param

param

ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ, ୫୦ ଲକ୍ଷ ନ ଦେଲେ ମର୍ଡର ହେବ

ନ୍ୟୁଜ 365 (ବ୍ୟୁରୋ): ୫୦ ଲକ୍ଷ ଟଙ୍କା ଦିଅ ନହେଲେ ବିଚାରପତିଙ୍କୁ ହତ୍ୟା କରିବୁ । କର୍ଣ୍ଣାଟକ ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ  ଏଭଳି ହତ୍ୟା ମିଳିଛି ଧମକ। ହାଇକୋର୍ଟର ଜଣେ ପିଆରଓଙ୍କୁ...

ଆଇଟିଆଇ ପଢିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଛାତ୍ରଛାତ୍ରୀ : ପ୍ରଥମ ପର୍ଯ୍ୟାୟରେ ଖାଲି ପଡ଼ିଲା ୮୦.୬୮ % ସିଟ୍

ରାଜ୍ୟରେ ସରକାର ଦକ୍ଷତା ବିକାଶ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦେଉଥିବା କଥା ଦାବି କରୁଛନ୍ତି । ହେଲେ ଦିନକୁ ଦିନ ଆଇଟିଆଇରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ।  ଆଇଟିଆଇ ପଢିବାକୁ ଅନିଚ୍ଛା...

 ଶ୍ରୀମନ୍ଦିରର ୪ ଦ୍ୱାର ପଛରେ ରହିଛି ବଡ଼ ମାହାତ୍ମ୍ୟ, ଜାଣନ୍ତୁ ସେସବୁ କଣ କଣ..

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କ ଶ୍ରୀମନ୍ଦିରକୁ ନେଇ ଆଜି ବି ରହିଛି ଅନେକ ରହସ୍ୟ । ଶ୍ରୀଜଗନ୍ନାଥ ସଂସ୍କୃତି, ଏହାର ଇତିହାସ, ବିଭିନ୍ନ ପୁରାଣ ହେଉକି...

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟେକାମାଡ, ୫ ସୁରକ୍ଷାକର୍ମୀ ଆହତ

ନ୍ୟୁଜ 365 (ବ୍ୟୁରୋ): ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗ୍‌ମାଙ୍କ ତୁରାସ୍ଥିତ କାର୍ଯ୍ୟାଳୟ ଉପରକୁ ସୋମବାର ସନ୍ଧ୍ୟାରେ ବିକ୍ଷୋଭକାରୀ ଟେକାମାଡ଼ କରିଛନ୍ତି।  ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କ  ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।...

ଆଜିଠୁ ରାଜ୍ୟରେ ପ୍ରବଳ ଛେଚିବ: ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସୃଷ୍ଟ ସକ୍ରୀୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜିଠୁ ସାରା ରାଜ୍ୟରେ ପ୍ରବଳ ଛେଚିବ ବର୍ଷା। ଗତକାଲିର ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର...

ପଶ୍ଚିମବଙ୍ଗ ରାମନବମୀ ହିଂସାକାଣ୍ଡର ତଦନ୍ତ କରିବ ଏନଆଇଏ

ନ୍ୟୁଜ 365 (ବ୍ୟୁରୋ): ପଶ୍ଚିମବଙ୍ଗ ରାମନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) । ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଘଟଣାର କରିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ...

 ୩ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ, ସଂଧ୍ୟା ୬ଟା ୧୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ

ନ୍ୟୁଜ୍365(ବ୍ୟୁରୋ): ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏକ ସ୍ବତନ୍ତ୍ର ବିମାନ ଯୋଗେ ସଂଧ୍ୟା ପ୍ରାୟ...

ଆଜି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ନ୍ୟୁଜ 365 (ବ୍ୟୁରୋ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।  ୩ଟା ୫୦ମିନିଟ୍‌ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବାହାରି ...

