param

param

ରାୱଲପିଣ୍ଡି ଜେଲରେ ରହିବେ ଇମ୍ରାନ୍ ଖାନ୍

ରାୱଲପିଣ୍ଡି ଜେଲରେ ରହିବେ ଇମ୍ରାନ୍ ଖାନ୍

ଓଡ଼ିଶା365(ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଅଟକ୍ ଜେଲରୁ ରାୱଲପିଣ୍ଡିର ଆଡିଆଲା ଜେଲକୁ ସ୍ଥାନାନ୍ତର କରିବାକୁ ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସଲାମାବାଦ ହାଇକୋର୍ଟର ମୁଖ୍ୟ...

ଏସୀୟ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ୍‌ ଦଳକୁ ସ୍ୱର୍ଣ୍ଣ ପଦକ, ଶ୍ରୀଲଙ୍କା ପରାସ୍ତ

ଏସୀୟ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ୍‌ ଦଳକୁ ସ୍ୱର୍ଣ୍ଣ ପଦକ, ଶ୍ରୀଲଙ୍କା ପରାସ୍ତ

ଓଡ଼ିଶା 365 (ବ୍ୟୁରୋ) : ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଦଳ । ଚାରିଆଡୁ ଛୁଟୁଛି ଶୁଭେଛାର ସୁଅ। ପ୍ରଥମ...

ଜଙ୍ଗଲରୁ ଉଦ୍ଧାର ହେଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଜଙ୍ଗଲରୁ ଉଦ୍ଧାର ହେଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ଓଡ଼ିଶା 365 (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଜଙ୍ଗଲରୁ ଉଦ୍ଧାର ହେଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ। ମୃତ ଯନ୍ତ୍ରୀ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ...

ଏଣିକି ମା’ମାନଙ୍କୁ  ଦିଆଯିବ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ତାଲିମ୍‌

ଏଣିକି ମା’ମାନଙ୍କୁ  ଦିଆଯିବ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ତାଲିମ୍‌

ଓଡ଼ିଶା 365 (ବ୍ୟୁରୋ): ଏଣିକି ମା’ମାନଙ୍କୁ  ସ୍କୁଲରେ ଦିଆଯିବ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ତାଲିମ୍‌। ଏଫ୍‌ଏଲ୍‌ଏନ୍‌ ଗ୍ରେଡ୍‌ ଥିବା ପ୍ରତ୍ୟେକ ସରକାରୀ ସ୍କୁଲ୍‌ର ପ୍ରଥମ, ଦ୍ୱିତୀୟ ଓ...

ପ୍ରଶ୍ନକାଳରେ ବିଜେଡି-ବିଜେପି ମୁହାଁମୁହିଁ, ୪ଟା ଯାଏ ଗୃହ ମୁଲତବୀ

ପ୍ରଶ୍ନକାଳରେ ବିଜେଡି-ବିଜେପି ମୁହାଁମୁହିଁ, ୪ଟା ଯାଏ ଗୃହ ମୁଲତବୀ

ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ଦେଖାଦେଇଥିଲା ହଙ୍ଗମା । ଏହାପରେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି । ଗୃହ ମଧ୍ୟ...

NDAକୁ ଫେରିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଓଡ଼ିଶା365(ବ୍ୟୁରୋ): NDAକୁ ଫେରିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ପରେ ଏବେ ଏହି ଚର୍ଚ୍ଚା ଜୋର୍ ଧରିଛି ।...

ଗାଡ଼ି ଅଟକାଇବାରୁ ପୁଲିସକୁ ପିଟିଲେ ମହିଳା

ଗାଡ଼ି ଅଟକାଇବାରୁ ପୁଲିସକୁ ପିଟିଲେ ମହିଳା

ଓଡ଼ିଶା365(ବ୍ୟୁରୋ): ମୁମ୍ବାଇ ବାନ୍ଦ୍ରା-ୱର୍ଲି ସି’ ଲିଙ୍କ୍‌ ରାସ୍ତାରେ ବାଇକ୍‌ ଚଳାଇ ଯାଉଥିବା ବ‌େଳେ ଟ୍ରାଫିକ୍‌ ପୁଲିସକୁ ଗାଳିଗୁଲଜ କରିବା, ଧମକ ଦେବା ଓ ଧକ୍କା ମାରିବା ଅଭିଯୋଗରେ...

୨୯ରେ ପୁଣି ଲଘୁଚାପ

୨୯ରେ ପୁଣି ଲଘୁଚାପ

ଓଡ଼ିଶା 365 (ବ୍ୟୁରୋ) : ୨୯ ତାରିଖରେ ଅଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ...

ଜମ୍ମୁ ଓ କଶ୍ମୀରରୁ ୫ ଆତଙ୍କବାଦୀ ଗିରଫ

ଜମ୍ମୁ ଓ କଶ୍ମୀରରୁ ୫ ଆତଙ୍କବାଦୀ ଗିରଫ

ଓଡ଼ିଶା365(ବ୍ୟୁରୋ): ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ଆଜି କୁଲ୍‌ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍‌’ ଆତଙ୍କବାଦୀଙ୍କୁ ଗିରଫ କରିଛି ।...

