param

param

ସମୁଦ୍ରଯାନ ପ୍ରକଳ୍ପ : ୬୦୦୦ ମିଟର୍‌ ଗଭୀରକୁ ଯିବ ‘ମତ୍ସ୍ୟ’ ବୁଡ଼ାଜାହାଜ

ସମୁଦ୍ରଯାନ ପ୍ରକଳ୍ପ : ୬୦୦୦ ମିଟର୍‌ ଗଭୀରକୁ ଯିବ ‘ମତ୍ସ୍ୟ’ ବୁଡ଼ାଜାହାଜ

ଓଡ଼ିଶା 365 (ବ୍ୟୁରୋ) : ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ଯିବ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡ଼ାଜାହାଜ । ଏହି ଯାହାଜ ମୁଲ୍ୟବାନ୍‌ ଧାତୁ...

ଜି-୨୦ ସମ୍ମିଳନୀକୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ନିନ୍ଦା ମାମଲା :  ତୀବ୍ର ସମାଲୋଚନା କଲା ଋଷ

ଜି-୨୦ ସମ୍ମିଳନୀକୁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ନିନ୍ଦା ମାମଲା :  ତୀବ୍ର ସମାଲୋଚନା କଲା ଋଷ

ଓଡ଼ିଶା 365 (ବ୍ୟୁରୋ) : ଭାରତର ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଗଣମାଧ୍ୟମ ଗୁଡ଼ିକ ନିନ୍ଦା କରିଥିବାର ଆଲୋଚନା ହେଉଥିଲା । ଯାହାକୁ ରୁଷ୍‌...

ବ୍ରାଉନ ସୁଗାର ବେପାରରେ ଲାଗୁନି ରୋକ୍: ଅନୁଗୁଳ ଓ ବାଙ୍କିରି ଜବତ ହେଲା ବ୍ରାଉନସୁଗର

ବ୍ରାଉନ ସୁଗାର ବେପାରରେ ଲାଗୁନି ରୋକ୍: ଅନୁଗୁଳ ଓ ବାଙ୍କିରି ଜବତ ହେଲା ବ୍ରାଉନସୁଗର

ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ବ୍ରାଉନ ସୁଗାର ବେପାରରେ ଲାଗୁନି ରୋକ୍। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତଙ୍କୁ...

ହଷ୍ଟେଲ ମିଳୁନଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ହଷ୍ଟେଲ ମିଳୁନଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଓଡ଼ିଶା  365 (ବ୍ୟୁରୋ):  ହଷ୍ଟେଲ ମିଳିନଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବାରମ୍ବାର ଅଭିଯୋଗ ପରେ ବି ହଷ୍ଟେଲ ରୁମ ଆବଣ୍ଟନରେ ପାତର ଅନ୍ତର ହେଉଥିବାରୁ ଏହାକୁ ବିରୋଧ କରି...

ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ-୫:ଜାଭେଲିନରେ ବାଜି ମାରିନେଲେ କିଶୋର

ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ-୫:ଜାଭେଲିନରେ ବାଜି ମାରିନେଲେ କିଶୋର

ଓଡ଼ିଶା 365 (ବ୍ୟୁରୋ): ଚମକିଲେ ଓଡିଆ ଆଥଲେଟ୍ ତଥା ଜାଭେଲିନ ଫିଙ୍ଗାଳି କିଶୋର ଜେନା ।ଏସୀୟ କ୍ରୀଡା ପୂର୍ବରୁ ଭାରତୀୟ ଆଥଲେଟଙ୍କ ପ୍ରାକ ପ୍ରସ୍ତୁତି ନେଇ ଚଣ୍ଡିଗଡରେ...

ମିଛ ଖବର ପ୍ରସାରଣ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁ ଚୌଧୁରୀ

ମିଛ ଖବର ପ୍ରସାରଣ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଓଡ଼ିଶା 365 (ବ୍ୟୁରୋ): ମିଛ ଖବର ପ୍ରସାରଣ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ। ଅନୁଙ୍କୁ କ୍ୟାନ୍ସର ହୋଇଥିବା ନେଇ ଗୁଜବ ପ୍ରଚାର...

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲ ଆଗରେ ଧାରଣାରେ ସଫେଇ କର୍ମଚାରୀ 

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲ ଆଗରେ ଧାରଣାରେ ସଫେଇ କର୍ମଚାରୀ 

ଓଡ଼ିଶା 365 (ବ୍ୟୁରୋ): ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲ ଆଗରେ ଧାରଣା ଦେଇଛନ୍ତି ସଫେଇ କର୍ମଚାରୀ। ହସ୍ପିଟାଲର  ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି ସହ ପ୍ରତିବାଦ କରିଛନ୍ତି...