ମଣିପୁର ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ବିରୋଧୀଙ୍କୁ ଅନୁରୋଧ କଲେ ଗୃହମନ୍ତ୍ରୀ

ନ୍ୟୁଜ 365 (ବ୍ୟୁରୋ): ମଣିପୁର ପ୍ରସଙ୍ଗକୁ ନେଇ ସୋମବାର ବି ସଂସଦରେ ଖୁବଜୋରରେ ହଙ୍ଗାମା ହୋଇଛି ।  ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୟାନ ଦେଇଛନ୍ତି। ଅମିତ...

ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ମୁଣ୍ଡିଆ ମାରି ଅଭିନବ ପ୍ରତିବାଦ କଲେ ଚାକିରି ଆଶାୟୀ

ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ମୁଣ୍ଡିଆ ମାରି ଅଭିନବ ପ୍ରତିବାଦ କଲେ ଚାକିରି ଆଶାୟୀ । ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ...

୨୫ ରୁ ୨୭ ଯାଏ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ  ୟେଲୋ ଓ୍ୱାର୍ଣ୍ଣିଂ

ନ୍ୟୁଜ 365 (ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର...

କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୫ ମୃତ

ନ୍ୟୁଜ 365 (ବ୍ୟୁରୋ): ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଭାରସାମ୍ୟ ହରାଇ ଏକ କାର୍‌‌ କେନାଲକୁ ଖସି ପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ...

ମାର୍କେଟ ବିଲ୍ଡିଂ ବିବାଦ ପ୍ରସଙ୍ଗ: ଆଜି ସନ୍ଧ୍ୟା ଯାଏ ମହଲତ ଦେଇଛି ସ୍ଥାୟୀ ଦୋକାନୀ ସଂଘ

ଗତ ୧୭ ତାରିଖରୁ ବନ୍ଦ ପଡ଼ିଛି ମାର୍କେଟ ବିଲ୍ଡିଂ । ସବୁବେଳେ ଗହଳି ଚହଳି ଲାଗୁଥିବା ଭୁବନେଶ୍ବରର ଏହି ମାର୍କେଟ ଏବେ ଖାଁ ଖାଁ ଲାଗୁଛି। ତେବେ...

 ଜମ୍ମୁ-କଶ୍ମୀରରେ ୫୦ ଦିନରେ ୨୧ କୁଖ୍ୟାତ ଆତଙ୍କବାଦୀ ନିପାତ

ନ୍ୟୁଜ 365 (ବ୍ୟୁରୋ): ଜମ୍ମୁ-କଶ୍ମୀରରେ ଜୋରଦାର ଚାଲିଛି ଆତଙ୍କବାଦୀ ସଫେଇ ଅପରେସନ । ବିଭିନ୍ନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଭାରତୀୟ ସେନା ଗୁଳିରେ ମାଟିରେ ମିଶୁଛନ୍ତି ଗୋଟିଏ...

ବାତିଲ ହେଲା ଜେଇ ସିଭିଲ ପରୀକ୍ଷା : ଚିନ୍ତାରେ ଚାକିରି ଆଶାୟୀ

ନ୍ୟୁଜ 365 (ବ୍ୟୁରୋ): ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ବାତିଲ ହେଲା ଜେଇ ସିଭିଲ ପରୀକ୍ଷା । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ ହୋଇଥିବା ପରୀକ୍ଷା ସିଭିଲ୍...

ସହିଦ ଗୋପିନାଥଙ୍କୁ ଝୁରୁଛି ଗାଁ ମାଟି

ନ୍ୟୁଜ 365 (ବ୍ୟୁରୋ): ମାଟି ଆଜି ବୀରତ୍ବର ଗାଥା ଗାଉଛି,ବୀରର ପରାକ୍ରମ,ତ୍ୟାଗ ବଳିଦାନକୁ ମନେପକାଉଛି। ପିଢି ପରେ ପିଢିଙ୍କୁ ଏଦେଶ,ଜାତିର ସେବା ପାଇଁ ପ୍ରେରଣା ଯୋଗାଉଛି। ସେମାନଙ୍କ ବୀରତ୍ବ,ବଳିଦାନ...

