ଦୀପାବଳିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପୁରା ଟେଣ୍ଟ ହାଉସ
ଓଡ଼ିଶା 365 (ବ୍ୟୁରୋ) : ଆଲୋକର ପର୍ବ ଦୀପାବଳିରେ ସମସ୍ତେ ଉତ୍ସାହର ସହିତ ବାଣ ଫୁଟାଇଥାନ୍ତି । ହେଲେ ଏହି ବାଣଫୁଟା ଯେତିକି ଆନନ୍ଦ ଦେଇଥାଏ ସେତିକି...
ଓଡ଼ିଶା 365 (ବ୍ୟୁରୋ) : ଆଲୋକର ପର୍ବ ଦୀପାବଳିରେ ସମସ୍ତେ ଉତ୍ସାହର ସହିତ ବାଣ ଫୁଟାଇଥାନ୍ତି । ହେଲେ ଏହି ବାଣଫୁଟା ଯେତିକି ଆନନ୍ଦ ଦେଇଥାଏ ସେତିକି...
ଓଡ଼ିଶା 365 (ବ୍ୟୁରୋ) : ଦୀପାବଳି ମନାଇଲେ ଜେଲ ଅନ୍ତେବାସୀଙ୍କ ପିଲା । ଦୀପ ଜଳାଇବା ସହ ବାଣ ମଧ୍ୟ ଫୁଟାଇ ଦୀପାବଳି ପାଳନ କରିଛନ୍ତି ।...
ଓଡ଼ିଶା 365 (ବ୍ୟୁରୋ) : ମଣିଷ ନିଜର ମଣିଷପଣିଆ ଭୁଲି ପଶୁପରି ଆଚରଣ ଦେଖାଇବା ଆରମ୍ଭ କଲାଣି । ସାମାନ୍ୟା ନିଜର କିଛିଟା ସ୍ୱାର୍ଥ ପାଇଁ ନିଜ...
ଓଡ଼ିଶା 365 (ବ୍ୟୁରୋ):ବିଦେଶରେ ରହି ନିଜ ସହ ଦୀପାବଳି ପାଳିଲେ ବଲିଉଡ ପିସି ପ୍ରିୟଙ୍କା ଚୋପ୍ରା । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡଆରେ ଭାଇରାଲ ହେବାରେ...
ଓଡ଼ିଶା 365 (ବ୍ୟୁରୋ): ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଏହା ହେଉଛି...
ଓଡ଼ିଶା 365 (ବ୍ୟୁରୋ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପତ୍ତି କେତେ? ତାଙ୍କର ବ୍ୟାଙ୍କ୍ ବାଲାନ୍ସ କେତେ? ଏହି ପ୍ରଶ୍ନ ଅନେକଙ୍କ ମନରେ ଥାଏ । ଏହାରି...
ଓଡ଼ିଶା 365 (ବ୍ୟୁରୋ) : ସ୍ମାଟ୍ ଷ୍ଟାଇଲରେ ନିର୍ମାଶ କରାଯାଇଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ । ପର୍ଯ୍ୟଟକଙ୍କ ମନ କିଣିବାରେ ବାଧକ ସାଜୁଛି ଅଘୋଷିତ ପାର୍କିଂ ।...
ଓଡ଼ିଶା 365 (ବ୍ୟୁରୋ): ଭୁଷୁଡ଼ିଲା ନିର୍ମାଣାଧୀନ ଟନେଲ୍ । ଏଥିରେ ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ । ୪୦ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ...
ଓଡ଼ିଶା 365 (ବ୍ୟୁରୋ):ଗତକାଲି ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ବଲିଉଡ ଭାଇଜାନ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’। ଯାହା ବର୍ତ୍ତମାନ ସମସ୍ତଙ୍କ ମନ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସବୁଠୁ ବଡ଼ କଥା ହେଉଛି,ଏହି ଯୁଦ୍ଧ ଭିତରେ ଫସିଯାଇଛି ଗାଜା ।...
ଓଡ଼ିଶା 365 (ବ୍ୟୁରୋ): ସୁପ୍ରିମକୋର୍ଟଙ୍କ କଟକଣାକୁ ଫୁ କରିଦେଲେ । କୌଣସି କଟକଣା ମାନିଲେନି । ଗତକାଲି ଥିଲା ଆଲୋକର ପର୍ବ ଦୀପାବଳି । ବାଣ ଫୁଟାଇବା...