ସନାତନ ବିରୋଧୀ ଉଦୟନିଧି

ସନାତନ ବିରୋଧୀ ଉଦୟନିଧି

ଓଡ଼ିଶା 365 (ବ୍ୟୁରୋ): ତାମିଲନାଡୁ ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଉଦୟନିଧି ଯାହା କହିଛନ୍ତି...

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧିଲେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି: ଟୁଇଟ୍ କରି ବର୍ଷିଲେ ଅପରାଜିତା

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧିଲେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି: ଟୁଇଟ୍ କରି ବର୍ଷିଲେ ଅପରାଜିତା

ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ବିଶ୍ କିଛିଦିନ ଧରି ବ୍ୟୁରୋକ୍ରାଟଙ୍କ ଶାସନ ଚାଲୁଥିବା ଯେଉଁ ଅଭିଯୋଗ ହେଉଥିଲା ସେଇ ନିଆଁରେ ଆଉ ଟିଉ ଟିକେ ଘିଅ ଢାଳିଛନ୍ତି ମୟୂରଭଞ୍ଜ...

ଖୋଲା ବଜାରରେ ବିକ୍ରି ହେଲା ମା’ ତାରିଣୀଙ୍କ ମାନସିକ ନଡ଼ିଆ 

ଖୋଲା ବଜାରରେ ବିକ୍ରି ହେଲା ମା’ ତାରିଣୀଙ୍କ ମାନସିକ ନଡ଼ିଆ 

ଓଡ଼ିଶା 365 (ବ୍ୟୁରୋ): ଖୋଲା ବଜାରରେ ବିକ୍ରି ହେଲା ମା’ ତାରିଣୀଙ୍କ ମାନସିକ ନଡ଼ିଆ।  କେହି ନିଲାମ ନଧରିବାରୁ ମନ୍ଦିର ପ୍ରଶାସନ ବାଧ୍ୟ ହୋଇ ଖୋଲା ବଜାରରେ ନଡ଼ିଆ ବିକ୍ରି...

ଡେଙ୍ଗୁ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟ ଶାସନ ସଚିବ 

ଡେଙ୍ଗୁ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟ ଶାସନ ସଚିବ 

ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ। ଏଥି ପାଇଁ ବିଶେଷକରି ଭୁବନେଶ୍ୱର ‘ପିକ୍ ପିରିୟଡ’ ଦେଇ ଗତିକରୁଛି। ଏହାକୁ ରୋକିବାକୁ ବିଏମସି ସମେତ ସ୍ୱାସ୍ଥ୍ୟ...

ମୋଦି କ୍ରାଉନ ପ୍ରିନ୍ସ ଦ୍ୱିପାଖିକ ଆଲୋଚନା, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର

ମୋଦି କ୍ରାଉନ ପ୍ରିନ୍ସ ଦ୍ୱିପାଖିକ ଆଲୋଚନା, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ମୋହର

ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ...

ଟ୍ରେନରେ ବସି ରୁଷ୍ ଗଲେ କିମ୍ ଜଙ୍ଗ୍

ଟ୍ରେନରେ ବସି ରୁଷ୍ ଗଲେ କିମ୍ ଜଙ୍ଗ୍

ଓଡ଼ିଶା365(ବ୍ୟୁରୋ): ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଉତ୍ତର କୋରିଆର ଏକଛତ୍ର ଶାସକ କିମ୍ ଜଙ୍ଗ୍ ଉନ୍ ସୋମବାର ରୁଷିଆ ଅଭିମୁଖେ ଯାତ୍ରା କରିଛନ୍ତି। ସେ...

ବଙ୍ଗୋପସାଗରର ୬ହଜାର ମିଟର ଗଭୀରକୁ ଯିବ କ୍ଷୁଦ୍ର ବୁଡ଼ାଜାହାଜ ‘ମତ୍ସ୍ୟ’

ବଙ୍ଗୋପସାଗରର ୬ହଜାର ମିଟର ଗଭୀରକୁ ଯିବ କ୍ଷୁଦ୍ର ବୁଡ଼ାଜାହାଜ ‘ମତ୍ସ୍ୟ’

ଓଡ଼ିଶା365(ବ୍ୟୁରୋ): ମୂଲ୍ୟବାନ୍‌ ଧାତୁ ଏବଂ ‘କୋବାଲ୍‌ଟ୍‌, ନିକେଲ୍‌ ଓ ମାଙ୍ଗାନିଜ୍‌ ଭଳି ଖଣିଜ ପଦାର୍ଥର ସନ୍ଧାନ ନିମନ୍ତେ ଭାରତୀୟ ବୈଜ୍ଞାନିକମାନେ ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍‌...