 ୩ ଖଲିସ୍ତାନୀ ନେତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ନ୍ୟୁଜ 365 (ବ୍ୟୁରୋ) କୁଖ୍ୟାତ ଗ୍ୟାଙ୍ଗଷ୍ଟରରୁ ଖଲିସ୍ତାନୀ ନେତା ବନିଥିବା ୩ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚାର୍ଜସିଟ୍ ଦାଖଲ କରିଛି। ସେମାନେ ହେଲେ ହରୱିନ୍ଦର ସିଂହ ସାନ୍ଧୁ...

କାଲି ଓଡ଼ିଶା ଆସୁଛନ୍ତି ମହାମହିମ, ମୁତୟନ ହେବେ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ

ନ୍ୟୁଜ 365 (ବ୍ୟୁରୋ): ମଙ୍ଗଳବାର ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ସକାଳେ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ...

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ହୀରାକୁଦ ଜଳଭଣ୍ଡାରରୁ ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ୫ଟି ଗେଟ୍ ଖୋଲାଯାଇଥିଲା। ମୁଖ୍ୟଯନ୍ତ୍ରୀ...

ଓଡ଼ିଶା ହାଇକୋର୍ଟକୁ ପୁରୁଛି ୭୫ ବର୍ଷ, ଆଜି ପ୍ରକାଶ ପାଇବ ୭୫ ରାୟ

ନ୍ୟୁଜ 365 (ବ୍ୟୁରୋ): ଆସନ୍ତା ୨୬ ତାରିଖରେ ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ପୂରିବାକୁ ଯାଉଛି ୭୫ ବର୍ଷ । ଏହି ଅବସରରେ ଆଜି ହାଇକୋର୍ଟରେ ଗୋଟିଏ ବେଞ୍ଚରେ ୭୫ଟି ରାୟ ପ୍ରକାଶ...

 ‘ଏଆଇ’କୁ ନେଇ ସିଜେଆଇଙ୍କ ସତର୍କବାଣୀ: ବ୍ୟବହାର ବେଳେ ସତର୍କ ରୁହ

ନ୍ୟୁଜ 365 (ବ୍ୟୁରୋ): କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କୁ ନେଇ ସତର୍କବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ସେ କହିଛନ୍ତି, କୌଣସି ପ୍ରଯୁକ୍ତି ନିରପେକ୍ଷ...

ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର 

ନ୍ୟୁଜ 365 (ବ୍ୟୁରୋ): ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ। ଦୀର୍ଘ ଦିନର ଦାବି ପରେ ଖୋଲିଛି କୋଭିଡ କରୋନା ମହାମାରୀ ସମୟରୁ ବନ୍ଦ ଥିବା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ।...

ମୁମ୍ବାଇ ପୁଲିସକୁ ମିଳିଲା ଧମକପୂର୍ଣ୍ଣ କଲ୍‌, ଆଲର୍ଟ ମୋଡରେ ପୁଲିସ

ନ୍ୟୁଜ 365 (ବ୍ୟୁରୋ): ମୁମ୍ବାଇ ପୁଲିସକୁ ଏକ ଅଜଣା ନମ୍ବରରୁ  ଧମକପୂର୍ଣ୍ଣ  କଲ୍‌ ଆସିଛି।  ଦୁଇଜଣ ପାକିସ୍ତାନୀ ନାଗରିକ ଟ୍ୟାଙ୍କର ଭର୍ତ୍ତି ଆରଡିଏକ୍ସ ନେଇ ମୁମ୍ବାଇରୁ ଗୋଆ...

ଭାରତରେ ୯ ହଜାର କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ଚାଇନା ଫୋନ କମ୍ପାନି

ନ୍ୟୁଜ 365 (ବ୍ୟୁରୋ): ଭାରତ ସରକାରଙ୍କ ୯ ହଜାର କୋଟି ଟଙ୍କାର ଟିକସ ଫାଙ୍କିଛି ଚୀନ । ଚାଇନା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀଗୁଡିକ କଷ୍ଟମ ଡ୍ୟୁଟି...

