param

param

ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି,ଅଂଶୁଘାତରେ 41 ଜଣଙ୍କ ମୃତ୍ୟୁ

ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି,ଅଂଶୁଘାତରେ 41 ଜଣଙ୍କ ମୃତ୍ୟୁ

ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ଅଂଶୁଘାତରେ 41 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼...

ଆଜି  ବିଶ୍ବ ତମାଖୁ ବର୍ଜନ ଦିବସ

ଆଜି  ବିଶ୍ବ ତମାଖୁ ବର୍ଜନ ଦିବସ

ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ଅନେକ...

ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସତରେ ଚିନ୍ତିତ ତାହେଲେ ମୋତେ ଫୋନ୍ କରିପାରିଥାନ୍ତେ -ନବୀନ ପଟ୍ଟନାୟକ

ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସତରେ ଚିନ୍ତିତ ତାହେଲେ ମୋତେ ଫୋନ୍ କରିପାରିଥାନ୍ତେ -ନବୀନ ପଟ୍ଟନାୟକ

ବିଜେପିର କିଛି ନେତା ୧୦ ବର୍ଷ ହେବ ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ...

ମିଳିଲା ଆଶ୍ୱସ୍ତି। କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ମିଳିଲା ଆଶ୍ୱସ୍ତି। କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ମିଳିଲା ଆଶ୍ୱସ୍ତି। କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନକୁ...

ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣା, ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣା, ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ସମ ହସ୍ପିଟାଲ ଯାଇ ସେଠାରେ ଚିକିସିତ ହେଉଥିବା ଆହତଙ୍କୁ ଭେଟିବା ସହ...

ପ୍ରେସମିଟ କରି ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ, ବିଜେପି ନିଜର ଜ୍ୟୋତିଷ ପରିବର୍ତନ କରୁ

ପ୍ରେସମିଟ କରି ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ, ବିଜେପି ନିଜର ଜ୍ୟୋତିଷ ପରିବର୍ତନ କରୁ

ପ୍ରଧାମନ୍ତ୍ରୀ ମୋଦି ବୁଧବାର ଓଡ଼ିଶା ଆସି ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଯାହାର କାଉଣ୍ଟର କରିଛନ୍ତି  ବିଜେଡ଼ି ନେତା କାର୍ତିକ ପାଣ୍ଡିଆନ...

କେଜ୍ରିୱାଲଙ୍କ ଜାମିନ ମିଆଦ ବୃଦ୍ଧି ଆବେଦନ: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ

କେଜ୍ରିୱାଲଙ୍କ ଜାମିନ ମିଆଦ ବୃଦ୍ଧି ଆବେଦନ: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ

ନିର୍ବାଚନ ପ୍ରଚାର ପାଇଁ ଜାମିନରେ ଜେଲ୍‌ରୁ ବାହାରକୁ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଜାମିନ ମିଆଦକୁ ଆଉ ସପ୍ତାହେ ବୃଦ୍ଧି...

ବିଜେଡି ପାଇଁ କାମ କରୁଥିବାରୁ ଡିଏସ କୁଟ୍ଟେ ନିଲମ୍ବିତ ଓ ଆଶିଷ ସିଂଙ୍କ ଛୁଟି ଉପରେ ତଦନ୍ତ ନିର୍ଦ୍ଦେଶ: ପୀତାମ୍ବର ଆଚାର୍ଯ୍ୟ

ବିଜେଡି ପାଇଁ କାମ କରୁଥିବାରୁ ଡିଏସ କୁଟ୍ଟେ ନିଲମ୍ବିତ ଓ ଆଶିଷ ସିଂଙ୍କ ଛୁଟି ଉପରେ ତଦନ୍ତ ନିର୍ଦ୍ଦେଶ: ପୀତାମ୍ବର ଆଚାର୍ଯ୍ୟ

ନିର୍ବାଚନ କମିଶନଙ୍କ ଦ୍ୱାରା ଆଜି ଜାରୀ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ । ଶାସକ...

ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼, ଛାତ ଉପରୁ ପଡ଼ି ତାଙ୍କ ମୃତ୍ୟୁ – ଅନୁଗୁଳ ଏସପି

ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼, ଛାତ ଉପରୁ ପଡ଼ି ତାଙ୍କ ମୃତ୍ୟୁ – ଅନୁଗୁଳ ଏସପି

ଅନୁଗୁଳ ଛେଣ୍ଡିପଦରେ ଦେହୁରୀ ସାହି ପଞ୍ଚାୟତରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼  । ଛାତ ଉପରୁ ପଡ଼ି ତାଙ୍କ ମୃତ୍ୟୁ  ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା...

