ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଜାରି ରହିଛି ଚିକିତ୍ସା
ଓଡ଼ିଶା 365 (ବ୍ୟୁରୋ): ଅସୁସ୍ଥ ଅଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଜାରି ରହିଛି ଚିକିତ୍ସା । ଏହି ଖବର ପାଇବା...
ଓଡ଼ିଶା 365 (ବ୍ୟୁରୋ): ଅସୁସ୍ଥ ଅଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଜାରି ରହିଛି ଚିକିତ୍ସା । ଏହି ଖବର ପାଇବା...
ଓଡ଼ିଶା 365(ବ୍ୟୁରୋ): ସଫଳ ହେଲା ଚନ୍ଦ୍ରଯାନ - ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ସୂକ୍ଷ୍ମ ଅବତରଣ କଲା ଚନ୍ଦ୍ରଯାନ-୩। ଏହାସହିତ ମହାକାଶ ଗବେଷଣା କ୍ଷେତ୍ରରେ...
ଓଡ଼ିଶା 365 (ବ୍ୟୁରୋ): ଆଜି କାଲି ସମୟରେ ଚୁଟି ପାଚିବା ଗୋଟେ ସାଧାରଣ କଥା ହୋଇଗଲାଣି । ଛୋଟପିଲାଟି ଠାରୁ ବଡ ଲୋକ ପର୍ଯ୍ୟନ୍ତୁ ସମସ୍ତଙ୍କ ଚୁଟି...
ଓଡ଼ିଶା 365 (ବ୍ୟୁରୋ): ଭାରତୀ ସିଂ ବଲିଉଡର କମେଡି ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ହାସ୍ୟ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ । କମେଡି ପାଇଁ ସମସ୍ତଙ୍କ ହୃଦୟରେ ରାଜ୍...
ଓଡ଼ିଶା 365 (ବ୍ୟୁରୋ): ଆପଣ ମାନେ ଖାଉଥିବା ପନିପରିବା ଭିତରୁ ଅନେକ ଲୋକ ଅଛନ୍ତି ଯିଏ କଲରା ଖାଇବା ପସନ୍ଦ କରନ୍ତି ନାହିଁ । କାରଣ ଏହିପରିବା...
ଓଡ଼ିଶା 365 (ବ୍ୟୁରୋ): ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହେଲେ ଅଧ୍ୟାପିକା। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରୁ। ଉଦଳା ରାଢୋ...
ଓଡ଼ିଶା 365 (ବ୍ୟୁରୋ): ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ ଲୋକପ୍ରିୟ ଗେମ୍ ସୋ ‘କୌନ୍ ବନେଗା କରୋଡପତି’କୁ ହୋଷ୍ଟ୍ କରୁଛନ୍ତି। ଏହାରି ମଧ୍ୟରେ ଏକ କାର୍ଯ୍ୟକ୍ରମରେ...
ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୩ଟି...
ଓଡ଼ିଶା365(ବ୍ୟୁରୋ): ଆଜି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର୍ ମଡ୍ୟୁଲ୍। ଏହାର ସଫଳ ଲ୍ୟାଣ୍ଡିଂ ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ...
ଓଡ଼ିଶା 365 (ବ୍ୟୁରୋ): ମହାକାଶର ଗବେଷଣା କ୍ଷେତ୍ରରେ ଅନେକ ସଫଳତା ସାଉଁଟିଛି ଭାରତ । ଆଉ ଆଜି ହେଉଛି ଦେଶ ପାଇଁ ଏକ ପରୀକ୍ଷାର ଦିନ ।...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଛୋଟ ଠୁ ବୟସ୍କ ସମସ୍ତେ ଟିଭି, ମୋବାଇଲ୍ ବିନା ଦିନ କାଟିିବା କଷ୍ଟକର ହୋଇପଡ଼ିଲାଣି । ଖାଇବା ଠାରୁ ଆରମ୍ଭ...
ଓଡ଼ିଶା 365(ବ୍ୟୁରୋ): ୧୫ ତମ ବ୍ରିକ୍ସ ସମ୍ମିଳନୀର ଭବ୍ୟ ଆୟୋଜନ ଓ ଅତିଥି ସତ୍କାର ପାଇଁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କିରିଲ ରାମଫୋସାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ରଯାନ-୩ ଅବତରଣର ନେଇ ଆରମ୍ଭ ହୋଇଯାଇଛି କାଉନଡାଉନ। ବଡ଼ ଇତିହାସ ରଚିବା ଅପେକ୍ଷାରେ ଭାରତ। ଆଜି ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ...
