param

param

ଚାଲିଥିଲା ଲାଇଭ୍ ଟେଲିକାଷ୍ଟ; ସାମ୍ବାଦିକାଙ୍କୁ ପ୍ରପୋଜ୍ କଲେ ସହକର୍ମୀ

ଚାଲିଥିଲା ଲାଇଭ୍ ଟେଲିକାଷ୍ଟ; ସାମ୍ବାଦିକାଙ୍କୁ ପ୍ରପୋଜ୍ କଲେ ସହକର୍ମୀ

ଓଡ଼ିଶା 365 (ବ୍ୟୁରୋ): ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ଏକ ପବିତ୍ର ସମ୍ପର୍କ । ପ୍ରେମ ପାଇଁ ପ୍ରେମିକ ପ୍ରେମିକା ସବୁ ସୀମା ପାର କରିଦେଇଥାନ୍ତି...

ବିଦ୍ୟାଳୟରେ ପାରମ୍ପରିକ ପୋଷାକ ବ୍ୟାନ୍

ବିଦ୍ୟାଳୟରେ ପାରମ୍ପରିକ ପୋଷାକ ବ୍ୟାନ୍

ଓଡ଼ିଶା365(ବ୍ୟୁରୋ): ସ୍କୁଲକୁ ଅବୟା ଅର୍ଥାତ ମୁସଲିମ୍ ମହିଳା ପିନ୍ଧୁଥିବା ସ୍ୱତନ୍ତ୍ର ପୋଷାକକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାକୁ ସ୍କୁଲକୁ ପିନ୍ଧି ଆସିବା ନିୟମକୁ ରଦ୍ଦ...

ଅଗଷ୍ଟ ୩୦ରୁ ଏସିଆ କପ, ସେପ୍ଟେମ୍ବର ୨ରେ ଭାରତ-ପାକ୍ ଟକ୍କର 

ଅଗଷ୍ଟ ୩୦ରୁ ଏସିଆ କପ, ସେପ୍ଟେମ୍ବର ୨ରେ ଭାରତ-ପାକ୍ ଟକ୍କର 

ଓଡ଼ିଶା 365 (ବ୍ୟୁରୋ): ଅଗଷ୍ଟ ୩୦ରୁ ହାଇବ୍ରିଡ୍‌ ମଡେଲରେ ଖେଳାଯିବ ଏସୀୟ କ୍ରିକେଟ୍‌ର କ୍ରିଡା ମହାକୁମ୍ଭ। ଏନେଇ ଆରମ୍ଭ ହୋଇଗଲାଣି କାଉନଡାଉନ୍। ଅପେକ୍ଷାରେ ଫ୍ୟାନ୍ ଫଲୋ। ଚଳିତ ବର୍ଷ...

ଯୌତୁକ ଦେଇନପାରିବାରୁ ଝିଅକୁ ହତ୍ୟାକରିଛି ଜ୍ୱାଇଁ, ଅଭିଯୋଗ ଆଣିଲେ ମା’

ଯୌତୁକ ଦେଇନପାରିବାରୁ ଝିଅକୁ ହତ୍ୟାକରିଛି ଜ୍ୱାଇଁ, ଅଭିଯୋଗ ଆଣିଲେ ମା’

ଓଡ଼ିଶା 365 (ବ୍ୟୁରୋ): ଯୌତୁକ ଦେଇନପାରିବାରୁ ନବବଧୂକୁ ହତ୍ୟା କରିଛି ସ୍ୱାମୀ । ନୃତ୍ୟଶିଳ୍ପୀ ରଶ୍ମିତା ଲାକ୍ରାଙ୍କୁ ବେଙ୍ଗାଲୁରୁରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମାଈ ।...

ପୁଣି ବିବାଦରେ କିଙ୍ଗ ଖାନ୍

ପୁଣି ବିବାଦରେ କିଙ୍ଗ ଖାନ୍

ଓଡ଼ିଶା 365 (ବ୍ୟୁରୋ): ପୁଣି ବିବାଦରେ କିଙ୍ଗ ଖାନ୍ । ଏକ ଅନଲାଇନ୍ ଗେମିଙ୍ଗ ସମ୍ବନ୍ଧୀୟ ବିଜ୍ଞାପନକୁ ନେଇ ବିବାଦ ପରିସରକୁ ଆସିଥିବା ଚର୍ଚ୍ଚା ହେଉଛି ।...

ରାକ୍ଷୀ ପାଇଁ ଚାଲିଛି ପ୍ରସ୍ତୁତି, କାଲି ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ମା ସୁଭଦ୍ରା

ରାକ୍ଷୀ ପାଇଁ ଚାଲିଛି ପ୍ରସ୍ତୁତି, କାଲି ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ମା ସୁଭଦ୍ରା

ଓଡ଼ିଶା 365 (ବ୍ୟୁରୋ): ରାତି ପାହିଲେ ସ୍ନେହ ଓ ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ସବୁ  ଭାଇଙ୍କ ହାତରେ ଭଉଣୀମାନେ ବାନ୍ଧିବ ସେହ୍ନ ଓ...

