୨୦୩୦ରେ ରେକର୍ଡ ସ୍ତରରେ ପହଞ୍ଚିବ ତେଲ, ଗ୍ୟାସ୍ ଏବଂ କୋଇଲାର ଚାହିଦା
ଓଡ଼ିଶା 365 (ବ୍ୟୁରୋ): ବିଶ୍ୱରେ ତେଲ, ଗ୍ୟାସ ଏବଂ କୋଇଲା ର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନର ଚାହିଦା...
ଓଡ଼ିଶା 365 (ବ୍ୟୁରୋ): ବିଶ୍ୱରେ ତେଲ, ଗ୍ୟାସ ଏବଂ କୋଇଲା ର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନର ଚାହିଦା...
ଓଡ଼ିଶା 365 (ବ୍ୟୁରୋ): ମୁଣ୍ଡ ଉପରେ ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହାରି ଭିତରେ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଚର୍ଚ୍ଚା ଏବଂ ରାଜନୀତି ଅଧିକ ଦେଖିବାକୁ...
ଓଡ଼ିଶା 365 (ବ୍ୟୁରୋ): ଗିରଫ ହେଲେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍’ର ଖଳନାୟକ ଅଭିନେତା ବିନାୟକନ୍ । ତାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ଉତ୍ତର ଏର୍ଣ୍ଣାକୁଲମ୍...
ଓଡ଼ିଶା 365 (ବ୍ୟୁରୋ): ଛାତ୍ରଙ୍କ ମାଡର ୮ ମାସ ଚିକିତ୍ସା ପରେ ଅଧ୍ୟାପକଙ୍କ ମୃତ୍ୟୁ । ଫେବୃଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଜଣେ ଯୁକ୍ତ...
ଓଡ଼ିଶା 365 (ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ରାମକୁ ସମ୍ବଲପୁରରେ ଘୋର ବିରୋଧ ଘଟଣା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଡ୍ୟୁସର ଆସୋସିଏସନର ସାମ୍ବାଦିକ ସମ୍ମିଳନୀ ଏଭଳି...
ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ସପୁରୀରେ ରହିଛି ଅନେକ ଔଷଧୀୟ ଗୁଣ । ଏହି ଜୁସ୍ ଶରୀରକୁ ଦେଇଥାଏ ଅନେକ ଫାଇଦା । ବିଶେଷ...
ଓଡ଼ିଶା 365 (ବ୍ୟୁରୋ) : ମାତିଛନ୍ତି ସାଇବର ଲୁଟେରା । ମୁଖ୍ୟତ ଠକଙ୍କ ମାଧ୍ୟମ ହୋଇଛି ସ୍ମାର୍ଟ୍ ଫୋନ୍ । ଲୋନ୍ ଆପ୍, ଫେସ୍ ଆପ୍, କ୍ଲିନିଂ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର । ସବୁବେଳେ ନିଜ ଅଭିନୟ ଜାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି ।ହେଲେ ବର୍ତ୍ତମାନ ସେ...
ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଗେମିଂ ଆପ୍ ସଂଖ୍ୟା । ତେବେ ଏହି ଗେମିଂ ଆପ୍ ନାଁରେ ପ୍ରାୟ...
ଓଡ଼ିଶା 365 (ବ୍ୟୁରୋ): ହିନ୍ଦୁ ଧର୍ମ ଅନୁସାରେ ଈଶ୍ୱରଙ୍କ ଆରାଧନାର ବିଭିନ୍ନ ଉପାୟ ମଧ୍ୟରେ ମନ୍ତ୍ର ଜପ ହେଉଛି ପ୍ରମୁଖ ମାଧ୍ୟମ । ମନ୍ତ୍ର ଖୁବଶୀଘ୍ର ମନକୁ...
ଓଡ଼ିଶା 365 (ବ୍ୟୁରୋ) : ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷ ଖାଇବା ପିଇବା, ଶୋଇବା ଭଳି ମୁଖ୍ୟ ଜିନିଷ ଭୁଲିଯାଉଛି । ତେବେ ସେ ସଠିକ୍...