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ନେଇ ଜୋର ଧରିଲା ଦାବି । ଆରମ୍ଭ ହୋଇଯାଇଛି ଦସ୍ତଖତ ଅଭିଯାନ । ସେପଟେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ନେଇ ଦାବି...

କାହିଁକି କୁହାଯାଏ ମହାପ୍ରସାଦ 

ସାଢେଚାକୋଟି ଓଡିଆଙ୍କ ଠାକୁରସେ, ଓଡିଆ ଜାତିର ମଉଡମଣୀ। ବଡନାଟୁଆ, ଭକ୍ତ ବିକଳିଆ କାଳି ପାଖରେ ଲାଗିଥିାଏ ସାଠିଏ ପଉଟି ଛପନ ଭୋଗ । ପ୍ରସାଦ ଭିତରେ ସର୍ବସ୍ରେଷ୍ଠ...

ପେଟ୍ରୋଲ ପମ୍ପରେ ନଜର ପକାନ୍ତୁ ଏହି ଜିନିଷ ଉପରେ, ନ ହେଲେ ହୋଇପାରନ୍ତି ଠକାମିର ଶିକାର

ଗାଡିରେ ପେଟ୍ରୋଲ ଭରିବାବେଳେ ସମସ୍ତେ ପ୍ରାଇସ୍ ମିଟରକୁ ଦେଖନ୍ତି । ହେଲେ ଯେଉଁ ଜିନିଷ ଉପରେ ନଜର ଦେବା କଥା ଦିଅନ୍ତି ନାହିଁ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ...

୭୦ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନ୍ୟୁଜ 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ୭୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସରକାରୀ...

ନବୀନଙ୍କ ନାଁରେ ଯୋଡ଼ିହେଲା ନୂଆ ରେକର୍ଡ, ହେଲେ ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ

ନ୍ୟୁଜ 365 (ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଯୋଡ଼ିହେଲା ଆଉ ଏକ ନୂଆ ରେକର୍ଡ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରାଜନୈତିକ ରେକର୍ଡ ଭାଙ୍ଗିଲେ...

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନାରାୟଣ ଜେନା ବହିଷ୍କୃତ

ନ୍ୟୁଜ 365 (ବ୍ୟୁରୋ): ଦଳକୁ ଶୃଙ୍ଖଳିତ କରିବାକୁ ଆକ୍ସନ ମୋଡକୁ ଆସିଛି ରାଜ୍ୟ କଂଗ୍ରେସ। ଜଣେ ପରେ ଜଣେ ବିଶୃଙ୍ଖଳିତ ନେତାଙ୍କୁ ବହିଷ୍କାର କରିବାରେ ଲାଗିଛି ଦଳ। ଏହି...

ଏଣିକି ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ସିବିଏସ୍ଇ ପାଠ୍ୟକ୍ରମ

ନ୍ୟୁଜ 365 (ବ୍ୟୁରୋ): ଏଣିକି ମାତୃଭାଷାରେ ପାଠ ପଢ଼ାଯିବ ସିବିଏସ୍ଇ ସ୍କୁଲରେ।  ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ...

ଖୋଲିବ ହୀରାକୁଦ ଡ୍ୟାମର ୫ଟି ଗେଟ୍ : ତଳମୁଣ୍ଡରେ ବନ୍ୟା ଆଶଙ୍କା

ଖୋଲିବ ହୀରାକୁଦ ଡ୍ୟାମର ୫ଟି ଗେଟ୍  । ପ୍ରଥମ ପଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ କରିବ ହିରାକୁଦ୍ ଡ୍ୟାମ୍ । ପ୍ରତ୍ୟେକ...

ବିକ୍ରି ପାଇଁ ଘରେ ଲୁଚେଇ ରଖିଥିଲେ ୩ଟି କଲରାପତରିଆ ଓ ୩ଟି ହରିଣ ଛାଲ, ଚଢାଉ କରି ଜବତ କଲା ଏସଟିଏଫ୍  

ନ୍ୟୁଜ 365 (ବ୍ୟୁରୋ): ବିକ୍ରି ପାଇଁ ଘରେ ଲୁଚେଇ ରଖିଥିଲେ  କଲରାପତରିଆ ବାଘ ଓ ହରିଣ ଛାଲ।  ଏସଟିଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରାଯାଇଛି...