ଅଯୋଧ୍ୟା ରାମ ମନ୍ଦିରରେ ୨୦ ସେକେଣ୍ଡ ପାଇଁ ରାମଲଲାଙ୍କ ଦର୍ଶନ କରିପାରିବେ ଭକ୍ତ

ଅଯୋଧ୍ୟା ରାମ ମନ୍ଦିରରେ ୨୦ ସେକେଣ୍ଡ ପାଇଁ ରାମଲଲାଙ୍କ ଦର୍ଶନ କରିପାରିବେ ଭକ୍ତ

ଓଡ଼ିଶା365(ବ୍ୟୁରୋ): ଆଗାମୀ ବର୍ଷ ଅର୍ଥାତ ୨୦୨୪ ମସିହାରେ ନବନିର୍ମିତ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କରାଯିବ। ଏନେଇ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟିର...

ଜାତୀୟ କ୍ରୀଡ଼ା  ଦିବସ : ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଜାତୀୟ କ୍ରୀଡ଼ା ଦିବସ : ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା 365 (ବ୍ୟୁରୋ) : ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି  ଜଣାଇଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ...

ଏନଟି ରାମାରାଓଙ୍କ ସ୍ମୃତିରେ  ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା

ଏନଟି ରାମାରାଓଙ୍କ ସ୍ମୃତିରେ  ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା

ଓଡ଼ିଶା 365 (ବ୍ୟୁରୋ) : ଅବିଭାଜିତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ତେଲୁଗୁ ଅଭିନେତା ଏନ୍‌ଟି ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୧୦୦ ଟଙ୍କିଆ ସ୍ମାରକୀ...

ମହିଳା ସହକର୍ମୀଙ୍କୁ ନିର୍ଯାତନା ଘଟଣା: ଉଭୟ ପକ୍ଷକୁ ଜେରା କରୁଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ମହିଳା ସହକର୍ମୀଙ୍କୁ ନିର୍ଯାତନା ଘଟଣା: ଉଭୟ ପକ୍ଷକୁ ଜେରା କରୁଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗରେ ଉଭୟ ପକ୍ଷକୁ ଜେରା କରୁଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ମହିଳା ସହକାରୀ ପ୍ରଫେସର ରୋଶନୀ କୁଜୁରଙ୍କୁ ସହକାରୀ...

ସିବିଆଇ ଅଧିକାରୀ କହି ଲୁଟ୍ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଜେରା କରୁଛି ପୋଲିସ

ସିବିଆଇ ଅଧିକାରୀ କହି ଲୁଟ୍ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଜେରା କରୁଛି ପୋଲିସ

ଓଡ଼ିଶା 365 (ବ୍ୟୁରୋ):  ସିବିଆଇ ଅଧିକାରୀ କହି  ୨ କୋଟି ଲୁଟ ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି କମିଶନରେଟ ପୋଲିସ । ଏହି...

ଚନ୍ଦ୍ରଯାନ-୩ : ଖାଲର ସମ୍ମୁଖୀନ ହେଲା ରୋଭର, ବଦଳିଳା ଗତିପଥ

ଚନ୍ଦ୍ରଯାନ-୩ : ଖାଲର ସମ୍ମୁଖୀନ ହେଲା ରୋଭର, ବଦଳିଳା ଗତିପଥ

ଓଡ଼ିଶା 365 (ବ୍ୟୁରୋ) : ରୋଭର ପ୍ରଜ୍ଞା ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ବୁଲି ତଥ୍ୟ ସଂଗ୍ରହ କରୁଛି। ତଥ୍ୟ ସଂଗ୍ରହ କରି ବିକ୍ରମ ଲ୍ୟାଣ୍ଡରକୁ ପଠାଉଛି...

କାହିଁକି ଏମିତି ମନମାନି: ପୁଣି ଉପବାସରେ ରହିଲେ ପ୍ରଭୁ ଲିଙ୍ଗରାଜ

କାହିଁକି ଏମିତି ମନମାନି: ପୁଣି ଉପବାସରେ ରହିଲେ ପ୍ରଭୁ ଲିଙ୍ଗରାଜ

ଓଡ଼ିଶା 365 (ବ୍ୟୁରୋ): ସେବାୟତଙ୍କ ମନମାନି ଯୋଗୁଁ କାଲିଠୁ ଖାଡ଼ା ଉପବାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି...

ଇତିହାସ ରଚୁଛି ‘ଜେଲର’

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ । ଏହି ଫିଲ୍ମ ରିଲିଜ୍ ହେବାର ୧୮ ଦିନ ପରେ ୬୦୦ କୋଟି କ୍ଲବରେ...

