param

param

ଜୟ ଶ୍ରୀରାମ ନାରାରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ 

ଜୟ ଶ୍ରୀରାମ ନାରାରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ 

ଓଡ଼ିଶା 365 (ବ୍ୟୁରୋ) : ଭାରତ ପହଂଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଶୁକ୍ରବାର ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୂଆଦିଲ୍ଲୀରେ ପହଂଚିଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ...

ଆନ୍ତର୍ଜାତିକ ସାକ୍ଷରତା ଦିବସ; ବଢୁଛି ଓଡ଼ିଶାର ସାକ୍ଷରତା ହାର

ଆନ୍ତର୍ଜାତିକ ସାକ୍ଷରତା ଦିବସ; ବଢୁଛି ଓଡ଼ିଶାର ସାକ୍ଷରତା ହାର

ଓଡ଼ିଶା365(ବ୍ୟୁରୋ): ଆଜି ହେଉଛି ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’। ବ୍ୟକ୍ତିଗତ ସ୍ତରରେ ଜଣଙ୍କର ଜୀବନ ଓ ସାମୂହିକ ଭାବରେ ଦେଶର ଅର୍ଥନୀତିର ପ୍ରମୁଖ ଉପାଦାନ ହେଉଛି ସାକ୍ଷରତା। ଏହା...

ନୀତିକାନ୍ତିରେ ବିଳମ୍ବ ଯୋଗୁଁ ହୋଇପାରିଲା ନାହିଁ ପହୁଡ଼ ନୀତି, କାଲିଠୁ ଶୋଇନାହାଁନ୍ତି ଶ୍ରୀଜିଉ

ନୀତିକାନ୍ତିରେ ବିଳମ୍ବ ଯୋଗୁଁ ହୋଇପାରିଲା ନାହିଁ ପହୁଡ଼ ନୀତି, କାଲିଠୁ ଶୋଇନାହାଁନ୍ତି ଶ୍ରୀଜିଉ

ଓଡ଼ିଶା 365 (ବ୍ୟୁରୋ): ଗତକାଲି ଦେଶବ୍ୟାପୀ ପାଳିତ ହୋଇଛି ନନ୍ଦ ଉତ୍ସବ। ଏହି ଅବସରରେ ଶ୍ରୀମନ୍ଦିରରେ ବି ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ମାତ୍ର, ଏଥିଲେ ବ୍ୟତିକ୍ରମ ହୋଇଛି।...

ବର୍ଷା ଦିନରେ ବି ଜଳ ଯନ୍ତ୍ରଣା : ରାଜ ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ମହିଳା

ବର୍ଷା ଦିନରେ ବି ଜଳ ଯନ୍ତ୍ରଣା : ରାଜ ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ମହିଳା

ଓଡ଼ିଶା 365 (ବ୍ୟୁରୋ): ବର୍ଷା ଦିନରେ ବି ବଢୁଛି ଜଳ ଯନ୍ତ୍ରଣା। ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ। ଦୀର୍ଘଦିନ ଧରି ବାରମ୍ବାର ଅଭିଯୋଗ...

କାହିଁକି ସ୍ସେଶାଲ ଆମେରିକା ରାଷ୍ଟ୍ରପତିଙ୍କ କାର୍‌ ‘ଦି ବିଷ୍ଟ’; ଜାଣନ୍ତୁ କ’ଣ ରହିଛି ବିଶେଷତ୍ଵ ?

କାହିଁକି ସ୍ସେଶାଲ ଆମେରିକା ରାଷ୍ଟ୍ରପତିଙ୍କ କାର୍‌ ‘ଦି ବିଷ୍ଟ’; ଜାଣନ୍ତୁ କ’ଣ ରହିଛି ବିଶେଷତ୍ଵ ?

ଓଡ଼ିଶା 365 (ବ୍ୟୁରୋ): ରଙ୍ଗୀନ ଆଲୋକରେ ଝଲସୁଛି ଦିଲ୍ଲୀ,ସୁରକ୍ଷା ବ୍ୟବସ୍ଥା ବି ହୋଇଛି କଡାକଡି ।ଜି-୨୦ ବୈଠକ ଲାଗି ଭାରତରେ ପହଞ୍ଚୁଛନ୍ତି ବିଶ୍ବନେତା। ବଢୁଛି ଭାରତର ଉତ୍କଣ୍ଠା।...

