param

param

୪ ଆତଙ୍କବାଦୀ ନିହତ

୪ ଆତଙ୍କବାଦୀ ନିହତ

କଶ୍ମୀର: ଜୋନ୍ ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛି, କୁଲଗାମ ଜିଲ୍ଲାର ମୋଡରଗାମ ଗାଁରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପୁଲିସ ଓ...

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଜ୍ୟପାଳ ରଘୁବର...

ପ୍ରଧାନମନ୍ତ୍ରୀ  କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ

ପ୍ରଧାନମନ୍ତ୍ରୀ  କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ

କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପ୍ରଧାନମନ୍ତ୍ରୀ  କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ । ଚାଷୀ ଆୟ ବୃଦ୍ଧି ପାଇଁ...

ଜୁଲାଇ 23 ରେ ଆସିବ କେନ୍ଦ୍ରୀୟ ବଜେଟ

ଜୁଲାଇ 23 ରେ ଆସିବ କେନ୍ଦ୍ରୀୟ ବଜେଟ

କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ , ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ । ଆସନ୍ତା ଜୁଲାଇ 23 ରେ ଆସିବ କେନ୍ଦ୍ରୀୟ...

ଆଜି ରଥରେ ଆଜ୍ଞାମାଳ ବିଜେ

ଆଜି ରଥରେ ଆଜ୍ଞାମାଳ ବିଜେ

ପୁରୀ: ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ଭୋର୍‌ ସାଢ଼େ ୪ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ...

ବଡ଼ଦାଣ୍ଡର ସଫେଇ କଲେ ମୁଖ୍ୟମନ୍ତ୍ରୀ

ବଡ଼ଦାଣ୍ଡର ସଫେଇ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ବଡ଼ଦାଣ୍ଡର ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ ୧୬ ଜଣିଆ ରତ୍ନଭଣ୍ଡାର କମିଟି 

ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ ୧୬ ଜଣିଆ ରତ୍ନଭଣ୍ଡାର କମିଟି 

ଭୁବନେଶ୍ବର: ଜଷ୍ଟିସ୍‌ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ତଦାରଖ କମିଟିକୁ ସରକାର ଭାଙ୍ଗି ଦେଇଛନ୍ତି। ଏହାବଦଳରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ...

ରଥଯାତ୍ରା ସମୟରେ ଅତିରିକ୍ତ ଉନ୍ନତ ଯାତ୍ରୀ ସୁବିଧା ଯୋଗାଇ ଦିଆଯିବ

ରଥଯାତ୍ରା ସମୟରେ ଅତିରିକ୍ତ ଉନ୍ନତ ଯାତ୍ରୀ ସୁବିଧା ଯୋଗାଇ ଦିଆଯିବ

ରଥ ଯାତ୍ରା ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ତୀର୍ଥଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଇବା ପାଇଁ ବିଶେଷ ଭାବରେ ରେଳ ଦ୍ୱାରା...

ଭୁବନେଶ୍ଵରରେ ଆଜିଠୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଦିବ୍ୟ କଳା ମେଳା

ଭୁବନେଶ୍ଵରରେ ଆଜିଠୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଦିବ୍ୟ କଳା ମେଳା

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ (ଦିବ୍ୟାଙ୍ଗଜନ) ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗଜନ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ (ଏନଡିଏଫଡିସି)...

ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ସ୍ପଷ୍ଟ ହୋଇନି

ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ସ୍ପଷ୍ଟ ହୋଇନି

ଭୁବନେଶ୍ବର: ଆସନ୍ତାକାଲି ରତ୍ନଭଣ୍ଡାର କମିଟି ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ତେବେ ରତ୍ନ ଭଣ୍ଡାର କେବେ ଖୋଲିବ ତାହା ସ୍ପଷ୍ଟ ହୋଇପାରୁନାହିଁ ।...

ଯେଉଁଦିନ ସରକାର ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର

ଯେଉଁଦିନ ସରକାର ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର

ଯେଉଁଦିନ ସରକାର ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି କାର୍ଯ୍ୟ ଆରମ୍ଭ ହେବ । ରଥଯାତ୍ରା କାରଣରୁ...

ଆଜିଠାରୁ ଲେକାସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ

ଆଜିଠାରୁ ଲେକାସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ

ଆଜିଠାରୁ ଲେକାସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ । ଲେକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୋହନ ମାଝୀ...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଳା ଦିଗରେ ଆବଶ୍ୟକୀୟ ପଦେକ୍ଷପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ...