ରାସ୍ତାକଡ଼ରେ ବସିଥିବା ବେଳେ ମାଡିଗଲା ଟ୍ରକ୍; ୭ ମୃତ

ରାସ୍ତାକଡ଼ରେ ବସିଥିବା ବେଳେ ମାଡିଗଲା ଟ୍ରକ୍; ୭ ମୃତ

ଓଡ଼ିଶା365(ବ୍ୟୁରୋ): ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ବେଳେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ୭ ଯାତ୍ରୀଙ୍କ ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁରେ। ଆଜି...

ଭାରତର ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନକୁ ନିନ୍ଦା କରିଥିବା ପାଶ୍ଚାତ୍ୟ ରାଷ୍ଟ୍ର ଗଣମାଧ୍ୟମକୁ ରୁଷର ତୀବ୍ର ସମାଲୋଚନା

ଭାରତର ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନକୁ ନିନ୍ଦା କରିଥିବା ପାଶ୍ଚାତ୍ୟ ରାଷ୍ଟ୍ର ଗଣମାଧ୍ୟମକୁ ରୁଷର ତୀବ୍ର ସମାଲୋଚନା

ଓଡ଼ିଶା365(ବ୍ୟୁରୋ): ଭାରତର ‘ଜି୨୦’ ଅଧ୍ୟକ୍ଷତାକୁ ସମଗ୍ର ବିଶ୍ବ ପ୍ରଶଂସା କରୁଥିବା ବ‌େଳେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ‘ଜି୨୦ ନୂଆଦିଲ୍ଲୀ ଘୋଷଣାନାମା’କୁ ଦୃଢ଼ ନିନ୍ଦା କରିବା ସହିତ ଶିଖର ସମ୍ମିଳନୀ...

ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଶାହରୁଖ ଖାନ୍

ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଶାହରୁଖ ଖାନ୍

ଓଡ଼ିଶା 365 (ବ୍ୟୁରୋ): ଜି-୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟୁଛି । ଏହାସହ ବଲିଉଡ୍ ଷ୍ଟାରମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭୁରି...

ଜୋକୋଭିକଙ୍କୁ ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ଜୋକୋଭିକଙ୍କୁ ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ଓଡ଼ିଶା 365 (ବ୍ୟୁରୋ): ଇତିହାସ ରଚିଛନ୍ତି ସର୍ବିଆ ଟେନିସ୍ ଖେଳାଳି ନୋବାକ୍ ଜୋକୋଭିକ। ୟୁଏସ୍ ଓପନ ଫାଇନାଲରେ ମେଡଭେଡେଭ୍‌ଙ୍କୁ ପରାସ୍ତ କରି ଜିତିଛନ୍ତି ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ,...

ଜି-୨୦ ସମ୍ମିଳନୀ : ଭାରତର ଆତିଥ୍ୟକୁ ପ୍ରଶଂସା କଲେ ବିଶ୍ୱସ୍ତରୀୟ ନେତା

ଜି-୨୦ ସମ୍ମିଳନୀ : ଭାରତର ଆତିଥ୍ୟକୁ ପ୍ରଶଂସା କଲେ ବିଶ୍ୱସ୍ତରୀୟ ନେତା

ଓଡ଼ିଶା 365 (ବ୍ୟୁରୋ) : ଭାରତ ଅଧ୍ୟକ୍ଷତାରେ ହୋଇଥିବା ଜି-୨୦ ସମ୍ମିଳନୀ ସଫଳତାର ସହ ସଂପନ୍ନ ହୋଇଛି । କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ଦେଖି ବିଶ୍ୱସ୍ତରୀୟ ନେତାମାନେ...

ଆଜିଠୁ ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ: ୩୯ ଦିନରେ ତାଲିମ ନେବେ ୮୦୦ କର୍ମୀ

ଆଜିଠୁ ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ: ୩୯ ଦିନରେ ତାଲିମ ନେବେ ୮୦୦ କର୍ମୀ

ଓଡ଼ିଶା 36 5 (ବ୍ୟୁରୋ): ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମରେ ଆଜିଠୁ ‘ଓଡ଼ିଶାର ସ୍ଥିତି-ଗତି-ପ୍ରଗତି’ ସଂକ୍ରାନ୍ତରେ ତାଲିମ ନେବେ କର୍ମୀ। ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ...

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର୍‌ ଜାରି କଲା କମିଶନରେଟ ପୋଲିସ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର୍‌ ଜାରି କଲା କମିଶନରେଟ ପୋଲିସ

ଓଡ଼ିଶା 365 (ବ୍ୟୁରୋ): କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର୍‌ ଜାରି କଲା କମିଶନରେଟ ପୋଲିସ । ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜ୍ଜୁ...

ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ ଦେବେ  ବଡ଼ ଠାକୁର

ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ ଦେବେ  ବଡ଼ ଠାକୁର

ଓଡ଼ିଶା 365 (ବ୍ୟୁରୋ): ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ବାଦଶୀ ତିଥି ଅବସରରେ ଆଜି  ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବିଧି । ଏଣୁ ଆଜି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ...