ଗରିବୀ ଦୂର କରିଦେବ ଏହି ମୁଦି

ଗରିବୀ ଦୂର କରିଦେବ ଏହି ମୁଦି

ଓଡ଼ିଶା 365(ବ୍ୟୁରୋ): ବର୍ତ୍ତମାନ ସମୟରେ ଟଙ୍କା, ଧନସମ୍ପତିର ଅଭାବ ବଡ଼ ସମସ୍ୟା ପାଲଟିଛି । ଅନେକଙ୍କ କ୍ଷେତ୍ରରେ ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ପଡ଼ୁଛି ।...

ମନ୍ତ୍ରିପଦ ନମିଳିବାରୁ ବିଳିବିଳେଇ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ: ଅରୁଣ ସାହୁ

ଓଡ଼ିଶା365(ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ସୌମ୍ୟରଞ୍ଜନ ହାରିହାରି ବିଜୁଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡ଼ାରୁ ଜିତିଥିଲେ।...

ଆଜିଠୁ ଦିଲ୍ଲୀରେ ବନ୍ଦ ରହିବ ବାଣିଜ୍ୟିକ ପ୍ରତିଷ୍ଠାନ, ଆମାଜନ ଫ୍ଲିପକାର୍ଟ ସେବା ମଧ୍ୟ ବନ୍ଦ

ଆଜିଠୁ ଦିଲ୍ଲୀରେ ବନ୍ଦ ରହିବ ବାଣିଜ୍ୟିକ ପ୍ରତିଷ୍ଠାନ, ଆମାଜନ ଫ୍ଲିପକାର୍ଟ ସେବା ମଧ୍ୟ ବନ୍ଦ

ଓଡ଼ିଶା 365 (ବ୍ୟୁରୋ) : ପ୍ରଥମ ଥର ପାଇଁ ଭାରତ ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ବୈଠକ ହେଉଛି।   ଆସନ୍ତା ସେପ୍ଟେମ୍ବର ୯ ଓ ୧୦...

ରାଜଧାନୀରେ ଦିନକୁ ଜଣଙ୍କ ଆତ୍ମହତ୍ୟା

ରାଜଧାନୀରେ ଦିନକୁ ଜଣଙ୍କ ଆତ୍ମହତ୍ୟା

ଓଡ଼ିଶା365(ବ୍ୟୁରୋ): ସମସ୍ତଙ୍କ ପ୍ରଥମ ପସନ୍ଦ ଏବେ ରାଜଧାନୀ ଭୁବନେଶ୍ୱର। ପାଠପଢ଼ା ହେଉ ଅବା କର୍ମ ଅନ୍ୱେଷଣ ସମସ୍ତେ ବାଛୁଛନ୍ତି ଚାକଚକ୍ୟର ସହର ଭୁବନେଶ୍ୱରକୁ । ମାତ୍ର ଏହି...

ମଧ୍ୟାହ୍ନ ୧୨.୩୦ ସୁଦ୍ଧା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ମଧ୍ୟାହ୍ନ ୧୨.୩୦ ସୁଦ୍ଧା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଓଡ଼ିଶା 365 (ବ୍ୟୁରୋ): ପଣ୍ଟିମ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା। ଏହି କ୍ରମରେ ୧୨ଟା ୩୦ ସୁଦ୍ଧା ବିଭିନ୍ନ...

ଶାହାରୁଖଙ୍କ ଫିଲ୍ମ ‘ଜୱାନ’ ଦେଖିବା ପାଇଁ ମୁହଁ ଲୁଚାଇ ଫିଲ୍ମ ହଲରେ ପହଞ୍ଚିଲେ ଏହି ଅଭିନେତ୍ରୀ ;ଜାଣନ୍ତୁ…..

ଶାହାରୁଖଙ୍କ ଫିଲ୍ମ ‘ଜୱାନ’ ଦେଖିବା ପାଇଁ ମୁହଁ ଲୁଚାଇ ଫିଲ୍ମ ହଲରେ ପହଞ୍ଚିଲେ ଏହି ଅଭିନେତ୍ରୀ ;ଜାଣନ୍ତୁ…..

ଓଡ଼ିଶା 365 (ବ୍ୟୁରୋ):ଚର୍ଚ୍ଚାରେ କିଙ୍ଗ୍ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ । ଗତକାଲି ସିନେମା ହଲରେ ଶାହରୁଖ ଖାନଙ୍କ ‘ଜୱାନ’ ମୁକ୍ତିଲାଭ କରିଛି। ପଠାନର ରେକର୍ଡ ଭାଙ୍ଗିଛି...

କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଓଡ଼ିଶା 365 (ବ୍ୟୁରୋ): କଂଗ୍ରେସରୁ ନିଲମ୍ବିତ ହେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଗଣମାଧ୍ୟମରେ ବୟାନ ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ...

୩ ଦଫା ଦାବି ନେଇ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ସଂଘ, ଆଜିଠୁ ସାମୁହିକ ଛୁଟି 

୩ ଦଫା ଦାବି ନେଇ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ସଂଘ, ଆଜିଠୁ ସାମୁହିକ ଛୁଟି 

ଓଡ଼ିଶା 365 (ବ୍ୟୁରୋ): ୩ ଦଫା ଦାବି ନେଇ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ ସଂଘ।  ଫଳରେ ଆଜିଠୁ ସାମୁହିକ ଛୁଟିରେ ରହିବେ ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ। କେନ୍ଦ୍ରୀୟ ହାରରେ...

ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା, ୪ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା, ୪ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଓଡ଼ିଶା 365 (ବ୍ୟୁରୋ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଏହା ସହ ଜଡିତ ଥିବା ଘୂର୍ଣ୍ଣିବଳୟ ଆଜି ମଧ୍ୟ ଦକ୍ଷିଣ...

ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷଙ୍କ ପରଲୋକ

ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷଙ୍କ ପରଲୋକ

ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ‌ବଢ଼େଇଙ୍କ ପରଲୋକ। ଗୁରୁବାର ପ୍ରାୟ ରାତି ୧୦ଟାରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି।  ଦୁଇ ଦିନ ତଳେ...

ଦିଲ୍ଲୀରେ ଜି-୨୦ ବୈଠକ; ଚର୍ଚ୍ଚାରେ ମୋଦି-ବାଇଡେନ ଭେଟ

ଦିଲ୍ଲୀରେ ଜି-୨୦ ବୈଠକ; ଚର୍ଚ୍ଚାରେ ମୋଦି-ବାଇଡେନ ଭେଟ

ଓଡ଼ିଶା 365  (ବ୍ୟୁରୋ): ଦିଲ୍ଲୀରେ ଜି-୨୦ ବୈଠକରେ ସାମିଲ ହେବାକୁ ଭାରତରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବନେତା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରସ୍ତୁତି ଶେଷ...

ଜି-୨୦ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଜି-୨୦ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା 365 (ବ୍ୟୁରୋ) : ଜି-୨୦ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଷମା ସ୍ବରାଜ ଭବନରେ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହ ବୈଠକ କରି ପ୍ରସ୍ତୁତିର...

ଫାଇଭ ଟି ସଚିବଙ୍କ ସଭାରେ ଯୋଗ ଦେବାକୁ ବଣ୍ଟା ଯାଉଛି ଟଙ୍କା, ଭିଡିଓ ହାଲା ଭାଇରାଲ

ଫାଇଭ ଟି ସଚିବଙ୍କ ସଭାରେ ଯୋଗ ଦେବାକୁ ବଣ୍ଟା ଯାଉଛି ଟଙ୍କା, ଭିଡିଓ ହାଲା ଭାଇରାଲ

ଓଡ଼ିଶା 365 (ବ୍ୟୁରୋ): ଫାଇଭ ଟି ସଚିବଙ୍କ ସଭାରେ ଯୋଗ ଦେବାକୁ ବଣ୍ଟା ଯାଉଛି ଟଙ୍କା। ଫାଇଭ ଟି ସଚିବଙ୍କ ଯାଜପୁର ଗସ୍ତରେ ଥିବା ବେଳେ ତାଙ୍କ ସଭାରେ...

ଆଜି ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ

ଆଜି ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ

ଓଡ଼ିଶା 365 (ବ୍ୟୁରୋ): ବିଭିନ୍ନ ଦାବି ନେଇ ଆଜି ଆଜି ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ। ବିଜେପି ପକ୍ଷରୁ  ହିନ୍ଦୋଳ ଏନଏସିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ହିନ୍ଦୋଳକୁ...

ପ୍ରଥମ ଦିନରେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘ଜୱାନ’

ପ୍ରଥମ ଦିନରେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘ଜୱାନ’

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ କିଙ୍ଗ୍ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ । ଗତକାଲି ସିନେମା ହଲରେ ଶାହରୁଖ ଖାନଙ୍କ ‘ଜୱାନ’ ମୁକ୍ତିଲାଭ କରିଛି। ପଠାନର ରେକର୍ଡ...