ଓଡ଼ିଶା 365 (ବ୍ୟୁରୋ): ଫିଲ୍ମରୁ ଅବସର ନେଲେ ବଲିଉଡ ଅଭିନେତା ରଣବୀର କପୁର । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ରଣବୀର ତାଙ୍କ...
ଓଡ଼ିଶା 365 (ବ୍ୟୁରୋ) : ମାଇଗ୍ରେନ ହେଉଛି ଏକ ହେଡଏକ ଯାହାକୁ ସାଧାରଣରେ ଅଧକପାଳୀ ମଧ୍ୟ କୁହାଯାଏ । ଆପଣ ଜାଣନ୍ତିକି ମୁଣ୍ଡ ବିନ୍ଧା ୨ ପ୍ରକାରର...
ଓଡ଼ିଶା 365 (ବ୍ୟୁରୋ): ଏଥର ଭାରତର ନିର୍ବାଚନ ଆୟୋଗ ଅଭିନେତା ରାଜକୁମାର ରାଓଙ୍କୁ ଏହାର ଜାତୀୟ ଆଇକନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର (୨୬ ଅକ୍ଟୋବର) ଆୟୋଗ...
ଓଡ଼ିଶା 365 (ବ୍ୟୁରୋ): ଆଜି ସକାଳୁ ସକାଳୁ ଆପଣଙ୍କ ମୋବାଇଲକୁ ଏମିତି ଏମରଜେନ୍ସି ଆଲର୍ଟ ଆସୁଛି କି ? ତେବେ ଆପଣ ଭୟଭୀତ ହୁଅନ୍ତୁନି । କାରଣ ଏହି ମେସେଜ୍ କେନ୍ଦ୍ର...
ଓଡ଼ିଶା 365 (ବ୍ୟୁରୋ): ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ କଙ୍ଗନା ରଣାୱତ୍ । ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ହୋଇଥିବା ଲୁବ କୁଶ ରାମଲିଲାରେ ପ୍ରଥମ ଥର ପାଇଁ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଏବେ ବି ଜାରି ରହିଛି । ଉଭୟ ପକ୍ଷର ଆକ୍ରମଣରେ ଆତଙ୍କିତ ଅବସ୍ଥାରେ ଅଛନ୍ତି...
ଓଡ଼ିଶା 365 (ବ୍ୟୁରୋ) :ପୁଣି ପୁରୀରେ ଅଘଟଣ । ସମୁଦ୍ରରେ ପୁଣି ବୁଡ଼ି ପର୍ଯ୍ୟଟକ ମୃତ । ସମୁଦ୍ରରେ ଗାଧୋଇବା ସମୟରେ ଏହିଭଳି ଅଘଟଣ ଘଟିଥିବା ଜଣାପଡ଼ିଛି...
ଓଡ଼ିଶା 365 (ବ୍ୟୁରୋ): ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ କାଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନ ପୁଣି ଥରେ ନିଜକୁ ଅପମାନିତ କରିଛି। ବାସ୍ତବରେ ଇସ୍ରାଏଲ...
ଓଡ଼ିଶା 365(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋରାପୁଟ କୁନ୍ଦୁଲି ହାଟରେ ଗଡ଼ିଲା ୨ ମୁଣ୍ଡ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ କୁନ୍ଦୁଲି ଟେମା ଗାଁର ୨...
ଓଡ଼ିଶା 365 (ବ୍ୟୁରୋ): ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତଙ୍କର ବିଳମ୍ବିତ ରାତିରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଣୁ...
ଓଡ଼ିଶା 365 (ବ୍ୟୁରୋ) : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ । ଏହି ମେଳଣ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ପଡ଼ିଥାଏ...
ଓଡ଼ିଶା 365 (ବ୍ୟୁରୋ): ଗତ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର ରାଜନୀତି । ଏହାରି ଭିତରେ ଏକ ବଡ଼ ଖବର ଆସିଛି ।...
ଓଡ଼ିଶା 365(ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ନିଜର ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକରେ ଦର୍ଶକମାନଙ୍କୁ ବାନ୍ଧି ରଖିିଥାନ୍ତି । ଏହାସହ ସେ...
