Ramesh Parida

Ramesh Parida

ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ 8923 କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ

ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ 8923 କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଳାୟ ଓଡ଼ିଶାରେ 2024-25 ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ 8923 କୋଟି ଟଙ୍କାର...

ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲେ କେନ୍ଦ୍ର ସରକାର

ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲେ କେନ୍ଦ୍ର ସରକାର

ସମସ୍ତ ଜାତୀୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲେ କେନ୍ଦ୍ର ସରକାର । ଏବେ ଥିବା ବ୍ୟବସ୍ଥା ତୁଳନାରେ 25 ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ନିଷ୍ପତ୍ତି...

ୟୁପିଏସସି ଲାଟେରାଲ ଏଣ୍ଟ୍ରି ନିଯୁକ୍ତି ଉପରେ ରୋକ

ୟୁପିଏସସି ଲାଟେରାଲ ଏଣ୍ଟ୍ରି ନିଯୁକ୍ତି ଉପରେ ରୋକ

ଅମଲାତନ୍ତ୍ର ନୁଯୁକ୍ତିରେ ୟୁପିଏସସିରେ ଲାଟେରାଲ ଏଣ୍ଟ୍ରି ନେଇ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି । ଏପରିସ୍ଥଳେ କେନ୍ଦ୍ର ସରକାର ୟୁପିଏସସି ଲାଟେରାଲ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି...

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗଠନ ହେବ ଏକ କମିଟି

ସଂଜୟ ରାୟର ପଲିଗ୍ରାଫ୍‌ ଟେଷ୍ଟ୍‌ କରିବ ସିବିଆଇ

କୋଲକାତା:  ଆର୍‌ଜି କର ହସ୍ପିଟାଲ‌‌ରେ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍‌ ଟେଷ୍ଟ୍‌ ଆଜି କରିବ ସିବିଆଇ। କଲିକତା...

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଡେଙ୍ଗୁରୁ ଭଲ ହୋଇଥିବା ବେଳେ ପୁଣି ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ  ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି ।  ଡେଙ୍ଗୁରେ ପତ୍ନୀଙ୍କ ବିୟୋଗ...

ବିଧାନସଭା ଅଧିବେଶନ: ପ୍ରଥମରୁ ଗୃହରେ ହଟ୍ଟଗୋଳ

ବିଧାନସଭା ଅଧିବେଶନ: ପ୍ରଥମରୁ ଗୃହରେ ହଟ୍ଟଗୋଳ

ଭୁବନେଶ୍ବର: ବିଜେପି ସରକାର ଆସିବା ପରେ  ବିଧାନସଭାରେ ସରକାରଙ୍କୁ ଘରିବାକୁ  ବିଜେଡି , କଂଗ୍ରେସ ରଣନୀତି ପ୍ରସ୍ତୁତ ।  ଆଜିଠୁ ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ...

ବିଜେପିର ଟାର୍ଗେଟ୍ ରାଜ୍ୟରେ କୋଟିଏ ସଦସ୍ୟ ସଂଗ୍ରହ

ବିଜେପିର ଟାର୍ଗେଟ୍ ରାଜ୍ୟରେ କୋଟିଏ ସଦସ୍ୟ ସଂଗ୍ରହ

ବିଜେପି ନିଜର ସଦସ୍ୟ ସଂଖ୍ୟା କୋଟିଏ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି   । ଆସନ୍ତାକାଲି ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ସେଥିରେ ରାଜ୍ୟର ସମସ୍ତ...

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମୀକ୍ଷା ବୈଠକ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମୀକ୍ଷା ବୈଠକ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଆର୍ଥିକ ମାନଦଣ୍ଡ, ଜମା ସଂଗ୍ରହ, ଡିଜିଟାଲ୍ ପେମେଣ୍ଟ ଏବଂ...