ଓଡ଼ିଶା 365(ବ୍ୟୁରୋ): ସଫଳ ହେଲା ଚନ୍ଦ୍ରଯାନ - ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ସୂକ୍ଷ୍ମ ଅବତରଣ କଲା ଚନ୍ଦ୍ରଯାନ-୩। ଏହାସହିତ ମହାକାଶ ଗବେଷଣା କ୍ଷେତ୍ରରେ...
ଓଡ଼ିଶା 365 (ବ୍ୟୁରୋ): ଦେଶରେ ଦୃତଗତିରେ ବୃଦ୍ଧି ପାଇଛି ଘରୋଇ ଉପଭୋଗ ଏବଂ ବିନିଯୋଗର ଚାହିଦା । କିନ୍ତୁ ବିଶ୍ବ ଅନିଶ୍ଚିତତା ଓ ଘରୋଇ ବ୍ୟାଘାତ ଆସନ୍ତା...
ଓଡ଼ିଶା 365 (ବ୍ୟୁରୋ): ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେକୁ ନେଇ ଆଜି ବିଏମସି ଅଫିସ ଭିତରକୁ ମଶା ଧୂଆଁ...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ସାଧାରଣ କଥା ପାଲଟି ଗଲାଣି । ଆଜିକାଲିର ଖାଦ୍ୟଶୈଳୀ , ପ୍ରଦୂଷଣ, ମାନସିକ ଚାପ ହାର୍ଟ...
ଓଡ଼ିଶା 365 (ବ୍ୟୁରୋ): ଛାତ୍ରୀ ହୋଇ ପରୀକ୍ଷା ଦେଉଥିଲେ ଅଧ୍ୟାପିକା, ବାନ୍ଦିନେଲା ପୁଲିସ । ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ। ହେଲେ ଧରା ପଡିଗଲା ଅଧ୍ୟାପିକାଙ୍କ...
ଓଡ଼ିଶା 365(ବ୍ୟୁରୋ): ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି । ରକ୍ଷାବନ୍ଧନ ପୂର୍ବରୁ ଇପିଏଫଓ ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ...
ଓଡ଼ିଶା 365 (ବ୍ୟୁରୋ):ଦେଶକୁ ମିଳିବ ପ୍ରଥମଟ୍ରାନ୍ସଜେଣ୍ଡର ଡାକ୍ତର । ତେଲେଙ୍ଗାନାରୁ ପ୍ରଥମ ଟ୍ରାନ୍ସଜେଣ୍ଡର ପିଜି ଡାକ୍ତର । ପ୍ରଥମ ଥର ତେଲେଙ୍ଗାନାରେ ଜଣେ ଟ୍ରାନ୍ସଜେଣ୍ଡର ମେଡିକାଲ ଶିକ୍ଷାରେ...
ଓଡ଼ିଶା 365(ବ୍ୟୁରୋ):ବୁଧବାର ଅର୍ଥାତ୍ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ -୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଅପେକ୍ଷା କରିଛି ।...
ଓଡ଼ିଶା 365 (ବ୍ୟୁରୋ): ଆଜି ସକାଳ ପ୍ରାୟ ୧୦ଟା ସମୟରେ ମିଜୋରାମ୍ର ସାଇରଙ୍ଗ୍ ଅଞ୍ଚଳରେ ତିଆରି ହେଉଥିବା ରେଳ ପୋଲ ଭାଙ୍ଗିପଡ଼ିବାରୁ ୧୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି...
ଓଡ଼ିଶା 365(ବ୍ୟୁରୋ):ମଣିପୁରରେ ହିଂସା ଘଟି ଏନେକ କ୍ଷୟକ୍ଷତି ହୋଇଛି । କିଏ ନିଜ ପରିବାରକୁ ହରେଇଛି ତ ଆଉ କିଏ ଆତ୍ମୀୟଙ୍କୁ ହରେଇ ଗଭୀର ଶୋକରେ ଅଛି...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଖାଦ୍ୟପେୟ ସଠିକ୍ ନଥିବା କାରଣରୁ ଗ୍ୟାଷ୍ଟ୍ରିକ ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିପାଇଁ ଆପଣ ଅନେକ...