ଆଫଗାନିସ୍ତାନରେ ଭୂକମ୍ପ : ଭାଙ୍ଗିଲା ଘରଦ୍ୱାର, ଲୋକେ ଭୟଭିତ

ଆଫଗାନିସ୍ତାନରେ ଭୂକମ୍ପ : ଭାଙ୍ଗିଲା ଘରଦ୍ୱାର, ଲୋକେ ଭୟଭିତ

ଓଡ଼ିଶା 365 (ବ୍ୟୁରୋ) : ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ସୋମବାର ସକାଳେ ପୂର୍ବ ଆଫଗାନିସ୍ତାନର ଦୁର୍ଗମ, ପାର୍ବତ୍ୟ ଅଞ୍ଚଳରେ ୪.୮ ମ୍ୟାଗ୍ନିଚ୍ୟୁଡର...

୬ ନୂଆ ଦେଶ ବ୍ରିକ୍ସରେ ସାମିଲ ହେଲେ ଭାରତକୁ ମିଳିବ ଫାଇଦା, ନିୟନ୍ତ୍ରଣରେ ରହିବ ଅନ୍ତର୍ଜାତୀୟ ବଜାର

୬ ନୂଆ ଦେଶ ବ୍ରିକ୍ସରେ ସାମିଲ ହେଲେ ଭାରତକୁ ମିଳିବ ଫାଇଦା, ନିୟନ୍ତ୍ରଣରେ ରହିବ ଅନ୍ତର୍ଜାତୀୟ ବଜାର

ଓଡ଼ିଶା 365 (ବ୍ୟୁରୋ) : ବ୍ରିକ୍ସରେ ନୂଆ ୬ ଦେଶ ସାମିଲ ହୋଇଛନ୍ତି । ପୂର୍ବରୁ ବ୍ରିକ୍ସ ସଦସ୍ୟଙ୍କ ସଂଖ୍ୟା ୫ ଥିଲା । ଏବେ ଏହି...

ଭାରତୀୟ ସେୟାର ବଜାରରେ ପ୍ରାରମ୍ଭିକ ବାଣିଜ୍ୟ ବୃଦ୍ଧି

ଭାରତୀୟ ସେୟାର ବଜାରରେ ପ୍ରାରମ୍ଭିକ ବାଣିଜ୍ୟ ବୃଦ୍ଧି

ଓଡ଼ିଶା 365(ବ୍ୟୁରୋ): ସେୟାର ବଜାରକୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସୋମବାର ଭାରତୀୟ ସେୟାର ବଜାରର ପ୍ରାରମ୍ଭିକ ବାଣିଜ୍ୟ କରବାରରେ ବୃଦ୍ଧି । ବିଏସଇ ସୂଚକାଙ୍କ ସେନସେକ୍ସରେ...

କର୍କଟ ରୋଗର ରାମବାଣ ଅପରାଜିତା 

କର୍କଟ ରୋଗର ରାମବାଣ ଅପରାଜିତା 

ଓଡ଼ିଶା 365 (ବ୍ୟୁରୋ): କର୍କଟ ରୋଗର ରାମବାଣ ଅପରାଜିତା ଅପରାଜିତା ଫୁଲ ମହାଦେବଙ୍କର ଅତି ପ୍ରିୟ ଫୁଲ । ଏହା ଦେଖିବାକୁ ଯେତିକି ସୁନ୍ଦର ତା ଗୁଣ...

ପୁଣି ଚିଲିକା ମଝିରେ ଅଟକିଲା ଡ଼ଙ୍ଗା

ପୁଣି ଚିଲିକା ମଝିରେ ଅଟକିଲା ଡ଼ଙ୍ଗା

ଓଡ଼ିଶା 365 (ବ୍ୟୁରୋ): ପୁଣି ଚିଲିକା ମଝିରେ ଅଟକିଲା ଡଙ୍ଗା । ସାତପଡାରୁ ଜହ୍ନିକୁଦା ଯାତ୍ରା ସମୟରେ ଘଟିଛି ଏଭଳି ଅଘଟଣ । ଏଥିରେ ଫସିରହିଛନ୍ତି ୫୦...

ସ୍ୱପ୍ନରୁ ଜାଣନ୍ତୁ ଭବିଷ୍ୟତ

ସ୍ୱପ୍ନରୁ ଜାଣନ୍ତୁ ଭବିଷ୍ୟତ

ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ପୁରୁଷ ହୁଅନ୍ତୁ ଅବା ମହିଳା ସମସ୍ତେ ଶୋଇବା ସମୟରେ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ରାତି ପାହିବା ପରେ...

କଂଗ୍ରେସ ସମୟରେ ଇସ୍ରୋକୁ ବଜେଟ୍ ମିଳୁନଥିଲା: ଗୋଟିଏ ବସ୍ ବ୍ୟବହାର କରୁଥିଲେ ବୈଜ୍ଞାନିକ

କଂଗ୍ରେସ ସମୟରେ ଇସ୍ରୋକୁ ବଜେଟ୍ ମିଳୁନଥିଲା: ଗୋଟିଏ ବସ୍ ବ୍ୟବହାର କରୁଥିଲେ ବୈଜ୍ଞାନିକ

ଓଡ଼ିଶା365(ବ୍ୟୁରୋ):  ଚନ୍ଦ୍ରଯାନର ସଫଳତା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ଗବେଷଣା ପାଇଁ ଅହେତୁକ ଆଗ୍ରହ ପ୍ରକାଶ ପାଇଛି । ଚନ୍ଦ୍ରାୟନ3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର...

