ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାଙ୍କର ବଢିଲା ଅଡୁଆ, ଠକେଇ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ
ଗୋଲଡ଼ ସ୍କିମରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ...
ଗୋଲଡ଼ ସ୍କିମରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ...
ଟ୍ବେଣ୍ଟି 20 ବିଶ୍ବକପରେ ସୁପର 8 ରେ ପ୍ରବେଶ କରିଛି ଭାରତ । ଅର୍ଶଦୀପ ସିଂହଙ୍କ 4 ଓ୍ବିକେଟ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ...
ଭାରତରେ କାର୍ଯ୍ୟ କରୁଥିବା ଲୋକମାନେ ନିଜ କାମରେ ବିଶେଷ ସନ୍ତୁଷ୍ଟ ନାହାନ୍ତି । ଅଧିକାଂଶ କର୍ମଚାରୀ ନିଜର ଜୀବନକୁ ସଂଘର୍ଷରତ ଓ ଦୁଃଖମୟ ବୋଲି କହିଛନ୍ତି ।...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...
ରାଜ୍ୟରେ ବିଜେପି ସରକାର ଆରମ୍ଭ ହୋଇଛି । ମୋହନ ଚରଣ ମାଝୀ ନେତୃତ୍ବରେ ରାଜ୍ୟ ସରକାର ପରିଚାଳିତ ହଉଛି । ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଶପଥ...
ରାଜ୍ୟ ଅତିଥି ଭବନରୁ ରାଜ୍ୟ କାମ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ଅତିଥି ଭବନର ପ୍ରଥମ ମହାଲାରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ...
ରଜ ଉପଲକ୍ଷେ ରିଲିଜ ହେଲା ଓଡ଼ିଆ ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ଫିଲ୍ମ ପାବାର । ଏହି ଫିଲ୍ମରେ ବାବୁଶାନଙ୍କ ସହ ଅଭିନେତ୍ରୀଙ୍କ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ...
ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ ୟୁଜିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହୋଇଛି । ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟକୁ...
ରାଜ୍ୟରେ ଭାଜପା ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ବୁଧବାର ନୂଆ ମୁଖ୍ୟମମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଥିବା ବେଳେ ତାଙ୍କ...
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ଶପଥ ନେବା ପରେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାହନ ସରକାର । ମୁଖ୍ୟମନ୍ତ୍ରୀଙ୍କ ସହ...
ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡ ଘଟି 4 ଜଣ ଭାରତୀୟଙ୍କ ସମେତ 41 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ କୋଠାଟି ସମ୍ପୂର୍ଣ୍ଣ ...
ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ କରିବାକୁ ଯାଉଛି । ଏନେଇ ବୁଧବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଛନ୍ତି...
କିଛି ସମୟ ପରେ ଆରମ୍ଭ ହେବ ବିଜେପିର ଶପଥ ସମାରୋହ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ସଭାସ୍ଥଳରେ ପହଞ୍ଚିଛନ୍ତି ବିଭିନ୍ନ କେନ୍ଦ୍ର...
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଜନତା ମୈଦାନରେ ଅପରାହ୍ନ 4 ଟା 45 ମିନିଟ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ସହ ଶପଥ...
ରାଜଧାନୀରେ ଥିବା ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ଆଜି ସକାଳେ ଗୋପବନ୍ଧୁ ଛକ ସମେତ ରାଜଧାନୀରେ ବିଭିନ୍ନ...
ଅପରାଧୀମାନେ ଦେଶରେ ପ୍ରଥମ ଆଇପିଏସ କିରଣ ଦେବୀଙ୍କୁ ଭୟ କରୁଥିଲେ । କୁହାଯାଏ ଯେ ତାଙ୍କ ବ୍ୟାଚରେ 80 ପୁରୁଷ ପୋଲିସ ଅଧିକାରୀଙ୍କ ମଧ୍ୟରେ ସେ ଏକମାତ୍ର...
ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାମ ବିଜେପି ଘୋଷଣା କରିଛି । ଏହା ସହିତ ରାଜ୍ୟରେ ଦୁଇ...
ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ବତ୍ତି ହେଇଛି ।...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହକୁ ନେଇ ନିଷ୍ପତ୍ତି ଆମ ଦେଶର ଗୃହ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ଏବଂ ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ମାନର ଜୀବନ ଯାପନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ ।ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -କୋଟି କୋଟି ଭାରତୀୟଙ୍କ ପାଇଁ ‘ସହଜ ଜୀବନଧାରଣ’ ଏବଂ ସମ୍ମାନ ବୃଦ୍ଧି !ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅଧିକ ସମ୍ପ୍ରସାରଣ କରିବା ଏବଂ ୩ କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ ନିର୍ମାଣ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଆମ ଦେଶର ଗୃହ ଆବଶ୍ୟକତାକୁ ପୂରଣ କରିବା ଏବଂ ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ମାନର ଜୀବନ ଯାପନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚାଇଥାଏ । ପିଏମଏୱାଇର ସମ୍ପ୍ରସାରଣ ମଧ୍ୟ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଏବଂ ସାମାଜିକ କଲ୍ୟାଣ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି । ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ...
ଆସନ୍ତାକାଲି ଓଡ଼ିଶାର ପ୍ରଥମଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ...
ଆସନ୍ତା ଜୁନ 13 ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖାଲିବ ଲୋକସେବା ଭବନ...
ଓଡ଼ିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ । ସମୟ ଗଡ଼ୁଛି ସମପେନ୍ସ ବଢୁଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ନେଇଳ ଅନେକ ଚର୍ଚ୍ଚା ବି କରାଯାଉଛି । ନିର୍ବାଚନ...
ମୋଦୀ ସରକାରଙ୍କ ତୃତୀୟ ପାଳିରେ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ଓଜନିଆ ବିଭାଗ ମିଳିଛି।ରାଜ୍ୟସଭା ସଦସ୍ୟ...
ବରିଷ୍ଠଙ୍କ ବିଭାଗ ବଦଳାଇଲେନି ମୋଦି । ମନ୍ତ୍ରିମଣ୍ଡଳରେ ଦୁଇ ନମ୍ବରରେ ଥିବା ରାଜନାଥ ସିଂହ ପ୍ରତିରକ୍ଷା ବିଭାଗ ବଜାୟ ରଖିଥିବା ବେଳେ ଅମିତ ଶାହ ସ୍ବରାଷ୍ଟ୍ର, ନିର୍ମଳା ସୀତାରମଣ...
ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରୀମଣ୍ଡଳର ହେଇଛି ବିଭାଗ ବଣ୍ଟନ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ମୁତାବକ, ନୀତିନ ଗଡକରୀଙ୍କୁ ପୁଣିଥରେ ସଡକ...
ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବହୁତ ପୁରୁଣା । ପୂର୍ବରୁ ଉଭୟ ଦେଶ ପରସ୍ପରକୁ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରୁଥିଲେ । କିନ୍ତୁ...
ଶପଥ ନେବା ପରେ ପ୍ରଥମ ଥର ପାଇଁ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଛି ସମୟ ପୂର୍ବରୁ ସାଉଥ ବ୍ଲକରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ...
ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ଯେ ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ । ଚଳିତ...
ସପ୍ତାହର ପ୍ରଥମ ଦିନ ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ଼ ଭାଙ୍ଗି ନୂଆ ଇତିହାସ ରଚିଥିଲା । ହେଲେ ସୋମବାର କାରବାର ଶେଷ ବେଳକୁ ବଜାରରେ ହ୍ରାସ...
ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି 8 ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ,...
ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଟି 20 ବିଶ୍ବକପରେ ଚିର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭାରତ ପ୍ରରାସ୍ତ କରିଛି । କହିବାକୁ ଗଲେ ପାକିସ୍ତାନ ହାତରୁ ଭାରତ...
