ଗୋ ଖାଦ୍ୟପାଇଁ ଟଙ୍କା ମିଳିବ...

ମମତାଙ୍କ ଆଲୋଚନାକୁ ମନାକଲେ ଡାକ୍ତର

ମମତାଙ୍କ ଆଲୋଚନାକୁ ମନାକଲେ ଡାକ୍ତର  । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। ଡାକ୍ତରମାନେ ବିନା ସର୍ତ୍ତରେ ଆଲୋଚନା ପାଇଁ ଚାହୁଁଛନ୍ତି...

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର । ବିଜେପି ଶିବସେନା ସରକାର ଗଢ଼ିବେ ନା କଂଗ୍ରେସ ମେଂଟ ସରକାର ଗଢ଼ିବ । ୨୦୧୯ରେ ମହାରାଷ୍ଟ୍ରରେ ବିଜେପି ସହଯୋଗୀ ଦଳ...

ଏସୀୟ ଚାମ୍ପିୟନ ଟ୍ରଫି ହକି ପ୍ରତିଯୋଗିତା: ଜାପାନକୁ 5-1 ରେ ହରାଇଲା ଭାରତ

ଏସୀୟ ଚାମ୍ପିୟନ ଟ୍ରଫି ହକି ପ୍ରତିଯୋଗିତା: ଜାପାନକୁ 5-1 ରେ ହରାଇଲା ଭାରତ

ଚଳିତ ଏସୀୟ ଚାମ୍ପିୟନ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ଭାରତର ବିଜୟ ଜାରି ରହିଛି । ରବିବାର ପ୍ରଥମ  ମ୍ୟାଚରେ ଅୟୋଜକ ଚୀନକୁ 3-0 ଗୋଲରେ ହରାଇଥିବା...

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରିହୋଇପାରେ

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରିହୋଇପାରେ

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରିହୋଇପାରେ । ଜାତୀୟ ଗଣମାଧ୍ୟମରେ ଏହି ଚର୍ଚା ହେଉଛି । ବିଶେଷ କରି ଅରବିନ୍ଦ କେଜରିଓ୍ବାଲ ଜେଲରେ ଥିବାରୁ ସାମ୍ବିଧାନିକ ସଂକଟ ଦେଖାଦେଇଥିବା...

ସେମିକନ ଇଣ୍ଡିଆ 2024 କୁ ଉଦଘାଟନ କରିବେ

ସେମିକନ ଇଣ୍ଡିଆ 2024 କୁ ଉଦଘାଟନ କରିବେ

ଦେଶର ଆବଶ୍ୟକତା ଓ ଶିଳ୍ପର ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ସରକାର ଓ ଘରୋଇ ଶିଳ୍ପୋଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏକ ତିନି ଦିନିଆ ଜାତୀୟ ସମ୍ମିଳନୀ...

ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ମହାକାଳ

ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ମହାକାଳ

ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ ମହାକାଳ । ଦେତ୍ତ୍ବ ଏଣ୍ଟରଟେଣ୍ଟମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନାୟକ ଭୂମିକାରେ ଦେଭ ନଜର ଆସିବେ ।...

ରାହୁଲ ନାଟକ କରୁଛନ୍ତି

ରାହୁଲ ନାଟକ କରୁଛନ୍ତି

ରାହୁଲ ନାଟକ କରୁଛନ୍ତି  । ତାଙ୍କ ନାଟକ ପ୍ରତି ସତର୍କ ରହିବା ଆବଶ୍ୟକ। ଦୀର୍ଘ ଦିନ ଧରି କେନ୍ଦ୍ରରେ କ୍ଷମତାରେ ଥିଲା କଂଗ୍ରେସ ।  କଂଗ୍ରେସ ଓବିସି...

ଭାରତ – ଆମେରିକା ସମ୍ପର୍କ ଦୃଢ

ଭାରତ – ଆମେରିକା ସମ୍ପର୍କ ଦୃଢ

ଗତ ଦୁଇ ମାସ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି । ରୁଷିଆ ଗସ୍ତ ପରେ ଆମେରିକା ସହ ସମ୍ପର୍କ ଖରାପ...