ଓଡ଼ିଶା 365 (ବ୍ୟୁରୋ) : ଆମେ ପ୍ରତିଦିନ ଯେଉଁସବୁ ପାନୀୟକୁ ପିଇଥାଉ ତାହା ଆମ ଶରୀର ଉପରେ ଦିନସାରା ପ୍ରଭାବ ପକାଇଥାଏ l ଏହି ପାନୀୟ ଆପଣଙ୍କ...
ଓଡ଼ିଶା 365 (ବ୍ୟୁରୋ):ଅଧିକାଂଶ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ମାତ୍ର ଏପରି କିଛି ଘରୋଇ...
ଓଡ଼ିଶା 365 (ବ୍ୟୁରୋ) : ତୁଳସୀ ଏକ ଔଷଧୀୟ ବୃକ୍ଷ । ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି । ବିଭିନ୍ନ...
ଓଡ଼ିଶା 365 (ବ୍ୟୁରୋ):ଅଧିକାଂଶ ସମୟରେ ଏପରି ଦେଖାଯାଏ ଅନେକ ଠିଆ ହୋଇ ପାଣି ପିଇଥାଆନ୍ତି। ମାତ୍ର ପାଣି ଓ କ୍ଷୀର ପିଇବା ସମୟରେ କିଛି କଥା ପ୍ରତି...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ବର୍ତ୍ତମାନ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଅଭିନେତା ତାଙ୍କ ବାସଭବନକୁ ଯାଇ...
ଓଡ଼ିଶା 365 (ବ୍ୟୁରୋ) : ଜଣେ ସୁସ୍ଥ ମହିଳା ପ୍ରାୟ ପ୍ରତି ମାସରେ ଋତୁସ୍ରାବ ପାଳନ କରିଥାନ୍ତି । ଏହା ହାରାହାରି ୪୦ ବର୍ଷ ଜୀବନ ଏହପରି...
ଓଡ଼ିଶା 365 (ବ୍ୟୁରୋ) : ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସବୁଠାରୁ ଉତ୍ତମ ହେଉଛି ପଇଡ଼ ପାଣି । ଏହାକୁ ପିଇବା ଦ୍ୱାରା ପେଟ ରୋଗଜନିତ...
ଓଡ଼ିଶା 365 (ବ୍ୟୁରୋ) : ନିୟମିତ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସେହିପରି ଏକ ଲାଭଦାୟକ ଫଳ ହେଉଛି ସପେଟା । ଚାଲନ୍ତୁ...
ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୬ ଥିଲା । ଉତ୍ତର ଦିଲ୍ଲୀର ଲୋକମାନେ ଅପରାହ୍ନ...
ଓଡ଼ିଶା 365 (ବ୍ୟୁରୋ): ଚଳିତ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରିନାହିଁ। ତାଙ୍କ ଦଳ ଏହି ବିଶ୍ୱକପରୁ ବାଦ ପଡିବାକୁ ଯାଉଛି। ଏଭଳି ପରିସ୍ଥିତିରେ...
ଓଡ଼ିଶା 365 (ବ୍ୟୁରୋ): ପୁଣି ପୁଲୱାମାରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଶନିବାର ଜାମ୍ମୁ କାଶ୍ମୀରର ପୁଲୱାମାରେ ଏନକାଉଣ୍ଟର ହୋଇଛି। ସୁରକ୍ଷା...
ଓଡ଼ିଶା 365 (ବ୍ୟୁରୋ): ନଭେମ୍ବର ୧୫ ରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସାନ ଫ୍ରାନ୍ସିସ୍କୋରେ ସାକ୍ଷାତ ହୋଇପାରନ୍ତି। ଆମେରିକୀୟ...
ଓଡ଼ିଶା 365 (ବ୍ୟୁରୋ): ଏକ ବଡ଼ ଚାକିରି ରାକେଟର ପର୍ଦ୍ଦାଫାସ କଲା ସିବିଆଇ । ଏଥିରେ ତିନି ଜଣଙ୍କୁ ଗିରଫ କରିଛି। ଏହି ଲୋକମାନେ ଚାକିରି ଯୋଗାଇବା...