ଦୁର୍ଘଟଣା ପରେ ଗୁରୁତର ଶ୍ରମିକଙ୍କୁ ଫିଙ୍ଗିଦେଲେ ମିଲ୍ କର୍ମଚାରୀ

ଓଡ଼ିଶା365(ବ୍ୟୁରୋ): ସୀମା ଟପିଲା ବର୍ବରତା। ରାଇସ ମିଲରେ ଦୁର୍ଘଟଣା ପରେ ବାହାର ରାଜ୍ୟର ଶ୍ରମିକକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଫିଙ୍ଗି ଦେଲେ ମିଲ୍ କର୍ମଚାରୀ। ଏବେ ମୃତ୍ୟୁ ସହିତ...

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା

ଓଡ଼ିଶା365(ବ୍ୟୁରୋ): ଆଜି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ବିଜେପି ଆଣିଥିବା ୨ଟି ମୁଲତବୀ ପ୍ରଶ୍ନକୁ ବାଚସ୍ପତି ଜାଣିଶୁଣି ପ୍ରତ୍ୟାଖ୍ୟାନ କରିବା...

ଏସୀୟ କ୍ରୀଡା: ଆଜି ଭାରତ-ଶ୍ରୀଲଙ୍କା ସ୍ୱର୍ଣ୍ଣ ଲଢ଼େଇ

ଏସୀୟ କ୍ରୀଡା: ଆଜି ଭାରତ-ଶ୍ରୀଲଙ୍କା ସ୍ୱର୍ଣ୍ଣ ଲଢ଼େଇ

ଓଡ଼ିଶା 365 (ବ୍ୟୁରୋ) : ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ତମ ଏସୀୟ କ୍ରୀଡା କ୍ରିକେଟ ଫାଇନାଲରେ ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଟକ୍କର ଦେଖିବାକୁ...

ଜଷ୍ଟିନ ଟ୍ରୁଡ଼ୋଙ୍କ ବିରୋଧରେ ହିନ୍ଦୁ ସଂଗଠନର ବିକ୍ଷୋଭ

ଜଷ୍ଟିନ ଟ୍ରୁଡ଼ୋଙ୍କ ବିରୋଧରେ ହିନ୍ଦୁ ସଂଗଠନର ବିକ୍ଷୋଭ

ଓଡ଼ିଶା365(ବ୍ୟୁରୋ): କାନାଡ଼ା ଏବେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ବିରୋଧରେ ବାରମ୍ବାର ଭିତ୍ତହୀନ ଅଭିଯୋଗ କରିବାରେ ବ୍ୟସ୍ତ...

ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ;୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଇଭେଣ୍ଟରେ ପଦକ

ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ;୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଇଭେଣ୍ଟରେ ପଦକ

ଓଡ଼ିଶା 365 (ବ୍ୟୁରୋ) : ହାଙ୍ଗଝୌରେ ଖେଳାଯାଉଥିବା ୧୯ତମ ଏସୀୟ କ୍ରୀଡା ମହାକୁମ୍ଭରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ପୁରୁଷ ୧୦ ମିଟର ଏୟାର ରାଇଫଲ୍ସ ଇଭେଣ୍ଟରେ...

ଆତଙ୍କବାଦୀ ନିଜାର ହତ୍ୟା ମାମଲା: କାନାଡ଼ାକୁ ଗୁଇନ୍ଦା ତଥ୍ୟ ଦେଇଥିଲା ଆମେରିକା

ଆତଙ୍କବାଦୀ ନିଜାର ହତ୍ୟା ମାମଲା: କାନାଡ଼ାକୁ ଗୁଇନ୍ଦା ତଥ୍ୟ ଦେଇଥିଲା ଆମେରିକା

ଓଡ଼ିଶା365(ବ୍ୟୁରୋ): ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପରେ ଆମେରିକା କାନାଡ଼ାକୁ କିଛି ଗୁଇନ୍ଦା ତଥ୍ୟ ପ୍ରଦାନ କରିଥିଲା। କାନାଡ଼ାରେ ଅବସ୍ଥାପିତ ଆମେରିକାର ଜଣେ ବରିଷ୍ଠ...

ଫେରିବାକୁ ବସିଲାଣି ମୌସୁମୀ, ଏବେ ବି ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଫେରିବାକୁ ବସିଲାଣି ମୌସୁମୀ, ଏବେ ବି ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟରୁ ମୌସୁମୀ ଏବେବି ନିଅଣ୍ଟିଆ ବର୍ଷାର ସାମ୍ନା କରୁଛନ୍ତି ୩ ଜିଲ୍ଲାବାସୀ। ଗେଟେପଟେ ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି...

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ

ଓଡ଼ିଶା 365 (ବ୍ୟୁରୋ) : ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ହାସଲକରି ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକହାସଲକାରୀ...

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଉଠିପାରେ ଶିକ୍ଷକ ଓ ଅଙ୍ଗନବାଡି ପ୍ରସଙ୍ଗ

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଉଠିପାରେ ଶିକ୍ଷକ ଓ ଅଙ୍ଗନବାଡି ପ୍ରସଙ୍ଗ

ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ସରଗରମ ହେବ ଗୃହ । ଏକାଧିକ ପ୍ରସଙ୍ଗ ଉଠାଇ...