ଓଡ଼ିଶା 365 (ବ୍ୟୁରୋ): ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଓଲଟିପଡିଲା ବସ୍ । ଅଳ୍ପକେବର୍ତ୍ତିଲେ ଯାତ୍ରୀ । ଏହିଭଳି ଦୁର୍ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା...
ଓଡ଼ିଶା 365 (ବ୍ୟୁରୋ): ମା ପୁଅ ଗଳାରେ ରଶି ଲଗାଇ ଆତ୍ମହତ୍ୟା । ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଟାଙ୍ଗରପାଲିରେ । ଶିକ୍ଷୟତ୍ରୀ...
ଓଡ଼ିଶା 365 (ବ୍ୟୁରୋ): ହିନ୍ଦୁ ଧର୍ମ ଅନୁଯାୟୀ ହିନ୍ଦୁ ଲୋକମାନେ ଇଶ୍ୱର ବିଶ୍ୱାସୀ ହୋଇଥାନ୍ତି । ଯେଉଁଥିପାଇଁ ଆମେ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଇଶ୍ୱରଙ୍କୁ ପ୍ରାର୍ଥନା କରିଥାଉ...
ଓଡ଼ିଶା 365(ବ୍ୟୁରୋ) : ଜମ୍ମୁ କଶ୍ମିରରେ ପୁଲିସ ଧାରା ୩୭୦ ଚ୍ଛେଦ ହେବା ପରେ ଓ ପୂର୍ବରୁ ହୋଇଥିବା ଅପରାଧୀକ ଘଟଣାର ତଥ୍ୟ ଜାରି କରିଛି ।...
ଓଡ଼ିଶା 365 (ବ୍ୟୁରୋ): ବିଶ୍ବ ଅଭିବୃଦ୍ଧିରେ ଭାରତ ହେବ ଗ୍ରୋଥ୍ ଇଞ୍ଜିନ । ଖୁବ୍ ଶୀଘ୍ର ଆମ ଦେଶର ଅର୍ଥନୀତି ୫ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ । ଜୋହାନ୍ସବର୍ଗରେ ବ୍ରିକ୍ସ...
ଓଡ଼ିଶା 365 (ବ୍ୟୁରୋ): ବିଲ୍ଡିଂ ତିଆରି ପାଇଁ ନେବାକୁ ପଡିଥାଏ ଅନୁମତୀ । ହଁ ଆଜ୍ଞା ବିଲ୍ଡିଂ ପ୍ଲାନ ଅନୁମତି ପାଇଁ ଏସଡିଏ (ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି)...
ଓଡ଼ିଶା 365 (ବ୍ୟୁରୋ): ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ଜେଲ୍। ଉଭୟଙ୍କୁ ପୋକସୋ କୋର୍ଟରେ ହାଜର କରିବା...
ଓଡ଼ିଶା 365 (ବ୍ୟୁରୋ): ଆଜି ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ ଅବତରଣ କରିବ ଚନ୍ଦ୍ରଯାନ-୩ । ଆଉ ମହାକାଶରେ ରଚିବ ଇତିହାସ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷାକୁ ଚାହିଁଛି ସାରା ବିଶ୍ବ ।...
ଓଡ଼ିଶା 365 (ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ କରିବେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର । ଏଥିପାଇଁ ସନ୍ଧ୍ୟା...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ‘ଗଦର ୨’ । ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି...
ଓଡ଼ିଶା 365 (ବ୍ୟୁରୋ): ଡରାଉଛି ପରିବା ଦର ବୃଦ୍ଧି ।କଣ ଖାଇବେ କଣ ଖାଇବେନି ଏନେଇ ଚିନ୍ତାରେ ଖାଉଟି । ପ୍ରଥମେ ଟମାଟୋ ପୁଣି ଏବେ ପିଆଜ...
ଓଡ଼ିଶା 365(ବ୍ୟୁରୋ) : ଚନ୍ଦ୍ରଯାନ-୩ ବୁଧବାର ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସାରା ଦେଶ ଅପେକ୍ଷା କରିଛି।...