ନିଜ ଭବିଷ୍ୟତ ଦେଖନ୍ତୁ, ପରିବାରର ହିତରେ ଭୋଟ ଦିଅନ୍ତୁ: ଡ. ଅଜୟ କୁମାର

ନିଜ ଭବିଷ୍ୟତ ଦେଖନ୍ତୁ, ପରିବାରର ହିତରେ ଭୋଟ ଦିଅନ୍ତୁ: ଡ. ଅଜୟ କୁମାର

ନିଜ ପରିବାରର ଅଧିକାର ପାଇଁ ଭୋଟ୍ ଦିଅନ୍ତୁ । ଗତ ୨୪ବର୍ଷର ବିଜେଡି ଶାସନ ଓ ୯ବର୍ଷର ବିଜେଡି-ବିଜେପି ଶାସନରେ ଯାହା ହୋଇପାରିନି ଓଡ଼ିଶାବାସୀଙ୍କ ପାଇଁ ତାହା...

ଓଡିଶାର ନେତା ଓଡିଶାର ହେବ –  ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ନେତା ଓଡିଶାର ହେବ –  ଧର୍ମେନ୍ଦ୍ର ପ୍ରଧାନ

ଆଜି ଲଗାତାର ପ୍ରଚାର କ୍ରମରେ ଯାଜପୁର ବିଞ୍ଚାରପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀ ରବିନ୍ଦ୍ରନାଥ ବେହେରା ଓ ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକଙ୍କ ପାଇଁ...

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ  ପ୍ରସଙ୍ଗରେ ପ୍ରେସମିଟ କରି ବର୍ଷିଛନ୍ତି ଭୁବେନଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ  ପ୍ରସଙ୍ଗରେ ପ୍ରେସମିଟ କରି ବର୍ଷିଛନ୍ତି ଭୁବେନଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ

ଚିଲିକା ବିଧାୟକ ତଥା ଖୋଦ୍ଧୋ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ  ପ୍ରସଙ୍ଗରେ ପ୍ରେସମିଟ କରି ବର୍ଷିଛନ୍ତି ଭୁବେନଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ।...

ଭୁବେନଶ୍ବର କୁଆଲାଲାମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ

ଭୁବେନଶ୍ବର କୁଆଲାଲାମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ

ଭୁବେନଶ୍ବର କୁଆଲାଲାମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ । ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବା ବିମାନଟି କୁଆଲାଲମ୍ପୁରରୁ ରାତି 10 ଟା...

ମୁଁ ଏବେ ସମ୍ପୂର୍ଣ ସୁସ୍ଥ ଅଛି , ବିଜେପି ମିଛ କହିବାର ସୀମା ଟପିଯାଇଛି – ନବୀନ ପଟ୍ଟନାୟକ

ମୁଁ ଏବେ ସମ୍ପୂର୍ଣ ସୁସ୍ଥ ଅଛି , ବିଜେପି ମିଛ କହିବାର ସୀମା ଟପିଯାଇଛି – ନବୀନ ପଟ୍ଟନାୟକ

ତୃତୀୟ ପର୍ଯ୍ୟାୟ  ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମିଛ କହିବାର...

ରାଇରଙ୍ଗପୁରରେ ବିଜେଡ଼ିର ପ୍ରଚାର

ରାଇରଙ୍ଗପୁରରେ ବିଜେଡ଼ିର ପ୍ରଚାର

ରାଇରଙ୍ଗପୁରରେ ବିଜେଡ଼ିର ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡ଼ିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆାନ ରାଇରଙ୍ଗପୁରରେ ପ୍ରଚାର କରିଛନ୍ତି । ଭିକେ...

ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ତାପମାତ୍ରା 48 ଦଶମିକ 8 ଡ଼ିଗ୍ରୀ ରେକର୍ଡ଼

ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ତାପମାତ୍ରା 48 ଦଶମିକ 8 ଡ଼ିଗ୍ରୀ ରେକର୍ଡ଼

ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗୁରୁବାର ରାଜସ୍ଥାନରେ ବାଡ଼ମେର ସହରରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ରା ରେର୍କଡ଼ କରାଯାଇଛି । ବାଡ଼ମେରରେ ଦିନରେ ସର୍ବାଧିକ ତାପମାତ୍ରା...