ଆଜି ବ୍ରିଟେନରେ ସାଧାରଣ ନିର୍ବାଚନ

ଆଜି ବ୍ରିଟେନରେ ସାଧାରଣ ନିର୍ବାଚନ

ଆଜି ବ୍ରିଟେନରେ ହେଉଛି ସାଧାରଣ ନିର୍ବାଚନ । ଦୁଇ ପାର୍ଟି ବିଶିଷ୍ଟ ଏହି ଦେଶରେ ଏଥର ମୁହାଁ ମୁହିଁ ହେଉଛନ୍ତି ଗତ ନିର୍ବାଚନ କଂଜର୍ଭେଟିଭ ପାର୍ଟିର ରୂଷି...

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା  ଦେଇଛନ୍ତି । ଏନେଇ ନିଷ୍ପତି ସରିଥିବା ବେଳେ ମୋଡ଼ାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦିଇ ଦିନ ମଧ୍ୟରେ...

ମୋ ବସର ନାମବଦଳି ହୋଇପାରେ ଆମ ବସ

ମୋ ବସର ନାମବଦଳି ହୋଇପାରେ ଆମ ବସ

ମୋ ବସର ନାମବଦଳି ହୋଇପାରେ ଆମ ବସ । ଆବଶ୍ୟକ ପଡ଼ିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।...

ଝାଡ଼ଖଣ୍ଡ ହାଇେକାର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ବିୁଦ୍ୟତ ରଞ୍ଜନ ଷଡ଼ଙ୍ଗୀ

ଝାଡ଼ଖଣ୍ଡ ହାଇେକାର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ବିୁଦ୍ୟତ ରଞ୍ଜନ ଷଡ଼ଙ୍ଗୀ

ଓଡ଼ିଶା ହାଇକୋର୍ଟ ବରିଷ୍ଠ ବିଚାରପତି ଡ଼ଃ ଜଷ୍ଟିସ ବିୁଦ୍ୟତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇେକାର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । 2023 ଅକ୍ଟୋବର 4...

ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି

ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି

ଲୋକସଭାରେ ରାହୁଲ ଗାନ୍ଧୀ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହା ହିନ୍ଦୁମାନଙ୍କ ପ୍ରତି ଘୋର ଅପମାନ । ସେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ ଓ ଆତଙ୍କବାଦୀ କହିବା...

ସବୁଜରୁ ଗେରୁଆ ହୋଇଛି ଲକ୍ଷ୍ମୀ ବସ

ସବୁଜରୁ ଗେରୁଆ ହୋଇଛି ଲକ୍ଷ୍ମୀ ବସ

ଲକ୍ଷ୍ମୀ ବସର ହେଲା ରୁପାନ୍ତରୀକରଣ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । କାହା ନିର୍ଦେଶରେ ବଦଳି ହୋଇଛି  କିନ୍ତୁ ଜଣାନାହିଁ । ଢେଙ୍କାନାଳରେ ବସଷ୍ଟାଣ୍ଡରେ...

ରଥଯାତ୍ରା ପାଇଁ 2 ଦିନ ଛୁଟି ଘୋଷଣା

ରଥଯାତ୍ରା ପାଇଁ 2 ଦିନ ଛୁଟି ଘୋଷଣା

ଚଳିତଥର ରଥଯାତ୍ରାପାଇଁ 2 ଦିନ ଛୁଟି ଘୋଷଣା  ।ପୁରୀରେ ସମୀକ୍ଷାବୈଠକରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 2 ଦିନ ଛୁଟି ନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ

ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ

ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ...

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି ।ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ।୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ...

ଧାନ ମଣ୍ଡିରେ ଲାଗିବ ସିସିଟିଭି

ଧାନ ମଣ୍ଡିରେ ଲାଗିବ ସିସିଟିଭି

ଧାନ ମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ । ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ପଦେକ୍ଷପ ନେବାକୁ ଯାଉଛି...

ବଦଳିପାରେ ସ୍କୁଲ ୟୁନିଫର୍ମ

ବଦଳିପାରେ ସ୍କୁଲ ୟୁନିଫର୍ମ

ଆଗାମୀ ଦିନରେ ବଦଳିପାରେ ସ୍କୁଲ ୟୁନିଫର୍ମ । ଏନେଇ ସେଙ୍କତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ଼୍ରେସ ରଙ୍ଗ ଯେପରି...

