ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ
ଓଡ଼ିଶା 365 (ବ୍ୟୁରୋ): ସ୍ୱର୍ଣ୍ଣ ଜିତି ପାରା ଏସୀୟ କ୍ରୀଡ଼ାରେ କମାଲ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ହାତେଇଛନ୍ତି ସ୍ୱର୍ଣ୍ଣ ପଦକ...
ଓଡ଼ିଶା 365 (ବ୍ୟୁରୋ): ସ୍ୱର୍ଣ୍ଣ ଜିତି ପାରା ଏସୀୟ କ୍ରୀଡ଼ାରେ କମାଲ କରିଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ହାତେଇଛନ୍ତି ସ୍ୱର୍ଣ୍ଣ ପଦକ...
ଓଡ଼ିଶା 365 (ବ୍ୟୁରୋ): ଇନ୍ଧନ କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଅଦ୍ୟାବଧି, ତୈଳ କମ୍ପାନୀଗୁଡିକ ରେଫରେନ୍ସ ଇନ୍ଧନ ପାଇଁ ବିଦେଶୀ ଦେଶ ଆଡକୁ...
ଓଡ଼ିଶା 365 (ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର କେଳାସାହିରେ ବିଳମ୍ବିତ ରାତିରେ ହୋଇଛି ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ...
ଓଡ଼ିଶା 365 (ବ୍ୟୁରୋ): କତାରରେ ୮ ଜଣ ଭାରତୀୟ କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶକୁ ନେଇ ଜୋର ଧରିଛି ଚର୍ଚ୍ଚା । ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କତାରର ଏକ...
ଓଡ଼ିଶା 365 (ବ୍ୟୁରୋ): ପୁଣି ବଢିଲା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଅଡ଼ୁଆ । ସେ ଜେଲରେ ଥିବା ବେଳେ ତାଙ୍କ ଘନିଷ୍ଠ ସହାୟକ ଫରହତ...
ଓଡ଼ିଶା 365 (ବ୍ୟୁରୋ): ପୁଣି କନ୍ଦାଇଲାଣି ପିଆଜ । କିଚି ମାସର ବ୍ୟବଧାନ ପରେ ପୁଣି ଆକାଶ ଛୁଆଁ ହେଲାଣି ପିଆଜ ଦର। ମାସକ ଭିତରେ ଦୁଇଗୁଣା ବଢିଛି ପିଆଜ...
ଓଡ଼ିଶା 365 (ବ୍ୟୁରୋ): ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜ ମନ୍ତବ୍ୟ ଓ ଶାସନ ପଦ୍ଧତିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ଭିତରେ ପୁଣି...
ଓଡ଼ିଶା 365 (ବ୍ୟୁରୋ): ଆସନ୍ତାକାଲି କୁମାର ପୂର୍ଣ୍ଣିମା। ତେବେ କାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। କୁହାଯାଏ, ପୂର୍ଣ୍ଣିମା ଦିନ ଗଙ୍ଗାସ୍ନାନ ଏବଂ ଦାନ...
ଓଡ଼ିଶା 365 (ବ୍ୟୁରୋ): ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଚେନ୍ନାଇ ଚେପକ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ନିଶାଙ୍କ-ସଦିରାଙ୍କ ଅର୍ଦ୍ଧଶତକ ବଳରେ ୧୫୭ ରନ୍ ଟାର୍ଗେଟକୁ ପିଛା...
ଓଡ଼ିଶା 365 (ବ୍ୟୁରୋ): ଜାତିସଂଘ ସୁରକ୍ଷା ପରିଷଦରେ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଆମେରିକାର ସଂକଳ୍ପ ବିଫଳ ହୋଇଛି। ଋଷ ଏବଂ ଚୀନ୍ ଏହି ପ୍ରସ୍ତାବକୁ ଭେଟୋ କରି...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଇରାନ ଆମେରିକାକୁ ଏକ ବଡ଼ ଧମକ ଦେଇଛି। ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଖାମେନେ ଆମେରିକାକୁ ଚେତାବନୀ ଦେଇଛନ୍ତି...