ସରଲା ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ

ସରଲା ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ

ସମ୍ବଲପୁର : ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବୃଦ୍ଧି ପାଉଥିବା ଶିଳ୍ପ ଚାହିଦା ପୂରଣ ଦିଗରେ ପୂର୍ବତଟ ରେଳପଥ ସମ୍ବଲପୁର ନିକଟସ୍ଥ...

ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଶୈବାଳୟରେ ଭକ୍ତଙ୍କ ଲମ୍ବାଧାଡ଼ି

ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଶୈବାଳୟରେ ଭକ୍ତଙ୍କ ଲମ୍ବାଧାଡ଼ି

ଭୁବନେଶ୍ବର: ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଶୈବାଳୟରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି ।  ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆମାନେ ମହାଦେବଙ୍କ ମନ୍ଦିରରେ ଭିଡ଼...

କେରଳ ଭୂସ୍ଖଳନକୁ ନେଇ ରାଜନୀତି:  ଜୁଲାଇ ୨୩ ରେ ଏନଡିଆରଏଫର ୯ଟି ଦଳଙ୍କୁ ବିମାନ ଯୋଗେ କେରଳ ପଠାଇ ଥିଲେ କେନ୍ଦ୍ର ସରକାର

ମହିଳା ଡ଼ାକ୍ତର ବଳାତ୍କାର ଓ ହତ୍ୟା ମାମଲା:ପ୍ରତି ଦୁଇ ଘଣ୍ଟାରେ ପରିସ୍ଥିତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କୋଲକତାର ଆର.ଜି କର ମେଡ଼ିକାଲ କଲେଜରେ ଜଣେ ମହିଳା ଡ଼ାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଡ଼ାକ୍ତରଙ୍କ ପ୍ରଦର୍ଶନ ଜାରି କରିଛି । ଏହି ପ୍ରତିବାଦକୁ ଦୃଷ୍ଟିରେ...

ସିଏଏ ଅଧୀନରେ ୧୮୮ଜଣ ଶରଣାର୍ଥୀ ଭାଇ ଓ ଭଉଣୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ

ସିଏଏ ଅଧୀନରେ ୧୮୮ଜଣ ଶରଣାର୍ଥୀ ଭାଇ ଓ ଭଉଣୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ

ନିଉଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଅହମ୍ମଦାବାଦରେ ସିଏଏ ଅଧୀନରେ ୧୮୮ ଜଣ ଶରଣାର୍ଥୀ ଭାଇ ଓ ଭଉଣୀଙ୍କୁ...

ଏମପକ୍ସ ସ୍ଥିତି ତୁରନ୍ତ ଚିହ୍ନଟ ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ଏମପକ୍ସ ସ୍ଥିତି ତୁରନ୍ତ ଚିହ୍ନଟ ପାଇଁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ଏମ୍‌ ପକ୍ସ ସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ତାଙ୍କର ପ୍ରମୁଖ ସଚିବ...

ଶ୍ରୀମନ୍ଦିର ଭକ୍ତଙ୍କ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ଲଗାଯିବ ଏ.ଆଇ କ୍ୟାମେରା

ଶ୍ରୀମନ୍ଦିର ଭକ୍ତଙ୍କ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ଲଗାଯିବ ଏ.ଆଇ କ୍ୟାମେରା

ରତ୍ନଭଣ୍ଡାରରୁ ବାକ୍ସ ଓ ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି । ଖୁବ ଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ ହେବ...

ଗବେଷଣା ପ୍ରଦର୍ଶନରେ ଭାରତର ମାନ ୫୪%କୁ ବୃଦ୍ଧି ଘଟିଛି

ଗବେଷଣା ପ୍ରଦର୍ଶନରେ ଭାରତର ମାନ ୫୪%କୁ ବୃଦ୍ଧି ଘଟିଛି

ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ବୋଲି ଶନିବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ  “ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍...

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗଠନ ହେବ ଏକ କମିଟି

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗଠନ ହେବ ଏକ କମିଟି

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରସ ଆସୋସିଏସନ (ଏଫ୍‌ଓଆର୍‌ଡିଏ),...