ଓଡ଼ିଶା 365 (ବ୍ୟୁରୋ) : ଦଶହରା ଛୁଟିରେ ଫେରିବା ବାଟରେ ଘଟିଛି ଅଘଟଣ । ସମୟ ମାତ୍ର ରାତି ୮ଟା, ସ୍ୱାମୀ ସ୍ତ୍ରୀ ଘରକୁ ଫେରିବା ବାଟରେ...
ଓଡ଼ିଶା 365 (ବ୍ୟୁରୋ):
ଓଡ଼ିଶା 365 (ବ୍ୟୁରୋ): ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଇସ୍ତଫା ନେଇ ଦାବି ଜୋର ଧରିଛି। ସେ ଜାତିସଂଘର ନେତୃତ୍ୱ ନେବାକୁ ସେ ଯୋଗ୍ୟ ନୁହଁନ୍ତି ,...
ଓଡ଼ିଶା 365 (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ପଳସା ଗ୍ରାମ ନିକଟସ୍ଥ ଟ୍ରେନ ଲାଇନ ଉପରେ ହାତୀକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ଟ୍ରେନ୍ ଧକ୍କାରେ ମାଈ...
ଓଡ଼ିଶା 365 (ବ୍ୟୁରୋ) : ଦଶହରା ବଜାର ବୁଲି ଫେରିବା ବାଟରେ ଚାଲିଗଲା ଜୀବନ । ଏହିଭଳି ଏକ ଅଭାବନୀୟ ଘଟଣା ଜଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା...
ଓଡ଼ିଶା 365 (ବ୍ୟୁରୋ): ମା’ଙ୍କ ଆଗମନରେ ସାରା ଦେଶରେ ଧୁମଧାମରେ ଦଶହରାର ସେଲିବ୍ରେସନ ହୋଇଥିଲା । ବଲିଉଡ୍ ଠାରୁ ଟଲିଉଡ୍ ପର୍ଯ୍ୟନ୍ତ ସବୁ ସେଲିବ୍ରିଟି ଦଶହରା ପର୍ବକୁ...
ଓଡ଼ିଶା 365 (ବ୍ୟୁରୋ) : ସରିଛି ଦଶହରା । ପୁଣି ମାଆଙ୍କ ଅପେକ୍ଷାରେ ବର୍ଷେ । ଆଜି ବିଦାୟ ନେବେ ମାଆ ଦୁର୍ଗା । ମାଆଙ୍କ ଭସାଣୀ...
ଓଡ଼ିଶା 365 (ବ୍ୟୁରୋ): ୨୦୧୬, ନଭେମ୍ବର ୮ । ଏହି ଦିନ ନିଶ୍ଚିତ ଭାବରେ ସ୍ମରଣୀୟ ହୋଇ ରହିବ । କାରଣ ଉକ୍ତ ଦିନ ରାତି ୮...
ଓଡ଼ିଶା 365 (ବ୍ୟୁରୋ): ମଙ୍ଗଳବାର ଦଶହରା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇଉଠିଥିବା ବେଳେ ନୂଆପଡ଼ାରୁ ଆସିଛି ଦୁଃଖଦ ଖବର। ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ରାଜପୁର ଛକ ନିକଟରେ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ୍ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । କେତେକ ଦେଶ...
ଓଡ଼ିଶା 365 (ବ୍ୟୁରୋ): ଭୟଙ୍କର ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁଲା ‘ହାମୁନ୍’ । ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ହାମୁନ୍ । ରାତି ଗୋଟାଏ...
ଓଡ଼ିଶା 365(ବ୍ୟୁରୋ): ଜାରି ରହିଛି ବିଶ୍ୱକପ୍ ମହାଯୁଦ୍ଧ । ମୁହାଁମୁହିଁ ହେଉଛନ୍ତି ବିଶ୍ୱର ବିଭିନ୍ନ ସର୍ବବୃହତ କ୍ରିକେଟ୍ ଦଳ । ଏହାରି ଭିତରେ ଗତକାଲି ବାଂଲାଦେଶକୁ ହରାଇଲା...
ଓଡ଼ିଶା 365 (ବ୍ୟୁରୋ): ପୁଣି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ। ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଉପାସରେ ରହିଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ। ମଙ୍ଗଳଆଳତି ପରଠୁ ହୋଇନାହିଁ ମହାଦେବଙ୍କ ନୀତି...