ଓଡ଼ିଶା 365 (ବ୍ୟୁରୋ): ବଲିଉଡର ଭାଇଜାନ୍ ସୁପରଷ୍ଟାର ସଲମାନ ଖାନ୍ ନ୍ୟୁ ବାଲ୍ଡ ଲୁକରେ ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ...
ଓଡ଼ିଶା 365(ବ୍ୟୁରୋ) :ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି । ଜି -୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା...
ଓଡ଼ିଶା 365(ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଂ ର ଦୃଶ୍ୟକୁ ଭର୍ଚୁଆଲ ମୋଡ଼ରେ ଦେଖିବେ । ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଦକ୍ଷିଣ ଆଫ୍ରିକା...
ଆସନ୍ତାକାଲି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସମୟ ଯେତେ ପାଖେଇ ଆସୁଛି, ଏହାକୁ...
ଓଡ଼ିଶା 365 (ବ୍ୟୁରୋ): ଛୋଟ ଠୁ ବୟସ୍କ ଚା’ ସମସ୍ତଙ୍କର ପସନ୍ଦ । ଚା’ ଟୋପେ ହୋଇଗଲେ ଦିନଟା ଅତି ଆରମରେ କଟିଯାଏ । ଖାଲି ଚା’...
ଓଡ଼ିଶା 365 (ବ୍ୟୁରୋ): ଉତ୍ତର ପ୍ରଦେଶର ସମସ୍ତ ସରକାରୀ ସ୍କୁଲରେ ଆସନ୍ତାକାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖାଯିବ । ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟାରେ ରାଜ୍ୟର ସମସ୍ତ...
ଓଡ଼ିଶା 365 (ବ୍ୟୁରୋ): କାଲିଠୁ ରାଜ୍ୟରେ ପୁଣି ବର୍ଷା । ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ ।ଏହା ପ୍ରଭାବରେ...
ଓଡ଼ିଶା 365(ବ୍ୟୁରୋ) : ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ପହଂଚିଲେ ପ୍ରଧାନମନ୍ତ୍ରୀ । ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୋହାନ୍ସବର୍ଗରେ ପହଂଚିଛନ୍ତି । ଜୋହାନ୍ସବର୍ଗରେ...
ଓଡ଼ିଶା 365 (ବ୍ୟୁରୋ): ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ...
ଓଡ଼ିଶା 365 (ବ୍ୟୁରୋ): ଘର ହେଉ ଅବା ଅଫିସ୍ ପ୍ରତ୍ୟେକ ସ୍ଥାନରେ ପୂଜାଗୃହ ରହିଥାଏ । କାରଣ ଭଗବାନ ଯେଉଁଠି ବାସ କରନ୍ତି ସେଠି ନକରାମô୍ ଶକ୍ତି...
ଓଡ଼ିଶା 365 (ବ୍ୟୁରୋ): ପୁଅ ହେଉ କି ଝିଅ, ନିଜ ପିଲାର ଜନ୍ମଦିନ ପାଇଁ ପୂର୍ବପ୍ରସ୍ତୁତି କରିଥାନ୍ତି ମା, ବାପା । ନିଜ ପିଲାର ଜନ୍ମଦିନରେ ଅନେକ...
ଓଡ଼ିଶା 365(ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ଜଣେ ପାକିସ୍ତାନୀ ମହିଳା । କମର ମୋହସିନ ଶେଖ ନାମକ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀଙ୍କୁ...
ଓଡ଼ିଶା 365 (ବ୍ୟୁରୋ): ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଯୁବ ସମାଜସେବୀ ସନ୍ତୋଷ ତ୍ରିପାଠୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁରରେ ସନ୍ତୋଷଙ୍କ ଘର। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ...
ଓଡ଼ିଶା 365 (ବ୍ୟୁରୋ): ନର୍ସିଂ ଅଫିସର ନିଯୁକ୍ତିରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ। ପୂର୍ବରୁ ନର୍ସିଂ ଅଫିସର ନିଯୁକ୍ତି ଉପରେ ଲଗାଇଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ଉଚ୍ଚ ଅଦାଲତ । ...
ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଭାରତ ନ୍ୟୁ କାର ଏସେସମେଣ୍ଟ ବା ଏନସିଏପି ପ୍ରୋଗ୍ରାମ ଲଂଚ କରିଛନ୍ତି । ଏହି...