ବଙ୍ଗୋପସଗାରରେ ସୃଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ

ବଙ୍ଗୋପସଗାରରେ ସୃଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ

ବଙ୍ଗୋପସଗାରରେ ସୃଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ...

ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଳଘୁଚାପ ଘନୀଭୂତ

ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଳଘୁଚାପ ଘନୀଭୂତ

ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଳଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ ପରିଣତ ହୋଇପାରେ...

ଉତ୍ତରପ୍ରଦେଶ ପରି ଏଠାରେ ବୁଲଡ଼ୋଜର ଚାଲିବ – ଯୋଗୀ

ଉତ୍ତରପ୍ରଦେଶ ପରି ଏଠାରେ ବୁଲଡ଼ୋଜର ଚାଲିବ – ଯୋଗୀ

ବାଣପୁରରୁ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ଯୋୀ ଆଦିତ୍ୟନାଥ । ଏଠାରେ ରତ୍ନଭଣ୍ଡାର ଚାବି ବି ହଜାଇ ବିଜେଡ଼ିକୁ ଘେରିଛନ୍ତି ଯୋଗୀ । ଏହାସହ...

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରସ୍ତୁତି ପାଇଁ ସିଇଓଙ୍କ ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରସ୍ତୁତି ପାଇଁ ସିଇଓଙ୍କ ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି । ସନ୍ଧ୍ୟା 6 ଟାରେ ଶେଷ ହେବ । ତୃତୀୟ ପର୍ଯ୍ୟାୟ ପ୍ରସ୍ତୁତି ପାଇଁ...

ନିଷ୍ପତ୍ତି ପରିବର୍ତନ କରିଛନ୍ତି ସିମୁଳିଆ ବିଧାୟକ ତଥା ପୂର୍ବତନମନ୍ତ୍ରୀ ଜ୍ୟୋତି ପ୍ରକାଶ, ବିଜେଡ଼ିରେ ରହିବେ 

ନିଷ୍ପତ୍ତି ପରିବର୍ତନ କରିଛନ୍ତି ସିମୁଳିଆ ବିଧାୟକ ତଥା ପୂର୍ବତନମନ୍ତ୍ରୀ ଜ୍ୟୋତି ପ୍ରକାଶ, ବିଜେଡ଼ିରେ ରହିବେ 

ବୁଧବାର ବିଜେଡ଼ିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତନ କରି ବିଜେଡ଼ିରେ ରହିଛନ୍ତି । ଏଥିପାଇଁ ଦଳ...

ଏଆଇକୁ ନେଇ ନବୀନ କହିଲେ

ଏଆଇକୁ ନେଇ ନବୀନ କହିଲେ

ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡ଼ିଛି । ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡ଼ି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର...

 ୧୩ ବର୍ଷ ଭିତରେ ଜାରି କରିଥିବା ସମସ୍ତ ଓବିସି ସାର୍ଟିଫିକେଟ୍ ରଦ୍ଦ 

 ୧୩ ବର୍ଷ ଭିତରେ ଜାରି କରିଥିବା ସମସ୍ତ ଓବିସି ସାର୍ଟିଫିକେଟ୍ ରଦ୍ଦ 

ଓବିସି ସାର୍ଟିଫିକେଟକୁ ନେଇ କୋଲକତା ହାଇେକୋର୍ଟଙ୍କ ବଡ଼ ଫୈସଲା । 2010 ମସିହା ପରେ ପ୍ରସ୍ତୁତି ହୋଇଥିବା ଓବିସି ସୂଚୀକୁ ରଦ୍ଦ କଲେ ପଶ୍ଚିମବଙ୍ଗ ହାଇକୋର୍ଟ  ।...

ଓଡ଼ିଶାରେ ରାମାୟଣର ରାମ ,ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଜନସାଧାାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ

ଓଡ଼ିଶାରେ ରାମାୟଣର ରାମ ,ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଜନସାଧାାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ

ଓଡ଼ିଶାରେ ରାମାୟଣର ରାମ  । ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଥିବା ଅରୁଣ ଗୋଭିଲ ଆାଜି କେନ୍ଦୁଝର ଚମ୍ବୁଆାରେ ପ୍ରଚାର କରିଛନ୍ତି । ବିଜେପିର ବିଜୟ...

ବିଜେଡ଼ିର ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିୟାନଙ୍କ ସାମ୍ବାଦିକ  ସମ୍ମିଳନୀ

ବିଜେଡ଼ିର ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିୟାନଙ୍କ ସାମ୍ବାଦିକ  ସମ୍ମିଳନୀ

ବିଜେଡ଼ିର ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିୟାନଙ୍କ ସାମ୍ବାଦିକ ସମ୍ମିଳନୀ । ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ । ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଭୂମିକା...