ଓଡ଼ିଶା 365 (ବ୍ୟୁରୋ): ଚୀନରେ ଚାଲିଛି ସି ଜିନପିଙ୍ଗଙ୍କ ଏକଛତ୍ରବାଦ ଶାସନ । ଯାହାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ବର୍ତ୍ତମାନ ଚୀନରୁ ଏକ...
ଓଡ଼ିଶା 365(ବ୍ୟୁରୋ): 5T ସଚିବରୁ ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପରେ ଗତ ୧୦ ବର୍ଷରେ, ଜନସ୍ବାର୍ଥରେ ସେ ଅନେକ ନିଷ୍ପତ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା...
ଓଡ଼ିଶା 365(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ହାମୁନ' ଏବେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇ ଗତି କରୁଛି । ଓଡ଼ିଶା ଉପକୂଳଠାରୁ ବହୁ ଦୂରରେ ବାଂଲାଦେଶ...
ଓଡ଼ିଶା 365 (ବ୍ୟୁରୋ) : ନିଜ ସ୍ତ୍ରୀ ଏବଂ ପୁଅ ଉପରେ ଟ୍ରକ ଚଢ଼ାଇ ଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...
ଡ଼ିଶା 365 (ବ୍ୟୁରୋ) : ସେନାରେ ଚାକିରୀ କରାଇଦେବାକୁ କହି ଠକିନେଇଥିଲା କୋଟି କୋଟି ଟଙ୍କା । ତେବେ ଏହି ଠକାମୀର ସିକାର ହୋଇଥିଲେ ୧୫୦ ଆଶାୟୀ...
ଓଡ଼ିଶା 365 (ବ୍ୟୁରୋ) : ପଞ୍ଚମ ଶ୍ରେଣୀର ଛାତ୍ରୀ ଗର୍ଭବତୀ । ଏହା ଏକ ଏଭଳି ଖବର ଯାହା କଭଦ୍ର ମଣିଷ ସମାଜର ଭଦ୍ର ଚେହେରାକୁ ପଦାରେ...
ଓଡ଼ିଶା 365 (ବ୍ୟୁରୋ) : ଚାହୁଁ ଚାହୁଁ ସରିଗଲା ଦଶହରା, ଶେଷ ଗହୋଇଛି ରାବଣ ପୋଡ଼ି । ହଁ ଆଜ୍ଞା ଶାରଦୀୟ ଦୁର୍ଗାପୂଜା ମଙ୍ଗଳବରା ରାତିରେ ଶେଷ...
ଓଡ଼ିଶା 365 (ବ୍ୟୁରୋ): ଶବବାହକ ଗାଡ଼ି ନମିଳିବାରୁ ୮ କିମି ଶବକୁ ବୋହିନେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି...
ଓଡ଼ିଶା 365 (ବ୍ୟୁରୋ): ଦୁଇବର୍ଷ ପାଇଁ ଓଲିଉଡରୁ ବାସନ୍ଦ ହେଲେ ବରିଷ୍ଠ ଅଭିନେତା ମନୋଜ ମିଶ୍ର। ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ପକ୍ଷରୁ ତାଙ୍କୁ ଦୁଇ ବର୍ଷ...
ଓଡ଼ିଶା 365 (ବ୍ୟୁରୋ): ଆଜି ବିଜୟା ଦଶମୀ। ଦୁର୍ଗତୀନାଶିନୀ ମା’ ଦୁର୍ଗାପୂଜାର ଅନ୍ତିମ ଦିନ। ଗାଁଠୁ ସହର, ସବୁଠି ଗହଳିଚହଳି । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ...
ଓଡ଼ିଶା 365 (ବ୍ୟୁରୋ): ଦଶହରାରେ ପଡ଼ିଛି ଦଶା ଖରାପ । ପୋଖରୀକୁ ଗାଧୋଇବାକୁ ଯାଇ ଚାଲିଗଲା ଦୁଇଯିବନ । ହଁ ଆଜ୍ଞା ଏଭଳି ଅଘଟଣ ଘଟିଛି ନୟାଗଡ଼...