ପୁଣି ରାଜ୍ୟରେ ଶଶିକଳା ସିଣ୍ଡ୍ରୋମର କଥା ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ 

ପୁଣି ରାଜ୍ୟରେ ଶଶିକଳା ସିଣ୍ଡ୍ରୋମର କଥା ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ 

ପୁଣିଥରେ ରାଜ୍ୟ ରାଜନୀତିରେ ଶଶିକଳା ସିଣ୍ଡ୍ରୋମକୁ ନେଇ ଯୋରଧରିଛି ଚର୍ଚ୍ଚା। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ  ରାଜ୍ୟ ରାଜନୀତିରେ ଶଶିକଳା ସିଣ୍ଡ୍ରୋମ କଥା...

ଓଡ଼ିଶାରେ ଚାଲିଛି ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ଚାଲିଛି ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା365(ବ୍ୟୁରୋ): ଗଣତନ୍ତ୍ରରେ ଆଇନକାନୁନ ଅଛି, ସାମ୍ବିଧାନିକ ମର୍ଯ୍ୟାଦା ଅଛି । ଗଣତନ୍ତ୍ରର ସବୁଠୁ ଉଦ୍ଧ୍ୱର୍ରେ ଅଛି ଲୋକମତ । ଆଉ ମୁଁ ଯେତିକି ଜାଣେ ମୁଖ୍ୟମନ୍ତ୍ରୀ ନବୀନ...

ଧ୍ରୁତରାଷ୍ଟ୍ର ନ ହୁଅନ୍ତୁ ମୁଖ୍ୟମନ୍ତ୍ରୀ;  ପାଳନ କରନ୍ତୁ ରାଜଧର୍ମ: ଅପରାଜିତା

ଧ୍ରୁତରାଷ୍ଟ୍ର ନ ହୁଅନ୍ତୁ ମୁଖ୍ୟମନ୍ତ୍ରୀ;  ପାଳନ କରନ୍ତୁ ରାଜଧର୍ମ: ଅପରାଜିତା

ଓଡ଼ିଶା365(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ହୋଇ ବସି ରହିଲେ ଚଳିବନି। ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ପଡ଼ିବ। ଯାହା ଆମେ ତାଙ୍କ ପାଖରୁ ଆଶା କରୁଛୁ। ନବୀନ...

ସୀତା ହେବାକୁ ମନା କରିଦେଲେ ଆଲିଆ

ସୀତା ହେବାକୁ ମନା କରିଦେଲେ ଆଲିଆ

ଓଡ଼ିଶା 365 (ବ୍ୟୁରୋ) : ଚର୍ଚ୍ଚାରେ ଆଲିଆଙ୍କ ବୟାନ । ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ଣରେ ନଜର ଆସିଥାନ୍ତେ ଆଲିଆ ଭଟ୍ଟ। ହେଲେ ଆଲିଆ ରାମାୟଣ ଫିଲ୍ମରେ...

ଦେଶରେ ବଡ଼ ପରିବର୍ତ୍ତନ ଆଣିଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା : ନିର୍ମଳା ସୀତାରମଣ

ଦେଶରେ ବଡ଼ ପରିବର୍ତ୍ତନ ଆଣିଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା : ନିର୍ମଳା ସୀତାରମଣ

ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନା ଦ୍ବାରା ଦେଶରେ ହୋଇଥିବା ବିତ୍ତିୟ ସମାବେସନ ଓ ଡିଜିଟାଲ କାରୋବାର ଉପରେ କ୍ରାନ୍ତି ଆଣିଛି ବୋଲି...

ଥାନାରେ ଝିଅ ଯୌନ ଉତ୍ପୀଡ଼ନ ମାମଲା ଦେବାରୁ; ଭାଇକୁ ହାଣିଲେ, ମା’କୁ ବିବସ୍ତ୍ର କରି ଚଲାଇଲେ ଦୁର୍ବୁତ

ଥାନାରେ ଝିଅ ଯୌନ ଉତ୍ପୀଡ଼ନ ମାମଲା ଦେବାରୁ; ଭାଇକୁ ହାଣିଲେ, ମା’କୁ ବିବସ୍ତ୍ର କରି ଚଲାଇଲେ ଦୁର୍ବୁତ

ଓଡ଼ିଶା 365 (ବ୍ୟୁରୋ) : ସରିଗଲା ମାନବିକତା ମରିଗଲା ମଣିଷ ପଣିଆ । ଥାନାରେ ଝିଅ ଯୌନ ଉତ୍ପୀଡ଼ନ ମାମଲା ଦେଇଥିବାରୁ ଭାଇକୁ ହତ୍ୟା କରି ମା’କୁ...

ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ

ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ

ସୂଚନାଯୋଗ୍ୟ, ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ ଦୁର୍ଗାଷ୍ଟମୀରେ କଟକ ତିନି କୋଣିଆ ବଗିଚାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତ । ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର...

ସନ୍ଦେହରୁ ‘ଲିଭ୍‌-ଇନ୍‌ ପାର୍ଟନର୍‌’ଙ୍କୁ ହତ୍ୟା

ସନ୍ଦେହରୁ ‘ଲିଭ୍‌-ଇନ୍‌ ପାର୍ଟନର୍‌’ଙ୍କୁ ହତ୍ୟା

ଓଡ଼ିଶା365(ବ୍ୟୁରୋ): କର୍ଣ୍ଣାଟକର ମାଇକୋ ଲେଆଉଟ୍‌ ଥାନା ଅଞ୍ଚଳରେ ପ୍ରେସର୍‌ କୁକର୍‌ରେ ‘ଲିଭ୍‌-ଇନ୍‌ ପାର୍ଟନର୍‌’ଙ୍କ ମୁଣ୍ଡକୁ ଛେଚି ହତ୍ୟା । ଘଟଣାରେ ଜଣେ ୨୪ ବର୍ଷିୟ ଯୁବକଙ୍କୁ ଗିରଫ...

ଆଜି ଯୋଡା ଶ୍ରାବଣର ଶେଷ ସୋମବାର

ଆଜି ଯୋଡା ଶ୍ରାବଣର ଶେଷ ସୋମବାର

ଓଡ଼ିଶା 365 (ବ୍ୟୁରୋ) : ଆଜି ହେଉଛି ଯୋଡା ଶ୍ରାବଣର ଶେଷ ସୋମବାର । ସଂକ୍ରାନ୍ତି ଠାରୁ ସଂକ୍ରାନ୍ତି ବ୍ରତ ପାଳନ କରୁଥିବା ଭକ୍ତଙ୍କ ପାଇଁ ଆଜି...

ବନ୍ଦର ନିଷିଦ୍ଧାଞ୍ଚଳରେ ବୋଲେରୋକୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବନ୍ଦର ନିଷିଦ୍ଧାଞ୍ଚଳରେ ବୋଲେରୋକୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୂଚନାଯୋଗ୍ୟ ଯେ, ପାରାଦୀପ ବନ୍ଦରର MCHP ବର୍ଥ ନିକଟ ରେଲୱେ ଲାଇନକୁ ଏକ ବୋଲେରୋ ପାସ୍ କରୁଥିବା ବେଳେ ଟ୍ରେନ୍‌ଟି ଧକ୍କା ଦେଇଥିଲା । ବୋଲେରୋ ଚାଳକଙ୍କ...

ରପ୍ତାନୀ ଉପରେ ରୋକ୍‌, ୧ଟନ୍‌ ଚାଉଳ ଉପରେ ସର୍ବନିମ୍ନ ରପ୍ତାନୀ ଶୁଳ୍କ ୧୨୦୦ ଡଲାର ଲାଗାଇବା ପାଇଁ ପ୍ରସ୍ତାବ

ରପ୍ତାନୀ ଉପରେ ରୋକ୍‌, ୧ଟନ୍‌ ଚାଉଳ ଉପରେ ସର୍ବନିମ୍ନ ରପ୍ତାନୀ ଶୁଳ୍କ ୧୨୦୦ ଡଲାର ଲାଗାଇବା ପାଇଁ ପ୍ରସ୍ତାବ

ଓଡ଼ିଶା 365 (ବ୍ୟୁରୋ) : ବାସୁମତୀ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରତି ୧ଟନ୍‌ ଚାଉଳ ଉପରେ ସର୍ବନିମ୍ନ ରପ୍ତାନୀ ଶୁଳ୍କ...

ପୁରୁଷମାନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ , ହରାଇବେ ପୁରୁଷତ୍ୱ

ପୁରୁଷମାନେ ଖାଆନ୍ତୁ ନାହିଁ ଏହି ଖାଦ୍ୟ , ହରାଇବେ ପୁରୁଷତ୍ୱ

ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟର ଖାଦ୍ୟଶୈଳୀ ଆପଣଙ୍କ ଜୀବନରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ବିଶେଷ କରି ପୁରୁଷ ମାନଙ୍କ କ୍ଷେତ୍ରରେ ଅନେକ ପରିବର୍ତ୍ତନ...