ଓଡ଼ିଶା 365 (ବ୍ୟୁରୋ): ଓଟମିଲ୍ ଆଜିକାଲି ପ୍ରାୟ ଘର ପାଇଁ ଜଳଖିଆ ହୋଇଗଲାଣି । ବିଶେଷକରି ବ୍ୟାଚଲରଙ୍କ ରୋଷେଇ ଘରର ପ୍ରମୁଖ ଉପାଦାନ । ପ୍ରସ୍ତୁତି ପାଇଁ...
ଓଡ଼ିଶା 365 (ବ୍ୟୁରୋ): ଆସନ୍ତାକାଲି ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ଵତନ୍ତ୍ର ନୀତିକାନ୍ତି। ଆଜି ରାତ୍ରୀ ୧ଟା ୪ମିନିଟ୍ ୪୫ ସେକେଣ୍ଡରେ ପୁରୀକୁ ସ୍ପର୍ଶ କରିବ...
ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ । ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ୬୮ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।...
ଓଡ଼ିଶା 365 (ବ୍ୟୁରୋ): ଗତ ଦେଢ ବର୍ଷରୁ ଅଧିକ ହେବ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧର ଅନ୍ତ କେବେ, ତାହା...
ଓଡ଼ିଶା 365 (ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ପୁଣି ବଢିଛି । ବାସ୍ତବରେ, ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ଶୁକ୍ରବାର ଦିନ ଜାମିନ...
ଓଡ଼ିଶା 365 (ବ୍ୟୁରୋ): ଉପରାଷ୍ଟ୍ରପତି ଜଗଦୀପ ଧନଖର ଆଜି ଶୁକ୍ରବାର ସକାଳେ କେଦାରନାଥ ଧାମରେ ପହଞ୍ଚିଛନ୍ତି। ସେ ଏଠାରେ ପହଞ୍ଚିବା ମାତ୍ରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରୁମିତ...
ଓଡ଼ିଶା 365 (ବ୍ୟୁରୋ): ସମସ୍ତେ ଜାଣନ୍ତି ଯେ, ଡେଙ୍ଗୁ ମଶା ପାଣିରେ ବଢନ୍ତି, ସେମାନଙ୍କର ବଂଶ ବିସ୍ତାର କରନ୍ତି । ତେଣୁ କୌଣସି ସ୍ଥାନରେ ପାଣି ଜମିବାକୁ...
ଓଡ଼ିଶା 365 (ବ୍ୟୁରୋ): କାଲି କୁମାର ପୂର୍ଣ୍ଣିମା ହୋଇଥିବା ବେଳେ ଲାଗୁଛି ଚନ୍ଦ୍ର ଗ୍ରହଣ। ଫଳରେ କୁମାର ପୂର୍ଣ୍ଣିମାରେ ହେବାକୁ ଥବା ନୀତିକାନ୍ତିକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।...
ଓଡ଼ିଶା 365 (ବ୍ୟୁରୋ): ମାଛରେ ସବୁ ପ୍ରକାରର ପୁଷ୍ଟିକର ଉପାଦାନରେ ଭରପୂର ରହିଥାଏ। ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ ମାଛ ଖାଇବା ଦ୍ୱାରା ହୃଦରୋଗ...
ଓଡ଼ିଶା 365 (ବ୍ୟୁରୋ): ରାଜଧାନୀ ଦିଳ୍ଲୀରେ ବର୍ତ୍ତମାନ ଘାରିଛି ଡେଙ୍ଗୁ ଭୟ । ସବୁଠାରୁ ଭୟାନକ କଥା ହେଉଛି ଗତ କିଛି ବର୍ଷ ମଧ୍ୟରେ ଚଳିତ ବର୍ଷ...
ଓଡ଼ିଶା 365 (ବ୍ୟୁରୋ): ଉତ୍ତରପ୍ରଦେଶ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ରାମ ମନ୍ଦିରରେ ରାମ...
ଓଡ଼ିଶା 365 (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନର ଭାରତ ମଣ୍ଡପମ୍ ଠାରେ ସପ୍ତମ ଭାରତୀୟ ମୋବାଇଲ୍ କଂଗ୍ରେସ -୨୦୨୩ ର ଉଦଘାଟନ କରିଛନ୍ତି...