ବଦଳିପାରେ ମେକ ଇନ ଓଡ଼ିଶା ନାଁ

ବଦଳିପାରେ ମେକ ଇନ ଓଡ଼ିଶା ନାଁ

ବଦଳିପାରେ ମେକ ଇନ ଓଡ଼ିଶା ନାଁ  । ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ମେକ ଇନ ଓଡ଼ିଶା ନାଁ ବଦଳାଇ ଇନଭେଷ୍ଟ ସମ୍ମିଟ...

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ

ଜମି ଦୁର୍ନୀତି ମାମଲାରେ ଗତ ଜାନୁୟାରିରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୋରେନଙ୍କୁ ନିକଟରେ ପ୍ରବର୍ତନ...

ଧାନ କୁଇଂଟାଲ ପ୍ରତି ୩୧ଶହ ଟଙ୍କା ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି

ଧାନ କୁଇଂଟାଲ ପ୍ରତି ୩୧ଶହ ଟଙ୍କା ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି

ଓଡ଼ିଶାର ପ୍ରମୁଖ ଫସଲ ଧାନ । ଓଡ଼ିଶାର ଚାଷୀମାନଙ୍କୁ ଲାଭାନ୍ୱିତ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର” ଆସିବା ପରେ ଲୋକପ୍ରିୟ...

ଚାଲିଗଲା ସାରା 

ଚାଲିଗଲା ସାରା 

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳିଯାଇଛି । ଆଜି ଭୋର4 ଟା 42 ମସୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା ର ମୃତ୍ୟୁ ଘଟିଛି...

ସଂସଦରେ ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ସଂସଦରେ ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ସଂସଦରେ ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ସମୟରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାକୁ ନେଇ ଚିନ୍ତା...

ଲଗାତାର ଦ୍ବିତୀୟ ଥର ପାଇଁ ଲୋକସଭାରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା 

ଲଗାତାର ଦ୍ବିତୀୟ ଥର ପାଇଁ ଲୋକସଭାରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା 

ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ ବିର୍ଲା  । ବାଚନିକ ଭୋଟ ଅନୁଯାୟୀ ଓମ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।...

ପୁଟିନଙ୍କ ଚେତାବନି ନାଟୋ ଭୋଗିବ

ପୁଟିନଙ୍କ ଚେତାବନି ନାଟୋ ଭୋଗିବ

ୟୁକ୍ରେନର ପ୍ରମୁଖ ସହର କ୍ରିମିଆକୁ ରୁଷ ନିଜ ଦଖଲକୁ ନେଇସାରିଛି । ରବିବାର  ଏହି ସହର ଉପରେ ଆମେରିକା ଓ ନାଟୋର ଯୁଦ୍ଧାସ୍ତ୍ର ସହାୟତାରେ ୟୁକ୍ରେନ ଘାତକ...

ସୁମିତ ବିଓବିର ବ୍ରାଣ୍ଡ ଆମ୍ବାସାଡ଼ର

ସୁମିତ ବିଓବିର ବ୍ରାଣ୍ଡ ଆମ୍ବାସାଡ଼ର

ବ୍ୟାଙ୍କ ଅଫ ବରୋଦା ର ନୂତନ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି । ଏପରିକି ଉଦୀୟମାନ ତଥା ପ୍ରତିଭାବନ...

ତାମିଲନାଡ଼ୁ ବିଷାକ୍ତ ମଦ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ 

ତାମିଲନାଡ଼ୁ ବିଷାକ୍ତ ମଦ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ 

ତାମିଲନାଡ଼ୁ କଲ୍ଲାକୁରିଚି ଜିଲ୍ଲାରେ ବିଷାକ୍ତ ମଦ ପିଇ ଲେକାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନାବାଧିକାର ଆୟୋଗ ସ୍ବତଃସ୍ସୃତ ଭାବେ ଗ୍ରହଣ କରିଛନ୍ତି ।...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ : ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ : ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ରଥଯାତ୍ରା...

ବବିଙ୍କ କ୍ବାର୍ଟର୍ସ ଭଙ୍ଗା 

ବବିଙ୍କ କ୍ବାର୍ଟର୍ସ ଭଙ୍ଗା 

ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି   ଭୁବେନଶ୍ବର କ୍ବାର୍ଟର୍ସ ପରିସରରେ ନିର୍ମାଣ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ କୋଠା ଭଙ୍ଗା ଯାଉଥିବା...