‘ୱେଲକମ୍-୩’ ରେ ୨୫ କଳାକାର

‘ୱେଲକମ୍-୩’ ରେ ୨୫ କଳାକାର

ଓଡ଼ିଶା 365 (ବ୍ୟୁରୋ): ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍‌ର ଖିଲାଡ଼ି ଅକ୍ଷୟ କୁମାର । ଏହି ଅବସରରେ ଖିଲାଡି କୁମାର ତାଙ୍କ ଫ୍ୟାନ୍ସ ମାନଙ୍କୁ...

ପୁଣି କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ପୁଣି କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଓଡ଼ିଶା 365 (ବ୍ୟୁର): ପୁଣି କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। ବାଲେଶ୍ଵର ଜିଲ୍ଲାରେ ବାହାନଗା ଟ୍ରେନ ଟ୍ରାଜେଡି ପରଠୁ ଛୋଟ ମୋଟ ଟ୍ରେନ ସଂପର୍କି ଘଟଣା ଘଟିବାରେ ଲାଗିଛି।...

ସୌମ୍ୟଙ୍କୁ ବଳ ଦେଲେ ବିଜେପି  ଓ କଂଗ୍ରେସ: କହିଲେ ବିଜେଡି ବିଧାୟକ, ସାଂସଦଙ୍କ ନାହିଁ ଆତ୍ମସମ୍ମାନ

ସୌମ୍ୟଙ୍କୁ ବଳ ଦେଲେ ବିଜେପି ଓ କଂଗ୍ରେସ: କହିଲେ ବିଜେଡି ବିଧାୟକ, ସାଂସଦଙ୍କ ନାହିଁ ଆତ୍ମସମ୍ମାନ

ଓଡ଼ିଶା 365 (ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ଖଣ୍ଡଯୁଦ୍ଧ ଚାଲିଛି ତାହା ଧିରେ ଧିରେ ବଡ଼ ଝଡ଼ର ଆଭାସ ଦେଉଛି ।...

ବରଗଡ଼ରେ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ

ବରଗଡ଼ରେ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ

ଓଡ଼ିଶା 365 (ବ୍ୟୁରୋ): ବରଗଡରେ ନୂଆଁଖାଇ ଲାଗି କରାଯାଇଛି ଲଗ୍ନ ଧାର୍ଯ୍ୟ। ବରଗଡ଼ ଜିଲ୍ଲାରେ ନିଶାର୍ଦ୍ଧ ପରେ ଲାଗିବ ଗ୍ରାମ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ନବାନ୍ନ । ଆସନ୍ତା...

ଚେହେରାରେ ଚମକ ଆଣିବ ଧନିଆ ପତ୍ର

ଓଡ଼ିଶା 365 (ବ୍ୟୁରୋ): ସୁନ୍ଦର ଚେହେରା କିଏ ବା ନଚାହେଁ । ପୁଅ ହୁଅନ୍ତୁ ଅବା ଝିଅ ସଭିଏଁ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣେଇଥାନ୍ତି...

ନନ୍ଦନକାନନକୁ ଆସିଲେ ନୂଆ ଅତିଥି ହୁଲକ୍ ଗିବନ ଓ ମକାକ୍

ନନ୍ଦନକାନନକୁ ଆସିଲେ ନୂଆ ଅତିଥି ହୁଲକ୍ ଗିବନ ଓ ମକାକ୍

ଓଡ଼ିଶା 365 (ବ୍ୟୁରୋ): ନନ୍ଦନକାନନକୁ ଆସିଲେ ନୂଆ ଅତିଥି ହୁଲକ୍ ଗିବନ ଓ ମକାକ୍। ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ମିଜୋରାମର ଆଇଜୋଲ ପ୍ରାଣୀ ଉଦ୍ୟାନରୁ କିଛି ପଶୁପକ୍ଷୀଙ୍କୁ...

ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଓଡ଼ିଶା 365 (ବ୍ୟୁରୋ) : ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ...

ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ଶିକ୍ଷୟିତ୍ରୀ, ବିଦାକଲେ ଜିଲ୍ଲାପାଳ

ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିଲେ ଶିକ୍ଷୟିତ୍ରୀ, ବିଦାକଲେ ଜିଲ୍ଲାପାଳ

ଓଡ଼ିଶା 365 (ବ୍ୟୁରୋ): ରାଜ୍ୟ ସାରା କାୟା ମେଲାଇଛି ଜାଲ୍ ସାର୍ଟିଫିକେଟର ଚେର।  ପ୍ରତ୍ୟେକ ମାସରେ କୋଉଠି ନା କୋଉଛି ଜାଲ ସାର୍ଟିଫିକେଟଧାରି ଚାକିରିଆ ଧରାପଡ଼ୁଛନ୍ତି । ଏହି...