ଓଡ଼ିଶା 365 (ବ୍ୟୁରୋ): ଜୀବନରେ ଧନ ସମ୍ପତିର ଅନେକ ମହତ୍ତ୍ୱ ରହିଛି। ସଭିଏଁ ଦିନରାତି ପରିଶ୍ରମ କରି ଟଙ୍କା ରୋଜଗାର କରିବା ସହ ସଞ୍ଚୟ କରିବାକୁ ଚେଷ୍ଟା...
ଓଡ଼ିଶା ୩୬୫ (ବ୍ୟୁରୋ): ପୁଣି ଥରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନୀ ରେଞ୍ଜର୍ସ ବିଏସଏଫକୁ ଟାର୍ଗେଟ କରି ପ୍ରବଳ...
ଓଡ଼ିଶା 365 (ବ୍ୟୁରୋ): ଆଜି ସରିଆରେ ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଆମେରିକା ସେନା । ଏହି ଗୋଷ୍ଠୀମାନେ ସିରିଆର ଆମେରିକୀୟ ସୈନିକ...
ଓଡ଼ିଶା 365 (ବ୍ୟୁରୋ): ଆଜି ରାଜଭବନ ଛାଡ଼ିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହା ପୂର୍ବରୁ ଓଡ଼ିଶା ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ନେଇ ଭାବବିହ୍ବଳ ହୋଇଛନ୍ତି ମହାମହିନ...
ଓଡ଼ିଶା 365 (ବ୍ୟୁରୋ): ବଲିଉଡର ହ୍ୟାଣ୍ଡସମ୍ ବୟ ରଣବୀର କପୁର । ନିଜର ଦମଦାର ଅଭିନୟ ଜାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି ରଣବୀର । ନିକଟରେ...
ଓଡ଼ିଶା 365 (ବ୍ୟୁରୋ): ପୁଣି ଅଡ଼ୁଆରେ ମମତା ସରକାର । ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ରାଶନ ଦୁର୍ନୀତି ମାମଲାରେ...
ଓଡ଼ିଶା 365 (ବ୍ୟୁରୋ): ଗତ ୨୦ ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ଗାଜା ଉପରେ ଇସ୍ରାଏଲର ସେନା...
ଓଡ଼ିଶା 365 (ବ୍ୟୁରୋ): ଗତ କିଛି ଦିନ ହେବ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏପଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହାରି ଭିତରେ ଜାମ୍ମୁ-କାଶ୍ମୀରରେ...
ଓଡ଼ିଶା 365 (ବ୍ୟୁରୋ): ତିନିଦିନ ହେଲାଣି ଖାଡା ଉପାସରେ ରହିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ। ମହାପ୍ରଭୁଙ୍କ ଦାନ ଜମିକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ...
ଓଡ଼ିଶା 365 (ବ୍ୟୁରୋ): କ୍ରିକେଟପ୍ରେମୀଙ୍କୁ ପୁଣି ଏକ ଝଟକା । ଭାରତରେ ଦିନିକିଆ ବିଶ୍ୱକପ୍ ମହାଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଆସନ୍ତା ଅକ୍ଟୋବର ୨୯...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିରୁଷ୍କା । ପୁଣିଥରେ ମା’ ହେବାକୁ ଯାଉଛନ୍ତି ଅନୁଷ୍କା,ବାପା ଡାକ ଶୁଣିବେ କ୍ରିକେଟର୍ ବିରାଟ କୋହଲି । ଖୁବଶୀଘ୍ର ଘରକୁ ଆସିବେ...
ଓଡ଼ିଶା 365 (ବ୍ୟୁରୋ): ଭାରତ ପାଇଁ ପୁଣି ଏକ ଗୌରବର ବିଷୟ । ସମସ୍ତ ଖେଳପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ପୁଣି ଏକ...
ଓଡ଼ିଶା 365 (ବ୍ୟୁରୋ): କତାରର ଏକ କୋର୍ଟ ୮ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଗତ ବର୍ଷ ଅଗଷ୍ଟରୁ କତାରର ଜେଲରେ ଅଛନ୍ତି।...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।...