ଓଡ଼ିଶା 365(ବ୍ୟୁରୋ): ଇସ୍ରାଏଲ-ହମାସ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଉଭୟ ପକ୍ଷରୁ ଆକ୍ରମଣ ଦିନକୁ ଦିନ ତ୍ରୀବ୍ରତର ହେବାରେ ଲାଗିଛି । ଗାଜା ଷ୍ଟ୍ରିପ୍...
ଓଡ଼ିଶା 365 (ବ୍ୟୁରୋ): ଆଜି ପବିତ୍ର ବିଜୟା ଦଶମୀ। ଏହି ଅବସରରେ ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ...
ଓଡ଼ିଶା 365(ବ୍ୟୁରୋ): ଜାରି ରହିଛି ପାର୍ବଣ ଋତୁ । ଏହାରି ଭିତରେ ଏକ ବଡ଼ ଖବର ଆସୁଛି । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ହାମୁନ ଏକ ଭୀଷଣ...
ଓଡ଼ିଶା 365(ବ୍ୟୁରୋ): ଉତ୍ତରପ୍ରଦେଶର ଅଯୋଦ୍ଧାରେ ଜୋରସୋରରେ ଆଗେଇ ଚାଲିଛି ରାମ ମନ୍ଦିର କାର୍ଯ୍ୟ । ଏହାରି ଭିତରେ ଏକ ରାମ ମନ୍ଦିରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା...
ଓଡ଼ିଶା 365 (ବ୍ୟୁରୋ): ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ରାଜନୀତି । ମହାରାଷ୍ଟ୍ର ରାଜନୀତିରୁ ଏକ ବଡ଼ ଖବର ଆସି ପହଞ୍ଚିଛି । ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି...
ଓଡ଼ିଶା 365 (ବ୍ୟୁରୋ): ଭାରତ ଦିନକୁ ଦିନ ବଢିବାରେ ଲାଗିଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଅର୍ଥନୀତି କ୍ଷେତ୍ରରେ ଭାରତର ବ୍ୟାପକ ଅଭିବୃଦ୍ଧି...
ଓଡ଼ିଶା 365 (ବ୍ୟୁରୋ): ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଖବର ଆସି ପହଞ୍ଚୁଛି । ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ସୋମବାର ବାଂଲାଦେଶରେ ଦୁଇଟି...
ଓଡ଼ିଶା 365 (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ବର୍ଷ ହେବ ଜାରି ରହିଥିବା ବେଳେ ବର୍ତ୍ତମାନ ଋଷରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଋଷ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ଧରି ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଇସ୍ରାଏଲକୁ...
ଓଡ଼ିଶା 365 (ବ୍ୟୁରୋ): ସେନାର ଯବାନଙ୍କ ସହ ବିଜୟଦଶମୀ ପାଳିଲେ ରାଜନାଥ ସିଂ । ଭାରତ-ଚୀନ୍ ବର୍ଡରରେ ଥିବା ଯବାନଙ୍କ ସହ ଦଶହରା ମନାଇଛନ୍ତି । ବିଜୟା...
ଓଡ଼ିଶା 365 (ବ୍ୟୁରୋ): ଅଯୋଦ୍ଧାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ଆସିଛି,...
ଓଡ଼ିଶା 365 (ବ୍ୟୁରୋ): ବଲିଉଡର ଚୁଲବୁଲି ନାୟିକା କରିସ୍ମା କପୁର । ସେ ନିଜର ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକରେ ଏବେ ବି ସମସ୍ତଙ୍କ ହୃଦୟରେ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ତାମିଲ ସୁପର୍ଷ୍ଟାର ଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲିଓ । ଗତ ଗୁରୁବାର ଦିନ ବଡ଼ ପରଦାରେ ମୁକ୍ତିଲାଭ କରିଛି...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଗବସ୍ ସିଜିନ ୧୭ । ଯାହାକୁ ହୋଷ୍ଟ କରୁଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ବିଗବସକୁ ନେଇ ଦର୍ଶକମାନଙ୍କ ଭିତରେ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଗବସ୍ ସିଜିନ ୧୭ । ଯାହାକୁ ହୋଷ୍ଟ କରୁଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ବିଗବସକୁ ନେଇ ଦର୍ଶକମାନଙ୍କ ଭିତରେ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଯାହାଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି । ସେ ନିଜ ଅଭିନୟ...