ଲୋକଙ୍କ ସହ ମିଶି କେନାଲ ଖୋଳିଲେ ସାଂସଦ

ଲୋକଙ୍କ ସହ ମିଶି କେନାଲ ଖୋଳିଲେ ସାଂସଦ

ଓଡ଼ିଶା 365 (ବ୍ୟୁରୋ): ଲୋକଙ୍କ ସହ ମିଶି କେନାଲ ଖୋଳିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ। କିଛି ଦିନ ତଳେ ଚନ୍ଦକା ନିକଟବର୍ତ୍ତୀ ଭଗତୀପୁର ଓ ଗିରିଙ୍ଗ ପୁଟ୍ଟ ଗ୍ରାମ...

ସେପ୍ଟେମ୍ବର ୨୦ ତଥା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସେପ୍ଟେମ୍ବର ୨୦ ତଥା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଓଡ଼ିଶା 365 (ବ୍ୟୁରୋ): ସେପ୍ଟେମ୍ବର ୨୦ ତଥା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଇଁ କରାଗଲା ଲଗ୍ନ ଧାର୍ଯ୍ୟ।ମା ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ । ଏହି...

‘ଇଣ୍ଡିଆ’ ବନାମ ‘ଭାରତ’ ଚର୍ଚ୍ଚାରେ ସାମିଲ ହେଲେ କଙ୍ଗନା ରଣାୱତ

‘ଇଣ୍ଡିଆ’ ବନାମ ‘ଭାରତ’ ଚର୍ଚ୍ଚାରେ ସାମିଲ ହେଲେ କଙ୍ଗନା ରଣାୱତ

ଓଡ଼ିଶା 365 (ବ୍ୟୁରୋ) : ଦେଶର ଔପଚାରିକ ନାଁ ‘ଇଣ୍ଡିଆ’ରୁ ‘ଭାରତ’ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏଣ୍ଟ୍ରି କରିଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ ।...

ଲିଭ୍-ଇନ୍‌ରେ ରହୁଛନ୍ତି କି ରଶ୍ମିକା-ବିଜୟ; ଜାଣନ୍ତୁ ପ୍ରକୃତ ସତ

ଲିଭ୍-ଇନ୍‌ରେ ରହୁଛନ୍ତି କି ରଶ୍ମିକା-ବିଜୟ; ଜାଣନ୍ତୁ ପ୍ରକୃତ ସତ

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡାଙ୍କ ଯୋଡ଼ି । ସବୁବେଳେ ଏହି ଯାଡ଼ିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି...

ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ : ମୋଦି

ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ : ମୋଦି

ଓଡ଼ିଶା 365 (ବ୍ୟୁରୋ) : ଇଣ୍ଡୋନେସିଆରେ ପହଂଚି ଏସିଆନ୍‌ ସମ୍ମିଳନୀରେ ଭାଗ ନେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ଅବସରରେ ମୋଦି କହିଛନ୍ତି, ଆମେ ସମଗ୍ର ବିଶ୍ୱରେ ଗ୍ଲୋବାଲ...

‘ପଠାନ’ ରେକର୍ଡ ଭାଙ୍ଗିଲା ‘ଜୱାନ’

‘ପଠାନ’ ରେକର୍ଡ ଭାଙ୍ଗିଲା ‘ଜୱାନ’

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ କିଙ୍ଗ୍ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ । ଆଜି ସିନେମା ଘରେ ଶାହରୁଖ ଖାନଙ୍କ ଜୱାନ ମୁକ୍ତିଲାଭ କରିଛି। ପଠାନର ରେକର୍ଡ...

ପକ୍ଷୀଙ୍କ ମାମୁଁ ଘର ଚିଲିକା

ପକ୍ଷୀଙ୍କ ମାମୁଁ ଘର ଚିଲିକା

ଓଡ଼ିଶା ୩୬୫ (ବ୍ୟୁରୋ): ନୀଳ ଜଳରାଶି ସାଙ୍ଗକୁ ପାହାଡ,ପର୍ବତ,ପ୍ରକୃତିର ମନୋଲୋଭା ଦୃଶ୍ୟ। ଆଉ ତା ସାଙ୍ଗକୁ ରଙ୍ଗବେରଙ୍ଗ ଦେଶୀ ଓ ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ରାବ...