ଏସୀୟ କ୍ରୀଡ଼ା: ୧୦ ମିଟର ଏୟାର ରାଇଫଲ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ

ଏସୀୟ କ୍ରୀଡ଼ା: ୧୦ ମିଟର ଏୟାର ରାଇଫଲ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ

ଓଡ଼ିଶା365(ବ୍ୟୁରୋ): ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ରାଇଫଲ୍ସ ସୁଟିଂରେ ଗୋଲ୍ଡ ମେଡାଲ ହାତେଇଛି ଭାରତ। ପୁରୁଷ ଟିମ୍ ଇଭେଣ୍ଟରେ...

ଶ୍ରୀମନ୍ଦିରରେ ଶେଷ ହେଲା ଶ୍ରୀକୃଷ୍ଣ ଲୀଳା ନୀତି: ବଡ଼ଦାଣ୍ଡରେ କଂସକୁ ବଧ କଲେ କୃଷ୍ଣ

ଶ୍ରୀମନ୍ଦିରରେ ଶେଷ ହେଲା ଶ୍ରୀକୃଷ୍ଣ ଲୀଳା ନୀତି: ବଡ଼ଦାଣ୍ଡରେ କଂସକୁ ବଧ କଲେ କୃଷ୍ଣ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶ୍ରୀମନ୍ଦିରରେ ଶେଷ ହୋଇଛି ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ନାତି। ଅନ୍ତିମ ପର୍ଯ୍ୟାୟରେ ସିଂହଦ୍ୱାର ନିକଟରେ ରାକ୍ଷସ ରାଜା କଂସଙ୍କୁ ବଧ କରିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ । ରବିବାର...

ମୋଦିଙ୍କୁ ପ୍ରଶଂସା କଲେ ନବୀନ, ୧୦ରୁ ଦେଲେ ୮ ନମ୍ବର

ମୋଦିଙ୍କୁ ପ୍ରଶଂସା କଲେ ନବୀନ, ୧୦ରୁ ଦେଲେ ୮ ନମ୍ବର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁବ୍ ପ୍ରଶଂସା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ଵରରେ...

ଚନ୍ଦ୍ରଯାନ-୩ର ସଫଳ ଅବତରଣ ଦେସବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି : ମୋଦି

ଚନ୍ଦ୍ରଯାନ-୩ର ସଫଳ ଅବତରଣ ଦେସବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି : ମୋଦି

ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରଯାନ-୩ର ସଫଳ ଅବତରଣ ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ସେହିପରି ନୂଆଦିଲ୍ଲୀରେ ଭାରତ ପକ୍ଷରୁ ଜି ୨୦ର ସଫଳ ଆୟୋଜନ ମଧ୍ୟ ଦେଶବାସୀଙ୍କୁ ଏକ...

ଇଭିଏମରେ ବ୍ୟବହୃତ ସଫ୍ଟୱେୟାରର ସୋର୍ସ କୋର୍ଡ ଅଡିଟ୍ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଇଭିଏମରେ ବ୍ୟବହୃତ ସଫ୍ଟୱେୟାରର ସୋର୍ସ କୋର୍ଡ ଅଡିଟ୍ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଓଡ଼ିଶା365(ବ୍ୟୁରୋ): ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ବ୍ୟବହୃତ ସଫ୍ଟୱେୟାରର ସୋର୍ସ କୋର୍ଡ ଉପରେ ଅଡିଟ୍ ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଏ ଉପରେ ହୋଇଥିବା ଏକ...

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍; ଓଡ଼ିଶାର ୫୦ ହଜାର ଗାଁରେ ସଭା କରି ଅବଗତ କରାଇବ ବିଜେପି

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍; ଓଡ଼ିଶାର ୫୦ ହଜାର ଗାଁରେ ସଭା କରି ଅବଗତ କରାଇବ ବିଜେପି

ଓଡ଼ିଶା365(ବ୍ୟୁରୋ): ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି। ଓଡ଼ିଶାର ପାଖାପାଖି ୫୦ ହଜାର ଗାଁରେ ସଭା କରି ପ୍ରଚାର...

ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ କଲା ସିବିଆଇ

ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ କଲା ସିବିଆଇ

ଓଡ଼ିଶା 365 (ବ୍ୟୁରୋ): ପୁଣି ନିର୍ବାଚନ ପୂର୍ବରୁ  ଚିଟ୍‌ଫଣ୍ଡ ଠକେଇ ମାମଲାରେ ଓଡ଼ିଶା ମୁହାଁ ହୋଇଛି ସିବିଆଇ । ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ୯...

ହମସଫର ଏକ୍ସପ୍ରେସରେ ନିଆଁ

ହମସଫର ଏକ୍ସପ୍ରେସରେ ନିଆଁ

ଓଡ଼ିଶା365(ବ୍ୟୁରୋ): ଗୁଜରାଟ ନିକଟରେ ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ। ଗୁଜରାଟର ବଲସଦରେ ତିରୁଚିରାପଲ୍ଲୀ ଜଙ୍କସନ ଏବଂ ଶ୍ରୀ ଗଙ୍ଗନଗର ମଧ୍ୟରେ ଚାଲୁଥିବା ହମସଫର ଏକ୍ସପ୍ରେସର ନିଆଁ ଲାଗିଛି।...