10 ବର୍ଷ ପରେ ଭୋଟ ଦେବେ ବାଲ୍ମୀକ ସମାଜ

10 ବର୍ଷ ପରେ ଭୋଟ ଦେବେ ବାଲ୍ମୀକ ସମାଜ

10 ବର୍ଷ ପରେ ଭୋଟ ଦେବେ ବାଲ୍ମୀକ ସମାଜ ।  ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ଅବଧି ମଧ୍ୟରେ ସେଠାରେ ଅନେକ ପରିବର୍ତ୍ତନ...

ଅଭିଷେକ ବାନାର୍ଜୀଙ୍କୁ ଦିଲ୍ଳୀରେ ଜେରା କରିବ ଇଡି

ଅଭିଷେକ ବାନାର୍ଜୀଙ୍କୁ ଦିଲ୍ଳୀରେ ଜେରା କରିବ ଇଡି

  କୋଇଲା ଦୁର୍ନୀତି ମାମଲାରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ପିଟିସନରେ ସେ...

ଆରିନା ସାବାଲେଙ୍କା ଚଳିତ ୟୁଏସ ଓପନ ଟେନିସ ପ୍ରତିଯୋଗିତାରେ ମହିଳା ଏକକ ଟ୍ରଫି ଜିତିଛନ୍ତି

ଆରିନା ସାବାଲେଙ୍କା ଚଳିତ ୟୁଏସ ଓପନ ଟେନିସ ପ୍ରତିଯୋଗିତାରେ ମହିଳା ଏକକ ଟ୍ରଫି ଜିତିଛନ୍ତି

ବେଲରୁଷର ଆରିନା ସାବାଲେଙ୍କା ଚଳିତ ୟୁଏସ ଓପନ ଟେନିସ ପ୍ରତିଯୋଗିତାରେ ମହିଳା ଏକକ ଟ୍ରଫି ଜିତିଛନ୍ତି । ଫାଇନାଲରେ  ବିଶ୍ବର ଏହି ଦୁଇ ନମ୍ବର ମହିଳା ଖେଳାଳି...

ସମ୍ବଲପୁର ରିଙ୍ଗରୋଡ୍‌ ଓ କଟକ ପାରାଦୀପ କରିଡର୍‌ ପ୍ରକଳ୍ପର ସମୀକ୍ଷା

ସମ୍ବଲପୁର ରିଙ୍ଗରୋଡ୍‌ ଓ କଟକ ପାରାଦୀପ କରିଡର୍‌ ପ୍ରକଳ୍ପର ସମୀକ୍ଷା

ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ଶ୍ରୀ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ନେଟୱର୍କ ପ୍ଲାନିଂ...

ଦାସତ୍ୱର ପ୍ରତୀକ

ଦାସତ୍ୱର ପ୍ରତୀକ

ଲେଖକ- ରବି ନାରାୟଣ ପଣ୍ଡା ରେଭେନସା କଲେଜକୁ ନେଇ ଓଡିଶାର ବୁଦ୍ଧଜୀବୀମାନଙ୍କ ଭିତରେ ଚର୍ଚ୍ଚା ଏବେ ଜୋର ଧରିଛି । ଅନେକ ଦିନ ଧରି ମନ୍ଥର ଗତିରେ...

କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ମିଳିଛି ଗ୍ରୀନ୍ ସିଗନାଲ୍

କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ମିଳିଛି ଗ୍ରୀନ୍ ସିଗନାଲ୍

ଏମର୍ଜେନ୍ସି'କୁ UA ସାର୍ଟିଫିକେଟ୍ ମିଳିଛି । କଙ୍ଗନାଙ୍କ ସହ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କଙ୍ଗନା କହିଛନ୍ତି ତାଙ୍କର ବିଶ୍ବାସ ଥିଲା ଫିଲ୍ମ ସାର୍ଟିଫିକେଟ ପାଇବ...

ସିଏମ୍ କିଷାନ ଯୋଜନା ଖାତାକୁ ଗଲା ୯୨୫ କୋଟି ଟଙ୍କା

ସିଏମ୍ କିଷାନ ଯୋଜନା ଖାତାକୁ ଗଲା ୯୨୫ କୋଟି ଟଙ୍କା

ସମ୍ବଲପୁର: ସିଏମ୍ କିଷାନ ଯୋଜନା ଶୁଭାରମ୍ଭ  । ନୂଆଖାଇ ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଭାସୀ ଜରିଆରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିପରିଷଦ ସଦସ୍ୟ ଓ କେନ୍ଦ୍ର...