ଏଟିଏସ ଖୋଲିବ ସୀମା ହାଇଦରର ଗୁମର

ନ୍ୟୁଜ 365 (ବ୍ୟୁରୋ): ପାକ୍ ସୀମା ଡେଇଁ ଭାରତକୁ ଆସିଥିବା ସୀମାଙ୍କୁ ନେଇ ଉଠୁଛି ପଡୁଛି ଦେଶ। ଚାରିଆଡେ ସୀମାଙ୍କୁ ନେଇ ଜାରି ରହିଛି ଚର୍ଚ୍ଚା । ଭଲପାଇବା,...

ରେଳ ବିଭାଗର ଏ ଦୁର୍ଦ୍ଦଶା କାହିଁକି ? ପୁଣି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଇଞ୍ଜିନ୍

ନ୍ୟୁଜ 365 (ବ୍ୟୁରୋ): ଗତ ଦେଢ ମାସ ଧରି ରେଳ  ରେଳ ବିଭାଗ ଦୁର୍ଦ୍ଦିନ ଦେଇ ଗତିକରୁଛି। କେତେବେଳେ ଟ୍ରେନ ମେନ ଲାଇନ ଛାଡ଼ି ଲୁପ ଲାଇନରେ ପଳାଇଯାଉଛି...

ଆଜି ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ; ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗରେ ହେବ ଆଲୋଚନା 

ନ୍ୟୁଜ 365 (ବ୍ୟୁରୋ): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ପିସିସି ସଭାପତିଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ।...

ପ୍ରଧାନମନ୍ତ୍ରୀଙ୍କୁ ସୀମା ହାଇଦରର ଅନୁରୋଧ: ମୋତେ ପାକିସ୍ତାନ ଫେରା ନଯାଉ

ନ୍ୟୁଜ 365 (ବ୍ୟୁରୋ): ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ତାଙ୍କୁ ପାକିସ୍ତାନ ନ ଫେରାଯାଉ । ତାଙ୍କୁ ପାକିସ୍ତାନ ଫେରାଇ ଦିଆଗଲେ ତାଙ୍କ...

ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଉପରେ ଲକ୍ଷ୍ୟ, ଆସନ୍ତା ମାସରେ ମିଶନ ଆରମ୍ଭ କରିବ ଇସ୍ରୋ

ନ୍ୟୁଜ 365 (ବ୍ୟୁରୋ): ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଉପରେ ଲକ୍ଷ ରଖିଛି ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର । ଚନ୍ଦ୍ରଯାନ -3 ପରେ ଆରମ୍ଭ ହେବାକୁ...

ବାବା ଅମରନାଥଙ୍କ ଭକ୍ତ ସାରା ଅଲ୍ଲୀ ଖାନ,  ଦର୍ଶନ ବେଳର ଭିଡିଓ ହେଲା ଭାଇରାଲ

 ନ୍ୟୁଜ 365 (ବ୍ୟୁରୋ): ମୁସଲମାନ ସମ୍ପ୍ରଦାୟ ହୋଇ ମଧ୍ୟ ହିନ୍ଦୁ ଧର୍ମକୁ ଭଲ ପାଆନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ l ଏବେ ଶ୍ରାବଣ ମାସ ଚାଲିଥିବା ବେଳେ...

ବନକଲାଗି ନୀତି ବିଭ୍ରାଟ ପାଇଁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

 ନ୍ୟୁଜ 365 (ବ୍ୟୁରୋ): ବନକଲାଗି ନୀତି ବିଭ୍ରାଟ ପାଇଁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଚାରିଦିନ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର...

