ମନ୍ତ୍ରୀଙ୍କ ପତ୍ନୀଙ୍କ ମୁଣ୍ଡ ନେଲା ଡେଙ୍ଗୁ: ମଶା ବଂଶ ବଢ଼ୁଛି
ଭୁବନେଶ୍ବର: ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ମୁଣ୍ଡ ଡେଙ୍ଗୁ ନେବା ପରେ ରାଜନୀତି ଜୋର ଧରିଛି । ରାଜ୍ୟରେ ବଢ଼ିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ।...
ଭୁବନେଶ୍ବର: ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ମୁଣ୍ଡ ଡେଙ୍ଗୁ ନେବା ପରେ ରାଜନୀତି ଜୋର ଧରିଛି । ରାଜ୍ୟରେ ବଢ଼ିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ।...
କୋଲକତାର ଆର.ଜି କର ମେଡ଼ିକାଲ କଲେଜରେ ଜଣେ ମହିଳା ଡ଼ାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଡ଼ାକ୍ତରଙ୍କ ପ୍ରଦର୍ଶନ ଜାରି କରିଛି । ଏହି ପ୍ରତିବାଦକୁ ଦୃଷ୍ଟିରେ...
ନିଉଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଅହମ୍ମଦାବାଦରେ ସିଏଏ ଅଧୀନରେ ୧୮୮ ଜଣ ଶରଣାର୍ଥୀ ଭାଇ ଓ ଭଉଣୀଙ୍କୁ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ଏମ୍ ପକ୍ସ ସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ତାଙ୍କର ପ୍ରମୁଖ ସଚିବ...
ରତ୍ନଭଣ୍ଡାରରୁ ବାକ୍ସ ଓ ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି । ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବ...
ଜେଏମଏ ଛାଡିବେ କି ଚମ୍ପାଇ । ବିଜେପିରେ ମିଶିବେ କି ? ଚମ୍ପାଇକୁ ଜେଏମଏମ ଭିତରେ ସମ୍ମାନ ମିଳୁନି କି ? ଏସବୁ ପ୍ରଶ୍ନର ଉତ୍ତର ଆଉ...
ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ବୋଲି ଶନିବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ “ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍...
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରସ ଆସୋସିଏସନ (ଏଫ୍ଓଆର୍ଡିଏ),...
୧୪ ଅଗଷ୍ଟ ୨୦୨୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି (ପିଏଚ୍ଇଆଇସି) ଘୋଷଣା କରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...
301 କିମି ଦୈର୍ଘ୍ୟ ନିର୍ମାଣାଧୀନ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଆଜି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି | 16.27 କିମି ଦୈର୍ଘ୍ୟ ଝରମୁଣ୍ଡା-ବୌଦ୍ଧ...
ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଥିବା କଲ୍ । ଅପରାଧିମାନେ ଏହା ମାଧ୍ୟମରେ ଯୋଗାଯୋଗ ରଖୁଥିଲେ । ବିଦେଶରୁ ଆସୁଥିବା କଲ କୁ ପରିବର୍ତ୍ତନ କରାଯାଇ...
ଭୁବନେଶ୍ୱର: ନୂଆ ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଦିଗ୍ଦର୍ଶନ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଜୋରଧରିଛି । ଅତିଥିମାନଙ୍କ ତାଲିକାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ...
ନୂଆଦିଲ୍ଲୀ: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଆନ୍ଦୋଳନର ରୂପ ନେଇଛି । ଡାକ୍ତରଖାନାରେ ଡାକ୍ତରଙ୍କୁ ରେପ୍ ଓ ହତ୍ୟା ଘଟଣାକୁ...
ଆଜିଠାରୁ ବିଧାନସଭାର ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଖାଦେଇଛି ବିବାଦ । ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର...
କୋଲକତାରେ ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡ଼ାକରା ଦେଇଛି ଭାରତୀୟ ମେଡ଼ିକାଲ ସଂଘ । ଆଜି ସକାଳ...
ଧାରା 370 ହଟିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଘୋଷଣା ହୋଇଛି । ଏଥର କିଏ ମୁଖ୍ୟମନ୍ତ୍ରୀ ହେବେ କେଉଁ...
ବାଂଲାଦେଶରେ ହସିନାଙ୍କ ସରକାର ଭାଙ୍ଗିବା ପରେ ଭାରତ ସହ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଆଉ ଏହାରି ଭିତରେ...