ଓଡ଼ିଶା 365 (ବ୍ୟୁରୋ): ବୋମିଖାଲ ଦୁର୍ଗାମଣ୍ଡପରୁ ଭିଡ଼ରେ ମହିଳାଙ୍କ ପର୍ସ ଚୋରିକରି ବନ୍ଧାହେଲା ଆଠ ଲୁଟେରା। ଗିରଫ ସମସ୍ତ ଲୁଟେରା ବିହାରର ହୋଇଥିବା ଜଣାପଡ଼ିଛି। ଏନେଇ ଲକ୍ଷ୍ନୀସାଗର ଥାନା...
ଓଡ଼ିଶା 365 (ବ୍ୟୁରୋ): ଭୟଙ୍କର ହେଉଛି ଗାଜା ଉପରେ ଇସ୍ରାଏଲ ଆଟାକ। ଗତକାଲି ରାତିରେ ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ...
ଓଡ଼ିଶା 365 (ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ନେଲା ବାତ୍ୟାର ରୂପ। ଏହି ବାତ୍ୟାର ନାଁ ‘ହାମୁନ’ ଦିଆଯାଇଛି। ଏହି ବାତ୍ୟା ଓଡ଼ିଶା ଉପକୂଳରୁ ୨ଶହ କିମି...
ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଡାଇବେଟିସକୁ କଣ୍ର୍ଟୋଲ ରଖେ ଟମାଟୋ ଏବଂ ଲାଉ ରସ । ହଁ ଆଜ୍ଞା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏବେ କେମିକାଲ୍ ହତିଆର ନେଇ ଚର୍ଚ୍ଚା ହେଉଛି । ଇସ୍ରାଏଲ୍...
ଓଡ଼ିଶା 365 (ବ୍ୟୁରୋ): ପଣ୍ଡ ହେଲା ବଡ଼ ଧରଣର ଡକାୟତି ଯୋଜନା। ଡକାୟତି ଯୋଜନା ବେଳେ ମାଡ଼ିବସିଲା ମଞ୍ଚେଶ୍ଵର ପୋଲିସ। ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା...
ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ସମସ୍ତେ ଶାଗ ଖାଇବା ପସନ୍ଦ କରିନଥାନ୍ତି । ତେବେ କେହିଁ କେହିଁ ଶାଗ ଶରୀର ପାଇଁ କେତେ ଲାଭଦାୟକ ତାହା...
ଓଡ଼ିଶା 365 (ବ୍ୟୁରୋ): ସ୍ବେଚ୍ଛାକୃତ ଅବସର ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍। ପାଣ୍ଡିଆନ୍ଙ୍କ ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କଛି...
ଓଡ଼ିଶା 365 (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭି କେ ପାଣ୍ଡିଆନଙ୍କ VRSକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ମଞ୍ଜୁର । ଏହି...
ଓଡ଼ିଶା 365 (ବ୍ୟୁରୋ) : ଫିଟ୍ ରହିବା ପାଇଁ ଚାହୁଁଛନ୍ତି କି, ତେବେ ବିନା ଖର୍ଚ୍ଚରେ ଘରେ ତିଆରି କରନ୍ତୁ କିଛି ଏମିତି । ହଁ ଆଜ୍ଞା...
ଓଡ଼ିଶା 365 (ବ୍ୟୁରୋ) : ଦଶହରା, ମାଙ୍କ ଆଗମନ ପାଇଁ କାଇଁ କେତେ ପ୍ରସ୍ତୁତି କରାଯାଇଥାଏ । ତେବେ ଏହି ନବରାତ୍ରି ଖାଲି ଦେଶରେ ନୁହେଁ ବରଂ...
ଓଡ଼ିଶା 365 (ବ୍ୟୁରୋ) : ଆମ ଆଖପାଖରେ ଏପରି ଅନେକ ଫୁଲ ରହିଛି ଯାହାକୁ ଆମେ ସୈାନ୍ଦର୍ଯ୍ୟ ପାଇଁ ଆମେ ଲଗାଇଥାଉ। କିନ୍ତୁ ଏପରି କେତେକ ଫୁଲ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ,ବାୟୁସେନା...