ଟ୍ରଲରକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରଲର, ଡ୍ରାଇଭରର ମୃତ୍ୟୁ

ଟ୍ରଲରକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ଟ୍ରଲର, ଡ୍ରାଇଭରର ମୃତ୍ୟୁ

ଓଡ଼ିଶା 365 (ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଟଙ୍ଗାବିଲା ନିକଟରେ ମର୍ମନ୍ତୁଦଃ ସଡ଼କ ଦୁର୍ଘଟଣା। ଟ୍ରଲରକୁ ପଛପଟୁ ଅନ୍ୟ ଏକ...

ଜଣେ ବ୍ୟକ୍ତି କଣ ସିଏମଓ ଅଫିସ୍: ସୌମ୍ୟ 

ଜଣେ ବ୍ୟକ୍ତି କଣ ସିଏମଓ ଅଫିସ୍: ସୌମ୍ୟ 

ଓଡ଼ିଶା 365 (ବ୍ୟୁରୋ): ଧିରେ ଧିରେ ଉଗ୍ର ହେଉଛି ବିଜେଡି କନ୍ଦଳ। ସୌମ୍ୟ ବନାମ ସଚିବଙ୍କ କଣ୍ଟ୍ରୋଭର୍ସିକୁ ପୁରା ସରଗରମ ରାଜ୍ୟ ରାଜନୀତି। ସଚିବଙ୍କୁ ସୁରକ୍ଷା ଦେବାକୁ...

କେନାଲ ଭିତରକୁ ଓଲଟିଲା ମୋ ବସ୍, ଅଳ୍ପକେ ବର୍ତିଲେ ଯାତ୍ରୀ

କେନାଲ ଭିତରକୁ ଓଲଟିଲା ମୋ ବସ୍, ଅଳ୍ପକେ ବର୍ତିଲେ ଯାତ୍ରୀ

ଓଡ଼ିଶା 365 (ବ୍ୟୁରୋ): ସୁଆଣ୍ଡୋରେ କେନାଲ ଭିତରକୁ ଓଲଟିଲା ମୋ ବସ୍ । ଅଳ୍ପକେ ବର୍ତିଲେ ବସ୍‌ରେ ଥିବା ଯାତ୍ରୀ । ସୁଆଣ୍ଡୋରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍‌ କେନାଲ୍‌...

ସମ୍ପର୍କ କାହାକୁ କୁହାଯାଏ ?

ସମ୍ପର୍କ କାହାକୁ କୁହାଯାଏ ?

ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଟଙ୍କା, ଧନସମ୍ପତି ପଛରେ ଧାଇଁ ଧାଇଁ ସମସ୍ତେ ସମ୍ପର୍କ ଭୁଲିଗଲେଣି । ଟଙ୍କା ପାଇଁ ଭାଇ ଭାଇ ଭିତରେ ଝଗଡା...

କେନ୍ଦ୍ରାପଡା ପରେ ଯାଜପୁରରେ ବି ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା

କେନ୍ଦ୍ରାପଡା ପରେ ଯାଜପୁରରେ ବି ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା

ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ରାପଡା ପରେ ଯାଜପୁରରେ ବି ଲୋକଙ୍କ ବ୍ୟାଙ୍କ ଖାତାକୁ ଆସିଲା ହଜାର ହଜାର ଟଙ୍କା। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବେତନା ପଞ୍ଚାୟତର ବେତନା...

ମା’ ତାରିଣୀଙ୍କ ମାନସିକ ନଡ଼ିଆର ନିଲାମ ହେଲା ବାତିଲ୍

ମା’ ତାରିଣୀଙ୍କ ମାନସିକ ନଡ଼ିଆର ନିଲାମ ହେଲା ବାତିଲ୍

ଓଡ଼ିଶା 365 (ବ୍ୟୁରୋ): ମା' ତାରିଣୀଙ୍କ ମାନସିକ ନଡ଼ିଆର ନିଲାମ କରାଯାଇଛି ବାତିଲ୍। ମନ୍ଦିର କର୍ତ୍ତୃପକ୍ଷ  ଆଜି ଡାକିଥିବା ଖୋଲା ନିଲାମ ପ୍ରକ୍ରିୟାକୁ ଆଜି ବାତିଲ୍ କରିଛି...

ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି, ସେ ସତକୁ ସାମ୍ନାରେ କରୁଛନ୍ତି: ଅପରାଜିତା

ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି, ସେ ସତକୁ ସାମ୍ନାରେ କରୁଛନ୍ତି: ଅପରାଜିତା

ଓଡ଼ିଶା 365 (ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଗତ କିଛିଦିନ ଧରି ହଇଚଇ ସୃଷ୍ଟି...