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଳଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଳଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଳଘୁଚାପ । ବାତ୍ୟା ନେଇ ସ୍ପଷ୍ଟ ହୋଇନଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବତନ୍ତ୍ର ରିଲିଫ କମିଶନର । ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର...

ବଜେଡ଼ିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ

ବଜେଡ଼ିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ

ବଜେଡ଼ିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ  । ବିଜେଡ଼ି ସୁପ୍ରିମୋଙ୍କ ଇସ୍ତଫାପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।...

ପାଟଣା ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି ଭିକେ ପାଣ୍ଡିୟାନ

ପାଟଣା ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି ଭିକେ ପାଣ୍ଡିୟାନ

କେନ୍ଦୁଝରରେ ପାଟଣା ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି ଭିକେ ପାଣ୍ଡିୟାନ । ପ୍ରଚାର କରିବା ସହ ସେ ବିଜେଡ଼ି ପ୍ରାର୍ଥୀ ଙ୍କ ପାଇଁ ଭୋଟ ମାଗିଛନ୍ତି...

ବିଜେପି ସରକାର ଆସିଲେ18ମାସରେ ଚିଟଫଣ୍ଡ ଦୋଷୀଙ୍କୁ ଜେଲରେ ପୁରାଇବୁ

ବିଜେପି ସରକାର ଆସିଲେ18ମାସରେ ଚିଟଫଣ୍ଡ ଦୋଷୀଙ୍କୁ ଜେଲରେ ପୁରାଇବୁ

ପୁଣି ଥରେ ଓଡ଼ିଶା ଆସିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ଅଇଁଠାପାଲି ପିଏଚଡ଼ି ପଡ଼ିଆାରେ ଆାୟୋଜିତ ନିର୍ବାଚନ ସଭାରେ ଅମିତ ଶାହ ଯୋଗ ଦେଇ ରାଜ୍ୟ...

ଆଜି ଆଇପିଏଲରେ ପ୍ରଥମ କ୍ବାଲିଫାୟାର ମ୍ୟାଚ ଖେଳାଯିବ

ଆଜି ଆଇପିଏଲରେ ପ୍ରଥମ କ୍ବାଲିଫାୟାର ମ୍ୟାଚ ଖେଳାଯିବ

ଆଜି ଆଇପିଏଲରେ ପ୍ରଥମ କ୍ବାଲିଫାୟାର ମ୍ୟାଚ ଖେଳାଯିବ । ଗୁଜୁରାଟର ଅହମ୍ମଦାବାଦ ଷ୍ଟାଡ଼ିୟମରେ ପ୍ରଥମ କ୍ବାଲିଫାୟାରରେ ମୁହିଁମୁହିଁ ହେବେ କୋଲକାତା ନାଇଟ ରାଇଡ଼ର୍ସ ଓ ସନରାଇଜର୍ସ ହାଇଦ୍ରାବାଦ...

ଧାରଣାରେ ବସିଲେ ଘଷିପୁରାର ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ

ଧାରଣାରେ ବସିଲେ ଘଷିପୁରାର ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ

ଧାରଣାରେ ବସିଲେ ଘଷିପୁରାର ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ପୁଲିସ ପକ୍ଷପାତିତା କରୁଥିବା ଅଭିଯୋଗରେ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଶହ ଶହ ସମର୍ଥାକଙ୍କ ସହ...

ମତଦାନ ସହ ଜଡ଼ିତ ନୁହେଁ ବରଗଡ଼ ହିଂସା 

ମତଦାନ ସହ ଜଡ଼ିତ ନୁହେଁ ବରଗଡ଼ ହିଂସା 

ଠିକ ନିର୍ବାଚନ ସମୟରେ ବରଗଡ଼ରେ ହତ୍ୟାକାଣ୍ଡ ଘଟିବା ପରେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ବରଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ । ତାଙ୍କ କହିବା ମୁତାବକ...

ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଙ୍ଗ

ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଙ୍ଗ

ଆଜି ଦ୍ବିତୀୟ ପର୍ଯ୍ୟାୟ  ଭୋଟ ଦେଉଛି ଓଡ଼ିଶା । ଏଥିପାଇଁ  ଭୋଟରଙ୍କ ମଧ୍ୟରେ ଉସାହ ଦେଖିବାକୁ ମିଳିଛି । ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଙ୍ଗ ହୋଇଛି...