ଉଦୟନିଧି ଷ୍ଟାଲିନଙ୍କୁ କଡ଼ା ଯବାବ ଦେଲେ ସ୍ମୃତି ଇରାନୀ

ଉଦୟନିଧି ଷ୍ଟାଲିନଙ୍କୁ କଡ଼ା ଯବାବ ଦେଲେ ସ୍ମୃତି ଇରାନୀ

 ଓଡ଼ିଶା 365 (ବ୍ୟୁରୋ) : ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ କଡ଼ା ଯବାବ ଦେଇଛନ୍ତି  କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି ଇରାନୀ ଉଦୟନିଧିଙ୍କ ବିବୃତ୍ତିକୁ କଡ଼ା ସମାଲୋଚନା...

ଜମ୍ମୁ-କଶ୍ମୀରର : ସେନା ଗୁଳିରେ ୧ କୁକ୍ଷାତ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀରର : ସେନା ଗୁଳିରେ ୧ କୁକ୍ଷାତ ଆତଙ୍କବାଦୀ ନିପାତ

 ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ-କଶ୍ମୀରର ସେନାକୁ ବଡ଼ ସଫଳତା ମିଳିଛି ।  ପୁଞ୍ଚ ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ ଅଂଚଳରେ ସେନା ଗୁଳିରେ...

ଦେଶ ହିତ ପାଇଁ   ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି କରିବ ବ୍ରିଟେନ

ଦେଶ ହିତ ପାଇଁ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତି କରିବ ବ୍ରିଟେନ

ଓଡ଼ିଶା 365 (ବ୍ୟୁରୋ) : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ବ୍ରିଟେନର ହିତ...

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ; ସାମ୍ନାକୁ ଆସିଲା ବିବାହ ତାରିଖ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ; ସାମ୍ନାକୁ ଆସିଲା ବିବାହ ତାରିଖ

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ଯୋଡ଼ି । ବହୁଦିନ ଧରି ଲାଗିରହିଥିବା ଚର୍ଚ୍ଚାରେ ଖୁବଶୀଘ୍ର...

ଝାମ୍ପିଥିଲା ମଣିଷଖିଆ କୁମ୍ଭୀର, ସତର୍କ ଥିବାରୁ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଝାମ୍ପିଥିଲା ମଣିଷଖିଆ କୁମ୍ଭୀର, ସତର୍କ ଥିବାରୁ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଓଡ଼ିଶା 365 (ବ୍ୟୁରୋ): ବିଗତ କିଛିଦିନ ଧରି ରାଜ୍ୟକୁ ଘାରିଛି କୁମ୍ଭୀର ଭୟ। ଏହି କ୍ରମରେ କେନ୍ଦ୍ରାପଡ଼ାରେ କୁମ୍ଭୀରକୁ ନେଇ ଦେଖାଦେଇଛି କୋକୁଆ ଭୟ। ରାଜନଗର ପରେ  ଆଜି ମାର୍ଶାଘାଇ ଲୁଣା...

ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି : ମୋଦି

ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି : ମୋଦି

ଓଡ଼ିଶା 365 (ବ୍ୟୁରୋ) : ଦରଦାମ ବୃଦ୍ଧିକୁ ନେଇ ମତ ରଖିଛନ୍ତି ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନନ୍ତ୍ରୀ ମୋଦି କହିଛନ୍ତି, ମୁଦ୍ରାସ୍ଫୀତି ହେଉଛି ଏକ ବିଶ୍ୱସ୍ତରୀୟ...

କେଉଁ କେଉଁ ଦେଶର ନାଁ ପରିବର୍ତ୍ତନ ହୋଇଛି, ଜାଣନ୍ତୁ …….

କେଉଁ କେଉଁ ଦେଶର ନାଁ ପରିବର୍ତ୍ତନ ହୋଇଛି, ଜାଣନ୍ତୁ …….

ଓଡ଼ିଶା 365 (ବ୍ୟୁରୋ): ଦେଶର ନାଁ ‘ଇଣ୍ଡିଆ’ ବଦଳରେ ଲେଖାଯିବ କି ‘ଭାରତ’ ,ଏନେଇ ଆରମ୍ଭ ହୋଇ ଆଲୋଚନା । ଜି-୨୦ଲାଗି ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ...