ଓଡ଼ିଶା 365 (ବ୍ୟୁରୋ): ବଦଳିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଏହି ବଦଳି ପରେ ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏନେଇ...
ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା ପୁଲିସ୍ ଏସ୍ଆଇ-୨୦୨୧ ପାଇଁ ନଭେମ୍ବର ୨୬ରେ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ପ୍ରେସ୍ ରିଲିଜ...
ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେଲଆଉ ୨ ଜିଲ୍ଲାରେ ହେଲା 'ଆମ ଓଡ଼ିଶା ନବୀନ ଓଡ଼ିଶା'ର ଶୁଭାରମ୍ଭ। ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର...
ଓଡ଼ିଶା 365 (ବ୍ୟୁରୋ): ରିଲିଜ୍ ହେଲା ସୀମା ହାଇଦରଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ‘କରାଚି ଟୁ ନୋଏଡା’ର ଟ୍ରେଲର । ୩ ମିନିଟର ଟ୍ରେଲରରେ ସୀମାଙ୍କ ଚରିତ୍ର...
ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶରେ ନେଟୱାର୍କ ସମସ୍ୟା ସମ୍ପୂର୍ଣ୍ଣ ରୂପେ ଶେଷ ହେବ। ମାର୍ଚ୍ଚ ୨୦୨୪ ସୁଦ୍ଧା ଭାରତର ପ୍ରତ୍ୟେକ ଗାଁରେ...
ଓଡ଼ିଶା 365 (ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସିଭିଲ୍ ଠକେଇ ମାମଲାର ଶୁଣାଣି କରୁଥିବା ବିଚାରପତି ତାଙ୍କ...
ଓଡ଼ିଶା 365 (ବ୍ୟୁରୋ): ସାହାରନପୁର ଜିଲ୍ଲାର ସରସ୍ୱା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଦେଶର ବିଭିନ୍ନ ସ୍ଥାନରୁ ସାଧୁ ଓ ସନ୍ଥମାନେ ଶ୍ରୀକୃଷ୍ଣ...
ଓଡ଼ିଶା 365 (ବ୍ୟୁରୋ): ଦୀର୍ଘ ୫ବର୍ଷ ପରେ ମହାରାଷ୍ଟ୍ର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରସିଦ୍ଧ ଶିରିଡି ସାଇ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ...
ଓଡ଼ିଶା 365 (ବ୍ୟୁରୋ): ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ । ଜାମ୍ମୁ-କାଶ୍ମୀର...
ଓଡ଼ିଶା 365 (ବ୍ୟୁରୋ): ବିସିସିଆଇର ଘରୋଇ ସିଜିନ ପାଇଁ ଓଡିଶା ମହିଳା ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) । ଉଭୟ ୧୫ ବର୍ଷରୁ କମ ଓ...
ଓଡ଼ିଶା 365 (ବ୍ୟୁରୋ) : ସୁଣ୍ଠି କୁ ଖାଦ୍ୟରେ ବ୍ୟବହାର କରାଯାଏ । କିନ୍ତୁ ସୁଣ୍ଠିର ପ୍ରୟୋଗ ଆର୍ୟୁବେଦିକ ଔଷଧୀ ରୂପେ ମଧ୍ୟ କରାଯାଇଥାଏ । ଏହା...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ବର୍ତ୍ତମାନ ସେ ଫିଲ୍ମ ଠାରୁ ନିଜକୁ ବହୁତ ଦୂରେଇ ଦେଇଛନ୍ତି । ହେଲେ ବି...
ଓଡ଼ିଶା 365 (ବ୍ୟୁରୋ): ଏଣିକି ରାଜ୍ୟରେ ସ୍ୱାଭାବିକ ଭାବେ ଚାଲିବ ଘରୋଇ ବସ୍ । ଆଗଗୁ ଧର୍ମଘଟ କରିବନି ଘରୋଇ ବସ ମାଲିକ ସଂଘ। ଘରୋଇ ବସ ମାଲିକ ସଂଘ ଓ...
ଓଡ଼ିଶା 365 (ବ୍ୟୁରୋ) : ଆପଣ ମାନେ ଜାଣନ୍ତି କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ନିୟମିତ କ୍ଷୀର ପିଇଲେ ଶରୀର ସୁସ୍ଥ ରହିଥାଏ ।...