ଲୁକ୍ ଆଉଟ୍‌ ସର୍କୁଲାର ପରେ ସିଙ୍ଗର ସୌରିନ୍ ଭଟ୍ଟଙ୍କ ମିଳୁନି ପତ୍ତା

ଲୁକ୍ ଆଉଟ୍‌ ସର୍କୁଲାର ପରେ ସିଙ୍ଗର ସୌରିନ୍ ଭଟ୍ଟଙ୍କ ମିଳୁନି ପତ୍ତା

ଓଡ଼ିଶା 365 (ବ୍ୟୁରୋ): ଲୁକ୍ ଆଉଟ୍‌ ସର୍କୁଲାର ପରେ ସିଙ୍ଗର ସୌରିନ୍ ଭଟ୍ଟଙ୍କ ମିଳୁନି ପତ୍ତା। ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ କଲିକତା ଯାଇ ଖାଲି ହାତରେ...

ବାରଣାସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍; ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦି

ବାରଣାସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍; ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦି

ଓଡ଼ିଶା365(ବ୍ୟୁରୋ): ଉତ୍ତରପ୍ରଦେଶରେ ୧୫୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରଣାସୀରେ ୪୫୦ କୋଟି ଟଙ୍କା ବ୍ୟୟରେ...

ଜେଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ କାର୍ଯ୍ୟ: ଜଣଙ୍କୁ ମିଳିଲା ଜାମିନ, ମୁକୁଳିଲେ ଅନ୍ୟ ଜଣେ ଅଭିଯୁକ୍ତ

ଜେଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ କାର୍ଯ୍ୟ: ଜଣଙ୍କୁ ମିଳିଲା ଜାମିନ, ମୁକୁଳିଲେ ଅନ୍ୟ ଜଣେ ଅଭିଯୁକ୍ତ

ଜଣଙ୍କୁ ମିଳିଲା ଜାମିନ, ମୁକୁଳିଲେ ଅନ୍ୟ ଜଣେ ଅଭିଯୁକ୍ତ। ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ। ଏଙଳି ସାଂଘାତିକ ତ୍ରୁଟି ଘଟିଛି ଝାରପଡ଼ା ସ୍ପେଶାଲ ଜେଲରେ। ଏହାପରେ...

ଅମୃତସରରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ସଂପତ୍ତି ଜବତ

ଅମୃତସରରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ସଂପତ୍ତି ଜବତ

ଓଡ଼ିଶା 365 (ବ୍ୟୁରୋ): ଖଲିସ୍ତାନୀ ଆତଙ୍କବାଦୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କାନାଡାରେ ହିନ୍ଦୁଙ୍କୁ ଧମକାଉଥିବା ପନ୍ନୁର ସମସ୍ତ ସଂପତ୍ତି ଜବତ କରିଛି ଏନଆଇଏ । ଖଲିସ୍ତାନୀ...

ଭୋଟରଙ୍କ ବିଶ୍ବାସ ହରାଇଲେ ଟ୍ରୁଡ଼ୋ:୫୦ ବର୍ଷରେ ସବୁଠୁ ବିଫଳ ପ୍ରଧାନମନ୍ତ୍ରୀ

ଭୋଟରଙ୍କ ବିଶ୍ବାସ ହରାଇଲେ ଟ୍ରୁଡ଼ୋ:୫୦ ବର୍ଷରେ ସବୁଠୁ ବିଫଳ ପ୍ରଧାନମନ୍ତ୍ରୀ

ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଭାରତ-କାନାଡାର ମଧ୍ୟରେ ବଢିଚାଲିଛି ବିବାଦ। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ହତ୍ୟା ଘଟଣାରେ ଭାରତକୁ ଦାୟୀ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ...

ପତ୍ନୀଙ୍କ ସହ ଅପ୍ରାକୃତିକ ସମ୍ପର୍କ ଅପରାଧ ନୁହଁ: କୋର୍ଟ

ପତ୍ନୀଙ୍କ ସହ ଅପ୍ରାକୃତିକ ସମ୍ପର୍କ ଅପରାଧ ନୁହଁ: କୋର୍ଟ

ଓଡ଼ିଶା365(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ପତିପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ସାଧାରଣ ଘଟଣା। ଏହା ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇଥାଏ। ଏହାଦ୍ବାରା ବଂଶ...

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ସମ୍ପତ୍ତି ଜବତ କଲା ଏନ୍ଆଇଏ

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ସମ୍ପତ୍ତି ଜବତ କଲା ଏନ୍ଆଇଏ

ଓଡ଼ିଶା365(ବ୍ୟୁରୋ): ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏନଆଇଏର ବଡ଼ ଆକ୍ସନ । ଅମୃତସର ଓ ଚଣ୍ଡିଗଡ଼ରେ ଥିବା...