ମଙ୍କିପକ୍ସ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା

ମଙ୍କିପକ୍ସ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା

୧୪ ଅଗଷ୍ଟ ୨୦୨୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି (ପିଏଚ୍ଇଆଇସି) ଘୋଷଣା କରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

ସିମ୍ ବକ୍ସ ଦ୍ବାରା ପାକିସ୍ତାନରୁ ଆସୁଥିଲା କଲ ; ମାଷ୍ଟର ମାଇଣ୍ଡ ବାଂଲାଦେଶୀରୁ କରୁଛି ଅପରେଟ

ସିମ୍ ବକ୍ସ ଦ୍ବାରା ପାକିସ୍ତାନରୁ ଆସୁଥିଲା କଲ ; ମାଷ୍ଟର ମାଇଣ୍ଡ ବାଂଲାଦେଶୀରୁ କରୁଛି ଅପରେଟ

ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଥିବା କଲ୍‌ । ଅପରାଧିମାନେ ଏହା ମାଧ୍ୟମରେ ଯୋଗାଯୋଗ ରଖୁଥିଲେ । ବିଦେଶରୁ ଆସୁଥିବା କଲ କୁ ପରିବର୍ତ୍ତନ କରାଯାଇ...

ବିଧାୟକଙ୍କ ଦୁଇ ଦିନିଆ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ

ବିଧାୟକଙ୍କ ଦୁଇ ଦିନିଆ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ନୂଆ ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଜୋରଧରିଛି  । ଅତିଥିମାନଙ୍କ ତାଲିକାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ...

ଆଜିଠାରୁ  ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ

ଆଜିଠାରୁ ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ

ଆଜିଠାରୁ ବିଧାନସଭାର ନୂଆ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଖାଦେଇଛି ବିବାଦ । ଦଳୀୟ ଭିତ୍ତିରେ  କାର୍ଯ୍ୟକ୍ରମ ହେଉଥିବାର...

ଆଜି ଦେଶବ୍ୟାପୀ ଡ଼ାକ୍ତରଙ୍କ ଆନ୍ଦୋଳନ

ଆଜି ଦେଶବ୍ୟାପୀ ଡ଼ାକ୍ତରଙ୍କ ଆନ୍ଦୋଳନ

କୋଲକତାରେ ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦେଶବ୍ୟାପୀ  ଆନ୍ଦୋଳନର ଡ଼ାକରା ଦେଇଛି ଭାରତୀୟ ମେଡ଼ିକାଲ ସଂଘ । ଆଜି ସକାଳ...

ଧାରା 370 ହଟିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବ

ଧାରା 370 ହଟିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବ

ଧାରା 370 ହଟିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଘୋଷଣା ହୋଇଛି । ଏଥର କିଏ ମୁଖ୍ୟମନ୍ତ୍ରୀ ହେବେ କେଉଁ...

ୟୁନୁସ ସରକାରଙ୍କ ହସିନା ରାଗ

ୟୁନୁସ ସରକାରଙ୍କ ହସିନା ରାଗ

ବାଂଲାଦେଶରେ ହସିନାଙ୍କ ସରକାର ଭାଙ୍ଗିବା ପରେ ଭାରତ ସହ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଆଉ ଏହାରି ଭିତରେ...

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଭାରତରେ ଡାକ୍ତରଙ୍କ ଅସନ୍ତୋଷ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଭାରତରେ ଡାକ୍ତରଙ୍କ ଅସନ୍ତୋଷ

  ଭୁବନେଶ୍ବର: କୋଲକାତାର ଏକ ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି...