ଓଡ଼ିଶା 365 (ବ୍ୟୁରୋ): ଭଗବାନ ଶିବଙ୍କ ବାହନ ନନ୍ଦୀ । ସେଥିପାଇଁ ନନ୍ଦୀଙ୍କ ପ୍ରତିମା ଶିବ ମନ୍ଦିର ବାହାରେ ରହିଥାଏ । ଯେଉଁଠି ଶିବ ରହିଥାନ୍ତି ସେଠାରେ...
ଓଡ଼ିଶା 365 (ବ୍ୟୁରୋ) : ବିଶ୍ବକପ୍ ୨୦୨୩ର ୧୩ ତମ ସଂସ୍କରଣ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜଲାଣ୍ଡକୁ ପରାସ୍ତ କରି ଲଗାତାର ୫ଟି...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରଣାୱତ । ବର୍ତ୍ତମାନ ସେ ଅଯୋଧ୍ୟାରେ ପହଞ୍ଚି ରାମଲିଲା ମନ୍ଦିର ପରିଦର୍ଶନ କରି ଭଗବାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି...
ଓଡ଼ିଶା 365 (ବ୍ୟୁରୋ) : ସେପଟା ହେଉଛି ଏକ ସ୍ବାଦିଷ୍ଟ ଫଳ । ଏହା ପାଟିକୁ ଖାଲି ସୁଆଦିଆ ଲାଗେ ନାହିଁ ବରଂ ତ୍ବଚ।, କେଶ ଏବଂ...
ଓଡ଼ିଶା 365 (ବ୍ୟୁରୋ) : ଦର୍ଶକବନ୍ଧୁ ଆପଣ ମାନେ ନିତିଦିନ ଚା’ପିଉଥିବେ । ତେବେ ଏହି ଚା ବିଭିନ୍ନ ପ୍ରକାରର ହୋଇଥାଏ । ଯାହାଦ୍ୱାରା ଶରୀରକୁ ଅନେକ...
ଓଡ଼ିଶା 365 (ବ୍ୟୁରୋ):ଅଧିକାଂଶ ଯୁବକ ଓ ଯୁବତୀ ମାନେ ନିଜ କ୍ୟାରିୟରକୁ ଆଭଗକୁ ନେବା ପାଇଁ ଏବଂ ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚଳଚ୍ଚିତ୍ର ଜଗତରେ...
ଓଡ଼ିଶା 365 (ବ୍ୟୁରୋ): କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କୁ ମିଳିଛି ଜେଡ୍ ବର୍ଗର ସୁରକ୍ଷା। କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)...
ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ନିମ୍ବ ଗଛ ଔଷଧୀୟ ଗୁଣର ଭଣ୍ଡାର ହୋଇଥାଏ। ଏହି ଗଛ ଭାରତ ଛଡ଼ା ଦକ୍ଷିଣ-ପୂର୍ବ ଏସିଆ, ଆମେରିକା, ଆଫ୍ରିକା,ଫିଜି,ମରିସସ,ସାଉଦି...
ଓଡ଼ିଶା 365 (ବ୍ୟୁରୋ): ଅକ୍ଟୋବର ୨୯ ରେ ପ୍ରସ୍ତାବିତ ମୁସଲିମ ମହାପଞ୍ଚାୟତକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବଡ଼ ଦାବି କରିଛନ୍ତି। ଜୋ ବାଇଡେନ୍...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଶ୍ୱର ସବୁଠାରୁ ଧନୀ ଭିକାରୀ ଭରତ ଜେନ୍ । ସାଧାରଣତଃ ରୋଜଗାର ପାଇଁ ଅକ୍ଷମ ହୋଇଥିଲେ ହିଁ ଜଣେ ଭିକ୍ଷାକୁ ଆଦରିଥାଏ...
ଓଡ଼ିଶା 365 (ବ୍ୟୁରୋ): ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଉ । ଏନେଇ ଭାରତକୁ ନିବେଦନ କରିଛି ଇସ୍ରାଏଲ । ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍...