ଦିଲ୍ଲୀରୁ ଫରିଛନ୍ତି କନ୍ଧମାଳର ନବନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି କର୍ମୀ । ଏହି ଅବସରରେ ସେ କହିଛନ୍ତି ।...
ନୂଆଦିଲ୍ଲୀ: ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳରେ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳରେ ସାମିଲ...
ମଧ୍ୟପ୍ରଦେଶର ଚାରିଥର ମୁଖ୍ୟମନ୍ତ୍ରୀ ଏବେ କେନ୍ଦ୍ରମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ କରାଯାଇଛି। ସେ ଷଷ୍ଠ ନମ୍ବରରେ...
ଲୋକସଭା ନିର୍ବାଚନ ଫଳାଫଳରେ ଓଡ଼ିଶାରୁ 20ଟି ଆସନ ଜିତିଥିଲା ବିଜେପି । ଏନେଇ ମୋଦି ଓଡ଼ିଶାକୁ ବେଶ ପ୍ରଶଂସା କରିଥିଲେ । ଆଉ ଏନେଇ ଓଡ଼ିଶାକୁ ମଧ୍ୟ...
ପୁଣି ଆତଙ୍କବାଦୀମାନେ ଟାର୍ଗେଟ ହତ୍ୟା କରିଛନ୍ତି । ହିନ୍ଦୁ ଶ୍ରଦ୍ଧାଳୁଙ୍କ ବସ ଉପରକୁ ଗୁଳିମାଡ଼ କରିଛନ୍ତି । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ...
ଦେଶରେ ଆରମ୍ଭ ହୋଇଛି ମୋଦୀ ସରକାର । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ ।...
କେନ୍ଦ୍ରରେ ମୋଦୀ ସରକାରଙ୍କ ୩ୟ ଇନିଂସ ଆରମ୍ଭ ହୋଇଛି । ରବିବାର ସଂଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ...
ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀଦଳ ନେତା ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି । କଂଗ୍ରେସ କାର୍ଯ୍ୟକାରିଣୀରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିବା...
ଓଡ଼ିଶାର ପ୍ରଥମ ଡ଼ବଲ୍ୟୁଜିଏମ କିରଣ ମନୀଷା ମହାନ୍ତି ଏସୀୟ ୟୁଥ ଚେସ ପ୍ରତିଯୋଗିତା ଲାଗି ଭାରତୀୟ ବାଳିକା ଦଳର ପ୍ରଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଏହି ପ୍ରତିଯୋଗିତାରେ...
ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଖୁବ ଶୀଘ୍ର ପୁଣି ଲାଇଟ ବ୍ୟବସ୍ଥା ହେବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ପୁରୀ ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି ।...
ବିଜେଡ଼ି ରାଜ୍ୟରେ ପରାଜୟ ହେବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମ ଆଗରେ ପ୍ରଥମ ପ୍ରତକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି ଗଣତନ୍ତ୍ରରେ ଜିତିବା ହାରିବା...
ଭିକେ ପାଣ୍ଡିଆନ ମୋର ଉତ୍ତରଧିକାରୀ ନୁହଁନ୍ତି । ବରଂ ମୋ ପରେ ମୋର ଉତ୍ତରାଧିକାରୀ କିଏ ହେବ ତାର ନିଷ୍ପତ୍ତି ରାଜ୍ୟବାସୀ କରିବେ । ରାଜ୍ୟରେ ବିଜେଡ଼ି...
ନିର୍ବାଚନରେ ଶୋଚନୀୟ ବିପର୍ଯ୍ୟୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଓଡ଼ିଶା ଆସିଥିା ସୂଚନା ମିଳିଛି । ଶୁକ୍ରବାର ସନ୍ଧ୍ୟାରେ...