14 ଜଣ ଲୋକ  ସନାତନ ଧର୍ମକୁ ଫେରିଲେ

14 ଜଣ ଲୋକ  ସନାତନ ଧର୍ମକୁ ଫେରିଲେ

କେନ୍ଦୁଝର:  ହିନ୍ଦୁ ଧର୍ମକୁ ଫେରିଲେ 14 ଜଣ ଲୋକ । ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଖ୍ରୀଷ୍ଟିଆନ ମିଶନାରୀମାନେ ଜାଲିଆତି କରି ଅନେକ ଲୋକଙ୍କୁ ଖ୍ରୀଷ୍ଟିଆନ...

କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ପ୍ରାକ-ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ 

କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ପ୍ରାକ-ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ 

ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଯୋଗଦାନ କରିଥିଲେ। ଓଡ଼ିଶା...

ରେଣୁକା ସ୍ବାମୀ ହତ୍ୟାକାଣ୍ଡ :ପ୍ରମାଣ ନଷ୍ଟ  ପାଇଁ 40 ଳକ୍ଷ  ଧାର କରିଥିବା କହିଛନ୍ତି ଦର୍ଶନ

ରେଣୁକା ସ୍ବାମୀ ହତ୍ୟାକାଣ୍ଡ :ପ୍ରମାଣ ନଷ୍ଟ  ପାଇଁ 40 ଳକ୍ଷ  ଧାର କରିଥିବା କହିଛନ୍ତି ଦର୍ଶନ

ରେଣୁକା ସ୍ବାମୀ ହତ୍ୟାକାଣ୍ଡ  ଘଟଣାରେ କନ୍ନଡ଼ ଅଭିନେତା ଦର୍ଶନ ତୁଗୁଦୀପ ପୁଲିସ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ...

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ଦେହାନ୍ତ

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ଦେହାନ୍ତ

ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ସକାଳେ 86 ବର୍ଷରେ...

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: 108 ଗରା ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତି

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: 108 ଗରା ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତି

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରୀତିନୀତିଅନୁସାରେ 108 ଗରା ଜଳରେ ମହାପ୍ରଭୁ ସ୍ନାନ ଶ୍ରୀଜଗନ୍ନାଥ, ବଡ଼ ଠାକୁା ଶ୍ରୀବଳଭଦ୍ର , ଦେବୀ ସୁଭନ୍ଦ୍ର...

କଂଗ୍ରେସ ଭବନରେ ପିପିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼

କଂଗ୍ରେସ ଭବନରେ ପିପିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼

କଂଗ୍ରେସ ଭବନରେ ପିପିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ଼ କରିଛନ୍ତି ଅସନ୍ତୁଷ୍ଟ ଯୁବକ । ମୁହଁରେ ମୁଖା ପିନ୍ଧି କାଳିମାଡ଼ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି...

ଜାମିନ ପରେ ବି ଜେଲରୁ ମୁକୁଳିପାରିଲେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ 

ଜାମିନ ପରେ ବି ଜେଲରୁ ମୁକୁଳିପାରିଲେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ 

ଦିଳ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଉପରେ ରୋକ ଲଗାଇଦେଇଛନ୍ତି । ଇଡ଼ିର ଅଭିଯୋଗ ପରେ ଦିଲ୍ଲୀ ହାଇୋକର୍ଟ ଆଜି ନିଷ୍ପତ୍ତି ରଖିଛନ୍ତି । ଏହି...

ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ପ୍ରତିଦିନ   2 ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ

ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ପ୍ରତିଦିନ   2 ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ

ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ପ୍ରତିଦିନ 2 ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ । ଆଜିଠାରୁ ଏହି ଅଭେଯୋଗ ଶୁଣାଣୀ ଆରମ୍ଭ ହେବ । ଭୁବନେଶ୍ବରରେ...

ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ

ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ

ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ ।  ରାଜ୍ୟରେ ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସକାଳ...

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଜୀବନ...

ନିଟ ପେପର ଲିକ ମାମଲା- ତେଜସ୍ବୀଙ୍କ ସଯୋଗୀଙ୍କ ହାତ ଥିବା ଅଭିେଯାଗ ହୋଇଛି 

ନିଟ ପେପର ଲିକ ମାମଲା- ତେଜସ୍ବୀଙ୍କ ସଯୋଗୀଙ୍କ ହାତ ଥିବା ଅଭିେଯାଗ ହୋଇଛି 

ନିଟ ପେପର ଲିକ ମାମଲାରେ ବିହାରର ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି । ବିହାର ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ...