କାହିଁକି ଖୋଲାଯାଉନି ଶ୍ରୀମନ୍ଦିର ଚାରିଦ୍ବାର, ସବୁ ମହଲରେ ବଢୁଛି ଅସନ୍ତୋଷ

 ନ୍ୟୁଜ 365 (ବ୍ୟୁରୋ): ଦିନକୁ ଦିନ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ବଢୁଛି ଅସନ୍ତୋଷ। କାହିଁକି ଖୋଲାଯାଉନି ଶ୍ରୀମନ୍ଦିର ଚାରିଦ୍ବାର ସବୁ ମହଲରେ ଉଠୁଛି ଦାବି। ଏ...

ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି, ୧୦ ପ୍ରସ୍ତାବ ଉପରେ ବାଜିପାରେ ମୋହର 

 ନ୍ୟୁଜ 365 (ବ୍ୟୁରୋ): ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ।  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢେ ୬ଟାରେ ଲୋକସେବା ଭବନରେ ବସିବ ବୈଠକ। ତେବେ ବୈଠକରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । କୃଷି,...

ଆଜି ବିଜୟ ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ, ମନେପକାଇ ଝୁରିହେଉଛନ୍ତି ସିନେପ୍ରେମୀ

ନ୍ୟୁଜ 365 (ବ୍ୟୁରୋ): ଓଡ଼ିଶାର ଘରେ ଘରେ ପରିଚିତ ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତକୁ ପୁରିଛି ୨ ବର୍ଷ । ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ । ଏଯାଏଁ...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ

ନ୍ୟୁଜ 365 (ବ୍ୟୁରୋ): ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ। ସୁଲତା ଦେଓଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ଭାବେ ନିଯୁକ୍ତି...

୫-ଟି ସଚିବଙ୍କୁ ଘାରିଛି ଅଣ୍ଡା ଭୟ, ଗସ୍ତ ପୂର୍ବରୁ ରଣପୁରରେ ୨ ଦିନ ଅଣ୍ଡା ଦୋକାନ ବନ୍ଦ 

ନ୍ୟୁଜ 365 (ବ୍ୟୁରୋ): ୫-ଟି ସଚିବଙ୍କୁ ଘାରିଛି ଅଣ୍ଡା ଭୟ । ଗସ୍ତ ପୂର୍ବରୁ ରଣପୁରରେ ୨ ଦିନ ଅଣ୍ଡା ଦୋକାନ ବନ୍ଦ । ୫-ଟି ସଚିବଙ୍କୁ କାଳେ ବିଜେପି ଓ କଂଗ୍ରେସ କର୍ମୀ...

ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି

ନ୍ୟୁଜ 365 (ବ୍ୟୁରୋ):  ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି ।  ଏହି ଅବସରରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ...

ହାପି ବାର୍ଥଡେ ନସିରୁଦ୍ଦିନ

 ନ୍ୟୁଜ 365 (ବ୍ୟୁରୋ): ନିଜର ଚମତ୍କାର ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଆଜି 73ତମ ଜନ୍ମଦିନ । ନାସିରୁଦ୍ଦିନ 1950...

ଭଣ୍ଡାରିପୋଖରୀରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୨୫ ଆହତ

ନ୍ୟୁଜ 365 (ବ୍ୟୁରୋ): ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବା ତୀର୍ଥଯାତ୍ରୀ ବସ୍‌ ଭଣ୍ଡାରିପୋଖରୀ ନିକଟରେ ଓଲଟିପଡ଼ିଛି । ବସ୍‌ଟି ରାସ୍ତା କରକୁ ଓଲଟି ପଡ଼ିବାରୁ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରି...

ଖାଦ୍ୟରେ ବ୍ୟବହାର କରନ୍ତୁ ଏହି ତେଲ , ସୁସ୍ଥ ରହିବ ଆପଣଙ୍କ ହାର୍ଟ 

ନ୍ୟୁଜ 365 ବ୍ୟୁରୋ: ସୁସ୍ଥ ଜୀବନ ସମସ୍ତଙ୍କ ପସନ୍ଦ । ଛୋଟପିଲା ଠାରୁ  ବୟସ୍କଙ୍କ ପର୍ଯ୍ୟନ୍ତ  ସମସ୍ତେ ଚାହାଁନ୍ତି ସୁସ୍ଥ ରହିବା ପାଇଁ । ଏଥିପାଇଁ ସଠିକ ଖାଦ୍ୟପେୟର...