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସାତ ମାସ...
ଓଡ଼ିଶା 365 (ବ୍ୟୁରୋ): ଦେଶରେ ରହିଛନ୍ତି ଏମିତି ଅନେକ ବ୍ୟବସାୟୀ ଯିଏ ଜିରୋରୁ ବନିଛନ୍ତି ହିରୋ । ଆମେ ଏମିତି ଜଣେ ବ୍ୟବସାୟୀଙ୍କ କଥା କହୁଛୁ ଯିଏ...
ଓଡ଼ିଶା 365 (ବ୍ୟୁରୋ): ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ଇତିହାସ ପୃଷ୍ଠାରେ ମଧ୍ୟ ସ୍ଥାନ ପାଇଛି । ଏହାକୁ ଦେଖିବାକୁ ପର୍ୟ୍ୟଟକଙ୍କ ଭିଡ଼...
ଓଡ଼ିଶା 365 (ବ୍ୟୁରୋ): ଶ୍ରୀଲଙ୍କା ଉପକୂଳରେ ଲାଗିବ ଚୀନର ଆଉ ଏକ ଜାହାଜ । ନିଜର ଏକ ରିସର୍ଚ୍ଚ ଭ୍ୟାସେଲ୍ସକୁ ଶ୍ରୀଲଙ୍କା ରାଜଧାନୀ କଲୋମ୍ବୋ ବନ୍ଦରରେ ପ୍ରବେଶ...
ଓଡ଼ିଶା 365 (ବ୍ୟୁରୋ):ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୬୨ବର୍ଷୀୟ ଯାତ୍ରୀଙ୍କର ମଝି ଆକାଶରେ ଅବସ୍ଥା ସଙ୍କଟାପନ୍ନ ହୋଇଛି । ମଝି ଆକାଶରେ ହଠାତ୍...
ଓଡ଼ିଶା 365 (ବ୍ୟୁରୋ): ସ୍ୱାସ୍ଥ୍ୟ ହିଁ ସମ୍ପଦ । ହେଲେ ବର୍ତ୍ତମାନ ସମୟର ଖାଦ୍ୟଶୈଳୀ ଆପଣଙ୍କ ଜୀବନ ଉପରେ ଅନେକ କୁପ୍ରଭାବ ପକାଇଥାଏ । ସମସ୍ତେ ଜାଣନ୍ତି ଯେ,...
ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୨୬ ଯାଏ ରାଜ୍ୟରେ ହୋଇପାରେ କାଁ ଭାଁ ବର୍ଷା । ଏନେଇ ୧୮ଜିଲ୍ଲାକୁ ୟେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ...
ଓଡ଼ିଶା 365 (ବ୍ୟୁରୋ): ବଦଳିପାରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିର ତାରିଖ । ଚନ୍ଦ୍ରଯାନ-୩ ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ନିର୍ଦ୍ଧାରିଚତ ହୋଇଛି । କିନ୍ତୁ ପ୍ରତିକୂଳ...
ଓଡ଼ିଶା 365 (ବ୍ୟୁରୋ): ଆଜିରଆଧୁନିକଯୁଗରେସତେଯେମିତିମୋବାଇଲବିନାବଞ୍ଚିବାକଷ୍ଟକରହୋଇପଡିଛି।ଯାହାରଅଧିକପ୍ରଭାବଛୋଟପିଲାଙ୍କଉପରେପଡିଛି।ଯାହା ଖାସକରିକୋରୋନା ପରେ ଅନ୍ଲାଇନ୍କ୍ଲାସ୍ କାରଣରୁ ଛୋଟ ପିଲାମାନେ ସ୍ମାର୍ଟଫୋନ ଏବଂ ଟାବଲେଟକୁ ବହୁଳ ବ୍ୟବାହର କରୁଛନ୍ତି ।ଆଜିକା ସମୟରେ ପିତାମାତା ପ୍ରତ୍ୟେକ...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା ଅଧିକାଂଶ ଲୋକଙ୍କ ଅଭ୍ୟାସ ହୋଇଗଲାଣି । କ’ଣ ଆପଣଙ୍କ କ୍ଷେତ୍ରରେ ବି ଏମିତି...