ଦେଶ ନିର୍ମାଣ କରିବା ପାଇଁ ଆମେ ଶପଥ ନେବା: ପ୍ରଧାନମନ୍ତ୍ରୀ

ଏକ ଦେଶ ଏକ ନିର୍ବାଚନ ନେଇ ଏକାଠି କାମ କରିବାକୁ କହିଲେ ମୋଦି

  ନୂଆଦିଲ୍ଲୀ: ଭାରତର 78ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି "ଏକ ଦେଶ, ଏକ ନିର୍ବାଚନ" ପ୍ରସ୍ତାବକୁ ଏକ ଶକ୍ତିଶାଳୀ ପ୍ରସ୍ତାବ ବୋଲି...

ଦେଶ ନିର୍ମାଣ କରିବା ପାଇଁ ଆମେ ଶପଥ ନେବା: ପ୍ରଧାନମନ୍ତ୍ରୀ

ଦେଶ ନିର୍ମାଣ କରିବା ପାଇଁ ଆମେ ଶପଥ ନେବା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯେଉଁମାନେ ଜୀବନସାରା ସଂଘର୍ଷ କରିଛନ୍ତି, ଯେଉଁମାନେ ଫାଶୀ ଉପରକୁ ଚଢ଼ିଛନ୍ତି ଏବଂ ଭାରତ ମାତାର ଅସଂଖ୍ୟ ପୁତ୍ର ଭାରତ ମାତା କି ଜୟଙ୍କ ସ୍ଲୋଗାନ ଦେଇଛନ୍ତି।...

ରାହୁଲ ନବୀନ ହେଲେ ଇଡି ନିର୍ଦ୍ଦେଶକ

ରାହୁଲ ନବୀନ ହେଲେ ଇଡି ନିର୍ଦ୍ଦେଶକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ହେଲେ ରାହୁଲ ନବୀନ । ରାହୁଲ ନବୀନ ହେଉଛନ୍ତି ଭାରତୀୟ ରାଜସ୍ୱ ସେବା (ଆୟକର)ର ୧୯୯୩ ବ୍ୟାଚ୍ ଅଧିକାରୀ।...

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ଦେଖି ମୁଁ ଆନନ୍ଦିତ। ଏହି...

ଖୋର୍ଦ୍ଧାଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି

ଖୋର୍ଦ୍ଧାଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି

ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ...

ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୨୦୨୦ ପ୍ରଣୟନ କରିଥିଲେ

ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୨୦୨୦ ପ୍ରଣୟନ କରିଥିଲେ

ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ହର ଘର ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସୃଷ୍ଟି କରୁଛି

ହର ଘର ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ଏକ ନୂତନ ଶକ୍ତି ସୃଷ୍ଟି କରୁଛି

ଅହମ୍ମଦାବାଦ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ପକ୍ଷରୁ ଅହମ୍ମଦାବାଦ ଠାରେ ଆୟୋଜିତ 'ତ୍ରିରଙ୍ଗା ଯାତ୍ରା' ର...

ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ

ଦେଶରେ ଏକତା ଓ ଭାଇଚାରା ବନ୍ଧନକୁ ସର୍ବଦା ରକ୍ଷା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ

ଦେଶର ବିଭାଜନ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବିଭାଜନର ଭୟାବହ ସ୍ମୃତି ଦିବସକୁ ଚିହ୍ନଟ କରି...

ବିଭାଜନ ବିଭୀଷିକା ସ୍ମୃତି ଦିବସ

ବିଭାଜନ ବିଭୀଷିକା ସ୍ମୃତି ଦିବସ

ବିଭାଜନ ବିଭୀଷିକା ସ୍ମୃତି ଦିବସ (1) ଡ. ସମନ୍ୱୟ ନନ୍ଦ ଭାରତର ବିଭାଜନ ଓ ଏହା ସହିତ ସେତେବେଳେ ହୋଇଥିବା ନରସଂହାର, ମହିଳା ମାନଙ୍କ ସହ ଦୁଷ୍କର୍ମ...