ଓଡ଼ିଶା 365 (ବ୍ୟୁରୋ): ନିଉଜିଲାଣ୍ଡର ସାଉଥ୍ ଆଇଲ୍ୟାଣ୍ଡ ଉତ୍ତରକୁ ଥିବା ତାସମାନ୍ ଉପସାଗରରେ ରହିଥିବା ଏହି ପଥର ହେଉଛି ପର୍ୟ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣର ବିନ୍ଦୁ। ସ୍ଥାନୀୟ ଭାଷାରେ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତାରା ସୁତାରିୟା । ଯିଏ ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ହେଲେ ବର୍ତ୍ତମାନ...
ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଆପଣ ମାନେ ମୁଗ ଡ଼ାଲି ଖାଇଥିବେ । କିନ୍ତୁ ଆପଣ ଜାଣନ୍ତିକି ମୁଗ ଡ଼ାଲି ଖାଇବା ଦ୍ୱାରା ଶରୀରକୁ କେଉଁ...
ଓଡ଼ିଶା 365 (ବ୍ୟୁରୋ) : ସାଧାରଣ ଏହି ସଜନା ଶାଗ ଗାଁ ମାନଙ୍କରେ ଅଧିକ ଦେଖିବାକୁ ମିଳିଥାଏ । ତେବେ କେହି କେହି ଏହି ଶାଗ ଖାଇବାକୁ...
ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଦେଶରେ ପ୍ରତିବର୍ଷ କେତେ ଥର ମା ଦୁର୍ଗା ପୂଜା ପାଇଥାନ୍ତି ? ତେବେ ଜାଣନ୍ତୁ, ବର୍ଷକୁ ଦୁଇଥର ଦେବୀ...
ଓଡ଼ିଶା 365(ବ୍ୟୁରୋ): ଦଶହରାର ଗୋଟିଏ ଦିନ ପୂର୍ବରୁ ଶସ୍ତା ହେଲା ସୁନା । ବଜାରରେ ରୂପା ମଧ୍ୟ ଶସ୍ତା ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ...
ଓଡ଼ିଶା 365 (ବ୍ୟୁରୋ): ହିଜାବକୁ ନେଇ କର୍ଣ୍ଣାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ବାଳିକା ଛାତ୍ରମାନଙ୍କୁ ହିଜାବ ପିନ୍ଧିବାକୁ ସରକାର ଅନୁମତି...
ଓଡ଼ିଶା ୩୬୫(ବ୍ୟୁରୋ): ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୋମବାର ୩୦୯ ରେ ସର୍ବଶେଷ ଏକ୍ୟୁଆଇ...
ଓଡ଼ିଶା 365 (ବ୍ୟୁରୋ): ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅର୍ଥାତ୍ ଅଭିନେତା ଅମୀର ଖାନଙ୍କ ଆପାର୍ଟମେଣ୍ଟ ଭାଙ୍ଗିବାକୁ ଯାଉଛି । ଖବର ମୁତାବକ, ରିପୋର୍ଟ ଅନୁଯାୟୀ, ଆମୀର ଖାନଙ୍କ...
ଓଡ଼ିଶା 365 (ବ୍ୟୁରୋ): ନିଜୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏଲନ ମସ୍କ । ପୂର୍ବରୁ ସେ ମେଟାକୁ ଚ୍ୟାଲେଞ୍ଜ କରିଥିଲେ, ଯାହାକୁ ନେଇ ବେଶ୍...
ଓଡ଼ିଶା 365 (ବ୍ୟୁରୋ): ଲାଲ୍ ତରଭୁଜ ପ୍ରାୟତଃ ଛୋଟରୁ ବଡମାନଙ୍କର ପ୍ରିୟ ଅଟେ । ଲୋକମାନେ ଏହାକୁ ଭଲ ପାଆନ୍ତି ତା ଆଉ କେହି ଜୁସ୍ କରି...