ଜଟଣୀରୁ ନିର୍ବାଚନ ଲଢିବେ କିନ୍ତୁ କଂଗ୍ରେସ ଟିକେଟରେ ଲଢିବେନି ସୁର ରାଉତରାୟଙ୍କ ପୁଅ ମନ୍ମଥ 

ଜଟଣୀରୁ ନିର୍ବାଚନ ଲଢିବେ କିନ୍ତୁ କଂଗ୍ରେସ ଟିକେଟରେ ଲଢିବେନି ସୁର ରାଉତରାୟଙ୍କ ପୁଅ ମନ୍ମଥ 

ଓଡ଼ିଶା 365 (ବ୍ୟୁରୋ):  ଆଗମୀ ନିର୍ବାଚନରେ ଜଟଣୀରୁ ନିର୍ବାଚନ ଲଢିବେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ହେଲେ କଂଗ୍ରେସ ଟିକେଟରୁ ଲଢିବେନି ବୋଲି ଆଜି ସ୍ପଷ୍ଟ...

ସେଦିନ ବିବାହ ପାର୍ଟିରେ କହିଥିଲେ ବେଟା, ଆଜି ବିବାହକୁ ପୂରିଲାଣି ୧୧ ବର୍ଷ

ସେଦିନ ବିବାହ ପାର୍ଟିରେ କହିଥିଲେ ବେଟା, ଆଜି ବିବାହକୁ ପୂରିଲାଣି ୧୧ ବର୍ଷ

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଓ ବଲିଉଡ ସୁନ୍ଦରୀ କରୀନା କପୁରଙ୍କ ଯୋଡି । ସମସ୍ତେ ଜାଣନ୍ତି ଯେ,...

ଅମର୍ଦା ଏୟାରଷ୍ଟ୍ରିପ୍‌ ପୁନରୁଦ୍ଧାର ପାଇଁ ଫିଟିଲା ବାଟ,  କେନ୍ଦ୍ର ଦେଲା ୪୫ କୋଟି

ଅମର୍ଦା ଏୟାରଷ୍ଟ୍ରିପ୍‌ ପୁନରୁଦ୍ଧାର ପାଇଁ ଫିଟିଲା ବାଟ,  କେନ୍ଦ୍ର ଦେଲା ୪୫ କୋଟି

ଓଡ଼ିଶା 365 (ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଅମର୍ଦା ଏୟାରଷ୍ଟ୍ରିପ୍‌ ପୁନରୁଦ୍ଧାର ପାଇଁ ଫିଟିଲା ବାଟ । ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି କେନ୍ଦ୍ର...

ଚଳନ୍ତା ଟ୍ରେନ୍‌ରେ ଡକାୟତି ଯୋଜନା କରୁଥିଲେ, ୪ ଜଣଙ୍କୁ ମାଡ଼ି ବସିଲା ଜିଆରପି ଓ ଆରପିଏଫ ପୋଲିସ

ଚଳନ୍ତା ଟ୍ରେନ୍‌ରେ ଡକାୟତି ଯୋଜନା କରୁଥିଲେ, ୪ ଜଣଙ୍କୁ ମାଡ଼ି ବସିଲା ଜିଆରପି ଓ ଆରପିଏଫ ପୋଲିସ

ଓଡ଼ିଶା 365 (ବ୍ୟୁରୋ): ଚଳନ୍ତା ଟ୍ରେନ୍‌ରେ କରୁଥିଲେ ଡକାୟତି ଯୋଜନା । ୪ ଜଣଙ୍କୁ ମାଡ଼ି ବସିଲା ଜିଆରପି ଓ ଆରପିଏଫ ପୋଲିସ । ପୁରୀ ରେଳ ଷ୍ଟେସନରେ ଚଢ଼ାଉ...

ଷ୍ଟିୟରିଂ ଫେଲ୍ ହେବାରୁ ବିଲକୁ ମାଡିଗଲା ଯାତ୍ରୀବାହୀ ବସ୍ , ୩ ଆହତ 

ଷ୍ଟିୟରିଂ ଫେଲ୍ ହେବାରୁ ବିଲକୁ ମାଡିଗଲା ଯାତ୍ରୀବାହୀ ବସ୍ , ୩ ଆହତ 

ଓଡ଼ିଶା 365 (ବ୍ୟୁରୋ): ଷ୍ଟିୟରିଂ ଫେଲ୍ ହେବାରୁ ବିଲକୁ ମାଡିଗଲା ଯାତ୍ରୀବାହୀ ବସ୍।  ବାଲେଶ୍ୱର-ବାରିପଦା ୧୮ନଂ ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ଷ୍ଟିୟରିଂ ଫେଲ୍ ହେବାରୁ ଭାରସାମ୍ୟ...