ଦାବି ପୂରଣ ନହେଲେ ସମୂହ ଇସ୍ତଫା ପାଇଁ ସରପଞ୍ଚ ସଂଘର ଚେତାବନୀ

ଦାବି ପୂରଣ ନହେଲେ ସମୂହ ଇସ୍ତଫା ପାଇଁ ସରପଞ୍ଚ ସଂଘର ଚେତାବନୀ

ଓଡ଼ିଶା 365 (ବ୍ୟୁରୋ): ଶନିବାର ୧୫ ଦଫା ଦାବି ନେଇ ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ସରପଞ୍ଚ । ତ୍ରିସ୍ତରୀୟ ପଚାଂୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପାଣ୍ଠି...

ଫିଲ୍ମ ‘ଆନିମଲ୍‌’ରୁ ଆସିଲା ରଶ୍ମିକାଙ୍କ ଫାଷ୍ଟ ଲୁକ୍‌; ଖୁବଶୀଘ୍ର ଆସିବ ଟିଜର

ଫିଲ୍ମ ‘ଆନିମଲ୍‌’ରୁ ଆସିଲା ରଶ୍ମିକାଙ୍କ ଫାଷ୍ଟ ଲୁକ୍‌; ଖୁବଶୀଘ୍ର ଆସିବ ଟିଜର

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ରଣବୀର କପୁର-ରଶ୍ମିକା ମନ୍ଦାନାଙ୍କ ଯୋଡି । ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।...

ପୁଣି ଓଡ଼ିଶା ମୁହାଁ ଲଘୁଚାପ: ୨୯ରେ ଘୂର୍ଣ୍ଣିବଳୟ, ୩୦ରେ ଲଘୁଚାପ

ପୁଣି ଓଡ଼ିଶା ମୁହାଁ ଲଘୁଚାପ: ୨୯ରେ ଘୂର୍ଣ୍ଣିବଳୟ, ୩୦ରେ ଲଘୁଚାପ

ଓଡ଼ିଶା 365 (ବ୍ୟୁରୋ): ପୁଣି ଓଡ଼ିଶା ମୁହାଁ ଆଉ ଏକ ଲଘୁଚାପ । ୨୯ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ...

ସୁନ୍ଦରଗଡ଼ ପରେ ବଲାଙ୍ଗୀରରେ ସ୍କ୍ରବ ଟାଇଫସ୍‌ ଆତଙ୍କ, ଚିହ୍ନଟ ହେଲେଣି ୩୩୭ ଆକ୍ରାନ୍ତ

ସୁନ୍ଦରଗଡ଼ ପରେ ବଲାଙ୍ଗୀରରେ ସ୍କ୍ରବ ଟାଇଫସ୍‌ ଆତଙ୍କ, ଚିହ୍ନଟ ହେଲେଣି ୩୩୭ ଆକ୍ରାନ୍ତ

ଓଡ଼ିଶା 365 (ବ୍ୟୁରୋ): ସୁନ୍ଦରଗଡ଼ ପରେ ବଲାଙ୍ଗୀରରେ ଦେଖାଦେଇଛି ସ୍କ୍ରବ ଟାଇଫସ୍‌ ଆତଙ୍କ। ଏହି କ୍ରମରେ ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଏବେ ୩୩୭ରେ ପହଁଚିଛି । ସମଗ୍ର ଜିଲ୍ଲାରେ ଗତ...

ପାକିସ୍ତାନକୁ ଭାରତର ଚେତାବନୀ; ଆତଙ୍କବାଦ ବନ୍ଦ କର, ପାକ୍‌ ଅଧିକୃତ କଶ୍ମୀର ଛାଡ଼

ପାକିସ୍ତାନକୁ ଭାରତର ଚେତାବନୀ; ଆତଙ୍କବାଦ ବନ୍ଦ କର, ପାକ୍‌ ଅଧିକୃତ କଶ୍ମୀର ଛାଡ଼

ଓଡ଼ିଶା365(ବ୍ୟୁରୋ): ସୀମାପାର ଆତଙ୍କବାଦ ବନ୍ଦ କର। ନିଜ ଦେଶରେ ଥିବା ଆତଙ୍କବାଦ ଭିତ୍ତିଭୂମି ହଟାଅ ଓ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳ ଖାଲି କରିବାକୁ...

ସିନେଟର୍‌ଙ୍କ ଘରୁ ୧୦୦,୦୦୦ ଡଲାର୍‌ର ସୁନା ଇଟା ଜବତ

ସିନେଟର୍‌ଙ୍କ ଘରୁ ୧୦୦,୦୦୦ ଡଲାର୍‌ର ସୁନା ଇଟା ଜବତ

ଓଡ଼ିଶା365(ବ୍ୟୁରୋ): ଲାଞ୍ଚ ନେଇ ଅଡୁଆରେ ଆମେରିକାର ନ୍ୟୁଜର୍ସି ସିନେଟର୍‌ ବବ୍‌ ମିନେଣ୍ଡେଜ୍‌ ଓ ତାଙ୍କ ସ୍ତ୍ରୀ ନାଦିଆନ୍‌ ମିନେଣ୍ଡେଜ୍‌। ସରକାରୀ ଓକିଲ କହିଛନ୍ତି,ତାଙ୍କ ଘରେ ଲୁଚାଇ ରଖାଯାଇଥିବା...