ପୁଟିନଙ୍କୁ ବିଳାସପୂର୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ

ପୁଟିନଙ୍କୁ ବିଳାସପୂର୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଳାସପୂର୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ । ଆଉ ବନ୍ଧୁ କମିଙ୍କ ପାଇଁ ଡ଼୍ରାଇଭର...

ବିଜେଡ଼ି ବିଧାୟକ ଦଳ ବୈଠକ – ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ହିଁ ଚୟନ କରାଯାଇଛି

ବିଜେଡ଼ି ବିଧାୟକ ଦଳ ବୈଠକ – ବିରୋଧୀ ଦଳ ନେତା ଭାବେ ନବୀନଙ୍କୁ ହିଁ ଚୟନ କରାଯାଇଛି

ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ଦଳ ବୈଠକ ବସିଥିଲା । ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିରୋଧୀ ଦଳ...

ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି 

ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି 

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି । ବୁଧବାର ତାଙ୍କୁ ପୁଣିଥିରେ ରାଉଜ  ଆଭିନ୍ୟୁ ହାଜର କରାଯାଇଥିବା ବେଳେ କୋର୍ଟ...

ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ମୋଦୀ

ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନିର୍ମିତ ନାଳନ୍ଦା ବିଶ୍ବବିଦ୍ୟାଳୟ ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ବବିଦ୍ୟାଳୟକୁ ବି ବୁଲି...

ଚାଷୀଙ୍କ ଖାତାକୁ ଆସିଲା ପ୍ରଧାନମନ୍ତ୍ରୀ କିଷାନ ଟଙ୍କା

ଚାଷୀଙ୍କ ଖାତାକୁ ଆସିଲା ପ୍ରଧାନମନ୍ତ୍ରୀ କିଷାନ ଟଙ୍କା

ଚାଷୀଙ୍କ ଖାତାକୁ ଆସିଲା ପ୍ରଧାନମନ୍ତ୍ରୀ କିଷାନ ଟଙ୍କା । ଆଜି ବାରଣାସୀରୁ ଦେଶର 9 କୋଟିରୁ ଉଦ୍ଧ୍ବର ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ । ତୃତୀୟ...

ଟି 20 ବିଶ୍ବକପ  2024 :ଏପରି ଚାରି ଟିମ ଅଛନ୍ତି ଯେଉଁମାନେ ବିଶ୍ବକପରେ ଗୋଟିଏ ବି ମ୍ୟାଚ ଜିତିପାରି ନାହାନ୍ତି

ଟି 20 ବିଶ୍ବକପ  2024 :ଏପରି ଚାରି ଟିମ ଅଛନ୍ତି ଯେଉଁମାନେ ବିଶ୍ବକପରେ ଗୋଟିଏ ବି ମ୍ୟାଚ ଜିତିପାରି ନାହାନ୍ତି

ଟି 20 ବିଶ୍ବକପ 2024 ର ଲିଗ ପର୍ଯ୍ୟାୟ ଏବେ ଶେଷ ହୋଇଛି । ସୁପର 8 ଟିମ ପୂର୍ବରୁ ସ୍ପଷ୍ଟ ହୋଇଥିଲା କିନ୍ତୁ ବଳକା ଥିବା...

ପ୍ରସିଦ୍ଧ ଗାୟିକା  ଅଲକା ୟାଗ୍ନିକ ବିରଳ ସ୍ବାସ୍ଥ୍ୟ ସମସ୍ୟାର ପୀଡ଼ିତ

ପ୍ରସିଦ୍ଧ ଗାୟିକା  ଅଲକା ୟାଗ୍ନିକ ବିରଳ ସ୍ବାସ୍ଥ୍ୟ ସମସ୍ୟାର ପୀଡ଼ିତ

ପ୍ରସିଦ୍ଧ ଗାୟିକା  ଅଲକା ୟାଗ୍ନିକ ବିରଳ ସ୍ବାସ୍ଥ୍ୟ ସମସ୍ୟାର ପୀଡ଼ିତ । ପ୍ରାୟ 4 ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ ମନୋରଞ୍ଜନ...