 ପୂର୍ବରୁ ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ଶାସିତ ଥିଲା ୟୁପି,ଏବେ ଆଇନର ରାଜ ଚାଲିଛି : ମୋଦି

 ପୂର୍ବରୁ ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ଶାସିତ ଥିଲା ୟୁପି,ଏବେ ଆଇନର ରାଜ ଚାଲିଛି : ମୋଦି

ଓଡ଼ିଶା 365 (ବ୍ୟୁରୋ) : ଅପରାଧକୁ ରୋକିବା କାରଣରୁ ଉତ୍ତରପ୍ରଦେଶରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ଆଜି ୟୁପିରେ ଆଇନର ରାଜ ଚାଲିଛି। ରୋଜଗାର ମେଳା କାର୍ଯ୍ୟକ୍ରମରେ...

ବଳଦେବଜୀଉଙ୍କ ପାଖକୁ ପାଟରାକ୍ଷୀ ପଠାଇଲେ ଭଉଣୀ ସୁଭଦ୍ରା

ବଳଦେବଜୀଉଙ୍କ ପାଖକୁ ପାଟରାକ୍ଷୀ ପଠାଇଲେ ଭଉଣୀ ସୁଭଦ୍ରା

ଆସନ୍ତ ଗହ୍ମାପୂର୍ଣ୍ଣିମାରେ ଶ୍ରୀ ବଳଦେବଜୀଉଙ୍କ ଜନ୍ମ ଦିବସ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉମାନଙ୍କୁ ରାକ୍ଷୀ ଗୁଡିକ ପିନ୍ଧାଇ ଦିଆଯିବ । ଉକ୍ତ ପାଟରାକ୍ଷୀ ହସ୍ତାନ୍ତର...

ଅପରାଜିତାଙ୍କୁ ଉତ୍ୟକ୍ତ ମହିଳାଙ୍କ ଆକ୍ରମଣର ଫଟୋ ଜାରିକଲା ବିଜେପି

ଅପରାଜିତାଙ୍କୁ ଉତ୍ୟକ୍ତ ମହିଳାଙ୍କ ଆକ୍ରମଣର ଫଟୋ ଜାରିକଲା ବିଜେପି

ଓଡ଼ିଶା 365 (ବ୍ୟୁରୋ):  ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଉତ୍ୟକ୍ତ ମହିଳାଙ୍କ ଆକ୍ରମଣର ଫଟୋ ଜାରିକଲା ବିଜେପି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ ବେଳେ କିଛି ମହିଳା ଆକ୍ରମଣ...

ସୁଶାନ୍ତଙ୍କ ଶେଷ ସନ୍ତକ କିଣିଲେ ଆଦା

ସୁଶାନ୍ତଙ୍କ ଶେଷ ସନ୍ତକ କିଣିଲେ ଆଦା

ଓଡ଼ିଶା 365 (ବ୍ୟୁରୋ): ଅଭିନେତାଙ୍କ ମୃତ୍ୟୁକୁ ଆଖାପାଖି ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ସମସ୍ତଙ୍କ ହୃଦୟରେ ଘର କରି ରହିଛନ୍ତି ବଲିଉଡ୍ ଅଭିନେତା ସୁଶାନ୍ତ...

୪୦ ବର୍ଷ ପରେ ଭାରତକୁ ଆଥଲେଟରେ ପ୍ରଥମ ସ୍ବର୍ଣ୍ଣ ପଦକ, ଐତିହାସିକ ବୀଜୟ ଆଣିଲେ ନୀରଜ

୪୦ ବର୍ଷ ପରେ ଭାରତକୁ ଆଥଲେଟରେ ପ୍ରଥମ ସ୍ବର୍ଣ୍ଣ ପଦକ, ଐତିହାସିକ ବୀଜୟ ଆଣିଲେ ନୀରଜ

ଓଡ଼ିଶା 365 (ବ୍ୟୁରୋ) : ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା । ପୂର୍ବରୁ ମଧ୍ୟ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଦେଶବାସୀଙ୍କୁ କରିଥିଲେ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ନୀରଜ, ଶୁଭେଚ୍ଛା ଜଣାଇଲେ ମୋଦି

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ନୀରଜ, ଶୁଭେଚ୍ଛା ଜଣାଇଲେ ମୋଦି

ଓଡ଼ିଶା 365 (ବ୍ୟୁରୋ) : ହଙ୍ଗେରିର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି  ରଚିଛି । ଜାଭେଲିନ ଥ୍ରୋ...

ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ; ୬ ମୃତ

ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ; ୬ ମୃତ

ଓଡ଼ିଶା365(ବ୍ୟୁରୋ): ପଶ୍ଚିମବଙ୍ଗର ଜଗନ୍ନାଥପୁରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ପାଖାପାଖି ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା...

ମହାକାଶକୁ ଯିବ ମହିଳା ରୋବଟ ‘ବ୍ୟୋମମିତ୍ର’

ମହାକାଶକୁ ଯିବ ମହିଳା ରୋବଟ ‘ବ୍ୟୋମମିତ୍ର’

ଓଡ଼ିଶା365(ବ୍ୟୁରୋ): ଗଗନଯାନ ମିସନ୍‌ ଅନ୍ତର୍ଗତ ଭାରତ ମହାକାଶକୁ ପଠାଇବ ମହିଳା ରୋବଟ ‘ବ୍ୟୋମମିତ୍ର’। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍‌ଡିଟିଭି ଜି୨୦-କନକ୍ଲେଭ୍‌କୁ ଏକ ସାକ୍ଷାତକାର ଏହି...