ପଶ୍ଚିମବଙ୍ଗରେ ଯାହା କିଛି ଦିନ ଭିତରେ ଘଟିଛି ତାକୁ ନେଇ ସାରା ଦେଶରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ବିଶେଷ କରି ମମତା ସରକାର ଗୁଣ୍ଡାମାନଙ୍କୁ ପ୍ରଶୟ...
ଭୁବନେଶ୍ବର: ଶେଷରେ ଓ୍ବାଇ ବି ଖୁରାନିଆଙ୍କୁ ନୂତନ ପୁଲିସ ଡିଜି ଭାବେ ନୂଆ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସାକ୍ଷାତ ପରେ ସେ...
ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଦସ୍ବବ ଦୁଇଟି ବ୍ରୋଞ୍ଚେ ମେଡ଼ାଲ ଆଣି ପୁରା ଦେଶ ଗୌରବ ଆଣଥିବା ହକି ତାରକା ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କ ସ୍ବାଗତ...
ଭୁବନେଶ୍ବର: କୋଲକାତାର ଏକ ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି...
ନୂଆଦିଲ୍ଲୀ: ଭାରତର 78ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଏକ ଦେଶ, ଏକ ନିର୍ବାଚନ" ପ୍ରସ୍ତାବକୁ ଏକ ଶକ୍ତିଶାଳୀ ପ୍ରସ୍ତାବ ବୋଲି...
ନୂଆଦିଲ୍ଲୀ: ଯେଉଁମାନେ ଜୀବନସାରା ସଂଘର୍ଷ କରିଛନ୍ତି, ଯେଉଁମାନେ ଫାଶୀ ଉପରକୁ ଚଢ଼ିଛନ୍ତି ଏବଂ ଭାରତ ମାତାର ଅସଂଖ୍ୟ ପୁତ୍ର ଭାରତ ମାତା କି ଜୟଙ୍କ ସ୍ଲୋଗାନ ଦେଇଛନ୍ତି।...
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ହେଲେ ରାହୁଲ ନବୀନ । ରାହୁଲ ନବୀନ ହେଉଛନ୍ତି ଭାରତୀୟ ରାଜସ୍ୱ ସେବା (ଆୟକର)ର ୧୯୯୩ ବ୍ୟାଚ୍ ଅଧିକାରୀ।...
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ଦେଖି ମୁଁ ଆନନ୍ଦିତ। ଏହି...
ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ...
କଟକ: କଟକ ବଡ଼ ମେଡିକାଲରେ ଯାହା ଘଟିଛି ତାହା ବର୍ଣ୍ଣନା କରିବା କଷ୍ଟକର । ଅନେକ ସମୟରେ ଏହି ମେଡିକାଲକୁ ନେଇ ଅନେକ ଅଭିଯୋଗ ହୋଇଛି...
ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ଅହମ୍ମଦାବାଦ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ 'ତ୍ରିରଙ୍ଗା ଯାତ୍ରା' ର...
ଦେଶର ବିଭାଜନ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଭାଜନର ଭୟାବହ ସ୍ମୃତି ଦିବସକୁ ଚିହ୍ନଟ କରି...
ଭୁବନେଶ୍ବର: ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ବିଜେଡି ସରକାର ସମୟରେ...
ବିଭାଜନ ବିଭୀଷିକା ସ୍ମୃତି ଦିବସ (1) ଡ. ସମନ୍ୱୟ ନନ୍ଦ ଭାରତର ବିଭାଜନ ଓ ଏହା ସହିତ ସେତେବେଳେ ହୋଇଥିବା ନରସଂହାର, ମହିଳା ମାନଙ୍କ ସହ ଦୁଷ୍କର୍ମ...
ଭୁବନେଶ୍ବର: ୬ ଥାକିଆ ହେବ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ । ଏକାମ୍ର କ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଗମନା ଗମନ ସୁବିଧା ହେବ । ବା ଏବେ ୪...
ଦେଶ ଏବେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ରାଷ୍ଟ୍ର ଭକ୍ତି, ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା...
କୋଲକାତା ଟ୍ରେନି ଡାକ୍ତରଙ୍କୁ କିପରି ଦୁଷ୍କର୍ମ ଓ ହତ୍ୟା କରିଥିଲା ଅଭିଯୁକ୍ତ । ମଦ ପିଇ ରାତିରେ ମେଡିକାଲ କଲେଜରେ ପଶିଥଲା ଅତ୍ୟାଚାରୀ । ଜଣେ ରୋଗୀଙ୍କର...
ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା...
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ରାଙ୍କିଙ୍ଗର ନବମ ସଂସ୍କରଣ- ୨୦୨୪କୁ...