ଓଡ଼ିଶା 365 (ବ୍ୟୁରୋ) : ଆତ ଶରୀରକୁ ଦେଇଥାଏ ଅନେକ ଫାଇଦା ଆତ ପାଟିକୁ ଭାରି ସ୍ୱାଦିଷ୍ଟ ଲାଗିବା ସହ ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ଫାଇବର୍...
ଓଡ଼ିଶା 365 (ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଆଜି ରାଜଭବନରେ ଦିଆଯିବ ବିଦାୟକାଳୀନ ସମ୍ବର୍ଦ୍ଧନା । ଅପରାହ୍ନରେ ହେବାକୁ ଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ...
ଓଡ଼ିଶା 365 (ବ୍ୟୁରୋ): ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାରେ ବାଜି ମାରୁଛି ଭାରତ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହ ୧୭ଟି...
ଓଡ଼ିଶା 365 (ବ୍ୟୁରୋ): ଏଣିକି ହ୍ଵାଟସ ଆପରେ hi ମେସେଜ କଲେ ଚୁଟକିରେ ହେବ ଟିକେଟ ବୁକ୍। ଦେଶରେ ପ୍ରଥମ କରି ନନ୍ଦନକାନନ ପକ୍ଷରୁ ଏନେଇ ଜାରି ହୋଇଛି ହ୍ଵାଟସ...
ଓଡ଼ିଶା 365 (ବ୍ୟୁରୋ):ଗାଁ ଠୁ ସହର ସବୁଠି ମାଛର ଅନେକ ଚାହିଦା ରହିଛି । ଛୋଟ ଠାରୁ ବୟସ୍କ ସମସ୍ତଙ୍କର ପ୍ରିୟ ହୋଇଥାଏ ମାଛ । ଏହାର...
ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି ପବିତ୍ର କୁମାର ପୂର୍ଣ୍ଣିମା, ଯାହାକି ଓଡ଼ିଶାର ଏକ ବିଶେଷ ପର୍ବ ମଧ୍ୟରୁ ଗୋଟିଏ । ଏହି ପର୍ବକୁ କୁମାରୋତ୍ସବ...
ଓଡ଼ିଶା 365 (ବ୍ୟୁରୋ): ଜାନୁଆରୀ ୫ରେ ପ୍ରକାଶ ପାଇବ ଓଡ଼ିଶା ଭୋଟରଙ୍କ ଚୂଡାନ୍ତ ତାଲିକା । ଏନେଇ ବୁଧବାର ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ...
ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ । ଯିଏ ସବୁବେଳେ ଦମଦାର ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥାନ୍ତି ।...
ଓଡ଼ିଶା 365 (ବ୍ୟୁରୋ): ମହାରାଷ୍ଟ୍ରର ବିଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ...
ଓଡ଼ିଶା 365 (ବ୍ୟୁରୋ): ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ଗତକାଲି ବ୍ରୋଞ୍ଜ ପଦକ ଜିତିଥିବା ହାତେଇଥିଲେ ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ଆଉ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ହେବାର ୨୦ ଦିନ ବିତିଗଲାଣି । ଏପର୍ୟ୍ୟନ୍ତ ଉଭୟ ପାର୍ଶ୍ୱରୁ ହୋଇଥିବା ଆକ୍ରମଣରେ ପ୍ରାୟ ଆଠ...
ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଗାଜା ଉପରେ ଲଗାତର ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା ।...
ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶେଷରେ ଦେବାଦେବୀଙ୍କ ମନ୍ଦିରକୁ କୁ ବି ଛାଡ଼ିଲେନି। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ...
ଓଡ଼ିଶା 365 (ବ୍ୟୁରୋ):ଇସ୍ରାଏଲ-ହମାସ ମଧ୍ୟରେ ୧୯ ଦିନ ହେଲା ଚାଲିଛି ଯୁଦ୍ଧ । ଏହାରି ଭିତରେ ଅନେକ ଜୀବନ ବଳି ପଡିସାରିଲାଣି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ...
ଓଡ଼ିଶା 365 (ବ୍ୟୁରୋ): ଗତ କିଛି ମାସ ହେବ ବେଶ୍ ଆକ୍ଟିଭ ମୁଡରେ ରହିଛି ଇଡି । ଏହାରି ଭିତରେ ଆଗକୁ ଅଛି ରାଜସ୍ଥାନ ବିଧାନସଭା ନିର୍ବାଚନ...