ଅଷ୍ଟ୍ରେଲିଆ ଉପକୂଳ ସମୁଦ୍ରରେ ଆମେରିକା ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଅଷ୍ଟ୍ରେଲିଆ ଉପକୂଳ ସମୁଦ୍ରରେ ଆମେରିକା ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା365(ବ୍ୟୁରୋ): ୨୦ଜଣ ନୌସେନା ଯବାନଙ୍କୁ ନେଇ ଯାଉଥିବା ଆମେରିକା ସେନାବାହିନୀର ଏକ ହେଲିକପ୍ଟର୍‌ ଉତ୍ତର ଅଷ୍ଟ୍ରେଲିଆର ଡାର୍‌ୱିନ୍‌ ଦ୍ବୀପ ଉପକୂଳ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ‘ସ୍କାଏ ନିଉଜ୍‌...

‘ଚନ୍ଦ୍ରଯାନ-୩ ଅଭିଯାନ’ ନାରୀଶକ୍ତିର ଜୀବନ୍ତ ଉଦାହରଣ: ମୋଦୀ

‘ଚନ୍ଦ୍ରଯାନ-୩ ଅଭିଯାନ’ ନାରୀଶକ୍ତିର ଜୀବନ୍ତ ଉଦାହରଣ: ମୋଦୀ

ଓଡ଼ିଶା365(ବ୍ୟୁରୋ): ‘ମନ୍‌ କି ବାତ୍‌’ର ୧୦୪ତମ ସଂସ୍କରଣରେ ‘ଚନ୍ଦ୍ରଯାନ-୩’ ଅଭିଯାନରେ ‘ଇସ୍ରୋ’ ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଏହି ଅଭିଯାନ...

୪ ମହାକାଶଚାରୀଙ୍କୁ ‘ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର’କୁ ନେଲା ‘ସ୍ପେସ୍‌ଏକ୍ସ’ ରକେଟ୍‌

୪ ମହାକାଶଚାରୀଙ୍କୁ ‘ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର’କୁ ନେଲା ‘ସ୍ପେସ୍‌ଏକ୍ସ’ ରକେଟ୍‌

ଓଡ଼ିଶା365(ବ୍ୟୁରୋ): ବିଶ୍ବର ୪ଟି ଦେଶର ୪ ମହାକାଶଚାରୀଙ୍କୁ ନେଇ ଶନିବାର ରାତିରେ ‘କେନେଡି ସ୍ପେସ୍‌ ସେଣ୍ଟର୍‌’ରୁ ‘ସ୍ପେସ୍‌ଏକ୍ସ’ର ଏକ ରକେଟ୍‌ ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ...

ଏୟାର ଇଣ୍ଡିଆର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ?

ଏୟାର ଇଣ୍ଡିଆର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ?

ଓଡ଼ିଶା365(ବ୍ୟୁରୋ): ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଦୁଇ ଜଣିଆ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ନିରାପତ୍ତା ଉପରେ କରାଯାଇଥିବା ଅଡିଟରେ ଅନେକ ତ୍ରୁଟି ଠାବ କରିଛନ୍ତି...

ବାବୁଙ୍କର ବଡ଼ ବହପ: ପ୍ରଦୀପଙ୍କୁ ୫ ଟି ସଚିବଙ୍କ ସମାଲୋଚନା ପରେ ରାଜ୍ୟ ରାଜନୀତିରେ ବୟାନବାଜି

ବାବୁଙ୍କର ବଡ଼ ବହପ: ପ୍ରଦୀପଙ୍କୁ ୫ ଟି ସଚିବଙ୍କ ସମାଲୋଚନା ପରେ ରାଜ୍ୟ ରାଜନୀତିରେ ବୟାନବାଜି

ଓଡ଼ିଶାରେ ବେଶ୍ କିଛିଦିନ ଧରି ବାବୁ ଗିରି ଚାଲିଥିବା ପରିଲକ୍ଷିତ ହେଉଛି। ଦିନକୁ ଦିନ ବିଧାୟକ ଓ ମନ୍ତ୍ରୀଙ୍କର କ୍ଷମତା ସଙ୍କୁଚିତ ହେଉଛି, ବ୍ୟୁରୋକ୍ରାଟ ମାନଙ୍କର ରାଜୁତି...