ଓଡ଼ିଶା 365 (ବ୍ୟୁରୋ): ଲ୍ୟାଣ୍ଡ ଫର୍ ଜବ୍ ଘୋଟାଲା ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଲାଲୁ ପ୍ରସାଦ ଏବଂ ତେଜସ୍ୱୀଙ୍କ ସହଯୋଗୀଙ୍କୁ ଗିରଫ କରିଛି। ସୂଚନା ମୁତାବକ,...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ଅନ୍ୟ ଦେଶରୁ ଇସ୍ରାଏଲ...
ଓଡ଼ିଶା 365 (ବ୍ୟୁରୋ): ପାକିସ୍ତାନର ସ୍ଥିତି ବର୍ତ୍ତମାନ କ’ଣ, ତାହା ସାରା ବିଶ୍ୱ ଜାଣିଛି । ଏହି ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ନୱାଜ ସରିଫ...
ଓଡ଼ିଶା 365 (ବ୍ୟୁରୋ): ଚୀନ୍ ପୁଣିଥରେ ନିଜର କ୍ରୁରତାକୁ ପ୍ରକାଶ କରିଛି। ଚୀନ୍ ଶୁକ୍ରବାର ଦିନ କହିଛି ଯେ ଯଦି ତିବ୍ଦତର ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କ...
ଓଡ଼ିଶା 365 (ବ୍ୟୁରୋ): ସାରା ବିଶ୍ୱ ଜନସଂଖ୍ୟା ୮ ବିଲିୟନ ଅତିକ୍ରମ କରିଛି, କିନ୍ତୁ ବିଶ୍ୱର ଜନସଂଖ୍ୟା ଅଭିବୃଦ୍ଧି ମନ୍ଥର ହେବାର ଦୀର୍ଘକାଳୀନ ଧାରା ଜାରି ରହିଛି...
ଓଡ଼ିଶା 365 (ବ୍ୟୁରୋ): ବିଶ୍ୱର ସବୁଠୁ ସୁନ୍ଦର ଦେଶ ଆଇସଲ୍ୟାଣ୍ଡରେ ମାତ୍ର ୧୪ ଘଣ୍ଟା ମଧ୍ୟରେ ୮୦୦ ରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛି । ପୂର୍ବରୁ,...
ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା ପାଇଲା ପ୍ରଥମ ମହିଳା ପୁଲିସ ଡିଜି। ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ରାଜ୍ୟ ପୁଲିସର ପରବର୍ତ୍ତୀ ମୁଖିଆ । କେନ୍ଦ୍ର ସରକାର ବି.ରାଧିକାଙ୍କ ଡେପୁଟେସନ...
ଓଡ଼ିଶା 365 (ବ୍ୟୁରୋ): ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ସମୟରେ କାନାଡାରେ...
ଓଡ଼ିଶା 365 (ବ୍ୟୁରୋ): ଦୀପାବଳି ଅବସରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠୁ ବଡ ଉପହାର ପାଇଛି। ଏହି ଉପହାରଟି କିଛି କୋଟି ଟଙ୍କା ନୁହେଁ ବରଂ...
ଓଡ଼ିଶା 365 (ବ୍ୟୁରୋ): ହମାସକୁ ହଟାଇବା ପାଇଁ ଇସ୍ରାଏଲ ଗତ ୩୫ ଦିନ ଧରି ଏକ ଯୁଦ୍ଧ ଜାରି ରଖିଛି । ଯାହା ଅନୁମାନ କରାଯାଉଛି, ଏହି...
ଓଡ଼ିଶା 365 (ବ୍ୟୁରୋ): ‘ମୋ ଓଡ଼ିଶା ନବୀନ ଓଡ଼ିଶା’ରେ ଶଙ୍ଖ ଚିହ୍ନକୁ ନେଇ ବିଜେଡିକୁ ଘେରିଲା କଂଗ୍ରେସ। ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଏକ ଅଭିନବ କାର୍ଯ୍ୟକ୍ରମ। ଗ୍ରାମୀଣ...