ମୋଟାପଣରୁ ମୁକ୍ତି ଦେବ କାକୁଡି 

 ନ୍ୟୁଜ 365 ବ୍ୟୁରୋ: ସମୟ ଅଭାବ ପାଇଁ ସମସ୍ତେ ବେସ୍ତ । ମାତ୍ର ଶରୀରକୁ ଉପଯୁକ୍ତ ସମୟ ନଦେବା କାରଣରୁ ମୋଟା ପଣ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ...

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୨୪ ଯାଏ ପ୍ରବଳ ବର୍ଷିବ

ନ୍ୟୁଜ 365 (ବ୍ୟୁରୋ): ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ପ୍ରବଳ ବର୍ଷା । କେତେକ ସ୍ଥାନରେ ୨୦୦ ମିଲିମିଟରରୁ...

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୩୧ ବିଲ୍‌

ନ୍ୟୁଜ 365 (ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ମୌସୁମୀ ଅଧିବେଶନ ପୂର୍ବରୁ ଆଜି କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ‌ପ୍ରତିରକ୍ଷା ମନ୍ତ୍ରୀ...

ଦ୍ୱିତୀୟ ପର୍ଯ୍ୟାୟ +୨  ମେଧା ତାଲିକା ପ୍ରକାଶ:  ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ

ଦ୍ୱିତୀୟ ପର୍ଯ୍ୟାୟ +୨  ମେଧା ତାଲିକା ପ୍ରକାଶ। ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ । କଳାରେ ୪୯ ହଜାର ୭୦ ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୩ ହଜାର...

ଚିକିତ୍ସା ଜଗତରେ ନୂଆ ବିପ୍ଲବ: ଅଣିକି ରୋବଟ କରିବ ମଣିଷ ଚିକିତ୍ସା

ନ୍ୟୁଜ 365 (ବ୍ୟୁରୋ): ଚିକିତ୍ସା ଜଗତରେ ନୂଆ ବିପ୍ଲବ ଦେଖିବାକୁ ମିଳିଛି। ବ୍ରିଟେନ ଏବଂ ଜାପାନର ବୈଜ୍ଞାନିକମାନେ ନାନୋ ରୋବଟ ପ୍ରସ୍ତୁତ କରୁଛନ୍ତି। ଏହି ରୋବଟଗୁଡିକ ମଣିଷ...

ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଏହିସବୁ ମୂଲ୍ୟବାନ ସାମଗ୍ରୀ;  ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ.. 

ନ୍ୟୁଜ 365(ବ୍ୟୁରୋ): ସଂସ୍କୃତି ଓ ଐତିହ୍ୟ ହେଉଛି ଗୋଟେ ଜାତି ଓ ସେ ଅଞ୍ଚଳର ପରିଚୟ। ଏହି କ୍ରମରେ ଓଡ଼ିଶାର ଭୁବନେଶ୍ବର ସ୍ଥିତ ଉଦୟଗିରି ଓ ଖଣ୍ଡଗିରି...

ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ୍‌ଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧା ଏଣ୍ଟ୍ରି !

ନ୍ୟୁଜ 365 (ବ୍ୟୁରୋ) : ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଆରୋପ ଲଗାଇଥିବା କୁସ୍ତିଯୋଦ୍ଧା...

ହନି ଟ୍ରାପ୍ ମାମଲା: ଶ୍ରଦ୍ଧାଞ୍ଜଳି ବେହେରା ହାଇକୋର୍ଟରୁ ନିରାଶ

ହନି ଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ହାଇକୋର୍ଟରୁ ନିରାଶ ହେବାକୁ ପଡ଼ିଛି । ସିବିଆଇ କୋର୍ଟରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ...