ସବୁଦିନ ଖାଉଛନ୍ତି କି ଏହି ଖାଦ୍ୟ, ତେବେ ହୋଇଯାଆନ୍ତୁ ସାବଧାନ

ସବୁଦିନ ଖାଉଛନ୍ତି କି ଏହି ଖାଦ୍ୟ, ତେବେ ହୋଇଯାଆନ୍ତୁ ସାବଧାନ

ଓଡ଼ିଶା 365 (ବ୍ୟୁରୋ) : ଜେଏଏମ୍ଏ ନ୍ୟୁରୋଲୋଜି ଅନୁଯାୟୀ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି ଋସର୍ଚ୍ଚରେ ଉଭୟ ପୁରୁଷ ଏବଂ...

ନିଦରୁ ଉଠୁନାହାଁନ୍ତି ବିକ୍ରମ ଓ ପ୍ରଜ୍ଞାନ; ଯୋଗାଯୋଗ ଲାଗି ଇସ୍ରୋର ଉଦ୍ୟମ

ନିଦରୁ ଉଠୁନାହାଁନ୍ତି ବିକ୍ରମ ଓ ପ୍ରଜ୍ଞାନ; ଯୋଗାଯୋଗ ଲାଗି ଇସ୍ରୋର ଉଦ୍ୟମ

ଓଡ଼ିଶା 365 (ବ୍ୟୁରୋ): ନିଦରୁ ଉଠୁନି ବିକ୍ରମ । ଚନ୍ଦ୍ରୟାନ-ଥ୍ରୀର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ନିଦରୁ ଉଠାଇବାକୁ ଇସ୍ରୋ ଚେଷ୍ଟା କରୁଛି । ମାତ୍ର...

୪ଟି ଭାଷାରେ ଆସୁଛି ‘ମାଇଣ୍ଡ ଗେମ୍’

ଓଡ଼ିଶା 365 (ବ୍ୟୁରୋ): ଖୁବଶୀଘ୍ର ଲୋକଙ୍କୁ ମନୋରଞ୍ଜନ କରିବାକୁ ଆସୁଛି ‘ମାଇଣ୍ଡ ଗେମ୍’ । ଯାହା ୪ଟି ଭାଷାରେ ରିଲିଜ୍ ହେବ । ହେଲେ ଏପର୍ଯ୍ୟନ୍ତ ତାରିଖ...

ସୁନ୍ଦରଗଡ଼କୁ ସ୍କ୍ରବ୍ ଟାଇଫସ୍ ଚିନ୍ତା: ଟିହ୍ନଟ ହେଲେ ଆଉ ୧୦ ପଜିଟିଭ୍

ସୁନ୍ଦରଗଡ଼କୁ ସ୍କ୍ରବ୍ ଟାଇଫସ୍ ଚିନ୍ତା: ଟିହ୍ନଟ ହେଲେ ଆଉ ୧୦ ପଜିଟିଭ୍

ଓଡ଼ିଶା 365 (ବ୍ୟୁରୋ): ସୁନ୍ଦରଗଡ଼କୁ ଏବେ ଘାରିଛି ସ୍କ୍ରବ୍ ଟାଇଫସ୍ ଚିନ୍ତା। ଆଜି ପୁଣଇ ୧୦ ଜଣ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍...

କାରରୁ ୪୫ କେଜି ଗଞ୍ଜେଇ ଜବତ ସହ ଦୁଇ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

କାରରୁ ୪୫ କେଜି ଗଞ୍ଜେଇ ଜବତ ସହ ଦୁଇ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଓଡ଼ିଶା 365 (ବ୍ୟୁରୋ): ପାର୍ବଣକୁ ଆଖି ଆଗରେ ରଖି ଏବେ ଆକ୍ସନ ମୋଡରେ ଅବକାରୀ ବିଭାଗ । କାରରେ ଗଞ୍ଜେଇ ଚାଲାଣ ବେଳେ ଆଠମଲ୍ଲିକ ଥାନା ନିକଟରୁ ଅବକାରୀ ବିଭାଗ...

ରାଜଧାନୀବାସୀଙ୍କୁ ଡେଙ୍ଗୁ ଚିନ୍ତା: ଦୈନିକ ରିପୋର୍ଟ ଦେବାକୁ BMC କମିଶନରଙ୍କ ତାଗିଦ

ରାଜଧାନୀବାସୀଙ୍କୁ ଡେଙ୍ଗୁ ଚିନ୍ତା: ଦୈନିକ ରିପୋର୍ଟ ଦେବାକୁ BMC କମିଶନରଙ୍କ ତାଗିଦ

ଓଡ଼ିଶା 365 (ବ୍ୟୁରୋ): ଯେଉଁଭଳି ଭାବେ ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନ ହେଉଛନ୍ତି ତାକୁ ନେଇ ଏବେ ରାଜଧାନୀବାସୀଙ୍କୁ ଘାରିଛି ଚିନ୍ତା। ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି...