ପାତ୍ରପଡ଼ ମୋ ବସ ଟର୍ମିନାଲରେ ଆନ୍ଦୋଳନ। ପ୍ରତିଦିନ ପିଲାଙ୍କ ଆକ୍ସିଡେଣ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମିତିକି ଗାଈ ଗୋରୁ ମଧ୍ୟ ଆକ୍ସିଡେଣ୍ଟରେ ମରୁଛନ୍ତି । ଏ...
ଓଡ଼ିଶା 365(ବ୍ୟୁରୋ): ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋବ ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା। ଏହା ପୂର୍ବରୁ ବାଲିଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା...
ଓଡ଼ିଶା 365 (ବ୍ୟୁରୋ): ଯାତ୍ରୀବାହୀ ବସ୍ରେ ବାଣ ନେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ପଶ୍ଚିମବଙ୍ଗର ଖଡ଼ଗପୁର ବସ୍ରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ...
ଓଡ଼ିଶା 365 (ବ୍ୟୁରୋ): ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଆସନ୍ତା ୧୫ ତାରିଖ ବେଳକୁ ଲଘୁଚାପ ନେବ ଅବପାତର ରୂପ। ଶନିବାର ଏନେଇ ସୂଚନା ଦେଇଛି ଭାରତୀୟ...
ଓଡ଼ିଶା 365 (ବ୍ୟୁରୋ): ବିଜେଡିର ନିର୍ବାଚନୀ ଚିହ୍ନକୁ ବାତିଲ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଚିହ୍ନ ସରକାରୀ ବିଜ୍ଞାପନରେ ଲଗାଯାଉଛି,...
ଓଡ଼ିଶା 365 (ବ୍ୟୁରୋ): ପୁଣି ଧରା ପଡ଼ିଲେ ନକଲି ଶିକ୍ଷକ। ବଲାଙ୍ଗିରରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ। ବନ୍ଧାହେଲେ ବିଜ୍ଞାନ ଶିକ୍ଷକ । ଗିରଫ ଶିକ୍ଷକ ହେଲେ ଆଗଲପୁର ବ୍ଲକ ଡୁଡୁକା...
ଓଡ଼ିଶା 365 (ବ୍ୟୁରୋ): ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇପାରେ। ସୂଚନାନୁସାରେ, ଉତ୍ତରାଖଣ୍ଡରେ ରଂଜନ ଦେଶାଇଙ୍କ ନେତୃତ୍ୱରେ...
ଓଡ଼ିଶା 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ନିକଟରେ ଥିବା ସେକୁଣ୍ଡରାବାଦରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବେ। ତେଲେଙ୍ଗାନାରେ ବିଧାନସଭା...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ଧନୁଷ । ଦୀର୍ଘଦିନ ଧରି ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକରେ କିଏ ନଜର ଆସିବ ତାକୁ ନେଇ ଅନେକ...
ଓଡ଼ିଶା 365 (ବ୍ୟୁରୋ): କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶୁକ୍ରବାର ଦିନ କହିଛନ୍ତି ଯେ ସେ ସମ୍ବିଧାନ ଅନୁଯାୟୀ କାର୍ୟ୍ୟ କରୁଛନ୍ତି ଏବଂ ରାଜ୍ୟରେ କୌଣସି...
ଓଡ଼ିଶା 365 (ବ୍ୟୁରୋ): ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବରୁ ମାର୍ଗଦର୍ଶିକା ଜାରିକରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ରାଜ୍ୟରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି...
ଓଡ଼ିଶା 365 (ବ୍ୟୁରୋ): ଗତକାଲି ଦିଲ୍ଲୀରେ ପ୍ରବଳ ବର୍ଷା ପରେ ବାୟୁ ପ୍ରଦୂଷଣର ସ୍ତରରେ ହ୍ରାସ ଘଟିଛି। ଗତକାଲି ଦିଲ୍ଲୀ ଏନସିଆରର ସର୍ବୋଚ୍ଚ ଏକ୍ୟୁଆଇ ଆନନ୍ଦ ବିହାରରେ...
ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଘରକୁ ଆସିଛନ୍ତି। କଡା ସୁରକ୍ଷା ମଧ୍ୟରେ ଦିଲ୍ଲୀ ପୋଲିସ...