ବିଶ୍ବ କଲ୍ୟାଣ ନିମନ୍ତେ ଆମକୁ ଏକମନ ହୋଇ ଅଗ୍ରସର ହେବାକୁ ପଡ଼ିବ : ମୋଦି

ବିଶ୍ବ କଲ୍ୟାଣ ନିମନ୍ତେ ଆମକୁ ଏକମନ ହୋଇ ଅଗ୍ରସର ହେବାକୁ ପଡ଼ିବ : ମୋଦି

ଓଡ଼ିଶା 365 (ବ୍ୟୁରୋ) : ଆନୁଷ୍ଠାନିକ ଭାବେ ‘ଜି୨୦’ର ସମ୍ମଳନୀ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋରକୋରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ...

ଜି-୨୦ ଶିଖର ସମ୍ବିଳନୀ:  ବିଶ୍ୱ ଦେଖୁଛି ଭାରତର ନେତୃତ୍ୱ 

ଜି-୨୦ ଶିଖର ସମ୍ବିଳନୀ:  ବିଶ୍ୱ ଦେଖୁଛି ଭାରତର ନେତୃତ୍ୱ 

ଓଡ଼ିଶା 365 (ବ୍ୟୁରୋ) : ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ,ଭାରତର ସବୁଠୁ ବଡ଼ ଇଣ୍ଡୋର ହଲ୍ ଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି । ଏକାଠି...

ବ୍ରାଜିଲ ପାଇଁ ସର୍ବାଧିକ ଗୋଲ ସ୍କୋର ଖେଳାଳି ହେଲେ ନେମାର

ବ୍ରାଜିଲ ପାଇଁ ସର୍ବାଧିକ ଗୋଲ ସ୍କୋର ଖେଳାଳି ହେଲେ ନେମାର

ଓଡ଼ିଶା 365 (ବ୍ୟୁରୋ): ଇତିହାସ ରଚିଛନ୍ତି ବ୍ରାଜିଲର ତାରକା ଫୁଟବଲର୍ ନେମାର ଜୁନିୟର। ସ୍ଥାପନ କରିଛନ୍ତି ନୂଆ ରେକର୍ଡ। ବ୍ରାଜିଲ ପାଇଁ ସର୍ବାଧିକ ଗୋଲ ସ୍କୋର କରିବା...

ଆଜିଠୁ କମିବ, ପୁଣି ୧୨ରୁ ବଢିବ ବର୍ଷା

ଆଜିଠୁ କମିବ, ପୁଣି ୧୨ରୁ ବଢିବ ବର୍ଷା

ଓଡ଼ିଶା 365 (ବ୍ୟୁରୋ): ସେପ୍ଟେମ୍ବରରେ ସୃଷ୍ଟ ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ । ତେବେ ସାରା ରାଜ୍ୟରେ ଜାରି ରହିଥିବା ବର୍ଷାର...

ଶସ୍ତାରେ ସୁନା ବିକିବେ ସରକାର

ଶସ୍ତାରେ ସୁନା ବିକିବେ ସରକାର

ଓଡ଼ିଶା365(ବ୍ୟୁରୋ): ଯଦି ଆପଣ ସୁନା କିଣିବାକୁ କିମ୍ବା ସୁନାରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ଆଣିଦେଇଛନ୍ତି ସରକାର। ସରକାର ଆଣିଥିବା...

ଏଣିକି ଘରେ ପହଞ୍ଚିବ ୧୮୧ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏଣିକି ଘରେ ପହଞ୍ଚିବ ୧୮୧ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା 365 (ବ୍ୟୁରୋ):  ଭ୍ରାମ୍ୟମାଣ ଗାଡ଼ିରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ହେଲା ସହଜ। ଫଳରେ ଘର ମୁହଁରେ ଭ୍ରାମ୍ୟମାଣ ଗାଡ଼ି ପହଞ୍ଚିବ ଗୃହପାଳିତ ପଶୁଙ୍କୁ ଚିକିତ୍ସା...

ସାଥିରେ ଫାଷ୍ଟ-ଏଡ ବକ୍ସ,ପ୍ରାଥମିକ ଚିକିତ୍ସାରୁ ବଞ୍ଚିଯିବ ବହୁମୂଲ୍ୟ ଜୀବନ

ସାଥିରେ ଫାଷ୍ଟ-ଏଡ ବକ୍ସ,ପ୍ରାଥମିକ ଚିକିତ୍ସାରୁ ବଞ୍ଚିଯିବ ବହୁମୂଲ୍ୟ ଜୀବନ

ଓଡ଼ିଶା 365 (ବ୍ୟୁରୋ): କର୍ମମୟ ଜୀବନରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ବ ବଢିଛି। ସାଥିରେ ଆବଶ୍ୟକ ପଡୁଛି ଫାଷ୍ଟ-ଏଡ ବକ୍ସ,ଯାହା ଅନେକ ସମୟରେ ବହୁମୂଲ୍ୟ ଜୀବନ ବଞ୍ଚାଉଛି। ପ୍ରତିବର୍ଷ...