ଓଡ଼ିଶା 365 (ବ୍ୟୁରୋ): ଅଭିନେତା ତଥା ରାଜନେତା ସନ୍ନି ଦେଓଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ତାଙ୍କ ଫିଲ୍ମ ଗଦର-୨କୁ ନେଇ ବେଶ୍ ଚର୍ଚ୍ଚା...
ଓଡ଼ିଶା 365 (ବ୍ୟୁରୋ): ଭାରତ-ପାକିସ୍ତାନ ସୀମା ଏଲଓରେ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ଜାରି ରହିଛି । ଏହାରି ଭିତରେ ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ମଶା କାମୁଡା ଏକ ସାଧାରଣ କଥା ପାଲଟିଛି । ବର୍ଷାଦିନେ ତ ମଶାମାନଙ୍କ ପାଦୃଭାବ ଅଧିକ ହୋଇଥାଏ । ଟିକିଏ...
ଓଡ଼ିଶା 365 (ବ୍ୟୁରୋ): ଆପଣ ମାନେ ଜାଣିଥିବେ ଆଜିକାଲି ପିଲାଙ୍କର ଖାଇବାପିଇବାକୁ ନେଇ କେତେ କଣ ସମସ୍ୟା । ଏଇଟା ନାଇ ସେଇଟା, ଏମିତିନାଇ ସେମିତି ଖାଇବି...
ଓଡ଼ିଶା 365 (ବ୍ୟୁରୋ): ଗିଫ ପଲେ ଫୁଟୁଛି ନକଲି ସୂଚନା ଅଧିକାରୀ କର୍ମୀ କାହ୍ନୁ ପ୍ରଧାନର କଳା ସାମ୍ରାଜ୍ୟର ପେଡ଼ି। କାଜୁ ଜଙ୍ଗଲ ହାତେଇବାକୁ ୨୦୨୦ରେ ଦୁଇ ଜଣଙ୍କ ହତ୍ୟା...
ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୨୩ ତାରିଖ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସମୟ ଯେତେ ପାଖେଇ ଆସୁଛି, ଏହାକୁ...
ଓଡ଼ିଶା 365 (ବ୍ୟୁରୋ): ପୃଥିବୀରେ ଅନେକ ପ୍ରକାରର ଫୁଲ ଫଳ ଦେଖିବାକୁ ମିଳେ । ଆଖିକୁ ସୁନ୍ଦର, ପାଟିକୁ ମିଠ, ସ୍ୱାଦ ଭଳି ସୁଗନ୍ଧରେ ଭରା ଅନେକ...
ଓଡ଼ିଶା 365 (ବ୍ୟୁରୋ): ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। କାଲି ଶ୍ରାବଣ-ଶୁକ ସପ୍ତମୀ ତିଥି ଥିବାକୁ ଶ୍ରୀବିଗ୍ରହମାନଙ୍କ ର ହେବ ଶ୍ରୀମୁଖ ଶୃଙ୍ଗାର । ଏଥିପାଇଁ କାଲି...
ଓଡ଼ିଶା 365 (ବ୍ୟୁରୋ): ଅସହ୍ୟ ହେଲା ରାଜ୍ୟ ପୁଲିସ୍ର ଡିଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା। ଶେଷରେ ଟ୍ରେନ ଲାଇନ୍ରେ ଶୋଇ ଅତ୍ମହତ୍ୟା କରିବାକୁ ଉଦ୍ୟମ କଲେ ହୋମଗାର୍ଡ...
ଓଡ଼ିଶା 365 (ବ୍ୟୁରୋ): ଅର୍ଥର ପ୍ରଲୋଭନ ଦେଖାଇ ଅନଲାଇନ୍ରେ ଭାରତୀୟ ଶିଶୁଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ମାମଲାରେ ହୋଇଛି ଦଣ୍ଡାଦେଶ । ଏହାପରେ...
ଓଡ଼ିଶା 365 (ବ୍ୟୁରୋ):ଋଷର ଚନ୍ଦ୍ର ଅଭିଯାନ ଲୁନା-୨୫ ବିଫଳ ହେବାପରେ ଅସୁସ୍ଥ ହୋଇପଡ଼ିଛନ୍ତି ଚନ୍ଦ୍ର ମିସନର ମୁଖ୍ୟ ପରାମର୍ଶଦାତା । ଚନ୍ଦ୍ର ମିସନର ମୁଖ୍ୟ ପରାମର୍ଶଦାତା ୯୦...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ସମୟ ଦେବାକୁ ଭୁଲିଯାଉଛି ମନୁଷ୍ୟ । ସକାଳୁ ହେଲେ ଅଫିସ୍ କାମ ,ଘର କାମ ଏସବୁ...
ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା-ଆନ୍ଧ୍ର ସୀମାରେ ବୁଲୁଛି ମହାବଳ ବାଘ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆନ୍ଧ୍ର ସୀମାନ୍ତ ଗୁଣପୁର ବ୍ଲକ୍ରୁ ଅଳ୍ପ ଦୂରରେ ଗୋଟିଏ ମହାବଳ...
ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୧୦ରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୧୦ ଦିନିଆ ସଂକ୍ଷିପ୍ତ ଅଧିବେଶନ ପରେ ୨୦ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରୋ ପରିକ୍ଷାରେ କପି କରି ୨ ଜଣ ଧରା ପଡିଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରେ ନିଯୁକ୍ତି ପାଇଁ ପରୀକ୍ଷାରେ...
ଓଡ଼ିଶା 365 (ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । ଟାଟା ମୋଟର୍ସ ନିଯୁକ୍ତି ଜାଲିଆତି ମାମଲାରେ ଭୁବନେଶ୍ୱର ସ୍ଥିତ ଜେଏମଏଫସି କୋର୍ଟରେ ଦାଖଲ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସୀମା ହାଇଦର ଓ ସଚ୍ଚିନ ମୀଣାଙ୍କ ଲଭ୍ ଷ୍ଟୋରୀ । ବଡ଼ ପରଦାରେ ସୀମାଙ୍କ ରିୟଲ୍ ଲାଇଫକୁ ବଖାଣୁଛି ‘କରାଚି ଟୁ...
ଓଡ଼ିଶା 365 (ବ୍ୟୁରୋ) : ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଜୋହାନ୍ସବର୍ଗ...
ଓଡ଼ିଶା 365 (ବ୍ୟୁରୋ): ୧୨ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ । ବିଜେପି ପକ୍ଷରୁ ନେତା ଶତୃଘ୍ନ ଜେନାଙ୍କ ନେତୃତ୍ବରେ ବନ୍ଦ ପାଳନ...
ଓଡ଼ିଶା 365 (ବ୍ୟୁରୋ): ଦିନକୁଦିନ ଯୋର ଧରୁଛି କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା। ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ଡାକରା ଦିଆଯାଇଛି । ଜିଲ୍ଲା...
ଓଡ଼ିଶା 365 (ବ୍ୟୁରୋ): ଯୁଗ ଯୁଗରୁ ଗହଣା ପ୍ରତି ନାରୀମାନଙ୍କର ଅହେତୁକ ଆକର୍ଷଣ ରହିଆସିଛି। ପ୍ରାଚୀନ କାଳରେ ହୀରା, ନୀଳା, ମୋତି, ମାଣିକ, ପାନ୍ନା, ପ୍ରବାଳ, ଗୋମେଦ,...
ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଡେଙ୍ଗୁ ପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ମଙ୍ଗଳବାରଠାରୁ ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ...
ଓଡ଼ିଶା 365(ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଧମକ ଦେଇଛନ୍ତି । ଟ୍ରମ୍ପ କିଛି ଆମେରିକୀୟ ଉତ୍ପାଦ ଉପରେ ଭାରତ ଦ୍ୱାରା ଅଧିକ ଟିକସ...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଛୋଟ ଠୁ ବୟସ୍କ ସମସ୍ତଙ୍କ କ୍ଷେତ୍ରରେ ଦୃଷ୍ଟିହିନ ସମସ୍ୟା ଦେଖାଦେଉଛି । ଆଜିକାଲିର ଖାଦ୍ୟଶୈଳୀ, ଅଧିକ ସମୟ ମୋବାଇଲ ବ୍ୟବହାର,...
5Tରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ । ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ଫାଇଭ-ଟି ସଚିବ...
ଓଡ଼ିଶା 365(ବ୍ୟୁରୋ) : ଆଜି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଙ୍କ ପୁଣ୍ୟତିଥିରେ ହିନ୍ଦୁ ଗୌରବ ଦିବସ ପାଳନ କରୁଛି ଭାରତୀୟ ଜନତା ପାର୍ଟି ।...
