ଖୋର୍ଦ୍ଧା ଜିଲ୍ଲାରୁ ୧୦୦ ରୋଗୀ ହୋଇଛନ୍ତି ଚିହ୍ନଟ
ଚିନ୍ତା ବଢ଼ାଇଛି ଡେଙ୍ଗୁ। ଖୋର୍ଦ୍ଧା ଜିଲ୍ଲାରୁ ୧୦୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୮, ବଲାଙ୍ଗୀରୁ ୩୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।...
ଚିନ୍ତା ବଢ଼ାଇଛି ଡେଙ୍ଗୁ। ଖୋର୍ଦ୍ଧା ଜିଲ୍ଲାରୁ ୧୦୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୮, ବଲାଙ୍ଗୀରୁ ୩୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।...
କଶ୍ମୀର: ଜୋନ୍ ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛି, କୁଲଗାମ ଜିଲ୍ଲାର ମୋଡରଗାମ ଗାଁରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପୁଲିସ ଓ...
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଜ୍ୟପାଳ ରଘୁବର...
ଆସନ୍ତା 22 ତାରିଖରୁ ଆରମ୍ଭ ହେବ 17 ତମ ବିଧାନସଭାର ପ୍ରଥମ ଅଧିବେସନ । ଏହି ଅଧିବେସନରେ 2024 -25 ଆର୍ଥିକ ବର୍ଷ ପାଇଁ ପୂର୍ଣାଙ୍ଗ ବଜେଟ...
କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ । ଚାଷୀ ଆୟ ବୃଦ୍ଧି ପାଇଁ...
କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ , ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ । ଆସନ୍ତା ଜୁଲାଇ 23 ରେ ଆସିବ କେନ୍ଦ୍ରୀୟ...
ପୁରୀ: ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ଭୋର୍ ସାଢ଼େ ୪ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ...
ପୁରୀ: ବଡ଼ଦାଣ୍ଡର ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ପୁରୀ: ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆରମ୍ଭ ହୋଇଛି । ବହୁ ଦିନ ପ୍ରତୀକ୍ଷା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା ଚାଲିଛି । ଓଡ଼ିଶା...
ଭୁବନେଶ୍ବର: ଜଷ୍ଟିସ୍ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ତଦାରଖ କମିଟିକୁ ସରକାର ଭାଙ୍ଗି ଦେଇଛନ୍ତି। ଏହାବଦଳରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ...
ନୂଆ ସରକାର ଆସିବା ପରେ ବଦଳିଛି ନିୟମ । ଲୋକଙ୍କୁ ସେବା ଯୋଗାଇବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ମୋହନ ସରକାର । ଏଣିକି ସହରାଂଚଳରେ ପ୍ରୋଭିଜିନାଲ...
ରଥ ଯାତ୍ରା ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଇବା ପାଇଁ ବିଶେଷ ଭାବରେ ରେଳ ଦ୍ୱାରା...
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ (ଦିବ୍ୟାଙ୍ଗଜନ) ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗଜନ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ (ଏନଡିଏଫଡିସି)...
ଲଣ୍ଡନ: ବ୍ରିଟେନରେ କିଏ ସରକାର ଗଢ଼ିବ ଆଜି ସ୍ପଷ୍ଟ ହୋଇଯିବ । ଋଷିଙ୍କ ସରକାର ରହିବ କି ନୂଆ ସରକାର ଆସିବ ତାହା ବ୍ରିଟେନ ଲୋକ ସ୍ପଷ୍ଟ...
ଭୁବନେଶ୍ବର: ଆସନ୍ତାକାଲି ରତ୍ନଭଣ୍ଡାର କମିଟି ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ତେବେ ରତ୍ନ ଭଣ୍ଡାର କେବେ ଖୋଲିବ ତାହା ସ୍ପଷ୍ଟ ହୋଇପାରୁନାହିଁ ।...
ଯେଉଁଦିନ ସରକାର ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି କାର୍ଯ୍ୟ ଆରମ୍ଭ ହେବ । ରଥଯାତ୍ରା କାରଣରୁ...
ଆଜିଠାରୁ ଲେକାସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ । ଲେକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୋହନ ମାଝୀ...
ହେମନ୍ତ ସୋରେନ ଗୁରୁବାର ଦିନ ସନ୍ଧ୍ୟାରେ ଝାଡ଼ଖଣ୍ଡର 13 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଝାଡ଼ଖଣ୍ଡରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ...