ଯୁବ ଡାକ୍ତରଙ୍କୁ ବୟନିକାରେ ସମ୍ବର୍ଦ୍ଧନା

ଯୁବ ଡାକ୍ତରଙ୍କୁ ବୟନିକାରେ ସମ୍ବର୍ଦ୍ଧନା

ଓଡ଼ିଶା365(ବ୍ୟୁରୋ): ଭୁବନେଶ୍ୱର ବୟନିକାର ମୁଖ୍ୟ କାର୍ଯ୍ୟାଳୟରେ ବୁଣାକାର ପରିବାରର ଡାକ୍ତର ପୁଅକୁ ସମ୍ବର୍ଦ୍ଧନା। ହସ୍ତତନ୍ତ ବିଭାଗର ଉପଦେଷ୍ଟା, ବୌଦ୍ଧ ଜିଲ୍ଲା ବିଜଦ ପ୍ରଭାରୀ ସୌଭାଗ୍ୟ ନାୟକ, ବୟନିକାର...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ, ଏପର୍ଯ୍ୟନ୍ତ ହୋଇପାରୁନି କ୍ୟାମ୍ପସର ବିକାଶ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ, ଏପର୍ଯ୍ୟନ୍ତ ହୋଇପାରୁନି କ୍ୟାମ୍ପସର ବିକାଶ

ଓଡ଼ିଶା365(ବ୍ୟୁରୋ): ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ, ହେଲେ ଏପର୍ଯ୍ୟନ୍ତ ହୋଇପାରୁନି କ୍ୟାମ୍ପସର ବିକାଶ । ଏବେ ବି ଗୋଟିଏ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମର...

ନ୍ୟାସନାଲ ଆୱାର୍ଡ ଜିତିବା ପରେ ଛୋଟ ପିଲାଙ୍କୁ ମିଠା ବାଣ୍ଟିଲେ କ୍ରିତି

ନ୍ୟାସନାଲ ଆୱାର୍ଡ ଜିତିବା ପରେ ଛୋଟ ପିଲାଙ୍କୁ ମିଠା ବାଣ୍ଟିଲେ କ୍ରିତି

ଓଡ଼ିଶା 365 (ବ୍ୟୁରୋ): ୨୪ ଅଗଷ୍ଟରେ ଦିଲ୍ଲୀରେ ୨୦୨୩ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ଏଥିରେ କ୍ରିତି ସାନନ୍ ଏବଂ ଆଲିଆ ଭଟ୍ଟଙ୍କୁ ନିଜ ନିଜ...

ଅଧିକ ଅଣ୍ଡା ଖାଇଲେ ହୁଏ କ୍ୟାନସର

ଅଧିକ ଅଣ୍ଡା ଖାଇଲେ ହୁଏ କ୍ୟାନସର

ଓଡ଼ିଶା 365 (ବ୍ୟୁରୋ): ଛୋଟ ଠାରୁ ବୟସ୍କ ଅଣ୍ଡା ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଅଣ୍ଡା ଆପଣଙ୍କ ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଯୋଗାଇଥାଏ ।...

ନୂଆ ନିଯୁକ୍ତି ଦାବିରେ  କଳାବ୍ୟାଚ୍‌ ପିନ୍ଧି ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ନୂଆ ନିଯୁକ୍ତି ଦାବିରେ  କଳାବ୍ୟାଚ୍‌ ପିନ୍ଧି ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଓଡ଼ିଶା 365 (ବ୍ୟୁରୋ): ନୂଆ ନିଯୁକ୍ତି ଦାବିରେ  କଳାବ୍ୟାଚ୍‌ ପିନ୍ଧି ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ। ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ପକ୍ଷରୁ...

ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ପୁଣି ଲୋକପ୍ରିୟତାର ଶୀର୍ଷରେ ନବୀନ

ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ପୁଣି ଲୋକପ୍ରିୟତାର ଶୀର୍ଷରେ ନବୀନ

ଓଡ଼ିଶା 365 (ବ୍ୟୁରୋ):  ଇଣ୍ଡିଆ ଟୁଡେର ମୁଡ୍ ଅଫ ଦ ନେସନ୍ ପୋଲରେ ପୁଣି ଲୋକପ୍ରିୟତାର ଶୀର୍ଷରେ ନବୀନ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କର ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ...

ନନ୍ଦନକାନନରୁ ଆସିଲା ଦୁଃଖଦ ଖବର, ଆଖି ବୁଜିଲା ୯ ମାସର ଅଣ୍ଡିରା ସିଂହ ଶାବକ

ନନ୍ଦନକାନନରୁ ଆସିଲା ଦୁଃଖଦ ଖବର, ଆଖି ବୁଜିଲା ୯ ମାସର ଅଣ୍ଡିରା ସିଂହ ଶାବକ

ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ ରହୁଥିବା ସିଂହୀ ବିଜ୍‌ଲୀର ୯ ମାସର ଅଣ୍ଡିରା ଶାବକର ହଠାତ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି । ମୃତ୍ୟୁର...

 ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ଏସଆଇ କାଜଲ ବାଗ

 ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ଏସଆଇ କାଜଲ ବାଗ

ଓଡ଼ିଶା 365 (ବ୍ୟୁରୋ): ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ କାଜଲ ବାଗ। ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ...

Page 37 of 54 1 36 37 38 54

Latest News