ଗଞ୍ଜାମ ଜିଲ୍ଳା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ

ଗଞ୍ଜାମ ଜିଲ୍ଳା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ

ଗଞ୍ଜାମ ଜିଲ୍ଳା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି । ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ...

ଆସନ୍ତାକାଲି ପୁରୀରେ  ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ପୁରୀରେ  ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ପୁରୀରେ  ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ । ଗସ୍ତପୂର୍ବରୁ ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ମୋଦୀଙ୍କ ପୂଜାଚ୍ଚନାରେ ଘଂଣ୍ଟାଏ ପୂର୍ବରୁ ବନ୍ଦ ରହିବ...

କେନ୍ଦୁଝରରେ ନବୀନଙ୍କ ପ୍ରଚାର , ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଜେଡ଼ି ସୁପ୍ରିମୋ

କେନ୍ଦୁଝରରେ ନବୀନଙ୍କ ପ୍ରଚାର , ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଜେଡ଼ି ସୁପ୍ରିମୋ

କେନ୍ଦୁଝରରେ ନବୀନଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଜେଡ଼ି ସୁପ୍ରିମୋ । ଭାଷଣ ଆରମ୍ଭରୁ ଖରାରେ ଆସିଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଲେ ନବୀନ...

କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇ୍ଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ

କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇ୍ଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ

କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇ୍ଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ  । କେନ୍ଦୁଝର ମେଡ଼ିକାଲ କଲେଜଠାରୁ ଆରମ୍ଭ କରି ଇଞ୍ଜିନିୟଙ୍ଗ କଲେଜ, ବ୍ୟାରେଜ , ମା ତାରିଣଙ୍କ...

ଆସନ୍ତା 22 ତାରିଖରରେ ବଙ୍ଗେପାସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଆସନ୍ତା 22 ତାରିଖରରେ ବଙ୍ଗେପାସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ତେବେ ବିଭିନ୍ନ ମଡ଼େଲର ଆକଳନ...

ଅମିତ  ଶାହା ପୁଣି ଥରେ  ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି

ଅମିତ  ଶାହା ପୁଣି ଥରେ  ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୁଣି ଥରେଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାକ୍ଷାତକାରେ ଅମିତ ଶାହାଙ୍କୁ ପଚରାଯାଇଥିଲା ଯେ କେଜରିଓ୍ବାଲଙ୍କୁ...

ଲୋକ ବ୍ୟାଗ ଖାଇବେନି, ଦମ୍ ଅଛି ତ ଆଉ 2 କେଜି ଚାଉଳ ଦିଅ – ଅମିତ ଶାହା

ଲୋକ ବ୍ୟାଗ ଖାଇବେନି, ଦମ୍ ଅଛି ତ ଆଉ 2 କେଜି ଚାଉଳ ଦିଅ – ଅମିତ ଶାହା

ରାଉରକେଲାରେ ପହଞ୍ଚି ବିଜେଡ଼ିକୁ ଆକ୍ରମଣାମକ ଢଙ୍ଗରେ ଟାଗେର୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା...

19 ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

19 ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

19 ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଘଣ୍ଟା ରହିବେ ।...

ଆଜି ଓଡ଼ିଶା ଆସୁଛନ୍ତି ଡ଼୍ରମି  ଗାର୍ଲ

ଆଜି ଓଡ଼ିଶା ଆସୁଛନ୍ତି ଡ଼୍ରମି  ଗାର୍ଲ

ଆଜି ଓଡ଼ିଶା ଆସୁଛନ୍ତି ଡ଼୍ରମି ଗାର୍ଲ  । ବିଜେପିର ମଥୁରା ସାଂସଦ ପ୍ରାର୍ଥୀ ତଥା ଅଭିନେତ୍ରୀ ହେମା ମାଳିନୀ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭିଯାନରେ...

ଖଲ୍ଲିକୋଟ ହିଂସାକୁ ନେଇ ନିନ୍ଦା କଲେ ଧର୍ମେନ୍ଦ୍ର

ଖଲ୍ଲିକୋଟ ହିଂସାକୁ ନେଇ ନିନ୍ଦା କଲେ ଧର୍ମେନ୍ଦ୍ର

ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିଜେଡି କର୍ମୀଙ୍କ ଆକ୍ରମଣକୁ ଦୃଢ...

ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିନ୍ଦା

ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିନ୍ଦା

ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା...

Page 4 of 54 1 3 4 5 54

Latest News