ଏୟାର ଇଣ୍ଡିଆ ସହ ଭିସ୍ତାର ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ ଅନୁମୋଦନ ଦେଇଛି ।ଫଳରେ ଉଭୟ ଟାଟା ଗ୍ରୁପ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ...
ପରଲୋକରେ ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ଼ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓ । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ...
ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମାର୍ଚ 16 ରୁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଆଜି ହଟାଇ ଦିଆଯାଇଛି । ସାଧାରଣ ନିର୍ବାଚନଜନିତ...
ଏନଡ଼ିଏ ବୈଠକରେ ଓଡ଼ିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବେଲି କହିଛନ୍ତି...
ଅପରିବତ୍ତିତ ରହିଲା ରିପୋ ରେଟ । ରେପୋ ରେଟକୁ 6.5 ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି...
ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ବିଜେଡ଼ି ନେତା ଭି.କେ ପାଣ୍ଡିଆନଙ୍କ ଫଟୋ ଥିବା ପୋଷ୍ଟରଗୁଡ଼ିକ ରାସ୍ତାରେ ଲାଗିଥିବା ଦେଖିବାକୁ ମିଳିଛି । କେଉଁ ପୋଷ୍ଟରରରେ...
ଖୋର୍ଦ୍ଧାର ବିଜେପି ବିଧା୍ୟକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।...
ଆଗାମୀ 4 ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମପ୍ରବାହ । 2ରୁ 3 ଡ଼ିଗ୍ରୀ ବଢିପାରେ ଦିନର ତାପମାତ୍ରା । ଉଷ୍ମ ଆର୍ଦ୍ର ଜଳବାୟୁ ସ୍ଥିତି ଲାଗି...
ଟି 20 ବିଶ୍ବକପରେ ବଡ଼ ବିପର୍ଯ୍ୟୟ ଘଟିଛି । ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା...
24 ବର୍ଷ ପରେ ଓଡ଼ିଶାକୁ ମିଳିବାକୁ ଯାଉଛି ନୂଆ ସରକାର । ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ସରକାର ମଜଭୁତ ଥିବା ବେଳେ ବିରୋଧୀ କିନ୍ତୁ...
ବିଜେଡ଼ିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଏହା ପରେ ତାଙ୍କର ତିନି ଜଣ ପରାମର୍ଶଦାତା ଅବସରପ୍ରାପ୍ତ ଆଇଏଏସ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ବରେ କେନ୍ଦ୍ରରେ ଏନଡ଼ିଏ ସରକାର ଗଠନ ପାଇଁ ବାଟ ସଫା ହୋଇଛି । ଏଭଳି ସ୍ଥିତିରେ ଷ୍ଟକ ବଜାର ମଧ୍ୟ ଆଶ୍ବସ୍ତିର...
ରାଜ୍ୟ ସରକାର ନିର୍ବାଚନ ଠିକ ପୂର୍ବରୁ ଗ୍ରାମାଞ୍ଚଳରେ ସହରକୁ ପରିବହନ ସୁବିଧା ଦେବା ନିମନ୍ତେ କମ ମୂଲ୍ୟରେ ଳକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ । ଯେଉଁଠି...
ରାଜ୍ୟରେ ବିଏସକେଓ୍ବାଇ ଯୋଜନା ବନ୍ଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବିଏସକେଓ୍ବାଇ ଯୋଜନା ଚାଲୁ ରହିଥିବା ସେ ସ୍ପଷ୍ଟ କରିଛନ୍ତି...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଡ଼ବଲ ଝଟକା । ବଢିଲା କେଜ୍ରିଓ୍ବାଲଙ୍କ ନ୍ୟାୟିକ ହାଜତ । ଏଥିସହ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ଦିଲ୍ଲୀ...
ରଜ ଉପଲକ୍ଷେ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ଟିକେ ଟିକେ ଅଚିହ୍ନା ତୁ । ଏଥିରେ ଲୋକପ୍ରିୟ ତାରକା ସ୍ବରାଜ ବାରିକ ଏବଂ ଭୂମିକା...