ଓଡ଼ିଶା 365 (ବ୍ୟୁରୋ): କଟକ ଯୋବ୍ରା ଅଞ୍ଚଳରେ ଥିବା ଇଲେକ୍ଟ୍ରୀ ଯାନ ସୋରୁମରେ୍ ଭୟାବହ ଅଗ୍ନିକାଣ୍ଡ। ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣରୁ ସୋରୁମରେ୍ ନିଆଁଲାଗି ସୋରୁମଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୧୫ ଟି ଇଲେକ୍ଟ୍ରି ଯାନ...
ଓଡ଼ିଶା 365 (ବ୍ୟୁରୋ) : କାଜୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଏଥିରେ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ତେବେ...
ଓଡ଼ିଶା 365 (ବ୍ୟୁରୋ): ଆସିଛି ଆଲୋକର ପର୍ବ ଦୀପାବଳି । ସଜେଇ ହୋଇଛି ଅଯୋଧ୍ୟା । ସାଜସଜ୍ଜା ଏପରି ଢଙ୍ଗରେ କରାଯାଇଛି ଯେ ସତେ ଯେପରି ସ୍ୱର୍ଗ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ୟ୍ୟନ୍ତ ଉଭୟ ପକ୍ଷରୁ ଯୁଦ୍ଧରେ...
ଓଡ଼ିଶା 365 (ବ୍ୟୁରୋ): ଜଳିଗଲା କଲିକତାରୁ ଓଡ଼ିଶା ଆସୁଥିବା ଚଳନ୍ତା ବସ୍। ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବସଟି କଲିକତାରୁ ଓଡ଼ିଶା ଆସୁଥିବାବେଳେ...
ଓଡ଼ିଶା 365 (ବ୍ୟୁରୋ): ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ । ଯାହା ବର୍ତ୍ତମାନ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ...
ଓଡ଼ିଶା 365 (ବ୍ୟୁରୋ): ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏହାକୁ ଉତ୍ସାହର ସହ ପାଳନ କରିବା ପାଇଁ ସବୁଠି ପ୍ରସ୍ତୁତି ଜୋରସୋରରେ ଚାଲିଛି ।...
ଓଡ଼ିଶା 365 (ବ୍ୟୁରୋ): କୋଲକାତାରୁ ପାରାଦୀପ ଆସୁଥିବା ବସ୍ରେ ନିଆଁ ଲାଗି ବସଟି ସଂପୂର୍ଣ୍ଣ ପୋଡିଯାଇଛି । ନିଆଁରେ ପୋଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।...
ଓଡ଼ିଶା 365 (ବ୍ୟୁରୋ): ପ୍ରତିରକ୍ଷା କ୍ଷେତ୍ରରେ ଭାରତ ରଚିବାକୁ ଯାଉଛି ଆଉ ଏକ ଇତିହାସ । ଏଣିକି ଲଢୁଆ ଯାନ ନିର୍ମାଣ କରିବ ଭାରତ-ଆମେରିକା । ପ୍ରତିରକ୍ଷା...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯଦିଓ ଗାଜାରେ ଇସ୍ରାଏଲ ସେନା ପ୍ରତିଦିନ ୪ ଘଣ୍ଟା ଅସ୍ତ୍ରବିରତି ଘୋଷଣା...
ଓଡ଼ିଶା 365 (ବ୍ୟୁରୋ): ଜାରି ରହିଛି ଦିନିକିଆ ବିଶ୍ୱକପ୍ ମହାସମର । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଆଇସିସିରୁ ବାଦ ପଡିଛି ଶ୍ରୀଲଙ୍କା...
ଓଡ଼ିଶା 365 (ବ୍ୟୁରୋ):ବଲିଉଡ ଅଭିନେତା ରଣବୀର ସିଂ । ସବୁବେଳେ ନିଜର ଦମଦାର ଅଭିନୟ ଜାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଥାନ୍ତି । ତାଙ୍କ ଷ୍ଟାଇଲିସ୍ ଲୁକରେ ଅନେକ...
ଓଡ଼ିଶା 365 (ବ୍ୟୁରୋ): ଜୀବନ ନେଲା ପ୍ଲାଷ୍ଟିକ୍ ସର୍ଜରୀ । ବ୍ରାଜିଲିଆନ ମଡେଲ ଲୁଆନା ଆଣ୍ଡ୍ରାଡେଙ୍କ ଜୀବନ ଚାଲିଯାଇଛି । ମାତ୍ର ୨୯ବର୍ଷରେ ଲୁଆନା ଦୁନିଆକୁ ଅଲବିଦା...