ଓଡ଼ିଶା 365 (ବ୍ୟୁରୋ): ନୟାଗଡ଼ ସହରର ଖଣ୍ଡପଡ଼ା ରୋଡରେ ଥିବା ଶ୍ରୀ ଶ୍ୟାମ୍ ଗାର୍ମେଣ୍ଟ ସୋରୁମ୍ରେ ନିଆଁ ଲାଗି ଜଳିଗଲା ୨ କୋଟିର ସାମଗ୍ରୀ। ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ...
ଓଡ଼ିଶା 365 (ବ୍ୟୁରୋ) : କେବେ ସୁସ୍ଥ ହେବେ ହାର୍ଦ୍ଦିକ ପାଣ୍ଡ୍ୟା ।ଏ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଆହତ...
ଓଡ଼ିଶା 365 (ବ୍ୟୁରୋ) : ମେଲାଣି ନେଇଛନ୍ତି ଦୁର୍ଗତୀନାଶିନୀ ମା ଦୁର୍ଗା। ଏବେ ପୂଜା ପାଇବେ ମା ଗଜଲକ୍ଷ୍ମୀ । ଏଥିପାଇଁ ଚଳଚଞ୍ଚଳ ଗାଁରୁ ସହର ।...
ଓଡ଼ିଶା 365 (ବ୍ୟୁରୋ): ଆମେରିକାରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି । ପୁଣି ଆମେରିକାରେ ଫୁଟିଲା ଗୁଳି । ଆମେରିକାରେ ପୁଣି ଏକ...
ଓଡ଼ିଶା 365(ବ୍ୟୁରୋ): ଅଯୋଧ୍ୟାରେ ‘ଶ୍ରୀ ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 500 ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା...
ଓଡ଼ିଶା 365 (ବ୍ୟୁରୋ): ମହାପ୍ରଭୁ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି...
ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଘରୋଇ ବସ୍ ଚଳାଚଳକୁ ନେଇ ଆଜି ମାଲିକ ସଂଘ-ସରକାରଙ୍କ ମଧ୍ୟରେ ବସିବ ବୈଠକ। ପୂର୍ବାହ୍ନ ୧୧ଟା ବେଳେ ଖାରବେଳ ଭବନରେ ବସିବ ଏହି ବୈଠକ।...
ଓଡ଼ିଶା 365 (ବ୍ୟୁରୋ): OAS ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଗତ ୨୨ ତାରିଖରେ ୨୨୦ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଥିଲା। ତେବେ ପୁଣି ୫୩...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ କଙ୍ଗନା ତାଙ୍କ ଫିଲ୍ମ ‘ତେଜସ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ,ବାୟୁସେନା ଦିବସ ଅବସରରେ ରବିବାର ଦିନ ରିଲିଜ୍ ହୋଇଥିଲା ।...
ଓଡ଼ିଶା 365 (ବ୍ୟୁରୋ): ଚାଷୀଙ୍କୁ ପୁଣି ଉପହାର ଦେଲେ କେନ୍ଦ୍ର ସରକାର । ଖରିଫ ଫସଲର ଏମଏସପି ବୃଦ୍ଧି ପରେ କେନ୍ଦ୍ର ସରକାର ଚାଷୀଙ୍କୁ ଦ୍ୱିତୀୟ ଉପହାର...
ଓଡ଼ିଶା 365 (ବ୍ୟୁରୋ) : ଏବେ ଚିନ୍ତାରେ ଟିମ୍ ଇଣ୍ଡିଆ । ଏଜାବତ ସୁସ୍ଥ ହୋଇନାହାଁନ୍ତି ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଆଗାମୀ ଦୁଇଟି ମ୍ୟାଚ୍ରୁ...
ଓଡ଼ିଶା 365 (ବ୍ୟୁରୋ): ଦିନ ଯେତେ ଗଡ଼ୁଛି, ସେତେ ଭୟଙ୍କର ହେୁଛି ଯୁଦ୍ଧ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦୁଇ ସପ୍ତାହରୁ ଅଧିକ ସମୟ...