ପଶ୍ଚିମବଙ୍ଗ ଯାଉନି କୁକୁଡ଼ା ଗାଡ଼ି

ପଶ୍ଚିମବଙ୍ଗ ଯାଉନି କୁକୁଡ଼ା ଗାଡ଼ି

ଓଡ଼ିଶାର କୁକୁଡ଼ା  ଓ ଅଣ୍ଡା ଗାଡ଼ିକୁ ଛାଡ଼ୁନି ପଶ୍ଚିମବଙ୍ଗ ପୋଲିସ  । ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ଚେକ ପୋଷ୍ଟ ନିକଟରେ ଅଟକାଉଛି ପୋଲିସ । ଦିନ ସାରା ...

ରବିବାର ଭଗବାନ ସୂର୍ଯ୍ୟଙ୍କ ପୂଜା

ରବିବାର ଭଗବାନ ସୂର୍ଯ୍ୟଙ୍କ ପୂଜା

ସୂର୍ଯ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟଙ୍କୁ ପୂଜା କଲେ ଶକ୍ତି ମିଳିଥାଏ । ସୂର୍ଯ୍ୟ ଭଗବାନ ଙ୍କ ଉପାସନା ରାଶିରେ ଗ୍ରହମାନଙ୍କର ନକାରାତ୍ମକ...

ପୂଜା ଖେଡକର ପ୍ରଶାସନିକ ସେବା ପରୀକ୍ଷା ନିୟମ ୨୦୨୨କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେ ନିଜର ନକଲି ପରିଚୟ ଦେଇ ୟୁପିଏସ୍‌ସିରେ କୃତକାର୍ଯ୍ୟ...

ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ୍ କରାଯିବ

ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ୍ କରାଯିବ

ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଏହି ଦୁଇ ମାର୍ଗ ପାଇଁ ବନ୍ଦେଭାରତ ଏକ୍ସପ୍ରେସ...

ଖୋର୍ଦ୍ଧା ରୋଡ୍-ନିର୍ଗୁଣ୍ଡି ଏବଂ ଭଦ୍ରକ-ଯଖପୁରା ରେଳ ସେକ୍ସନ ସ୍ୱୟଂଚାଳିତ ସିଗନାଲରେ କାର୍ଯ୍ୟ କରିସାରିଛି

ଖୋର୍ଦ୍ଧା ରୋଡ୍-ନିର୍ଗୁଣ୍ଡି ଏବଂ ଭଦ୍ରକ-ଯଖପୁରା ରେଳ ସେକ୍ସନ ସ୍ୱୟଂଚାଳିତ ସିଗନାଲରେ କାର୍ଯ୍ୟ କରିସାରିଛି

ସୁରକ୍ଷିତ ଏବଂ ଅଧିକ ଦକ୍ଷ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମିକୁ କ୍ରମାଗତ ଭାବରେ ନବୀକରଣ କରିଆସୁଅଛି | ଏହି ଆଧୁନିକୀକରଣର ଏକ...

ଧାରା ୩୭୦ ଏବେ ଇତିହାସ

ଜମ୍ମୁକାଶ୍ମୀର ପାଇଁ ବିଜେପିର ସଂକଳ୍ପ

10 ବର୍ଷ ପରେ ଜାମ୍ମୁ କାଶ୍ମୀରରେ ପୁଣି ଥରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ତାରିଖ ସ୍ଥିର ହୋଇଛି। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ...

ସୁଜିତ କୁମାରଙ୍କ ପରେ ଆଉ କିଏ ?

ପ୍ରାୟ ଦେଢ଼ବର୍ଷ ହେଲା ମୋତେ ଦଳରେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟକ୍ରମରେ ମୋତେ ସାମିଲ କରାଯାଉନଥିଲା। କଳାହାଣ୍ଡିର ଯେତିକି ବିକାଶ ହେବା କଥା, ହୋଇ ପାରିନାହିଁ।...

ସନ୍ଦୀପ ଘୋଷଙ୍କୁ ସୁପ୍ରିମ୍‌କୋର୍ଟରେ ମିଳିଲାନି ଆଶ୍ବସ୍ତି

ସନ୍ଦୀପ ଘୋଷଙ୍କୁ ସୁପ୍ରିମ୍‌କୋର୍ଟରେ ମିଳିଲାନି ଆଶ୍ବସ୍ତି

ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ  ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ଲାଗିଛି। ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଥିବା...