ଜାତୀୟତାବାଦ, ରାଷ୍ଟ୍ରବାଦ ଓ ଦେଶପ୍ରେମ ଜାଗ୍ରତ କରିଥାଏ ତ୍ରିରଙ୍ଗା : ଅଭିଳାଷ ପଣ୍ଡା

ଜାତୀୟତାବାଦ, ରାଷ୍ଟ୍ରବାଦ ଓ ଦେଶପ୍ରେମ ଜାଗ୍ରତ କରିଥାଏ ତ୍ରିରଙ୍ଗା : ଅଭିଳାଷ ପଣ୍ଡା

ଦେଶ ଏବେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ରାଷ୍ଟ୍ର ଭକ୍ତି, ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା...

ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ଅଧୀନରେ ‘ଆଦର୍ଶ ସୌର ଗ୍ରାମ: ମୁକ୍ତ ବିଜୁଳି ଯୋଜନା’

ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ଅଧୀନରେ ‘ଆଦର୍ଶ ସୌର ଗ୍ରାମ: ମୁକ୍ତ ବିଜୁଳି ଯୋଜନା’

ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ଅଧୀନରେ 'ଆଦର୍ଶ ସୌର ଗ୍ରାମ'ର କାର୍ଯ୍ୟକାରିତା ନିମନ୍ତେ  ମାର୍ଗଦର୍ଶିକା ୯ ଅଗଷ୍ଟ ୨୦୨୪ରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା...

ଏନଆଇଆରଏଫ୍, ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୪ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଏନଆଇଆରଏଫ୍, ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୪ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ରାଙ୍କିଙ୍ଗର ନବମ ସଂସ୍କରଣ- ୨୦୨୪କୁ...

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାର ସିବିଆଇ ତଦନ୍ତ ଦାବି

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାର ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି ପଶ୍ଚିମବଙ୍ଗ କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଅଧ୍ୟକ୍ଷ। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ପରେ କିଛି...

ପୁଣି ହିଣ୍ଡେନବର୍ଗ ରିପୋର୍ଟ: ଦେଶ ବିରୋଧୀ ଶକ୍ତିଙ୍କ ମିଳିତ ଷଡ଼ଯନ୍ତ୍ର

ପୁଣି ହିଣ୍ଡେନବର୍ଗ ରିପୋର୍ଟ: ଦେଶ ବିରୋଧୀ ଶକ୍ତିଙ୍କ ମିଳିତ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦେଶ ବିରୋଧୀ ଶକ୍ତି ଏବେ ମୋଦି ସରକାରଙ୍କୁ ବିବାଦକୁ ଠେଲିବା ପାଇଁ ଗୋଟେ ପରେ ଗୋଟେ ନୂଆ ଷଡ଼ଯନ୍ତ୍ର ରଚୁଛନ୍ତି । ଗତ ବର୍ଷ ରିପୋର୍ଟରେ...

ଓଡ଼ିଶାର ୬ ପ୍ରକଳ୍ପ ସମେତ ଦେଶରେ ୮ଟି ନୂଆ ରେଳମାର୍ଗ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

ଓଡ଼ିଶାର ୬ ପ୍ରକଳ୍ପ ସମେତ ଦେଶରେ ୮ଟି ନୂଆ ରେଳମାର୍ଗ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

କେନ୍ଦ୍ର ସରକାର ଓଡ଼ିଶାକୁ ଅଧିକ ଅନୁଦାନ ଦେଇଛନ୍ତି । ଗତ ଦଶ ବର୍ଷ ହେଲା ଓଡ଼ିଶାକୁ ମୋଦି ସରକାର ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ଆଉ...

ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନାରେ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନାରେ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି

ଜୈବ ଇନ୍ଧନ କ୍ଷେତ୍ରରେ ଭାରତକୁ ଆଗକୁ ନେବାକୁ ମୋଦି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ରେସ୍‌ଲର୍ ଅମନ୍ ସେରାୱତ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ରେସ୍‌ଲର୍ ଅମନ୍ ସେରାୱତ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବ୍ରୋଞ୍ଜ। ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ।...