ଓଡ଼ିଶା 365 (ବ୍ୟୁରୋ): ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବିମାନରେ ଯାତ୍ରା ସମୟରେ ମାଗଣା ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଟାଟା ଗ୍ରୁପର...
ଓଡ଼ିଶା 365 (ବ୍ୟୁରୋ) : ଶୀତଦିନେ ପନିପରିବା ଏବଂ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦିନେ କଳା ଅଙ୍ଗୁରକୁ ସବୁଠାରୁ ଅଧିକ...
ଓଡ଼ିଶା 365 (ବ୍ୟୁରୋ): ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ବିରୋଧରେ ପୁଣି ଏକ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...
ଓଡ଼ିଶା ୩୬୫(ବ୍ୟୁରୋ): ପଞ୍ଜାବ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ପଞ୍ଜାବ ସରକାରଙ୍କର ଦ୍ୱାରା ଜୁନ୍ରେ...
ଓଡ଼ିଶା 365 (ବ୍ୟୁରୋ) : ଖାଦ୍ୟରେ ସ୍ୱାଦିଷ୍ଟତା ଭରିଥାଏ ଧନିଆ ପତ୍ର । ଆପଣ ଜାଣନ୍ତିକି ଧନିଆ ପତ୍ର ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ସେତିକି ସ୍ୱାସ୍ଥ୍ୟ...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ କାମ ବ୍ୟସ୍ତ ଓ ଚାପଗ୍ରସ୍ତ ପାଇଁ ମାନସିକ ଓ ଶାରୀରିକ ଭାବେ ଡିପରେସନରେ ରହୁଛନ୍ତି । ଏଥିରୁ...
ଓଡ଼ିଶା 365 (ବ୍ୟୁରୋ) : ଖରା ଦିନରେ ଶରୀରକୁ ଅଧିକ ପାଣିର ରହିଥାଏ ଆବଶ୍ୟକତା । ତେବେ ଗରମରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଥଣ୍ଡା...
ଓଡ଼ିଶା 365 (ବ୍ୟୁରୋ): ଦୀପାବଳିରେ ଫ୍ୟାନ୍ସମାନଙ୍କୁ ଉପହାର ଭେଟି ଦେବେ ବଲିଉଡ ଭାଇଜାନ ସଲମାନ ଖାନ୍ ଏବଂ ଟାଇଗର ୩ ଟିମ୍ । ଖୁବଶୀଘ୍ର ଦର୍ଶକମାନଙ୍କ ଅପେକ୍ଷାର...
ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ରୋକ୍। ଆଜି ପୁଣି ଦନ୍ତା ହାତୀର ମୃତଦେହ ଠାବ ହୋଇଛି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ...
ଓଡ଼ିଶା ୩୬୫(ବ୍ୟୁରୋ): ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ମଦ ର୍ଦୁନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ...
ଓଡ଼ିଶା 365 (ବ୍ୟୁରୋ) : କଞ୍ଚା ହେଉ କିମ୍ୱା ପାଚିଲା କଦଳୀ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଅନେକ ଲାଭକାରୀ ଗୁଣ ମଧ୍ୟ ରହିଛି ଏହି...
ଓଡ଼ିଶା 365 (ବ୍ୟୁରୋ): ପାରାଦୀପଗଡ଼ ହାତୀ ଟାଙ୍କି ନିକଟରେ ରାସ୍ତା ମଝିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଟ୍ୟାଙ୍କରଟି ଝାରସୁଗୁଡ଼ା ଯାଉଥିବା ବେଳେ...
ଓଡ଼ିଶା 365 (ବ୍ୟୁରୋ): ପ୍ରାୟତଃ ସମସ୍ତେ ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇଥାଆନ୍ତି। ଯାହା ଦ୍ୱାରା ତୁମର ଶୋଷ ମେଣ୍ଟାଏ। କିନ୍ତୁ ଏହା ଶରୀର ଉପରେ ମଧ୍ୟ ଖରାପ...