ଓଡ଼ିଶା 365 (ବ୍ୟୁରୋ) : ରାଗିଂ ରୋକିବା ପାଇଁ ପ୍ରଣୟନ ହୋଇଛି କଡ଼ା ଆଇନ। ଏଥିପାଇଁ ବିଭିନ୍ନ ସ୍ତରରେ ସଚେତନ ମଧ୍ୟ କରାଯାଉଛି। ତଥାପି କୌଣସି ସୁଫଳ ମିଳୁନି ।...
ଓଡ଼ିଶା 365(ବ୍ୟୁରୋ): ୨୦୧୪ ପୂର୍ବରୁ ଦେଶରେ ବହୁ ପରିମାଣରେ ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଥିଲା। ଜନତା ଦେଶର ଜନତା ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେନାହିଁ ।...
ଓଡ଼ିଶା 365 (ବ୍ୟୁରୋ) : ବ୍ରାଉନସୁଗରର ହବ୍ ପାଲଟିଛି ବାଲେଶ୍ବର । ପ୍ରତ୍ୟେକ ମାସ ବାଲେଶ୍ବରରୁ ଜବତ ହେଉଛି କୋଟି କୋଟି ଟଙ୍କାର ବ୍ରାଉନସୁଗର। ପୋଲିସ ଓ ଏସଟିଏଇ ଚଢାଉ...
ଓଡ଼ିଶା 365 (ବ୍ୟୁରୋ) : ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କଲାଣି ଧଳା ଜହର କାରବାର। ଏହି ରାକେଟର ଚେର ନୟାଗଡ଼କୁ ମଧ୍ୟ ଲମ୍ବିଛି। ବାଇକରେ ବୁଲିବୁଲି...
ଓଡ଼ିଶା 365 (ବ୍ୟୁରୋ):୧୮ ଜିଲ୍ଲାରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି ।...
ଓଡ଼ିଶା 365 (ବ୍ୟୁରୋ) : ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଡିସଚାର୍ଜ ପିଟିସନର ଶୁଣାଣି । ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଛି ଗୋପାଳ ଦାସର ଡିସଚାର୍ଜ ପିଟିସନ୍...
ଓଡ଼ିଶା365(ବ୍ୟୁରୋ): ଜନ୍ମଦିନରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟକକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଦଳରେ ଥାଇ ଦଳ ବିରୋଧରେ କହିବା, ମନ୍ତ୍ରୀ ବଡ଼ ନା ସଚିବ...
ଛୋଟ ମୋର ଗାଁଟିଭୂଗୋଳ ପୋଥି ପତରେ ପଛେନ ଥାଉ ତାର ନାଁ ଟିଛୋଟ ମୋର ଗାଁଟିଓଡ଼ିଶା365(ବ୍ୟୁରୋ): ତାଙ୍କର ଏହି ଆବେଗପୂର୍ଣ୍ଣ କବିତା ସମସ୍ତଙ୍କ ପାଇଁ ଅଭୁଲା ହୋଇ...
ଓଡ଼ିଶା 365(ବ୍ୟୁରୋ) : ଆଜିର ମହିଳା ମାନେ ସଙ୍ଗୀତ କ୍ଷେତ୍ର ଠାରୁ ମିଜାଇଲ ନିର୍ମାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।...
ସୂଚନାଯୋଗ୍ୟ, କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ୭ଟି ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଲକ୍ଷଲକ୍ଷ...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଆଖିତଳ କଳା ପଡିବା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ରାତି ଅନିନ୍ଦ୍ରା, ଅଧିକ ସମୟ ମୋବାଇଲ ବ୍ୟବହାର କରିବା,ଚାପ...
ଓଡ଼ିଶା 365 (ବ୍ୟୁରୋ): ସାଧାରଣତଃ ବର୍ତ୍ତମାନ ସମସ୍ତ ଫାଷ୍ଟଫୁଡ୍ କାଇବା ପସନ୍ଦ କରିଥାନ୍ତି । ଏହି ସବୁ ଖାଦ୍ୟ ଖାଇବା ସହ ଓଜନ ବୃଦ୍ଦି ପାଇଥାଏ ।...
Copyright © Odisha-365, 2024 - All Rights Reserved.