ଭାରତକୁ ମିଳିବ କି ଆଉ ଏକ ସିଲଭର ମେଡାଲ । ପାଇବେ କି ଭଲ ଖବର ଭିନେଶ ଫେଗାଟ୍ । ପ୍ୟାରିସ ଅଲିମ୍ପିକ୍ସ ଶେଷ ହେବା ପରେ...
ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ପଶ୍ଚିମବଙ୍ଗ କୋଲକାତାର ଆର୍ଜି କର ମେଡିକାଲ କଲେଜ ଅଧ୍ୟକ୍ଷ। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ପରେ କିଛି...
ଗତ କିଛି ଦିନ ହେଲା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଛି । ସେମାନଙ୍କ ପରିବାର ଉପରେ ଟାର୍ଗେଟ ହେଉଛି । ମହିଳା ଶିଶୁଙ୍କୁ ଟାର୍ଗେଟ...
ପ୍ୟାରିସ: ଚଳିତ ଅଲମ୍ପିକରେ ଭାରତ ଭଲ ଖେଳ ଦେଖାଇପାରିନାହିଁ । ଗୋଟିଏ ବି ସ୍ବର୍ଣ୍ଣ ଭାରତ ଖାତାରେ ପଡ଼ିନାହିଁ । ଶେଷ ହେଲା ପ୍ୟାରିସ ଅଲିମ୍ପିକ୍ଦ 2024...
ଶ୍ରାବଣ ଚତୁର୍ଥ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଜଳ ଲାଗି ପାଇଁ ଚାଲିଛି କାଉଡ଼ିଆଙ୍କ ଭିଡ଼ ।...
ଏହା ମଧ୍ୟରେ ଭାରତ ସ୍ବାଧୀନତା ପାଇବାର 76 ବର୍ଷ ଅତିକ୍ରାନ୍ତ ହୋଇସାରିଛି । 77 ତମ ସ୍ବାଧୀନତା ଦିବସର ମହୋତ୍ସବ ପାଳନର ଜୋରଦାର ପ୍ରସ୍ତୁତି ସାରା ଭାରତ,...
ଭୁବନେଶ୍ବର: ନିର୍ବାଚନ ସରିଛି । ସରକାର ବଦଳିଛି । ନୂଆ ସରକାର ଏବେ ଦୁର୍ନୀତି ମୁକ୍ତ ସରକାର ଚଳାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଯେଉଁ...
ଭୁବନେଶ୍ବର : ଓଡ଼ିଶା ମୁହାଁ ଏବେ ବାଂଲାଦେଶୀ ନାଗରିକ । ରାଜନୈତିକ ହିଂସା ପାଇଁ ବାଂଲାଦେଶକୁ ସୁରକ୍ଷିତ ମଣୁନାହାଁନ୍ତି ଅନେକ ବାଂଲାଦେଶ ନାଗରିକ । ଖାଲି...
ନୂଆଦିଲ୍ଲୀ: ଦେଶ ବିରୋଧୀ ଶକ୍ତି ଏବେ ମୋଦି ସରକାରଙ୍କୁ ବିବାଦକୁ ଠେଲିବା ପାଇଁ ଗୋଟେ ପରେ ଗୋଟେ ନୂଆ ଷଡ଼ଯନ୍ତ୍ର ରଚୁଛନ୍ତି । ଗତ ବର୍ଷ ରିପୋର୍ଟରେ...
କେନ୍ଦ୍ର ସରକାର ଓଡ଼ିଶାକୁ ଅଧିକ ଅନୁଦାନ ଦେଇଛନ୍ତି । ଗତ ଦଶ ବର୍ଷ ହେଲା ଓଡ଼ିଶାକୁ ମୋଦି ସରକାର ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ଆଉ...
ଜୈବ ଇନ୍ଧନ କ୍ଷେତ୍ରରେ ଭାରତକୁ ଆଗକୁ ନେବାକୁ ମୋଦି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବ୍ରୋଞ୍ଜ। ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ।...
ଗତ କିଛି ଦିନ ଧରି ଛାତ୍ର ଆନ୍ଦୋଳନ ନାମରେ ହିନ୍ଦୁଙ୍କ ଉପରେ ବାଂଲାଦେଶରେ ଆକ୍ରକଣ କରାଯାଉଛି । ଘର ଜାଳି ଦିଆଯାଉଛି । ମହିଳାଙ୍କୁ...
ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା ଘଟି ଜନବସତି ଉପରେ ଖସିବା ମୋଟ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତେବେ କେଉଁ କାରଣ ପାଇଁ...