ସତ ମାନିଲେ ସରକାର ; ଡେରାସ ଅଞ୍ଚଳରେ ପୋତା ଯାଇଛି କେନାଲ, ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ

ସତ ମାନିଲେ ସରକାର ; ଡେରାସ ଅଞ୍ଚଳରେ ପୋତା ଯାଇଛି କେନାଲ, ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ

ସତ ମାନିଲେ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ‌ଲେଖିଥିଲେ ସାଂସଦ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହାର କୌଣସି ଉତ୍ତର ଆସିନଥିଲା କିମ୍ବା ଜଳସେଚନ ବିଭାଗକୁ ଏହି ମର୍ମରେ କୌଣସି...

ବନ୍ଧାହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡ଼ୁ

ବନ୍ଧାହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡ଼ୁ

ଓଡ଼ିଶା 365 (ବ୍ୟୁରୋ) : ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡ଼ୁ । ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ । ଗିରଫ...

୫୬ ବର୍ଷରେ ପାଦ ଥାପିଲେ ଖିଲାଡି କୁମାର

୫୬ ବର୍ଷରେ ପାଦ ଥାପିଲେ ଖିଲାଡି କୁମାର

ଓଡ଼ିଶା 365 (ବ୍ୟୁରୋ):ବଲିଉଡର ଖିଲାଡି ଷ୍ଟାରଙ୍କ କଥା କହିଲେ ସମସ୍ତେ ଅକ୍ଷୟ କୁମାରଙ୍କୁ ମନେ ପକାଇଥାନ୍ତି । ଯିଏ ସବୁବେଳେ ନିଜର ଦମଦାର ଅଭିନୟ ଜାଦୁରେ ଲୋକମାନଙ୍କୁ...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟାରେ କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟାରେ କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଓଡ଼ିଶା 365 (ବ୍ୟୁରୋ): ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଜାରି ରହିଛି ଶ୍ରୀକୃଷ୍ଣ ଜନ୍ମନୀତି । ଏଣୁ ଆଜି ଭାଦ୍ରକୃଷ୍ଣ ଦଶମୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ...

ଏକ ବିଂଶ ଶତାବ୍ଦିର ଭାରତ ବିଶ୍ୱକୁ ନୂଆ ଦିଗ ଦେଖାଇଛି : ପ୍ରଧାନମନ୍ତ୍ରୀ ମୋଦି

ଏକ ବିଂଶ ଶତାବ୍ଦିର ଭାରତ ବିଶ୍ୱକୁ ନୂଆ ଦିଗ ଦେଖାଇଛି : ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶା 365 (ବ୍ୟୁରୋ) : ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜି-୨୦ ଶିଖର ସମ୍ମିଳନୀ ବୈଠକ ଆରମ୍ଭ ହୋଇଯାଇଛି । ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି...

ବିଶ୍ୱକପ କାଉଣ୍ଟଡାଉନ; ସଚିନଙ୍କୁ ମିଳିଲା ଗୋଲଡେନ ଟିକେଟ୍

ବିଶ୍ୱକପ କାଉଣ୍ଟଡାଉନ; ସଚିନଙ୍କୁ ମିଳିଲା ଗୋଲଡେନ ଟିକେଟ୍

ଓଡ଼ିଶା 365 (ବ୍ୟୁରୋ): ଅକ୍ଟୋବର ୫ରୁ ନଭେମ୍ବର ୧୯ଯାଏଁ ଭାରତରେ ଖେଳାଯିବ ଆଇସିସି ଦିନିକିଆ ବିଶ୍ବକପ । ଏନେଇ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ବିଶ୍ୱକପର ମ୍ୟାଚ୍...

ମୋଦି  ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ, ସମାପ୍ତ ହେଲା ବଡ଼ ବିବାଦ

ମୋଦି  ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ, ସମାପ୍ତ ହେଲା ବଡ଼ ବିବାଦ

ଓଡ଼ିଶା 365 (ବ୍ୟୁରୋ) : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି ।...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ନରେନ୍ଦ୍ର ମୋଦି

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ନରେନ୍ଦ୍ର ମୋଦି

ଓଡ଼ିଶା 365 (ବ୍ୟୁରୋ) : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ପହଂଚିବା ପରେ ସ୍ବାଗତ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷି ସୁନକଙ୍କୁ ସ୍ବଗତ...