ଆଜି ପାଳନ କରାଯାଉଛି ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ମହିଳା ମାନ ଆଜି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ଓଡ଼ିଆ...
ଆସନ୍ତା 3 ରୁ 4 ଦିନ ଭିତରେ ମୌସୁମୀ ବର୍ଷା ହେବ ।9 ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ । ପାଣିପାଗ ବିଭାଗ ଏଭଳି...
ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ବିମାନରେ ଟଏଲେଟରୁ କୋଟି କୋଟି ଟଙ୍କା ସୁନା ଜବତ ହୋଇଛି । ଏହାର ଓଜନ 5.9 କେଜି...
ବର୍ତମାନ ଖବର ଆସିଛି ଯେ ଲୋକପ୍ରିୟ ହଲିଉଡ଼ ତାରକା ମଧ୍ୟ ଗର୍ଭବତୀ ଅଛନ୍ତି । ଲେଡ଼ି ଗାଗାଙ୍କ ଗର୍ଭବତୀ ହେବାର ଖବର ସାସିଆଲ ମିଡ଼ିଆରେ ଭାଇରାଲ ହଉଛି...
ଦେଶର ପ୍ରାୟ ଅଧା ଖଣିଜ ପଦାର୍ଥ ଓଡ଼ିଶାରେ ଉତ୍ପାଦନ ହେଉଛି।2019 -20 ରେ 43 ପ୍ରତିଶତ ଖଣିଜ ପଦାର୍ଥ ରାଜ୍ୟରୁ ଉତ୍ପାଦନ ହୋଇଥିଲା। ଇଣ୍ଡିଆ ରେଟିଂସର ଏକ...
ଲୋକସଭା ନିର୍ବାଚନ 2024ର ଫଳାଫଳ ଭାଜପା ନେତୃତ୍ବରେ ଏନଡ଼ିଏ ହ୍ୟାଟ୍ରିକ ବିଜୟ ହାସଲ କରିଛି । ତେବେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ । ଏଭଳି...
ଭାରତୀୟ ଦଳ ଟି 20 ବିଶ୍ବକପ 2024 ରେ ଅଭିଯାନ ଆରମ୍ଭ କରିବ । ତାଙ୍କର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ହୋଇଛି । ଏହି ଗ୍ରୁପ...
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡ଼ିର ବରିଷ୍ଠ ନେତାଙ୍କ ସହ...
ପାକିସ୍ତାନର ଏକ ଶୀର୍ଷ ନ୍ୟାୟାଳୟ ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ ଏ ଇନସାଫ (ପିଟିଆଇ )କାର୍ଯ୍ୟାଳୟକୁ ପୁଣି ଖୋଲିବାକୁ ନିଦ୍ଦେଶ...
ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଦାନର ମତଗଣନା ଜାରି ରହିଛି। ଧୀରେଧୀରେ ଏହାର ଫଳାଫଳ ଆସୁଛି। ଖୋର୍ଦ୍ଧାରେ ବିଜେଡିର ହ୍ୟାଟ୍ରିକ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ସେ ହରାଇଛନ୍ତି। ଖୋର୍ଦ୍ଧା...
ଅଭିନେତ୍ରୀ କଙ୍ଗନା ରାଣାୱତ ମଙ୍ଗଳବାର ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଜେପି ସାଂସଦ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ପାଇଁ ମଞ୍ଚ ପ୍ରସ୍ତୁତ...
ଭଦ୍ରକ ଜିଲ୍ଲା ଧାମନଗରର ଯୁବନେତା ପୁଣି ବିଜୟୀ ହୋଇଛନ୍ତି। ଉପନିର୍ବାଚନରେ ବିଜୟ ହାସଲ ପରେ ସେ ପଛକୁ ଫେରି ନାହାନ୍ତି। ଧାମନଗରବାସୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଆଶୀର୍ବାଦ...
ଘଷିପୂରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମସ୍ତ 22 ରାଉଣ୍ଡ ଗଣତି ଶେଷ ହୋଇଛି । ଏହି ଆସନରୁ ବିଜେଡ଼ି ପ୍ରାର୍ଥୀ ବନ୍ଦ୍ରି ନାରାୟଣ ପାତ୍ର ବିଜୟ ହାସଲ...
କୋରାପୁଟ ଜିଲ୍ଲା ଳକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପବିତ୍ର ସାଉନ୍ତା ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜୁଜନତା ଦଳର...
କୋରାପୁଟ ଜିଲ୍ଲା ଳକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପବିତ୍ର ସାଉନ୍ତା ବିଧାୟକ ଭାବେ ବିଜୟ ଲାଭ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜୁଜନତା ଦଳର...
ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି । ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି ।...
ଓଡ଼ିଶା ଲୋକସଭାରେ ମୋଟ 21 ଟି ଆସନ ରହିଛି । ସେଥିମଧ୍ୟରୁ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସବୁଠାରୁ ହାଇପ୍ରାଫାଇଲ ଆସନ...
ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢୀ ଓଡ଼ିଶା ପିଏଫ ଜୋନର ଆଞ୍ଚଳିକ ପିଏଫ କମିଶନର -2 ଭାବେ ନୁଯୁକ୍ତି ପାଇବା ସହ ରାଜ୍ୟ ପାଇଁ...
ପ୍ରକାଶ ପାଇଛି 2024 ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ । ଚଳିତ ଥର 56 ହଜାର 47 ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ଼ ମିଳିଛି ।...
ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ବିଜେଡ଼ି ସରକାରଙ୍କ ପଞ୍ଚମ ପାଳିର...
ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକରେ ଗୁରୁତ୍ବପୂଣ୍ଣ ନିଷ୍ପତ୍ତି । ଏଥିରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲରେ ବୈଠକରେ...
ଭାରତର ସୂର୍ଯ୍ୟକୁମାର ଯାଦବ କ୍ରମାଗତ 2ୟ ବର୍ଷ ଲାଗି ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି 20 କ୍ରିକେଟର ପୁରସ୍କାର ପାଇଛନ୍ତି । ଟି 20 କ୍ରିକେଟରେ ତାଙ୍କ ଚମତ୍କାର...
ଏକଜିଟ ପୋଲ ଫଳାଫଳାକୁ ନେଇ ଅବକୀ ବାର 400 ପାର ନେତା ନାରା ଦେଇଥିବା ବିଜେପିର ମନୋବଳ ବୃଦ୍ଧି ପାଇଛି । ଜୁନ 4ରେ ଲୋକସଭା ନିର୍ବାଚନ...
ନିର୍ବାଚନ ସରିବା ପରେ ଗ୍ରାହକଙ୍କୁ ବଡ଼ ଝଟକା, 2 ଟଙ୍କା ବଢିଲା ଅମୁଲ କ୍ଷୀରର ଦର । ସେପଟେ ଟୋଲ ଟ୍ୟାକ୍ସ ବୃଦ୍ଧି କଲା ନ୍ୟାସନାଲ ହାଇଓ୍ବେ...
ସ୍ରେଣ୍ଟାଲ ଜାପାନରେ 5.9 ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଛି । କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି ଜାପାନ ପାଣିପାଗ ବିଭାଗ କହିଛି । ସ୍ଥାନୀୟ...
ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ପୂର୍ବାହ୍ନ ସାଢେ 11 ଟାରେ ଅନୁଷ୍ଠିତ ହେବ । ବିଜେଡ଼ି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନଟ ବୈଠକରେ ମୁଖ୍ୟମନ୍ତ୍ରୀ...
ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ହ୍ରାସ ପାଇଛି । ଦେଶରେ ତୈଳ ମାର୍କେଟିଂ ଓ ଇଣ୍ଡିଆାନ ଅଏଲ କର୍ପୋରେସନ ଲିମିଟେଡ଼ ଜୁନ ପହିଲାରୁ 19 କେଜି କମର୍ସିଆଲ...
ପୁରୀ ନରେନ୍ଦ୍ର ପୁଷ୍କରଣୀ ବାଣ ବିସ୍ଫୋରଣ ଘଟଣାରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 8 କୁ ବୃଦ୍ଧି ପାଇଛି ।...
ରାଜ୍ୟରେ ପଡ଼ୁଛି ଶେଷ ପର୍ଯ୍ୟାୟ ଭୋଟ । ଦିନ 3 ଟା ସୁଦ୍ଧା ରାଜ୍ୟରେ ହୋଇଛି 49.77 ପ୍ରତିଶତ ମତଦାନ । କିଛି ସ୍ଥାନରେ ସୁରୁଖୁରୁରେ ମତଦାନ...
ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିନ ଅଂଚଳର 57 ଟି ସଂସଦୀୟ ଆସନରେ ମତଦାନ ଜାରି...
ଭୋଟ ଦେଉଛି ଓଡ଼ିଶା । ଶେଷ ପର୍ଯ୍ୟାୟରେ ଆାଜି ରାଜର ଲୋକସଭା ଏବଂ 42 ବିଧାନସା ଆସନ ପାଇଁ ପଡ଼ୁଛି ଭୋଟ । ତେବେ ମିଳିଥିବା ସୁଚନା...
ରାଜ୍ୟର ବହୁ ପ୍ରତିକ୍ଷିତ ଚତୁର୍ଥ ପର୍ଯ୍ୟାୟ ମତଦାନ ଆାଜି ସକଳା 7ଟାରୁ ଆରମ୍ଭ ହୋଇଛି । ମୟୁରଭଂଜ , ବାଲେଶ୍ବର, ଭଦ୍ରକ, ଯାଜପୁର , କେନ୍ଦ୍ରପଡ଼ା ଓ...
ଲୋକସଭା ନିର୍ବାଚନ 2024 ର ଚୂଡ଼ାନ୍ତ ପର୍ଯ୍ୟାୟରେ ଶନିବାର 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ମୋଟ 57 ଟି ଆସନରେ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା...
ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ 6 ଲୋକସଭା ଓ 42 ବିଧାନସଭା ଆସନରେ ଶନିବାର ନିର୍ବାଚନ...
ନିରାଶ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲାନି ଜାମିନ । ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଦ୍ବିତୀୟ...
ପୁଣି ଦୁଇ ଜଣଙ୍କ ଜୀବନ ନେଲା ବାଣ ବିସ୍ଫୋରଣ ଘଟଣା । ଚିକିତ୍ସା ଚାଲିଥିବା ବେଳେ ଆଉ ଦୁଇଜଣଙ୍କ ପ୍ରାଣ ଯାଇଛି । ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ...
ଭାରତୀୟ ରିଜର୍ଭ ବ୍ୟାଙ୍କ ବିଦେଶରେ ବନ୍ଧକ ରଖିଥିବା ଶହେ ଟନ ସୁନାକୁ ଏବେ ନିଜ ଦେଶକୁ ଫେରାଇ ଆଣିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆଗାମୀ...
ଗୁପ୍ତଧନ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଟ୍ରମ୍ପଙ୍କ ବିରୋଧରେ ଆସିଥିବା 34 ଟି ଅଭିଯୋଗରେ ତାଙ୍କୁ ଦୋଷୀ...
ଅସ୍ବାଭାବିକ ମୃତ୍ୟୁର ହେବ ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ବାସ୍ଥ୍ୟ ବିଭାଗ । ମ୍ୟତଦେହକୁ ବ୍ୟବଚ୍ଛେଦ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର...
Copyright © Odisha-365, 2024 - All Rights Reserved.