ଓଡ଼ିଶା 365(ବ୍ୟୁରୋ): ରାସ୍ତାରେ ଜଳିଗଲା ଚଳନ୍ତା କଣ୍ଟେନର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଘଟିଛି ଏଭଳି ଘଟଣା। ବାଙ୍ଗିରିପୋଷିରୁ ବିଶୋଇ ଆଡ଼କୁ ଯାଉଥିବା ବେଳେ ୪୯ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣି ଘାଟିରେ...
ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀ ପ୍ରଦୂଷଣ ଭିତରେ ଏକ ବଡ଼ ଖବର ଦିଲ୍ଲୀରୁ ଆସୁଛି । ଦିଲ୍ଲୀ ସରକାରର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ...
ଓଡ଼ିଶା 365 (ବ୍ୟୁରୋ) : ଖଟା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଖାସକରି, ହେଲେ ହୁଏତ ଖୁବ୍ କମ୍ ଲୋକ ଏହାର ଉପକାରୀ ଗୁଣ...
ଓଡ଼ିଶା 365 (ବ୍ୟୁରୋ) : ମହାପ୍ରଭୁଙ୍କ ନାଁରେ ଅନଲାଇନରେ ଠକେଇ । ହଁ ଆଜ୍ଞ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା ଓ ଭୋଗ କରାଇବା...
ଓଡ଼ିଶା 365 (ବ୍ୟୁରୋ): ଦୀର୍ଘଦିନ ପରେ ମନ୍ଦିରକୁ ଫେରିଲା ଚୋରିହୋଇଥିବା ମା କୋଟରାକ୍ଷୀଙ୍କ ପ୍ରତିମୂର୍ତ୍ତ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ଗାଁର ଗ୍ରାମ ଦେବତୀ ମା କୋଟରାକ୍ଷୀ...
ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ଆଗକାଳରେ ଲୋକେ ମାଟି ପାତ୍ର ବ୍ୟବହାର କରୁଥିଲେ । ପରେ ମାଟି ପାତ୍ରରେ ରୋଷେଇ କରିବା ଓ ଖାଇବା...
ଓଡ଼ିଶା 365 (ବ୍ୟୁରୋ): ପୁରୀ ଶ୍ରୀମନ୍ଦିରରେ ଠେଲାପେଲା ଯୋଗୁଁ ୧୦ରୁ ଅଧିକ ହବିଷ୍ୟାଳୀ ଆହତ ହୋଇଛନ୍ତି। ମଙ୍ଗଳଆଳତୀ ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଏହି ଠେଲାପେଲା ହୋଇଥିଲା। ଏଥିରେ ବଗଲା...
ଓଡ଼ିଶା 365 (ବ୍ୟୁରୋ): ଗିରଫ ହେଲେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ...
ଓଡ଼ିଶା 365 (ବ୍ୟୁରୋ) : ଆଜି ମାଣ୍ଡିଆ ଦିବସ । ଖାଲି ଓଡ଼ିଶାରେ ନୁହେଁ ବରଂ ଦେଶ, ବିଦେଶରେ ମାଣ୍ଡିଆର ବହୁତ ଚାହିଦା ରହିଛି । ତେବ...
ଓଡ଼ିଶା 365 (ବ୍ୟୁରୋ): ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଏହାର ପ୍ରଭାବରେ ୧୫ରୁ ବର୍ଷା ହେବାର ସମ୍ଭାବନା ରହିଛି । ୧୪ ତାରିଖ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଇସ୍ରାଏଲ୍ ସେନା ବର୍ତ୍ତମାନ ଗାଜାରେ ଗ୍ରାଉଣ୍ଡ ଅପରେସନ୍ କରୁଛି।...
ଓଡ଼ିଶା 365 (ବ୍ୟୁରୋ): ପାକିସ୍ତାନ ସରକାର ଗୁରୁବାର ଦିନ ୮୦ ଜଣ ଭାରତୀୟ ନାଗରିକଙ୍କୁ ଜେଲରୁ ମୁକ୍ତ କରିବାକୁ ଘୋଷଣା କରିଛନ୍ତି। ଖବର ଅନୁଯାୟୀ, ଏହି ସମସ୍ତ...
ଓଡ଼ିଶା 365 (ବ୍ୟୁରୋ): ରୋଷେଇ ଘରେ ଅସରପା ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ। ତେବେ ଏଭଳି କେତେକ ସରଳ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା...