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଳା ଦିଗରେ ଆବଶ୍ୟକୀୟ ପଦେକ୍ଷପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ...
ଆଜି ବ୍ରିଟେନରେ ହେଉଛି ସାଧାରଣ ନିର୍ବାଚନ । ଦୁଇ ପାର୍ଟି ବିଶିଷ୍ଟ ଏହି ଦେଶରେ ଏଥର ମୁହାଁ ମୁହିଁ ହେଉଛନ୍ତି ଗତ ନିର୍ବାଚନ କଂଜର୍ଭେଟିଭ ପାର୍ଟିର ରୂଷି...
ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା ଦେଇଛନ୍ତି । ଏନେଇ ନିଷ୍ପତି ସରିଥିବା ବେଳେ ମୋଡ଼ାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦିଇ ଦିନ ମଧ୍ୟରେ...
ମୋ ବସର ନାମବଦଳି ହୋଇପାରେ ଆମ ବସ । ଆବଶ୍ୟକ ପଡ଼ିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।...
ଓଡ଼ିଶା ହାଇକୋର୍ଟ ବରିଷ୍ଠ ବିଚାରପତି ଡ଼ଃ ଜଷ୍ଟିସ ବିୁଦ୍ୟତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇେକାର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । 2023 ଅକ୍ଟୋବର 4...
ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମୁହଁରେ କଂଗ୍ରେସର ସ୍ୱର ପ୍ରତିଧ୍ୱନିତ ହୋଇଛି । ଲୋକସଭାରେ ବଂଶ ବୁଡିବା ପରେ ଏବେ ଦିଲ୍ଲୀରେ ନିଜର ରାଜନୈତିକ...
ଲୋକସଭାରେ ରାହୁଲ ଗାନ୍ଧୀ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହା ହିନ୍ଦୁମାନଙ୍କ ପ୍ରତି ଘୋର ଅପମାନ । ସେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ ଓ ଆତଙ୍କବାଦୀ କହିବା...
ବଢିବ ଭତ୍ତା । ଭତ୍ତା ଟଙ୍କାକୁ 3000 ଟଙ୍କାକୁ ବୃଦ୍ଧି କରାଯିବ । ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ...
ଲକ୍ଷ୍ମୀ ବସର ହେଲା ରୁପାନ୍ତରୀକରଣ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । କାହା ନିର୍ଦେଶରେ ବଦଳି ହୋଇଛି କିନ୍ତୁ ଜଣାନାହିଁ । ଢେଙ୍କାନାଳରେ ବସଷ୍ଟାଣ୍ଡରେ...
ଚଳିତଥର ରଥଯାତ୍ରାପାଇଁ 2 ଦିନ ଛୁଟି ଘୋଷଣା ।ପୁରୀରେ ସମୀକ୍ଷାବୈଠକରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 2 ଦିନ ଛୁଟି ନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...
ରଥଯାତ୍ରାରେ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀଙ୍କ ପ୍ରାଥମିକତା । ରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ମନା । ଆସନ୍ତା କାଲି ଏନେଇ...
ଭାରତର ନ୍ୟାୟିକ ଓ ଦଣ୍ଡ ବିଧାନ ପ୍ରକ୍ରିିୟାରେ ଏବେ ନୂଆ ଯୁଗ ଆରମ୍ଭ ହୋଇଛି । ବ୍ରିିଟିଶ ଅମଳରୁ ପ୍ରଚଳିତ ହୋଇ ଆସୁଥିବା ଇଣ୍ଡିଆନ ପେନାଲ କୋଡ୍(ଆଇପିସି),...
ଦିନକୁ ଦିନ ବଢିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା । ବଜ୍ରପାତ କାରଣରୁ ଅନେକ ଜୀବନହାନି ହେଉଛି । ପୂର୍ବରୁ ତାଳଗଛ ପାଇଁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା...
ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ...
ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି ।ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ।୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ...
ଧାନ ମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ । ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ପଦେକ୍ଷପ ନେବାକୁ ଯାଉଛି...
ଟି 20 ବିଶ୍ବକପରେ ଆଜି ଟାଇଟଲ ଲଢେଇ । ରାତି 8 ଟାରେ ମୁହାଁମୁହିଁ ହେବେ ଭାରତ – ଦକ୍ଷିଣ ଆଫ୍ରିକା । 2007 ପ୍ରଥମ ସଂସ୍କରଣ...