ସାଇନ୍ସ ଅଲମ୍ପିଆଡ୍‌ ସୋଦାନିଙ୍କୁ ସ୍ୱର୍ଣ୍ଣ

ସାଇନ୍ସ ଅଲମ୍ପିଆଡ୍‌ ସୋଦାନିଙ୍କୁ ସ୍ୱର୍ଣ୍ଣ

ଓଡ଼ିଶା 365 (ବ୍ୟୁରୋ):ହଙ୍ଗେରୀରେ ଆୟୋଜିତ ଇଣ୍ଟରନ୍ୟାସନାଲ ଅଲମ୍ପିଆଡ୍‌ ଫର୍‌ ଇନଫରମେଟିକ୍ସରେ ଭାରତ ଗୁରୁଗାଓଁର କ୍ଷୀତିଜ ସୋଦାନିକୁ ମିଳିଛି ସ୍ୱର୍ଣ୍ଣ ପଦକ। । ଗତ ୨୨ ବର୍ଷ ଧରି...

ୱେବସାଇଟରେ ଉପଲବ୍ଧ ହେଲା ଓଟିଇଟି ପରୀକ୍ଷାର ଓଏମଆର କପି : ସହଜ ହେଲା ମୂଲ୍ୟାୟନ ଯାଞ୍ଚ

ୱେବସାଇଟରେ ଉପଲବ୍ଧ ହେଲା ଓଟିଇଟି ପରୀକ୍ଷାର ଓଏମଆର କପି : ସହଜ ହେଲା ମୂଲ୍ୟାୟନ ଯାଞ୍ଚ

ଓଡ଼ିଶା 365 (ବ୍ୟୁରୋ): ୱେବସାଇଟରେ ଉପଲବ୍ଧ ହୋଇଛି ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ କପି। www.bseodisha.ac.in ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ।...

‘ଡାଲଖାଇ’ ଗୀତରେ ନାଚିଲେ ଆଇଏମ୍ଏଫ୍ ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଆଭା

ଓଡ଼ିଶା365(ବ୍ୟୁରୋ): କାଲି ଦିଲ୍ଲୀରେ ହେବ ଜି-୨୦ ସମ୍ମିଳନୀ। ଏଥିପାଇଁ ଜଣେ ପରେ ଜଣେ ବିଦେଶୀ ଅତିଥି ଆସି ସମ୍ମିଳନୀ ପାଇଁ ଦିଲ୍ଳୀରେ ପହଞ୍ଚୁଛନ୍ତି। ଗୁରୁବାର ଆଇଏମ୍ଏଫ୍ (ଆନ୍ତର୍ଜାତୀୟ...

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ସକ୍ରୀୟ ଦକ୍ଷିଣପୂର୍ବ ମୌସୁମୀ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ବର୍ଷାର ପ୍ରଭାବ। ଆସନ୍ତା ଦୁଇଦିନ ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିବ...

ଡାଲଖାଇ ଗୀତରେ ଦୁଲୁକିଲା ଜି-୨୦ ମଞ୍ଚ

ଡାଲଖାଇ ଗୀତରେ ଦୁଲୁକିଲା ଜି-୨୦ ମଞ୍ଚ

ଓଡ଼ିଶା 365 (ବ୍ୟୁରୋ): ପ୍ରଥମଥର ଭାରତରେ ଆୟୋଜନ ହେଉଛି ଜି-୨୦ ସମ୍ମିଳନୀ,ରଙ୍ଗୀନ ଆଲୋକମାଳରେ ଝଲସିବା ସହ ଉଠୁଛି ପଡୁଛି ରାଜଧାନୀ । ସାରା ବିଶ୍ବର ନଜର ଭାରତ...

ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି

ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି

ଓଡ଼ିଶା 365 (ବ୍ୟୁରୋ): ଭିଜିଲାନ୍ସ ଜାଲରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehousing Corporation)ର ଅଧୀକ୍ଷକ ଦେବୀପ୍ରସାଦ ମହାନ୍ତି। ନିମାପଡ଼ା ସ୍ଥିତ ଗୋଦାମର ଅଧୀକ୍ଷକ ଦେବୀପ୍ରସାଦଙ୍କ ଠାରୁ...

ସ୍ପେନ ରାଷ୍ଟ୍ରପତି କୋରୋନା ପଜିଟିଭ; ଜି-୨୦ ସମ୍ମିଳନୀରେ ହେବେନି ସାମିଲ 

ସ୍ପେନ ରାଷ୍ଟ୍ରପତି କୋରୋନା ପଜିଟିଭ; ଜି-୨୦ ସମ୍ମିଳନୀରେ ହେବେନି ସାମିଲ 

ଓଡ଼ିଶା365(ବ୍ୟୁରୋ): ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ପଜିଟିଭ। ଫଳରେ ସ୍ପେନ ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବେ ବୋଲି ସ୍ପଷ୍ଟ...

Page 32 of 54 1 31 32 33 54

Latest News