ଓଡ଼ିଶା 365 (ବ୍ୟୁରୋ): ଯଦି ଘର ନିର୍ମାଣ କରିବା ସମୟରେ ସଠିକ୍ ସ୍ଥାନରେ ଷ୍ଟୋର ରୁମ୍ କରିନାହାନ୍ତି, ତେବେ ବାସ୍ତୁଦୋଷ ଉତ୍ପନ୍ନ ହେବା ସହିତ ଅନେକ ସମସ୍ୟା...
ଓଡ଼ିଶା 365 (ବ୍ୟୁରୋ): କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନର ମେୱାରରୁ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଉଦୟପୁରର...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ସାମ୍ ବାହାଦୂର’ । ଯାହାକୁ ଦର୍ଶକମାନେ ବହୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।...
ଓଡ଼ିଶା 365 (ବ୍ୟୁରୋ) : କ୍ରିକେଟ୍ ମହାକୁମ୍ଭ ବିଶ୍ୱକପ୍ ୨୦୨୩ ସେମି ଫାଇନାଲକୁ ଆଉ ମାତ୍ର କେଇଟା ଦିନର ଅପେକ୍ଷା । ପାଖାପାଖି ୯୫ ପ୍ରତିଶତ ଲିଗ୍...
ଓଡ଼ିଶା 365 (ବ୍ୟୁରୋ): ପ୍ରଦୂଷଣ ମାମଲାର ଶୁଣାଣି ପୂର୍ବରୁ ଦିଲ୍ଲୀ ସରକାର ଆଜି ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ଦିଲ୍ଲୀ ସରକାର ଅଡ, ଇଭିନ୍ ଉପରେ...
ଓଡ଼ିଶା 365 (ବ୍ୟୁରୋ): ଭାରତ-ଆମେରିକା ୨ + ୨ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନାରେ ଭାଗ ନେବାକୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର...
ଓଡ଼ିଶା 365 (ବ୍ୟୁରୋ): ମହଙ୍ଗା ପଡ଼ିଲା ଭାରତ ବିରୋଧୀ ନାରା । ଭାରତ ବିରୋଧରେ ନାରା ଦେଉଥିବା ଲସ୍କର-ଏ ତାଇବା ଆତଙ୍କବାଦୀ ଆକ୍ରମ ଖାନ୍କୁ ଗୁଳି କରି...
ଓଡ଼ିଶା 365 (ବ୍ୟୁରୋ) : ବର୍ଷକରେ ଥରେ ଆସିଥାଏ ଆଲୋକର ପର୍ବ ଦୀପାବଳି । ଜୀବନରୁ ଅନ୍ଧାରକୁ ଦୂର କରିବା ପାଇଁ ପ୍ରତ୍ୟେକ ମଣିଷ ଦୀପାବଳିର ଏହି...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ଦୀପିକା ପାଦୁକୋନ । ତାଙ୍କ ଦମଦାର ଅଭିନୟ ଓ ଷ୍ଟାଇଲିସ୍ ନଜରରେ ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି...
ଓଡ଼ିଶା 365 (ବ୍ୟୁରୋ): ସାରା ଦେଶରେ କିଛି ମାସ ହେବ ସିବିଆଇ ବେଶ୍ ଆକ୍ଟିଭ୍ ମୁଡରେ ରହିଛି । ବିରୋଧୀ ନେତାଙ୍କ ଉପରେ ଲଗାତର ସିବିଆଇ ଆକ୍ରମଣ...
ଓଡ଼ିଶା 365 (ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଏବେ ସମସ୍ତେ ଚିନ୍ତାରେ । କେବଳ ଲୋକେ ନୁହେଁ ସରକାର ମଧ୍ୟ ଏହାକୁ ନେଇ ଟେନସନରେ ।...
ଓଡ଼ିଶା 365 (ବ୍ୟୁରୋ): ଦିନ ଯେତିକି ଗଡ଼ୁଛି ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କ ଅଡୁଆ ସେତେ ବଢିବାରେ ଲାଗିଛି । ମହୁଆଙ୍କୁ ନେଇ ଜାତୀୟ ରାଜନୀତି ଏବେ...
Copyright © Odisha-365, 2024 - All Rights Reserved.