ଆଗାମୀ ଦିନରେ ବଦଳିପାରେ ସ୍କୁଲ ୟୁନିଫର୍ମ । ଏନେଇ ସେଙ୍କତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ଼୍ରେସ ରଙ୍ଗ ଯେପରି...
ଲକ୍ଷ୍ମୀ ବସ ନାଁକୁ ନେଇ ବଡ଼ ଅପେଡ଼ଟ ସାମ୍ନାକୁ ଆସିଛି । ଲକ୍ଷ୍ମୀ ବସ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବାର 18 ଦିନ ବିତିଲାଣୀ । ତେବେ ସେ କେଉଁଠି ରହିବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର...
ଲଦାଖରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଟ୍ୟାଙ୍କ କ୍ରସିଂ ସମୟରେ ଭାରତୀୟ ସେନା ଏକ ବଡ଼ ବିପଦରେ ସାମ୍ନା କରିଛି । ଦୌଲତବେଗ ଓଲ୍ଡ଼ି ଅଂଚଳରେ...
ଆଇପିଏସ ଆଶିଷ ସିଂ ଙ୍କୁ ନେଇ ମୁଁହ ଖୋଲିଲେ ପୁଲିସ ଡ଼ିଜି ଅରୁଣ ଷଡ଼ଙ୍ଗୀ । ସେ କହିଛନ୍ତି ଆଶିଷ ଗତ ଜୁନ 3 ତାରିଖ ଠାରୁ...
ବଦଳିପାରେ ମେକ ଇନ ଓଡ଼ିଶା ନାଁ । ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ମେକ ଇନ ଓଡ଼ିଶା ନାଁ ବଦଳାଇ ଇନଭେଷ୍ଟ ସମ୍ମିଟ...
ଜମି ଦୁର୍ନୀତି ମାମଲାରେ ଗତ ଜାନୁୟାରିରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୋରେନଙ୍କୁ ନିକଟରେ ପ୍ରବର୍ତନ...
ଟେଲିଭିଜନ ତାରକା ହିନା ଖାନ ଶୁକ୍ରବାର ଦିନ ତାଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ପ୍ରକାଶ କରିଛନ୍ତି । ସେ...
ଶୁକ୍ରବାର ଦିନ ଦିଲ୍ଲୀ ଏନସିଆର ସହରର ପ୍ରବଳ ବର୍ଷା ହୋଇ ବାସିନ୍ଦା ତଥା ଯାତ୍ରୀଙ୍କ ସାଧାରଣ ଜୀବନକୁ ପ୍ରଭାବିତ କରିଛି । ଅନେକ ଅଂଚଳ ଜଳବନ୍ଦୀ ହୋଇ...
ଇଂଲଣ୍ଡକୁ ହଟାଇ ଟି 20 ବିଶ୍ବକପ ଫାଇନାଲରେ ପହଞ୍ଚିଲେ ଟିମ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ 68 ରନରେ ହରାଇଲା ଭାରତ । ଚଳିତ...
ଓଡ଼ିଶାର ପ୍ରମୁଖ ଫସଲ ଧାନ । ଓଡ଼ିଶାର ଚାଷୀମାନଙ୍କୁ ଲାଭାନ୍ୱିତ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଆସିବା ପରେ ଲୋକପ୍ରିୟ...
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳିଯାଇଛି । ଆଜି ଭୋର4 ଟା 42 ମସୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା ର ମୃତ୍ୟୁ ଘଟିଛି...
ସଂସଦରେ ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ସମୟରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାକୁ ନେଇ ଚିନ୍ତା...
ଓଡ଼ିଶାର ପରବର୍ତୀ ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା । କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡ଼ର ଓଡ଼ିଶାକୁ ଫେରାଇଦେବା ପରେ ବଢିଛି...
ରାଜଧାନୀ ଭୁବନେଶ୍ବରରେ ଆଜି ଅପରାହ୍ନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଦିନ ପ୍ରାୟ 1ଟାରୁ ଆରମ୍ଭ ହୋଇଥିବା ବର୍ଷା ଅଢେଇ ଘଣ୍ଟା ଯାଏଁ ଛେଚିଛି...
ପର୍ଯ୍ୟାୟକ୍ରମେ ମଦ ବନ୍ଦ ଦେଇ ଅଣ୍ଟା ଭିଡ଼ିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଶାରେ ପ୍ରର୍ଯ୍ୟାୟକ୍ରମେ କମିବ...
ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ ବିର୍ଲା । ବାଚନିକ ଭୋଟ ଅନୁଯାୟୀ ଓମ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।...
ୟୁକ୍ରେନର ପ୍ରମୁଖ ସହର କ୍ରିମିଆକୁ ରୁଷ ନିଜ ଦଖଲକୁ ନେଇସାରିଛି । ରବିବାର ଏହି ସହର ଉପରେ ଆମେରିକା ଓ ନାଟୋର ଯୁଦ୍ଧାସ୍ତ୍ର ସହାୟତାରେ ୟୁକ୍ରେନ ଘାତକ...
ବ୍ୟାଙ୍କ ଅଫ ବରୋଦା ର ନୂତନ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି । ଏପରିକି ଉଦୀୟମାନ ତଥା ପ୍ରତିଭାବନ...
ତାମିଲନାଡ଼ୁ କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ଲେକାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନାବାଧିକାର ଆୟୋଗ ସ୍ବତଃସ୍ସୃତ ଭାବେ ଗ୍ରହଣ କରିଛନ୍ତି ।...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ରଥଯାତ୍ରା...
ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି ଭୁବେନଶ୍ବର କ୍ବାର୍ଟର୍ସ ପରିସରରେ ନିର୍ମାଣ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ କୋଠା ଭଙ୍ଗା ଯାଉଥିବା...
କେନ୍ଦୁଝର: ହିନ୍ଦୁ ଧର୍ମକୁ ଫେରିଲେ 14 ଜଣ ଲୋକ । ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଖ୍ରୀଷ୍ଟିଆନ ମିଶନାରୀମାନେ ଜାଲିଆତି କରି ଅନେକ ଲୋକଙ୍କୁ ଖ୍ରୀଷ୍ଟିଆନ...
ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ। ଓଡ଼ିଶା...
ଆନ୍ଧ୍ରପ୍ରଦେଶରେ ସରକାର ବଦଳିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଚନ୍ଦ୍ରବାବୁ ନାଇଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଓ୍ବାଇଏସଆଇ କଂଗ୍ରେସ ପାର୍ଟିର ଏକ...
ରେଣୁକା ସ୍ବାମୀ ହତ୍ୟାକାଣ୍ଡ ଘଟଣାରେ କନ୍ନଡ଼ ଅଭିନେତା ଦର୍ଶନ ତୁଗୁଦୀପ ପୁଲିସ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ...
ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ସକାଳେ 86 ବର୍ଷରେ...
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରୀତିନୀତିଅନୁସାରେ 108 ଗରା ଜଳରେ ମହାପ୍ରଭୁ ସ୍ନାନ ଶ୍ରୀଜଗନ୍ନାଥ, ବଡ଼ ଠାକୁା ଶ୍ରୀବଳଭଦ୍ର , ଦେବୀ ସୁଭନ୍ଦ୍ର...
ଆାଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟି 20 ବିଶ୍ବକପ ସୁପର 8 ମ୍ୟାଚ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଦଳଙ୍କୁ ଶୁଭେଚ୍ଛା...
କଂଗ୍ରେସ ଭବନରେ ପିପିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼ କରିଛନ୍ତି ଅସନ୍ତୁଷ୍ଟ ଯୁବକ । ମୁହଁରେ ମୁଖା ପିନ୍ଧି କାଳିମାଡ଼ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି...
ଦିଳ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଉପରେ ରୋକ ଲଗାଇଦେଇଛନ୍ତି । ଇଡ଼ିର ଅଭିଯୋଗ ପରେ ଦିଲ୍ଲୀ ହାଇୋକର୍ଟ ଆଜି ନିଷ୍ପତ୍ତି ରଖିଛନ୍ତି । ଏହି...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ 2 ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ । ଆଜିଠାରୁ ଏହି ଅଭେଯୋଗ ଶୁଣାଣୀ ଆରମ୍ଭ ହେବ । ଭୁବନେଶ୍ବରରେ...
ଚଳିତ ଟି – 20 ବିଶ୍ବକପରେ ଟିମ ଇଣ୍ଡିଆର ବିଜୟଧାରା ଜାରି । ଗୁରୁବାର ସୁପର 8 ରେ ଭାରି ତାର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ କୁ...
ବ୍ୟସ୍ତବହୁଳ ଜୀବନରେ ଯୋଗ କରିବା ଜରୁରୀ । ଯୋଗ ନୂଆ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ...
ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ । ରାଜ୍ୟରେ ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସକାଳ...
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଜୀବନ...
ନିଟ ପେପର ଲିକ ମାମଲାରେ ବିହାରର ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି । ବିହାର ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ...
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଳାସପୂର୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ । ଆଉ ବନ୍ଧୁ କମିଙ୍କ ପାଇଁ ଡ଼୍ରାଇଭର...
ଟ୍ବେଣ୍ଟି 20 ବିଶ୍ବକପରେ ସୁପର ଏଇଟ ପର୍ଯ୍ୟାୟରେ ଆଫଗାନିସ୍ତାନ ବିପକ୍ଷରେ ଖେଳି ଆଜି ଭାରତ ଅଭିଯାନ ଆରମ୍ଭ କରିବ । ପ୍ରଥମ ସଂସ୍କରଣର ଚାମ୍ପିଆନ ଭାରତ ଲିଗ...
ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ଦଳ ବୈଠକ ବସିଥିଲା । ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିରୋଧୀ ଦଳ...
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ବୁଧବାର ତାଙ୍କୁ ପୁଣିଥିରେ ରାଉଜ ଆଭିନ୍ୟୁ ହାଜର କରାଯାଇଥିବା ବେଳେ କୋର୍ଟ...
ଜଳୁଛି ଭାରତ , ଚାରିଆଡ଼େ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । 9 ରାଜ୍ୟରେ ଉତ୍ତାପ ଅଧିକ ଥିବାବେଳେ ଶତାଧିକ ଲୋକଙ୍କ ଗ୍ରୀଷ୍ମ ପ୍ରବାହ ନେଇ ଜୀବନ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନିର୍ମିତ ନାଳନ୍ଦା ବିଶ୍ବବିଦ୍ୟାଳୟ ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ବବିଦ୍ୟାଳୟକୁ ବି ବୁଲି...
ଜୁଲାଇ 8 ତାରିଖରେ ଖୋଲିବ ରତ୍ନ ଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି । ଆସନ୍ତା ଜୁଲାଇ 8 ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ...
ବିଜେପିର ବାଚସ୍ପତି ହେଲେ ରଣପୁର ବିଧାୟକ ସୁରମା ପାଢୀ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ,...
ଡ଼ିପଥେରିଆ ସନ୍ଦେହରେ ଥାଆମୂଳ ରାମପୁର ବ୍ଲକ ସରଫାସ ଗାଁର 4 ଜଣ ଶିଶୁ ଏବଂ ଭୂରଭୂରି ଟେମରି ଗାଁର ଜଣେ ଶିଶୁ ଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ...
ଆଜି ଭୁବେନଶ୍ବରରେ ୟୁନିଟ 3 ଅଂଚଳରେ ମସଜିଦ କଲୋନୀର ମୁକୁଳେ ଡ଼୍ରେନରେ ପଡ଼ି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ...
ଚାଷୀଙ୍କ ଖାତାକୁ ଆସିଲା ପ୍ରଧାନମନ୍ତ୍ରୀ କିଷାନ ଟଙ୍କା । ଆଜି ବାରଣାସୀରୁ ଦେଶର 9 କୋଟିରୁ ଉଦ୍ଧ୍ବର ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ତୃତୀୟ...
ଟି 20 ବିଶ୍ବକପ 2024 ର ଲିଗ ପର୍ଯ୍ୟାୟ ଏବେ ଶେଷ ହୋଇଛି । ସୁପର 8 ଟିମ ପୂର୍ବରୁ ସ୍ପଷ୍ଟ ହୋଇଥିଲା କିନ୍ତୁ ବଳକା ଥିବା...
ପ୍ରସିଦ୍ଧ ଗାୟିକା ଅଲକା ୟାଗ୍ନିକ ବିରଳ ସ୍ବାସ୍ଥ୍ୟ ସମସ୍ୟାର ପୀଡ଼ିତ । ପ୍ରାୟ 4 ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ ମନୋରଞ୍ଜନ...
ସଂସଦ ଅଧିବେସନ ପୂର୍ବରୁ ଲେକସଭା ବାଚସ୍ପତି ପଦକୁ ନେଇ ସସପେନସ ଜାରି ରହିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ମନ୍ତ୍ରୀମାନଙ୍କର ଏକ...