ମୂଷା କାମୁଡ଼ାରେ ୬ମାସର ଶିଶୁ ଗୁରୁତର; ବାପାମାଆ ଓ ମାଉସୀ ଗିରଫ

ମୂଷା କାମୁଡ଼ାରେ ୬ମାସର ଶିଶୁ ଗୁରୁତର; ବାପାମାଆ ଓ ମାଉସୀ ଗିରଫ

ଓଡ଼ିଶା365(ବ୍ୟୁରୋ): ଖଟିଆରେ ଶୋଇଥିବା ୬ ମାସର ଶିଶୁକୁ ମୂଷାମାନେ ୫୦ରୁ ଅଧିକ ଥର କାମୁଡ଼ି ଗୁରୁତର କରିଦେଇଥିବା ପୁଲିସଠାରୁ ସୂଚନା ସଂଗ୍ରହ କରି ରିପୋର୍ଟ କରିଛି ‘ୟୁଏସ୍‌ଏ...

ଯୁଦ୍ଧ ପ୍ରସ୍ତୁତି ଚଳାଇଛି  ଚୀନ୍‌: ନିକ୍କି ହେଲି

ଯୁଦ୍ଧ ପ୍ରସ୍ତୁତି ଚଳାଇଛି ଚୀନ୍‌: ନିକ୍କି ହେଲି

ଓଡ଼ିଶା365(ବ୍ୟୁରୋ): ବେଜିଙ୍ଗ୍‌ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଚଳାଇଛି ବୋଲି କହିଛନ୍ତି ଭାରତୀୟ-ଆମେରିକୀୟ ତଥା ‘ରିପବ୍ଲିକାନ୍‌ ପାର୍ଟି’ର ରାଷ୍ଟ୍ରପତି ଆଶାୟୀ ନିକ୍କି ହେଲି । ଷ୍ଟେଟ୍‌ ଅଫ୍‌...

ଜଷ୍ଟିନ ଟ୍ରୁଡୋଙ୍କୁ ମହଙ୍ଗା ପଡ଼ିବ ଖଲିସ୍ତାନୀଙ୍କୁ ସମର୍ଥନ

ଜଷ୍ଟିନ ଟ୍ରୁଡୋଙ୍କୁ ମହଙ୍ଗା ପଡ଼ିବ ଖଲିସ୍ତାନୀଙ୍କୁ ସମର୍ଥନ

ଓଡ଼ିଶା365(ବ୍ୟୁରୋ): ଖଲିସ୍ତାନୀଙ୍କୁ ନେଇ ଭାରତ-କାନାଡ଼ା ମଧ୍ୟରେ ବିବାଦ ଚାଲିଥିବା ବେଳେ ନିଜ ଦେଶରେ ହିଁ ଲୋକପ୍ରିୟତା ହରାଉଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଯାହାର ଉଦାହରଣ ହେଉଛି ନିକଟରେ...

ଜାନୁଆରୀ ୫ରେ ଆସିବ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା

ଜାନୁଆରୀ ୫ରେ ଆସିବ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା

ଓଡ଼ିଶା 365 (ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିଷ୍ପତ୍ତି ହୋଇଛି। ଗତକାଲି...

 ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ

 ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଓଡ଼ିଶା 365 (ବ୍ୟୁରୋ):  ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡ଼ାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କେନ୍ଦ୍ରାପଡ଼ା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି...

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ମଧ୍ୟାହ୍ନ ଧୂପ ପରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ମଧ୍ୟାହ୍ନ ଧୂପ ପରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଓଡ଼ିଶା 365 (ବ୍ୟୁରୋ): ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ରାଧାଷ୍ଟମୀ ପର୍ବ । ରତ୍ନ ସିଂହାସନରେ ମଧ୍ୟାହ୍ନ...

ଜାଣନ୍ତୁ କିପରି ହୋଇଥିଲା ରାଧାଙ୍କ ଜନ୍ମ

ଜାଣନ୍ତୁ କିପରି ହୋଇଥିଲା ରାଧାଙ୍କ ଜନ୍ମ

ଓଡ଼ିଶା 365 (ବ୍ୟୁରୋ) : ଆଜି ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ । ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ...

୩ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

୩ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଓଡ଼ିଶା 365 (ବ୍ୟୁରୋ) : ଥମିବାର ନାଁ ନେଉନି ଲଜ୍ଜା ଜନକ ଖବର, ୩ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ ।ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା...

ମୋଦୀଙ୍କ ସଂସଦୀୟ କ୍ଷେତ୍ରରେ ହେବ ବିଶାଳ ଷ୍ଟାଡିଅମ୍; ଅନୁଭବ ହେବ ଶିବମୟ ପରିବେଶ

ମୋଦୀଙ୍କ ସଂସଦୀୟ କ୍ଷେତ୍ରରେ ହେବ ବିଶାଳ ଷ୍ଟାଡିଅମ୍; ଅନୁଭବ ହେବ ଶିବମୟ ପରିବେଶ

ଓଡ଼ିଶା365(ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ହେବ ବିଶାଳ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ । ଯାହାର ଡିଜାଇନକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ବାରଣାସୀର...