ଖୋର୍ଧା: ବେଆଇନ ଗୋ-ଚାଲାଣକୁ ନେଇ ତୁମୁଳକାଣ୍ଡ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରିରେ ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି ।...
ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ । ୫ ଦିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ବିଷୟରେ ସଂଗଠନର ଅଧିକାରୀଙ୍କ...
ଓଡ଼ିଶାରେ ଆଳୁ ସଙ୍କଟ । ପଶ୍ଚିମବଂଗରେ ଆଳୁ ଫିଙ୍ଗା ଯାଉଛି । ଚାଷୀମାନେ ଧାରଣା ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ଆଳୁ ମିଳୁନି । ଆଳୁ ସଂକଟ...
ହିଂସାଗ୍ରସ୍ତ ବାଂଲାଦେଶରେ ଆଜି ନୂଆ ସରକାର ଗଠନ ହୋଇଛି। କିଛି ଦିନ ପରେ ନୂଆ ଆଶା ସଂଚାର ହୋଇଛି । ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି...
ପ୍ୟାରିସ୍: ଫ୍ରାନ୍ସର ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୈାପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ...
ଭାରତରେ ଯେକୈାଣସି ସଂପତ୍ତିକୁ ୱାକଫ ସମ୍ପତ୍ତି ବୋଲି ଘୋଷଣା କରିବା ଏବେ ସହଜ ହେବନାହିଁ । କାରଣ ୱାକଫ ବୋର୍ଡର କ୍ଷମତା ହ୍ରାସ କରିବାକୁ କେନ୍ଦ୍ର ସରକାର...
ପ୍ୟାରିସ୍ : ପୁରୁଷ ହକିରେ ଭାରତ ଜିତିଲା ବ୍ରୋଞ୍ଜ । ସ୍ପେନକୁ ୨-୧ରେ ହରାଇ ଭାରତ ଇତିହାସ ରଚିଛି । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ...
ଭୁବନେଶ୍ବର: ରାଜ୍ୟରେ ଆଳୁ ସଂକଟ ନୂଆ ନୁହେଁ । ପ୍ରତି ବର୍ଷ ପଶ୍ଚିମବଂଗରୁ ଆଳୁ ଆସିବା ପାଇଁ ଏପରି ସମସ୍ୟା ହୁଏ । ଆଳୁ ରେଟ ବଢ଼େ...
ପ୍ୟାରିସ୍: ଫାଇନାଲ ଖେଳିବା ପୂର୍ବରୁ ଭିନେଶଙ୍କୁ ଖେଳିବାକୁ ଅନୁମତି ମିଳିଲା ନାହିଁ । ଭିନେଶ ଲେଖିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ମୋତେ କ୍ଷମା...
ଭୁବନେଶ୍ବର: ବିଜେପିରେ ଯୋଗଦେବା ପରେ ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ଅନେକ ଚର୍ଚା ହେଉଛି । କୁହାଯାଉଛି ମମତାଙ୍କ ଉପରେ ବିଜେଡି ପକ୍ଷରୁ ଚାପ ପକାଯାଉଥିଲା ।...
କଲମ୍ବୋ: କାହିଁକି ହାରିଲା ଭାରତ । ବିଶ୍ବ ବିଜୟୀ ଟିମ୍ କାହିଁକି ବିଫଳ ହେଲା । ଶ୍ରୀଲଙ୍କାରେ କାହିଁକି ବିଫଳ ହେଲେ କୋହଲି ସହ ରୋହିତ ବାହିନୀ...
ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ଫାଇନାଲ ଖେଳିବାକୁ ଅନୁମତି କାହିଁକି ମିଳିଲାନି ତାକୁ ନେଇ ବିବାଦ ଲାଗି ରହିଛି । ନିୟମ ଅନୁଯାୟୀ ତାଙ୍କୁ ଖେଳିବାକୁ ଅନୁମତି ମିଳିନଥିବା...
ଢାକା: ବାଂଲାଦେଶରେ ନିଆଁ ଜଳୁଛି । ଭୟଭୀତ ଅଛନ୍ତି ସାଧାରଣ ଜନତା । ରାତି ହେଲେ କାହାରା କଣ ହେବ ତାହା କହିବା ମୁସ୍କିଲ । ଛାତ୍ର...
ଉନ୍ନତ ଜରୁରୀକାଳୀନ ଚିକିତ୍ସା ପାଇଁ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଚିକିତ୍ସା ବିକାଶ ଲକ୍ଷ୍ୟରେ ଆଇସିଏମଆର ଏକ ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରାଥମିକତା ପ୍ରକଳ୍ପ...
Copyright © Odisha-365, 2024 - All Rights Reserved.