ଧାରା ୩୭୦ ଏବେ ଇତିହାସ

ଧାରା ୩୭୦ ଏବେ ଇତିହାସ

ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ଏନେଇ ରାଜନୀତି ସରଗରମ ହୋଇଛି । କିଛି ଦଳ ଲୋକମାନଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି  । ଏଥିରେ କୁହାଯାଉଛି...

କଂଗ୍ରେସରେ  ସାମିଲ ହେଲେ କୁସ୍ତିଯୋଦ୍ଧା

କଂଗ୍ରେସରେ ସାମିଲ ହେଲେ କୁସ୍ତିଯୋଦ୍ଧା

ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କୁସ୍ତି ଯୋଦ୍ଧା ବିନେଶ ଫୋଗେତ ଏବଂ ବଜରଙ୍ଗ ପୁନିଆ ରାଜନୀତିରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଉଭୟ...

ୟୁକ୍ରେନ ପ୍ରସଙ୍ଗରେ ଲକ୍ଷ୍ମଣ  ରେଖା ଅତିକ୍ରମ ନ କରିବାକୁ ଆମେରିକାକୁ ଚେତାବନୀ ଦେଇଛି ରୁଷ

ୟୁକ୍ରେନ ପ୍ରସଙ୍ଗରେ ଲକ୍ଷ୍ମଣ  ରେଖା ଅତିକ୍ରମ ନ କରିବାକୁ ଆମେରିକାକୁ ଚେତାବନୀ ଦେଇଛି ରୁଷ

ୟୁକ୍ରେନ ପ୍ରସଙ୍ଗରେ ଲକ୍ଷ୍ମଣ  ରେଖା ଅତିକ୍ରମ ନ କରିବାକୁ ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଆମେରିକାକୁ ଚେତାବନୀ ଦେଇଛନ୍ତି । ରୁଷିଆର ସରକାରୀ ନ୍ୟୁଜ ଏଜନ୍ସି...

ମା ସମ୍ମାନ ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ 18000 ଟଙ୍କା ଦିଆଯିବ – ଅମିତ ଶାହା

ମା ସମ୍ମାନ ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ 18000 ଟଙ୍କା ଦିଆଯିବ – ଅମିତ ଶାହା

ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜେପିର ଇସ୍ତାହାର ପ୍ରକାଶ କରିଛନ୍ତି । ଏହି ସମୟରେ ସେ ନ୍ୟାସନାଲ କନ୍ଫରେନ୍ସର ଇସ୍ତାହାର ବିଷୟରେ...

ସୁଭଦ୍ରା ଯୋଜନାରେ ଜରୁରୀ ନୁହେଁ ଆଧାର-ମୋବାଇଲ୍ ନମ୍ବର ଲିଙ୍କ୍

ସୁଭଦ୍ରା ଯୋଜନାରେ ଜରୁରୀ ନୁହେଁ ଆଧାର-ମୋବାଇଲ୍ ନମ୍ବର ଲିଙ୍କ୍

ଚଳିତମାସ ୧୭ତାରିଖରେ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ । ସେପ୍ଟେମ୍ବର ୪ତାରିଖରୁ ଅନଲାଇନରେ ଫର୍ମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।  ରାଜ୍ୟ ସରକାର ଏହି ଯୋଜନା...

ଏସସି/ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ

ଏସସି/ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ

ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ  । ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ବାର୍ଷିକ 5 ହଜାର ଟଙ୍କା ମିଳିବ । କ୍ୟାବିନେଟ ନିଷ୍ପତ୍ତି...

ଲୋକେ ଆପତ୍ତିଜନକ ଟିପ୍ପଣୀ ନିଜ ରୁଚି ମୁତାବକ ଏକାଠି କରିଥିାଆନ୍ତି – କଙ୍ଗନା ରାଣାଓ୍ବତ

ଲୋକେ ଆପତ୍ତିଜନକ ଟିପ୍ପଣୀ ନିଜ ରୁଚି ମୁତାବକ ଏକାଠି କରିଥିାଆନ୍ତି – କଙ୍ଗନା ରାଣାଓ୍ବତ

ବଲିଉଡ଼ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ଯେଉଁ ପ୍ରସଙ୍ଗରେ ହେଉନା କାହିଁକି ଖୋଲାଖୋଲି  ନିଜର ମନ୍ତବ୍ୟ ଦେଇଥାଆନ୍ତି । ଏହି କାରଣରୁ ତାଙ୍କୁ ଅନେକ...

ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି ରବିନ୍ଦ୍ର ଜାଡ଼େଜା

ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି ରବିନ୍ଦ୍ର ଜାଡ଼େଜା

ଭାରତୀୟ କ୍ରିକେଟ ଦଳର ଭେଟେରାନ ଅଲରାଣ୍ଡର ରବିନ୍ଦ୍ର ଜାଡ଼େଜା ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି । ଜାଡ଼େଜାଙ୍କ ପତ୍ନୀ...

ହରିୟାଣାରେ କଂଗ୍ରେସ ସହ ଆପ ମେଂଟ ସମ୍ଭାବନା

ହରିୟାଣାରେ କଂଗ୍ରେସ ସହ ଆପ ମେଂଟ ସମ୍ଭାବନା

ହରିଆନାରେ ବିଜେପିକୁ ହରାଇବାକୁ ଚାହୁଁଛି କଂଗ୍ରେସ । ଏଥିପାଇଁ ଯେକୈାଣସି ଲଢ଼େଇରେ ଅଂଶୀଦାର  ବିଧାନସଭା ପାଇଁ ସରଗରମ ହୋଇଛି ନିର୍ବାଚନୀ ମାହୋଲ। କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ରେସଲର ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ

ରେସଲର ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ

ରେସଲର ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ । ହରିୟାଣାରେ ବିଧାନସଭା ନିର୍ବାଚନରେ ଏହି ଦୁଇ ରେସଲର ପ୍ରତିଦ୍ବନ୍ଦ୍ବିତା କରିବେ ।...

କାନ୍ଦାହାର ବିମାନ ଅପହରଣକୁ ନେଇ ନେଟଫ୍ଲିକ୍ସରେ ବିଭ୍ରାନ୍ତିଜନକ ଚଳଚ୍ଚିତ୍ର

କାନ୍ଦାହାର ବିମାନ ଅପହରଣକୁ ନେଇ ନେଟଫ୍ଲିକ୍ସରେ ବିଭ୍ରାନ୍ତିଜନକ ଚଳଚ୍ଚିତ୍ର

ବଲିଉଡରେ ପ୍ରେମକୁ ନେଇ ବିଭ୍ରାନ୍ତି କରି କାହାଣୀ ଦେଖାଇବାର ଏକ ଧାରା ଚାଲିଆସିଛି | ବିଷୟ ଯେତେ ଗମ୍ଭୀର ହେଉନା କାହିଁକି, ବଲିଉଡର ଲୋକମାନେ ଏକ ପ୍ରେମ...

ଭୟ ଘାରିଛି ନବୀନ ବାବୁଙ୍କୁ

ଭୟ ଘାରିଛି ନବୀନ ବାବୁଙ୍କୁ

ବାସ୍ତବରେ ୨୪ବର୍ଷ ବିଜୁଜନତା ଦଳ ସରକାର ଥିଲାବେଳେ ମହିଳାମାନଙ୍କୁ ଆର୍ôଥକ ସଶକ୍ତିକରଣ ପାଇଁ କିଛି କରିନଥିଲା । ବିଜେଡି ମୁଖିଆ ନବୀନ ବାବୁଙ୍କର ଦୀର୍ଘ ୨୪ବର୍ଷ ପରେ...

ସାନ୍ଦୀପ ଘୋଷଙ୍କୁ କୋର୍ଟ ପରିସରରୁ ବାହାରିବା ବେଳେ ଚାପୁଡ଼ା ମାଡ଼

ସାନ୍ଦୀପ ଘୋଷଙ୍କୁ କୋର୍ଟ ପରିସରରୁ ବାହାରିବା ବେଳେ ଚାପୁଡ଼ା ମାଡ଼

ସାନ୍ଦୀପ ଘୋଷଙ୍କୁ କୋର୍ଟ ପରିସରକୁ ଯିବାବେଳେ ଚାପୁଡ଼ା ମରାଯାଇଛି । ଲୋକମାନେ ତାଙ୍କୁ ଗାଳି କରିବା ସହ ଚାପୁଡ଼ା ମାରିଥିବା ଭିଡିଓ ଭାଇରାଲ ହେଉଛି ।  ଆରଜି...