ଭଡ଼ାରେ ଲାଗିବ ‘ହକି’ ବିଶ୍ବକପ୍‌ ଗ୍ରାମ !

ନ୍ୟୁଜ 365 (ବ୍ୟୁରୋ) : ପୁରୁଷ ହକି ବିଶ୍ବକପ ପୂର୍ବରୁ ଖେଳାଳି, ପ୍ରଶିକ୍ଷକ, ସପୋର୍ଟ୍ ଷ୍ଟାଫ୍‌ଙ୍କ ରହଣି ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ...

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ହାତ ଖୋଲାକଲେ ମୁଖ୍ୟମନ୍ତ୍ରୀ; ମିଳିବ ୫୬ କୋଟି ଟଙ୍କାର ବୋନସ୍‌ ଓ ପ୍ରୋତ୍ସାହନ

ନ୍ୟୁଜ 365 (ବ୍ୟୁରୋ): ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ  ହାତ ଖୋଲାକଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଘୋଷଣା କରିଛନ୍ତି  ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା । ଏହା...

ଜେଲ ଫେରନ୍ତାକୁ ଜିଲ୍ଲା ଉପ-ସଭାପତି କଲା ବିଜେଡି, ତେଜିଲା ଦଳୀୟ ଅସନ୍ତୋଷ

ନ୍ୟୁଜ 365 (ବ୍ୟୁରୋ): ଜେଲ ଫେରନ୍ତାକୁ ଜିଲ୍ଲା ଉପ-ସଭାପତି କଲା ବିଜେଡି। ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ...

ଚମୋଲିରେ ଟ୍ରାନ୍ସଫର୍ମର ବିସ୍ଫୋରଣ: ୧୫ ମୃତ, ଏକାଧିକ ଆହତ

ନ୍ୟୁଜ 365 (ବ୍ୟୁରୋ): ଉତ୍ତରାଖଣ୍ଡର ଚମୋଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଚାମୋଲି ବଜାର ନିକଟରେ ନମାମି ଗଙ୍ଗେ ପ୍ରକଳ୍ପ ସାଇଟ୍‌ରେ ହଠାତ୍‌ ବିଦ୍ୟୁତ ଟ୍ରାନ୍ସଫରମର ବିସ୍ଫୋରଣ...

ନୀଳଗିରିରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା: ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ

ନ୍ୟୁଜ 365 (ବ୍ୟୁରୋ): ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କଲା ଖଡ଼ଗପୁର ରେଳ ଡିଭିଜନ। କାର୍ଯ୍ୟରେ ଅବହେଳା ପାଇଁ...

ତାଜମହଲ ଛୁଇଁଲା ବନ୍ୟାପାଣି 

ନ୍ୟୁଜ 365 (ବ୍ୟୁରୋ): ଯମୁନା ନଦୀରେ ଜଳସ୍ତର ବୃଦ୍ଧି ହୋଇ ଦିଲ୍ଲୀ ସହର ଜଳମଗ୍ନ ହୋଇଥିବାବେଳେ ଏବେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ବନ୍ୟା ପାଣି ମାଡିଛି। ବନ୍ୟା ପାଣି...

ବିରୋଧୀ ମେଣ୍ଟର ‘ଇଣ୍ଡିଆ’ ନାମକୁ ନେଇ ତେଜୁଛି ରାଜନୀତି 

ନ୍ୟୁଜ 365 (ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ଗୋଟିଏ ମେଣ୍ଟରେ ଲଢ଼ିବେ। ଏହି ବିରୋଧୀ ମେଣ୍ଟର ନାଁ ରଖାଯାଇଛି ‘ଇଣ୍ଡିଆ’- ‘ଇଣ୍ଡିଆନ ନେସ୍‌ନାଲ ଡେଭ‌ଲପମେଣ୍ଟାଲ...

ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା !

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ  ଆଉ ଏକ ଘୂର୍ଣ୍ଣିବଳୟ ।  ଏହାର ପ୍କାରଭାବରେ କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ...

Page 47 of 54 1 46 47 48 54

Latest News