ବେଆଇନ୍‌ ଗୋରୁ ଚାଲାଣ ରୋକିବାରୁ ଖାେର୍ଧାରେ ଉତ୍ତେଜନା

ବେଆଇନ୍‌ ଗୋରୁ ଚାଲାଣ ରୋକିବାରୁ ଖାେର୍ଧାରେ ଉତ୍ତେଜନା

ଖୋର୍ଧା: ବେଆଇନ ଗୋ-ଚାଲାଣକୁ ନେଇ ତୁମୁଳକାଣ୍ଡ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରିରେ ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି  ।...

ମହାପ୍ରଭୁଙ୍କ ଦର୍ଶନ କଲେ ସରସଂଘଚାଳକ ଡ.ମୋହନ ଭାଗବତ

ମହାପ୍ରଭୁଙ୍କ ଦର୍ଶନ କଲେ ସରସଂଘଚାଳକ ଡ.ମୋହନ ଭାଗବତ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ । ୫ ଦିନିଆ ଓଡିଶା ଗସ୍ତରେ ଆସି ବିଭିନ୍ନ ବିଷୟରେ ସଂଗଠନର ଅଧିକାରୀଙ୍କ...

ଆଳୁ ସଂକଟର ହେବ କି ସମାଧାନ

ଆଳୁ ସଂକଟର ହେବ କି ସମାଧାନ

ଓଡ଼ିଶାରେ ଆଳୁ ସଙ୍କଟ । ପଶ୍ଚିମବଂଗରେ ଆଳୁ ଫିଙ୍ଗା ଯାଉଛି । ଚାଷୀମାନେ ଧାରଣା ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ଆଳୁ ମିଳୁନି ।  ଆଳୁ ସଂକଟ...

ଅଲମ୍ପିକ୍ସରେ ନୀରଜଙ୍କୁ ରୌପ୍ୟ: ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହୋଇ ରହିବେ

ଅଲମ୍ପିକ୍ସରେ ନୀରଜଙ୍କୁ ରୌପ୍ୟ: ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହୋଇ ରହିବେ

ପ୍ୟାରିସ୍‌: ଫ୍ରାନ୍ସର ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୈାପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ...

‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’: ବିଦାୟ କୁସ୍ତି ୨୦୦୧-୨୦୨୪

‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’: ବିଦାୟ କୁସ୍ତି ୨୦୦୧-୨୦୨୪

ପ୍ୟାରିସ୍: ଫାଇନାଲ ଖେଳିବା ପୂର୍ବରୁ ଭିନେଶଙ୍କୁ ଖେଳିବାକୁ ଅନୁମତି ମିଳିଲା ନାହିଁ । ଭିନେଶ ଲେଖିଛନ୍ତି  ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ମୋତେ କ୍ଷମା...

କାହିଁକି ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ଫାଇନାଲ ଖେଳିବାକୁ ଅନୁମତି ମିଳିଲା ନାହିଁ ?

କାହିଁକି ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ଫାଇନାଲ ଖେଳିବାକୁ ଅନୁମତି ମିଳିଲା ନାହିଁ ?

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶଙ୍କୁ ଫାଇନାଲ ଖେଳିବାକୁ ଅନୁମତି କାହିଁକି ମିଳିଲାନି ତାକୁ ନେଇ ବିବାଦ ଲାଗି ରହିଛି । ନିୟମ ଅନୁଯାୟୀ ତାଙ୍କୁ ଖେଳିବାକୁ ଅନୁମତି ମିଳିନଥିବା...

ପୁରୀରେ ବିକଶିତ ହେବ ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ

ପୁରୀରେ ବିକଶିତ ହେବ ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ

ଉନ୍ନତ ଜରୁରୀକାଳୀନ ଚିକିତ୍ସା ପାଇଁ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଚିକିତ୍ସା ବିକାଶ ଲକ୍ଷ୍ୟରେ ଆଇସିଏମଆର ଏକ ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରାଥମିକତା ପ୍ରକଳ୍ପ...

Page 12 of 12 1 11 12

Latest News