ଲୋକସଭା ବାଚସ୍ପତି ପଦ:ଆଜି ରାଜନାଥ କରିବେ ବୈଠକ

ଲୋକସଭା ବାଚସ୍ପତି ପଦ:ଆଜି ରାଜନାଥ କରିବେ ବୈଠକ

ସଂସଦ ଅଧିବେସନ ପୂର୍ବରୁ ଲେକସଭା ବାଚସ୍ପତି ପଦକୁ ନେଇ ସସପେନସ ଜାରି ରହିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ମନ୍ତ୍ରୀମାନଙ୍କର ଏକ...

ମାନବୀୟ ତ୍ରୁଟି ଯୋଗୁ ଘଟିଛି ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା

ମାନବୀୟ ତ୍ରୁଟି ଯୋଗୁ ଘଟିଛି ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା

ମାନବୀୟ ତ୍ରୁଟି ଯୋଗୁ ଘଟିଛି ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ବୋଲି କହିଛି ରେଲଓ୍ବେ ବୋର୍ଡ଼ ।ବୋର୍ଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...

ସୁପର-୮ରେ ଏହି ୩ ଦଳକୁ ଭେଟିବ ଭାରତ

ସୁପର-୮ରେ ଏହି ୩ ଦଳକୁ ଭେଟିବ ଭାରତ

ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ମିଳିତ ଭାବେ ଆୟୋଜିତ ଟି 20 ବିଶ୍ବକପ ସୁପର 8 ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି । ଆଉ ମାତ୍ର 2ଟି ଲିଗ ମ୍ୟାଚ...

ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ 16 ଜଣଙ୍କ ଭିତରେ ବିଭାଗ ବଣ୍ଟନ

ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ 16 ଜଣଙ୍କ ଭିତରେ ବିଭାଗ ବଣ୍ଟନ

ରାଜ୍ୟରେ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ 16 ଜଣଙ୍କ ଭିତରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗୃହ , ସାଧାରଣ ପ୍ରଶାସନ...

କୁଏତ  ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 2 ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

କୁଏତ  ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 2 ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 2 ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ତିଗିରିଆର ମହମ୍ମଦ...

ରାମ ମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଧମକ,ଅଯୋଧ୍ୟାରେ ହାଇଆର୍ଲଟ

ରାମ ମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଧମକ,ଅଯୋଧ୍ୟାରେ ହାଇଆର୍ଲଟ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ପ୍ରସିଦ୍ଧ ରାମମନ୍ଦିରକୁ ବେମାରେ ଉଡ଼ାଇେଦେବାକୁ  ଆତଙ୍କୀ ସଙ୍ଗଠନ ଜୈସ – ଇ ମହମ୍ମଦ ଧମକ ଦେଇଛି । ଫଳରେ ଆଯୋଧ୍ୟାରେ ହାଇଆାଲର୍ଟ ଜାରି...

ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ

ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ

ରଜ କେବଳ ଗୋଟିଏ ପର୍ବ ନୁହିଁ । ବରଂ ଗୋଟିଏ ଜାତିର ନିଜସ୍ବ ପରମ୍ପରାର ନମୁନା । ରଜ ଆସିଲେ ଖୁସି ହୋଇଉଠେ ଓଡ଼ିଶାର ପୁରପଲ୍ଲୀ ।...

ଫ୍ଲୋରିଡ଼ାରେ ପ୍ରବଳ ବର୍ଷା, ୟୁଏସଏ – ଆୟର୍ଲାଣ୍ଡ୍ ମ୍ୟାଚ ବାତିଲ ଆଶଙ୍କା

ଫ୍ଲୋରିଡ଼ାରେ ପ୍ରବଳ ବର୍ଷା, ୟୁଏସଏ – ଆୟର୍ଲାଣ୍ଡ୍ ମ୍ୟାଚ ବାତିଲ ଆଶଙ୍କା

ଶୁକ୍ରବାର ରାତି ମ୍ୟାଚରେ ୟୁଏଏସ୍ଏ ଓ ଆୟର୍ଲାଣ୍ଡ ସାମ୍ନାସାମ୍ନି ହେବେ । ଲାଉଡ଼ରହିଲା ସ୍ଥିତ ସେଣ୍ଟ୍ରାଲ  ବ୍ରୋଓ୍ବାର୍ଡ଼ ରିଜିଓନାଲ  ପାର୍କ ଷ୍ଟାଡ଼ିୟମ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ...

Page 2 of 54 1 2 3 54

Latest News