ଓଡ଼ିଶା ୩୬୫(ବ୍ୟୁରୋ): ବିଶ୍ବର ସବୁଠୁ ରାଗୁଆ ଲଙ୍କା ‘କାରୋଲିନା ରିପର’ ପ୍ରଜାତିର ଲଙ୍କାକୁ ବୁଝାଯାଏ। ତେବେ ଏଣିକି ଏକ ନୂଆ ପ୍ରଜାତିର ଲଙ୍କା ସେ ସ୍ଥାନ ଅଧିକାର...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ମଧ୍ୟରେ ଦୀର୍ଘ ଦିନ ହେବ ଯୁଦ୍ଧ ଲାଗି ରହିଛି । ଦିନ ଯେତିକି ଗଡ଼ୁଛି ଯୁଦ୍ଧ ସେତେ ଭୟଙ୍କର ହେବାରେ ଲାଗିଛି...
ଓଡ଼ିଶା 365 (ବ୍ୟୁରୋ):ଜେଲ୍ ଗଲେ ବଲିଉଡ ଅଭିନେତା ଦଲିପ ତାହିଲ । ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।ଯାହାକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ଦେଖାଦେଇଛି...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଭାଇଜାନ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ ଯୋଡି । ସାମ୍ନାକୁ ଆସିଲା ଟାଇଗର-୩ର ପ୍ରଥମ ଗୀତ । ଗୀତ...
ଓଡ଼ିଶା 365 (ବ୍ୟୁରୋ): ଦେଶରେ ହିନ୍ଦୁ-ମୁସଲିମଙ୍କ ସୁରକ୍ଷାକୁ ନେଇ ଅନେକ ଚର୍ଚ୍ଚ- ବିତର୍କ ଜାରି ରହିଛି । ଏହାରି ଭିତରେ ମୁସଲିମଙ୍କ ସୁରକ୍ଷାକୁ ନେଇ ଏକ ବଡ଼...
ଓଡ଼ିଶା 365v(ବ୍ୟୁରୋ): ବିଜେପିକୁ ଏକ ବଡ଼ ଝଟକା । ଦଳ ଛାଡ଼ିଲେ ଗୌତମୀ ତଡ଼ିମଲ୍ଲା । ଅସୁବିଧା ବେଳେ ଦଳର ନେତାମାନଙ୍କଠାରୁ ସହଯୋଗ ମିଳୁ ନ ଥିବା...
ଓଡ଼ିଶା ୩୬୫(ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ହମାସର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଲଗାତର ଆକ୍ରମଣ ଜାରି...
ଓଡ଼ିଶା 365 (ବ୍ୟୁରୋ): ଦେଶରେ ପ୍ରତିଟି କୋଣରେ ବର୍ତ୍ତମାନ ଦୌଡ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ । ସବୁଠି ଏହାର କ୍ରେଜ୍ ବଢିବାରେ ଲାଗିଛି । ଆଉ ସବୁଠୁ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁନ୍ କଙ୍ଗନା ରଣାୱତ । ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ,ବାୟୁସେନା...
ଓଡ଼ିଶା ୩୬୫(ବ୍ୟୁରୋ): ଅଗ୍ନିବୀରଙ୍କ ପାଇଁ ସରକାର ଘୋଷଣା କଲେ ନୂଆ ପ୍ୟାକେଜ୍ । ଡ୍ୟୁଟିରେ ଥିବା ବେଳେ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ୧ କୋଟି...
ଓଡ଼ିଶା 365 (ବ୍ୟୁରୋ): ଆଜି ପାନ ଇଣ୍ଡିଆ ତଥା ବାହୁବଳୀ ଅଭିନେତା ପ୍ରଭାସଙ୍କ ଜନ୍ମ ଦିନ । ସବୁଆଡେ ଫ୍ୟାନ୍ସମାନଙ୍କର ଚାଲିଛି ସେଲିବ୍ରେସନ । ଆଜି ପ୍ରଭାସ...
ଓଡ଼ିଶା 365 (ବ୍ୟୁରୋ): ଆଜି ବିଭିନ୍ନ ପୂଜାମଣ୍ଡପରେ ମହାମାୟା ମା’ ଦୁର୍ଗାଙ୍କ ମହାନବମୀ ପୂଜା ଚାଲିଛି। ଏଥିପାଇଁ ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଲାଣି। ରସୁଲଗଡ଼, ବମିଖାଲ,...
Copyright © Odisha-365, 2024 - All Rights Reserved.