ବିଶ୍ୱକପ୍ ପୁରସ୍କାର ରାଶି ଘୋଷଣା; ଜାଣନ୍ତୁ ଚାମ୍ପିୟନ୍‌ ଟିମ୍‌କୁ ମିଳିବ କେତେ ଟଙ୍କା ?

ବିଶ୍ୱକପ୍ ପୁରସ୍କାର ରାଶି ଘୋଷଣା; ଜାଣନ୍ତୁ ଚାମ୍ପିୟନ୍‌ ଟିମ୍‌କୁ ମିଳିବ କେତେ ଟଙ୍କା ?

ଓଡ଼ିଶା365(ବ୍ୟୁରୋ): ଅକ୍ଟୋବର ୫, ୨୦୨୩ରୁ ଭାରତରେ ଖେଳାଯିବ ବିଶ୍ୱକପ। ବିଶ୍ବକପ୍‌ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଇସିସି ବିଶ୍ବକପ୍‌ ପୁରସ୍କାର ରାଶି ଘୋଷଣା...

ହସ୍ପିଟାଲରେ ଲାଗୁହେବ ଶତ ପ୍ରତିଶତ କ୍ୟାସଲେସ୍ ସୁବିଧା

ହସ୍ପିଟାଲରେ ଲାଗୁହେବ ଶତ ପ୍ରତିଶତ କ୍ୟାସଲେସ୍ ସୁବିଧା

ଓଡ଼ିଶା365(ବ୍ୟୁରୋ): ଖୁବଶୀଘ୍ର ଶତପ୍ରତିଶତ କ୍ୟାସଲେସ୍ ସୁବିଧାର ଲାଭ ପାଇବେ ସ୍ବାସ୍ଥ୍ୟବୀମା ପଲିସିଧାରୀ । ଯାହା ଅଧୀନରେ ଡାକ୍ତରଖାନାଗୁଡ଼ିକ ବିନା ଦେୟରେ ଚିକିତ୍ସା କରିବେ। ବର୍ତ୍ତମାନ ପଲିସିଧାରୀଙ୍କୁ ଚିକିତ୍ସା...

ପ୍ରତିଷ୍ଠା ହେଲା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ର ପ୍ରତିମୂର୍ତ୍ତି

ପ୍ରତିଷ୍ଠା ହେଲା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ର ପ୍ରତିମୂର୍ତ୍ତି

ଓଡ଼ିଶା 365 (ବ୍ୟୁରୋ) : ମଧ୍ୟପ୍ରଦେଶ ଉନ୍ମୋଚିତ ହେଲା ବହୁପ୍ରତିକ୍ଷିତ ସନାତନ ଧର୍ମର ପୁନଃ ସଂସ୍ଥାପକ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ବିରାଟ ପ୍ରତିମୂର୍ତ୍ତି । ଗୁରୁବାର...

ଗୃହରେ ୨୮, ୨୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ

ଗୃହରେ ୨୮, ୨୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍। ଗୃହରେ ୨୦୨୩-୨୪ ବର୍ଷର ୨୮, ୨୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ...

ଟିମ୍ ଇଣ୍ଡିଆକୁ ୨୭୭ ରନର ଟାର୍ଗେଟ ହେଲା ଅଷ୍ଟ୍ରେଲିଆ

ଟିମ୍ ଇଣ୍ଡିଆକୁ ୨୭୭ ରନର ଟାର୍ଗେଟ ହେଲା ଅଷ୍ଟ୍ରେଲିଆ

ଓଡ଼ିଶା365(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ। ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଭାରତ ଆଗରେ...

ୟେଲୋ ନେଲ ସିଣ୍ଡ୍ରୋମ କ’ଣ; ଜାଣନ୍ତୁ…

ୟେଲୋ ନେଲ ସିଣ୍ଡ୍ରୋମ କ’ଣ; ଜାଣନ୍ତୁ…

ଓଡ଼ିଶା 365 (ବ୍ୟୁରୋ): ନଖ ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ଅନେକ ଉପାୟ ଆପଣେଇଥାନ୍ତି। କିଛିଲୋକ ଘରୋଇ ଉପଚାର କରିଥାନ୍ତି ଆଉ କିଛି ବିୟ୍ୟୁଟିପାର୍ଲର ଯାଇ ଅନେକ...

ଓଟିପି ସେୟାରିଂ ମାମଲା: ଆସାମରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ 

ଓଟିପି ସେୟାରିଂ ମାମଲା: ଆସାମରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ 

ଓଡ଼ିଶା 365 (ବ୍ୟୁରୋ): ଓଟିପି ସେୟାରିଂ ମାମଲାରେ ପୂର୍ବରୁ ୬ଣ ଅଭିଯୁକ୍ତଙ୍କୁ ଓଡ଼ିଶା ଏସଟିଏଫ୍ ଗିରଫ କରିଥିବା େବଳେ ଆଜି ଆଉଜଣେ ଅଭିଯୁକ୍ତକୁ ଆସାମରୁ ଗିରଫ କରାଯାଇଛି । ଆସାମରୁ ମହମ୍ମଦ ଇକବାଲ...

Page 26 of 54 1 25 26 27 54