ସବୁଦିନ ପାଇଁ ବନ୍ଦ ହୋଲା ‘ଏକ୍ସ ’

ସବୁଦିନ ପାଇଁ ବନ୍ଦ ହୋଲା ‘ଏକ୍ସ ’

ବ୍ରାଜିଲରେ ଏଲନ ମସ୍କଙ୍କ ସମସ୍ୟା ବୃଦ୍ଧି ପାଇଛି । ବାସ୍ତବରେ ଏକ୍ସ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବ୍ରାଜିଲରେ ଏକ୍ସକୁ ସୁପ୍ରିମକୋର୍ଟ ନିଷେଧ କରିଛନ୍ତି ।...

ଦାଉଦ ଗ୍ୟାଙ୍ଗ ସଦସ୍ୟଙ୍କୁ ଡ଼ରୁଛନ୍ତି ସଲମାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ

ଦାଉଦ ଗ୍ୟାଙ୍ଗ ସଦସ୍ୟଙ୍କୁ ଡ଼ରୁଛନ୍ତି ସଲମାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ

ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତମାନେ ଏବେ ଡ଼ି କମ୍ପାନୀକୁ ଡ଼ରୁଛନ୍ତି । ଅନ୍ୟମାମଲାରେ ଜେଲରେ ଥିବା ଦାଉଦ ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ...

ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ

ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ

ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ  । ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ନକ୍ସଲ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଛନ୍ତି ।  ନକ୍ସଲମାନଙ୍କ...

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଅମାପ ସମ୍ପତ୍ତି: ଡଜନେ ଘର ମିଳିଲାଣି

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଅମାପ ସମ୍ପତ୍ତି: ଡଜନେ ଘର ମିଳିଲାଣି

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ ବେଳେ କେତେ ମିଳିଲା ସଂପତ୍ତି । ଜାଣିଲେ ଆପଣ ହେବେ ତାଜୁବ । କୋଟି କୋଟି ଟଙ୍କାର ସଂପତ୍ତି...

ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ପରଲୋକରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ପରଲୋକରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ପରଲୋକରେ  ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଗଣମାଧ୍ୟମ ଜଗତ ସହ ଜଡିତ ଶ୍ରୀ ଉପାଧ୍ୟାୟ ଏକ ଜଣାଶୁଣା ନାମ ।...

ପ୍ରଧାନମନ୍ତ୍ରୀ  ମୋଦୀ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ରେ କଣ କହିଲେ

ଭାରତୀୟମାନେ ଅର୍ଥନୈତିକ ଅଭିବୃଦ୍ଧିକୁ ପସନ୍ଦ କରନ୍ତି –  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ସୁଯୋଗର ଭୂମି ଭାବରେ ଉପସ୍ଥାପନ କରିଛନ୍ତି ଏବଂ ବ୍ୟବସାୟ କ୍ଷେତ୍ରର ସୁବିଧା, ସଂସ୍କାର, ଏକ ସ୍ଥିର ନୀତି...

ଏମପକ୍ସ ସ୍ଥିତି ତୁରନ୍ତ ଚିହ୍ନଟ ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କୃଷି ଭବନରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାର ଶୁଭାରମ୍ଭ କରିଛନ୍ତ । ପିଏମ...

ରେଭେନ୍ସା ବିଶ୍ବବଦ୍ୟାଳୟ  ନାମ ପରିବର୍ତନର ଆବଶ୍ୟକତା ରହିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରେଭେନ୍ସା ବିଶ୍ବବଦ୍ୟାଳୟ  ନାମ ପରିବର୍ତନର ଆବଶ୍ୟକତା ରହିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରେଭେନ୍ସା ନାଁ ବଦଳିବା ଦରକାର ବୋଲି ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଛନ୍ତି ରେଭେନ୍ସା ବିଶ୍ବବଦ୍ୟାଳୟ ...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ୨୦୨୪ ଆଜିଠାରୁ କେରଳର ପାଲକ୍କଡ ଠାରେ ଆରମ୍ଭ ହୋଇଛି । ଏହି ବୈଠକରେ ବିବିଧ ସଂଗଠନର...

ପାଲଘର ଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପାଲଘର ଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୭୬,୦୦୦ କୋଟି ଟଙ୍କା । ଏହା ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ...

ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବାରୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ

ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବାରୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରବାସୀଙ୍କୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି"ମୁଁ ଏ ସ୍ଥାନରେ ପହଞ୍ଚିବା କ୍ଷଣି ଶିବାଜୀଙ୍କ ନିକଟରେ କ୍ଷମା ମାଗିଥିଲି।"   ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ବୋଲି...

ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି

ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି

ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ  ଚଳଚ୍ଚିତ୍ର...

ଛାତ୍ର,  ଯୁବ  ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ

ଛାତ୍ର, ଯୁବ ଓ ମହିଳା ଶାଖା ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ

ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି ଶଂଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିରୋଧି ଦଳ ନେତା ତଥା ବିଜୁ...

ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ  ବ୍ୟକ୍ତି – ନବୀନ ପଟ୍ଟନାୟକ

ବିଜେଡି ସରକାର ନିଜର ପ୍ରଚାରପ୍ରସାର ପାଇଁ ୪୫୨.୯୬କୋଟି ବିଜ୍ଞାପନ ଗଣମାଧ୍ୟମକୁ ଦେଇଛନ୍ତି

ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡିର ନିଜସ୍ବ ପ୍ରଚାର ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ ହୋଇଛି । ବିଶେଷ କରି ପାଣ୍ଡିଆନ ନିଜର ପ୍ରଚାର ପ୍ରସାର...

ପରିତ୍ୟକ୍ତ କୋଠାରୁ  ନାବାଳିକା ମୃତଦେହ ଉଦ୍ଧାର

ପରିତ୍ୟକ୍ତ କୋଠାରୁ ନାବାଳିକା ମୃତଦେହ ଉଦ୍ଧାର

ବାଲେଶ୍ବର ଜିଲ୍ଲା ରେମୁଣା ଅଧୀନ ଥାନା ବାଲଗୋପାଲପୁର ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ସ୍ଥାନୀୟ ଏକ ତିନି ମହଲା ପରିତ୍ୟକ୍ତ କୋଠାରୁ ଗତକାଲି ସଂଧ୍ୟାରେ ନାବାଳିକାଙ୍କ...

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଗଲେ ବିଧାୟକ

‘ସୁଭଦ୍ରା’ ନିୟମରେ ସଂଶୋଧନ

ସୁଭଦ୍ରା ଗାଇଡଲାଇନ୍ ପୁଣି ବଦଳିଛି । ନୂତନ ସଂଶୋଧନ  ଅନୁସାରେ, ମହିଳାମାନଙ୍କୁ ସେମାନଙ୍କର ରାସନ କାର୍ଡ କିମ୍ବା ପରିବାରର ରୋଜଗାର ବିଷୟରେ ଅବଗତ କରିବାକୁ ପଡ଼ିବ ।...

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  ନ୍ୟାୟପାଳିକା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନ୍ୟାୟପାଳିକା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ  ନ୍ୟାୟପାଳିକା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟ...

ମମତାଙ୍କ ମନ୍ତବ୍ୟ ଦେଶପାଇଁ ବିପଦ

ମମତାଙ୍କ ମନ୍ତବ୍ୟ ଦେଶପାଇଁ ବିପଦ

  ଭୁବନେଶ୍ବର: ରାଜନେତା ହୋଇ ଧମକ ଦେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଂଗରେ ଯେଉଁ ହିଂସା ହେଉଛି ସେଥିପାଇଁ ବିଜେପି ଦାୟୀ ବୋଲି କହିଥିଲେ ମମତା ।...

ଝାରଖଣ୍ଡରେ ବଦଳିଯିବ ରାଜନୈତିକ ଚିତ୍ର, ଚମ୍ପାଇ ଧରିବେ ପଦ୍ମ

ରାଞ୍ଚି: ଝାରଖଣ୍ଡର ରାଜନୀତିରେ ପରିବର୍ତ୍ତନ ଆସିବାର ସଂଭାବନା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଜେଏମଏମ ଦଳ ସହ ସବୁ...

ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ

ଭୁବନେଶ୍ବର: ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ମନୋନୀତ ହୋଇଛି। ଦିଲ୍ଲୀରେ ଆୟୋଜିତ ଫିକି...

ବହୁତ ହୋଇଗଲା, ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ : ରାଷ୍ଟ୍ରପତି

ବହୁତ ହୋଇଗଲା, ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ : ରାଷ୍ଟ୍ରପତି

ନୂଆଦିଲ୍ଲୀ: ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ କହିଛନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି କହିଛନ୍ତି...

Page 4 of 6 1 3 4 5 6

Latest News