ଉଦୟନିଧିଙ୍କ ଗିରଫ ଦାବିରେ ରାଜଧାନୀରେ ରାଷ୍ଟ୍ରୀୟ  ହିନ୍ଦୁ ସଙ୍ଗଠନ ପକ୍ଷରୁ ବିକ୍ଷୋଭ

ଉଦୟନିଧିଙ୍କ ଗିରଫ ଦାବିରେ ରାଜଧାନୀରେ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିକ୍ଷୋଭ

ଓଡ଼ିଶା 365 (ବ୍ୟୁରୋ):  ଧର୍ମ ବିରୋଧି ବୟାନ ଦେଇ ସନାତନ ଧର୍ମକୁ ଅପମାନିତ କରିଥିବା ଉଦୟାନିଧିଙ୍କ ଗିରଫ ସମେତ ସନାତନ ଧର୍ମ ଉଚ୍ଛେଦ ସମ୍ମିଳନୀ ଆୟୋଜନ କରିଥିବା...

ନୂଆପଡ଼ାରେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ନୂଆପଡ଼ାରେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା । ଫଳରେ ଖାର୍ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ କାର୍ ଚାଳକଙ୍କ ସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏହାପରେ ଟ୍ରକ୍‌କୁ ଅଟକ ରଖିଛି ନୂଆପଡା...

କଟକରେ ବ୍ଲାକ୍ ଫାୟାରିଂ କରି ବ୍ୟବସାୟୀଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା

କଟକରେ ବ୍ଲାକ୍ ଫାୟାରିଂ କରି ବ୍ୟବସାୟୀଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନାଗହଣା

ଓଡ଼ିଶା 365 (ବ୍ୟୁରୋ): ବ୍ଲାକ୍ ଫାୟାରିଂକରି ବ୍ୟବସାୟୀଙ୍କଠାରୁ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ କନ୍ଦରପୁର ନିକଟ ମତ୍ତଗଜପୁରରେ। ଫାଙ୍କା ଗୁଳି ଚାଳନା...

‘ବିଗ୍‌ ବସ୍‌ ୧୭’ ସୁଟିଂ ସେଟ୍‌ରୁ ଭାଇରାଲ ହେଲା ସଲମାନ ଖାନଙ୍କ ଫଟୋ

‘ବିଗ୍‌ ବସ୍‌ ୧୭’ ସୁଟିଂ ସେଟ୍‌ରୁ ଭାଇରାଲ ହେଲା ସଲମାନ ଖାନଙ୍କ ଫଟୋ

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଭାଇଜାନ ସଲମାନ ଖାନ୍‌ । ସବୁବେଳେ ନିଜର ଦମଦାର ଅଭିନୟ ସହ ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି ଭାଇଜାନ...

ଉତ୍ତର ପ୍ରଦେଶରେ ନାବାଳିକାକୁ ଦୁଷ୍କର୍ମ, ବିରୋଧ କରିବାରୁ ବାପାଙ୍କୁ ହତ୍ୟା

ଉତ୍ତର ପ୍ରଦେଶରେ ନାବାଳିକାକୁ ଦୁଷ୍କର୍ମ, ବିରୋଧ କରିବାରୁ ବାପାଙ୍କୁ ହତ୍ୟା

ଓଡ଼ିଶା365 (ବ୍ୟୁରୋ) : ଉତ୍ତର ପ୍ରଦେଶ ମହାରାଜଗଞ୍ଜରେ ଜଣେ ୧୭ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ଏହାକୁ ବିରୋଧ...

ଏସିଆ କପ୍ ଆଫଗାନିସ୍ତାନକୁ ୨ରନରେ ହରାଇଲା ଶ୍ରୀଲଙ୍କା

ଏସିଆ କପ୍ ଆଫଗାନିସ୍ତାନକୁ ୨ରନରେ ହରାଇଲା ଶ୍ରୀଲଙ୍କା

ଓଡ଼ିଶା 365 (ବ୍ୟୁରୋ): ଏସିଆକପ ଲାହୋରରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ମାତ୍ର୨ରନରେ ହରାଇଛି ଶ୍ରୀଲଙ୍କା। ଆଫଗାନିସ୍ତାନ ଆଶା ଭାଙ୍ଗିଥିବାବେଳେ ସୁପର-୪ରେ ପ୍ରବେଶ କରିଛି ଶ୍ରୀଲଙ୍କା। ଦ୍ବିତୀୟ...