ପ୍ରତି ଗ୍ରାମକୁ ସଂଯୋଗ ହେବ ପିଚୁ ରାସ୍ତା । ଆଉ ଖଟିଆରେ ବୁହା ହେବେନି ରୋଗୀ । 100 ଜନ ସଂଖ୍ୟା ବିଶିଷ୍ଟଗାଁକୁ ପିଚୁ ରାସ୍ତା ସଂଯୋଗ...
ବିଧାନସଭାରେ ଆରମ୍ଭ ହୋଇଛି ବିଧାୟକଙ୍କ ଶପଥ ପାଠ । ଏଥର ବିଧାନସଭାକୁ 82 ଜଣ ନୂଆ ବିଧାୟକ ଆସିଛନ୍ତି । ପ୍ରଥମ କରି ବିଧାନସଭାକୁ ଆସିଥିବା ବିଧାୟକଙ୍କୁ...
ମାନବୀୟ ତ୍ରୁଟି ଯୋଗୁ ଘଟିଛି ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ବୋଲି କହିଛି ରେଲଓ୍ବେ ବୋର୍ଡ଼ ।ବୋର୍ଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...
ବଦଳିଲା ପାଣିପାଗର ମିଜାଜ । ଅସହ୍ୟ ଗରମ , ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜଧାନରେ ପ୍ରବଳ ବର୍ଷା । କାଳବୈଶାଖୀ ବର୍ଷାରେ ଭିଜିଲା ରାଜଧାନୀ ।ଖରା...
ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ମିଳିତ ଭାବେ ଆୟୋଜିତ ଟି 20 ବିଶ୍ବକପ ସୁପର 8 ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି । ଆଉ ମାତ୍ର 2ଟି ଲିଗ ମ୍ୟାଚ...
ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଟଙ୍କା । ଚାଷୀଙ୍କୁ ମିଳିବ 2 ହଜାର ଟଙ୍କା । ଦେଶର 9 କୋଟି 30 ଲକ୍ଷ ଚାଷୀଙ୍କ...
2ୟ ଥର ଡ଼ିପଫେକର ଶିକାର ହୋଇଛନ୍ତି ଆଲିୟା ଭଟ୍ଟ । ତାଙ୍କ ଡ଼ିପଫେକ ଭିଡ଼ିଓ ଏବେ ସାସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସମୀକ୍ଷା ଅବତାର ନାମ୍ନୀ...
ଦେଶର ସବୁଠୁ ବଡ଼ ସଫ୍ଟଓ୍ବେର କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ ଲିମିଟେଡ଼ରେ ପ୍ରାୟ 80 ହଜାର ପଦବୀ ଖାଲି ପଡ଼ିଛି । କମ୍ପାନୀ ଏହି ପଦବୀ ଗୁଡ଼ିକ...
ରାଜ୍ୟରେ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ 16 ଜଣଙ୍କ ଭିତରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୃହ , ସାଧାରଣ ପ୍ରଶାସନ...
କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 2 ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ତିଗିରିଆର ମହମ୍ମଦ...
ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ପ୍ରସିଦ୍ଧ ରାମମନ୍ଦିରକୁ ବେମାରେ ଉଡ଼ାଇେଦେବାକୁ ଆତଙ୍କୀ ସଙ୍ଗଠନ ଜୈସ – ଇ ମହମ୍ମଦ ଧମକ ଦେଇଛି । ଫଳରେ ଆଯୋଧ୍ୟାରେ ହାଇଆାଲର୍ଟ ଜାରି...
ରଜ କେବଳ ଗୋଟିଏ ପର୍ବ ନୁହିଁ । ବରଂ ଗୋଟିଏ ଜାତିର ନିଜସ୍ବ ପରମ୍ପରାର ନମୁନା । ରଜ ଆସିଲେ ଖୁସି ହୋଇଉଠେ ଓଡ଼ିଶାର ପୁରପଲ୍ଲୀ ।...
ଶୁକ୍ରବାର ରାତି ମ୍ୟାଚରେ ୟୁଏଏସ୍ଏ ଓ ଆୟର୍ଲାଣ୍ଡ ସାମ୍ନାସାମ୍ନି ହେବେ । ଲାଉଡ଼ରହିଲା ସ୍ଥିତ ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ଼ ରିଜିଓନାଲ ପାର୍କ ଷ୍ଟାଡ଼ିୟମ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ...
କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଠଗଡ଼ ବିଧାୟକ ରାଜା ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ ।...
Copyright © Odisha-365, 2024 - All Rights Reserved.