ଓଡ଼ିଶା 365 (ବ୍ୟୁରୋ): ଓଡ଼ିଆ ଝିଅକୁ ଅନ୍ତର୍ଜାତୀୟ ପୁରସ୍କାର। ନର୍ମାନ ଇ ବୋର୍ଲାଗ ପୁରସ୍କାର ପାଇଲେ ଯୁବ ବୈଜ୍ଞାନିକ ଡ.ସ୍ୱାତୀ ନାୟକ। କୃଷି ଓ କୃଷି କ୍ଷେତ୍ରର ବିକାଶରେ...
ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ଧିରେ ଧିରେ ସବୁଠି ଦେଶର ନାମ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଉଛି । ଜି୨୦ ବୈଠକ ପରେ ଏବେ ସବୁଠି ଏହା...
ଓଡ଼ିଶା 365 (ବ୍ୟୁରୋ): ପୁଣି ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ଗୋଟେପଟେ ମଧ୍ୟ ପୂର୍ବରେ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା...
ଓଡ଼ିଶା 365 (ବ୍ୟୁରୋ): ଅଷ୍ଟ୍ରେଲିଆର ଟାସମାନିଆ ଦ୍ବୀପର ଉତ୍ତର-ପଶ୍ଚିମ ଦିଗକୁ କେପ୍ ଗ୍ରିମ୍ ନାମକ ଏକ ଉପଦ୍ବୀପ ରହିଛି, ଯାହାକୁ କେହି କେହି ‘ପୃଥିବୀର ଧାର’ ବୋଲି...
ଓଡ଼ିଶା 365 (ବ୍ୟୁରୋ): ଆଗକୁ ଆସୁଛି ମିଜୋରାମ ବିଧାନସଭା । ଏହାକୁ ନେଇ ସରଗରମର ହେଲାଣି ରାଜ୍ୟ ରାଜନୀତି । ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା...
ଓଡ଼ିଶା 365 (ବ୍ୟୁରୋ): ଗାଜାରେ ହମାସ ଟାର୍ଗେଟ ଉପରେ ଇସ୍ରାଏଲ୍ ସେନା ଆକ୍ରମଣକୁ ତୀବ୍ର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ସେନା ୪୦୦ ରୁ...
ଓଡ଼ିଶା 365 (ବ୍ୟୁରୋ): ମଙ୍ଗଳବାର ଦିନ ଡବଲିନ୍ରେ ହୋଇଥିବା ଗ୍ଲୋବାଲ ଆୟର୍ଲାଣ୍ଡ ସମ୍ମିଳନୀରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆୟର୍ଲାଣ୍ଡର ଉପପ୍ରଧାନମନ୍ତ୍ରୀ ମାଇକେଲ...
ଓଡ଼ିଶା 365 (ବ୍ୟୁରୋ): ଆମେ ସମସ୍ତେ ଜାଣିଛୁ ଯେ ବିଅର ଆମ ସ୍ବାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ କ୍ଷତିକାରକ।ବିଅର ପାଇଁ ଆମ ସ୍ବାସ୍ଥ୍ୟ ଖରାପ ହୋଇଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି...
ଓଡ଼ିଶା 365 (ବ୍ୟୁରୋ): ଅକ୍ଟୋବର ୭ ରେ ହାମାସ ଯେପରି ଇସ୍ରାଏଲକୁ ପ୍ରବେଶ କଲା ଏବଂ ଆକ୍ରମଣ କଲା, ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା । ଦୁନିଆର...
ଓଡ଼ିଶା 365 (ବ୍ୟୁରୋ): କୁଳଡିହା ଅଭୟାରଣ୍ୟରେ ଆଜିଠୁ ଆରମ୍ଭ ହେଲା ବାଘ ଗଣନା। ଏହି କାର୍ଯ୍ୟ ଆସନ୍ତା ୩୦ ତାରିଖ ଯାଏଁ ଆର୍ଥାତ୍ ୫ ଦିନ ଧରି ଚାଲିବ।...
Copyright © Odisha-365, 2024 - All Rights Reserved.