ବନ୍ଧା ହେବେ ସୌରୀନ ଭଟ୍ଟ

ବନ୍ଧା ହେବେ ସୌରୀନ ଭଟ୍ଟ

ଓଡ଼ିଶା 365 (ବ୍ୟୁରୋ):ଖୁବଶୀଘ୍ର ବନ୍ଧା ହେବେ ଓଲିଉଡ୍ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ କରିଥିବା ମାମଲାରେ ପୋଲିସ ସୌରୀନଙ୍କୁ ଗିରଫ ପାଇଁ ଆରମ୍ଭ...

ଚିଟଫଣ୍ଡ୍ ଜମାକାରୀଙ୍କୁ ଆଶ୍ୱସ୍ଥି: ୨ ମାସ ଭିତରେ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଚିଟଫଣ୍ଡ୍ ଜମାକାରୀଙ୍କୁ ଆଶ୍ୱସ୍ଥି: ୨ ମାସ ଭିତରେ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଡ଼ିଶା 365 (ବ୍ୟୁରୋ): ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀଙ୍କୁ ମିଳିଲା ଆଶ୍ୱସ୍ତ । ୨ ଚିଟଫଣ୍ଡ କମ୍ପାନୀ ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡ ଜମାକାରୀଙ୍କୁ ୨ ମାସ...

ନିଜକୁ ଆରଟିଓ ଅଧିକାରୀ କହି କରୁଥିଲେ ବଟି ଆଦାୟ, ୩ ଯୁବକଙ୍କୁ ବାନ୍ଧିଲା ପୋଲିସ

ନିଜକୁ ଆରଟିଓ ଅଧିକାରୀ କହି କରୁଥିଲେ ବଟି ଆଦାୟ, ୩ ଯୁବକଙ୍କୁ ବାନ୍ଧିଲା ପୋଲିସ

ନିଜକୁ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ (ଆରଟିଓ) ଅଧିକାରୀ କହି କରୁଥିଲେ ବଟି ଆଦାୟ, ୩ ଯୁବକଙ୍କୁ ବାନ୍ଧିଲା ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ୍ ଅଟକାଇ ଡ୍ରାଇଭରଙ୍କ ଠାକୁ ଯୋର ଜବରଦସ୍ତ୍ ଧମକାଇ ବଟି...

ମାସେ ହେଲାଣି ସୁନ୍ଦରଗଡ଼ ସଦର ବ୍ଲକରେ ଜାରି ରହିଛି ହାତୀ ଉପଦ୍ରବ, ନିଦ ଭାଙ୍ଗୁନି ବନ ବିଭାଗର

ମାସେ ହେଲାଣି ସୁନ୍ଦରଗଡ଼ ସଦର ବ୍ଲକରେ ଜାରି ରହିଛି ହାତୀ ଉପଦ୍ରବ, ନିଦ ଭାଙ୍ଗୁନି ବନ ବିଭାଗର

ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରେ ମାତିଛନ୍ତି ହାତୀ ପହ୍ଲ । ଏକ ମାସରୁ ଅଧିକ ହେବ ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର,...

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ, ଆଜି ଓ କାଲି ବର୍ଷା ଢାଳିବ

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ, ଆଜି ଓ କାଲି ବର୍ଷା ଢାଳିବ

ଓଡ଼ିଶା 365 (ବ୍ୟୁରୋ): ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ତିନି ଦିନ ଯାଏ...

ପବିତ୍ର ଜନ୍ମାଷ୍ଟମୀ ପାଇଁ ସବୁଠି ଉତ୍ସବ ମୁଖର, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି

ପବିତ୍ର ଜନ୍ମାଷ୍ଟମୀ ପାଇଁ ସବୁଠି ଉତ୍ସବ ମୁଖର, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତି

ଓଡ଼ିଶା 365 (ବ୍ୟୁରୋ): ଆଜି ପବିତ୍ର ଜନ୍ମାଷ୍ଟମୀ । ଏଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର। ବିଭିନ୍ନ କୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି। ଏହି...

ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ, ଭଗବାନ ଶ୍ରୀକୃଷ୍ଣଙ୍କର ଧରାବତରଣର ଦିନ

ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ, ଭଗବାନ ଶ୍ରୀକୃଷ୍ଣଙ୍କର ଧରାବତରଣର ଦିନ

ଆଜି ଅର୍ଦ୍ଧରାତ୍ରିର ଅମୃତ ବେଳାରେ ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ। ଏହି ଦିନ ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ...

Page 33 of 54 1 32 33 34 54

Latest News